Browsing Category
Breaking News
ପଦ୍ମ ପୁରସ୍କାର ଲାଗି ଅନ୍ଲାଇନରେ ଆବଦେନ ପ୍ରକ୍ରିୟା ସେପ୍ଟେମ୍ବର ୧୫ ପର୍ଯ୍ୟନ୍ତ ବୃଦ୍ଧି
ନୂଆଦିଲ୍ଲୀ : ଆସନ୍ତା ୨୦୨୪ ପାଇଁ ପଦ୍ମ ପୁରସ୍କାର ଲାଗି ଅନ୍ଲାଇନରେ ଆବଦେନ ପ୍ରକ୍ରିୟାକୁ ସେପ୍ଟେମ୍ବର ୧୫ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ରାଷ୍ଟ୍ରୀୟ ପୁରସ୍କାର ପୋର୍ଟାଲରେ ଏଥିପାଇଁ ଆବେଦନ କରାଯାଇପାରିବ ।…
ଜୁଲାଇ ୧ରେ ଓଟିଇଟି ପରୀକ୍ଷା: କଟକ, ଭୁବନେଶ୍ୱରକୁ ଛାଡି ବାକି ସମସ୍ତ ଜିଲ୍ଲାର ପରୀକ୍ଷା କେନ୍ଦ୍ରକୁ ପଠାଗଲା ପ୍ରଶ୍ନପତ୍ର
ଭୁବନେଶ୍ୱର: ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା- ଓଟିଇଟି-୨୦୨୨ର ଦୁଇଟା ଯାକ ପେପର୍ ଲାଗି ପରୀକ୍ଷା ଆସନ୍ତା ଜୁଲାଇ ୧, ଶନିବାର ଦିନ ଅନୁଷ୍ଠିତ ହେବ । କଟକ, ଭୁବନେଶ୍ୱରକୁ ଛାଡ଼ିଦେଲେ ରାଜ୍ୟର ବାକି ସମସ୍ତ ଜିଲ୍ଲାର…
କରମଣ୍ଡଳ ଦୁର୍ଘଟଣାରେ ବଢିଲା ମୃତ୍ୟୁସଂଖ୍ୟା: SCBରେ ଆଉ ଜଣେ ଆହତଙ୍କ ମୃତ୍ୟୁ
କଟକ: ବାଲେଶ୍ୱର ବାହାନଗା ଦୁର୍ଘଟଣାରେ ମୃତ୍ୟୁସଂଖ୍ୟାରେ ଆଉ ଜଣେ ଯାତ୍ରୀଙ୍କର ମୃତ୍ୟୁ ଘଟିଛି । ଦୁର୍ଘଟଣାର ପ୍ରାୟ ୨୮ ଦିନ ପରେ ଆଜି ଚିକିସବାରତ ଅବସ୍ଥାରେ ପ୍ରାଣ ହରାଇଛନ୍ତି ଜଣେ ଆହତ ଯାତ୍ରୀ । ଟ୍ରେନ ଦୁର୍ଘଟଣାରେ…
ପୁରୀ ଜିଲ୍ଲା ସତ୍ୟବାଦୀସ୍ଥିତ ଓଡ଼ିଆ ବିଶ୍ୱବିଦ୍ୟାଳୟରେ ଚଳିତ ଶିକ୍ଷାବର୍ଷଠାରୁ ଆରମ୍ଭ ହେବ ପାଠପଢ଼ା
ପୁରୀ(ଓଡ଼ିଶା ଭାସ୍କର): ପୁରୀ ଜିଲ୍ଲାର ସତ୍ୟବାଦୀ ବ୍ଲକରେ ପ୍ରତିଷ୍ଠିତ ଓଡ଼ିଆ ବିଶ୍ୱବିଦ୍ୟାଳୟରେ ଚଳିତବର୍ଷଠାରୁ ନାମଲେଖା ଓ ପାଠପଢ଼ା ଆରମ୍ଭ ହେବ । ଏଥିନିମନ୍ତେ ରାଜ୍ୟ ସରକାରଙ୍କ ଏକ ଉଚ୍ଚସ୍ତରୀୟ କମିଟି ସତ୍ୟବାଦୀ…
ୟୁଏନର ଏହି ଲିଷ୍ଟରୁ ୧୨ ବର୍ଷ ପରେ ହଟିଲା ଭାରତର ନାଁ: ରିପୋର୍ଟରେ ମୋଦୀ ସରକାରଙ୍କ ପ୍ରଶଂସା
ନୂଆଦିଲ୍ଲୀ: ଜାତିସଂଘର ସେକ୍ରେଟେରୀ ଜେନେରାଲ୍ ଆଣ୍ଟୋନିଓ ଗୁଟେରସ୍ ଶିଶୁଙ୍କ ଉତ୍ତମ ସୁରକ୍ଷା ପାଇଁ ସରକାର ଗ୍ରହଣ କରିଥିବା ପଦକ୍ଷେପ ବିଷୟରେ ଉଲ୍ଲେଖ କରି ପିଲାଙ୍କ ଉପରେ ସଶସ୍ତ୍ର ସଂଘର୍ଷର ପ୍ରଭାବକୁ ନେଇ ନିଜର…
ଏଟିଏମ୍ କାର୍ଡ ଉପରେ ଲେଖାଯାଇଥାଏ ୧୬ ଡିଜିଟ୍ ନମ୍ବର, ଯାହାର ଅର୍ଥ ଜାଣିବା ସମସ୍ତଙ୍କ ଲାଗି ଜରୁରୀ
ନୂଆଦିଲ୍ଲୀ:ଏଟିଏମ୍ କାର୍ଡ ଦ୍ୱାରା ବ୍ୟାଙ୍କିଙ୍ଗ ପ୍ରକ୍ରିୟା ବହୁତ ସହଜ ହୋଇଯାଇଛି । ଏଟିଏମ୍ କାର୍ଡର ବ୍ୟବହାର କେବଳ କ୍ୟାସ୍ କାଢିବା ପାଇଁ କିମ୍ବା ଜମା କରିବା ପାଇଁ ନୁହେଁ ବରଂ ଡିଜିଟାଲ୍ ଟ୍ରାନ୍ଜାକସନରେ ମଧ୍ୟ…
ସୁନାବେଶ ପାଇଁ ଟ୍ରାଫିକ ବ୍ୟବସ୍ଥା, ଜାଣନ୍ତୁ କେଉଁଠି କରିବେ ପାର୍କିଂ
ପୁରୀ : ଆଜି ୩ ଠାକୁରଙ୍କ ପବିତ୍ର ସୁନାବେଶ । ଆଉ କିଛି ସମୟ ପରେ ଆରମ୍ଭ ହୋଇଯିବ ଦର୍ଶନର କାର୍ଯ୍ୟକ୍ରମ । ତେବେ ସୁନାବେଶ ନେଇ ଟ୍ରାଫିକ ବ୍ୟବସ୍ଥାକୁ କଡା କଡି କରାଯାଇଛି । ଟ୍ରାଫିକ ବ୍ୟବସ୍ଥା ଲାଗି ୫୧ ପ୍ଲାଟୁନ…
ଆସନ୍ତା ୫ ଦିନ ପର୍ଯ୍ୟନ୍ତ ଲାଗି ରହିବ ମେଘୁଆ ପାଗ, ପୂର୍ବାନୁମାନ କରି କହିଛନ୍ତି ପାଣି ପାଗ ବିଶେଷଜ୍ଞ
ଭୁବନେଶ୍ୱର : ଆସନ୍ତା ୫ଦିନ ପର୍ଯ୍ୟନ୍ତ ରାଜ୍ୟରେ ମେଘୁଆ ପାଗ ରହିବା ସହ ସୁନ୍ଦରଗଡ଼ ଓ ଝାରସୁଗୁଡ଼ା ଜିଲ୍ଲାର କେତୋଟି ସ୍ଥାନରେ ପ୍ରବଳ ବର୍ଷା ହେବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରି ସୂଚନା…
ପୁଣି ନାବାଳିକା ସହ ଗ୍ୟାଙ୍ଗରେପ, ସାଙ୍ଗମାନଙ୍କୁ ଭେଟିବାକୁ ପାର୍କ ଯାଇଥିଲେ ପୀଡିତା
ନୂଆଦିଲ୍ଲୀ: ଦିଲ୍ଲୀର ଶାହାବାଦ ଅଞ୍ଚଳରେ ନାବାଳିକାକୁ ଗ୍ୟାଙ୍ଗ ବଳାତ୍କାର ଘଟଣା ସାମ୍ନାକୁ ଆସିଛି। ଏହି ସମୟରେ ନାବାଳିକା ଜଣକ ସାଙ୍ଗ ସହିତ ପାର୍କକୁ ଯାଇଥିଲେ। ଝିଅଟିର ବୟସ ପ୍ରାୟ ୧୬ ବର୍ଷ। ବର୍ତ୍ତମାନ ପୋଲିସ…
ଖାଦ୍ୟ ଖାଇସାରିବା ପରେ ଭୁୁଲ୍ ରେ ବି କରନ୍ତୁନି ଏହି ୩ କାମ, ସ୍ୱାସ୍ଥ୍ୟ ଉପରେ ପଡିପାରେ ଖରାପ ପ୍ରଭାବ
ଶରୀରକୁ ସୁସ୍ଥ ରଖିବା ଲାଗିବ ଆମକୁ ଦୈନିକ ଦିନଚର୍ଯ୍ୟାରେ ବହୁ କଥା ଉପରେ ଧ୍ୟାନ ଦେବାକୁ ହୋଇଥାଏ । ଶରୀରକୁ ଫିଟ୍ ଓ ସୁସ୍ଥ ରଖିବା ଲାଗି ପର୍ଯ୍ୟାପ୍ତ ଭୋଜନ ଓ ପର୍ଯ୍ୟାପ୍ତ ପାଣିର ଆବଶ୍ୟକତା ରହିଛି । ସୁଷମ ଖାଦ୍ୟ ଆମ…