fbpx
Browsing Category

Breaking News

କେନ୍ଦ୍ରମନ୍ତ୍ରୀଙ୍କ ନିଆରା ଦାବି : କହିଲେ- ମାତୃ ଦିବସ ପରି ପାଳନ କରନ୍ତୁ ‘ପତ୍ନୀ ଦିବସ’

ନୂଆଦିଲ୍ଲୀ: ‘ମାତୃ ଦିବସ’ ଭଳି ‘ପତ୍ନୀ ଦିବସ’ ପାଳନ କରିବାକୁ ଦାବି କରିଛନ୍ତି କେନ୍ଦ୍ରମନ୍ତ୍ରୀ ରାମଦାସ ଆଠୱଲେ । ମହାରାଷ୍ଟ୍ରର ସାଙ୍ଗଲିରେ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ସେ ଏପରି କହିଛନ୍ତି । ତାଙ୍କ କହିବା…

ଚାଲିଗଲା ଦନ୍ତା ହାତୀ ନନ୍ଦ, ବିଫଳ ହେଲା ଚିକିତ୍ସକଙ୍କ ସମସ୍ତ ଉଦ୍ୟମ

ଆଖି ବୁଜିଲା ଦନ୍ତା ହାତୀ ନନ୍ଦ । ଭୁବନେଶ୍ୱର ଚନ୍ଦକା ଅଭୟାରଣ୍ୟରେ ଆଖି ବୁଜିଲା ପୋଷା ଦନ୍ତା ହାତୀ ନନ୍ଦ । ଅସୁସ୍ଥ ନନ୍ଦକୁ ବଞ୍ଚାଇବାକୁ ଚିକିତ୍ସଙ୍କ ସମସ୍ତ ଉଦ୍ୟମ ବିଫଳ ହୋଇଛି । ନନ୍ଦ ରବିବାର ଅସୁସ୍ଥ…

ନେପାଳ ଗସ୍ତରେ ନରେନ୍ଦ୍ର ମୋଦୀ, ଦୁଇ ଦେଶ ମଧ୍ୟରେ ସମ୍ବନ୍ଧକୁ ମଜବୁତ ଉପରେ ରହିବ ଫୋକସ୍

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ବୁଦ୍ଧ ପୂର୍ଣ୍ଣିମା ଅବସରରେ ନେପାଳ ଗସ୍ତରେ ଯିବେ । ନେପାଳ ଗସ୍ତ କରି ପ୍ରଥମେ ବୁଦ୍ଧଙ୍କ ଜନ୍ମସ୍ଥଳୀ ଲୁମ୍ବିନୀ ଯିବା ସହ ମାୟା ଦେବୀ ମନ୍ଦିରରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରିବେ…

୧୩ ବର୍ଷର ନାତୁଣୀକୁ ଅଶ୍ଲୀଳ ଭିଡିଓ ଦେଖାଇ ଯୌନ ଶୋଷଣ: ୭୦ ବର୍ଷର ଅଭିଯୁକ୍ତ ଜେଜେଙ୍କୁ ଏପରି ଦଣ୍ଡ ଦେଲେ କୋର୍ଟ

ମୁମ୍ବାଇ: ନିଜର ୧୩ ବର୍ଷୀୟ ସାବତ ନାତୁଣୀକୁ ଯୌନ ଶୋଷଣ ଓ ମୋବାଇଲରେ ପର୍ଣ୍ଣ ଦେଖାଇବା ଅଭିଯୋଗରେ ୭୦ ବର୍ଷୀୟ ବ୍ୟକ୍ତିକୁ ୭ ବର୍ଷର ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି ମୁମ୍ବାଇର ଏକ ସ୍ପେଶାଲ କୋର୍ଟ । ଏହି ସମୟରେ ବ୍ୟକ୍ତିର…

ଗାଧୋଉଥିବାବେଳେ ହେଲା ଆକ୍ରମଣ: ପାଣିରେ ବୁଡ଼ିଯାଇ ୫ ଜଣଙ୍କ ସଲିଳ ସମାଧି

ହରିୟାଣାର ଯମୁନାନଗରରେ ଏକ ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି । ଯେଉଁଠାରେ ୫ ଜଣ ଗଭୀର ଜଳରେ ବୁଡ଼ିଯାଇଛନ୍ତି । ତେବେ ଏହା ସେମାନଙ୍କ ଭୁଲ ଯୋଗୁଁ ନୁହେଁ ବରଂ ସେମାନଙ୍କ ଉପରେ ଆକ୍ରମଣ ଯୋଗୁଁ ଏପରି ହୋଇଛି ।…

ସିଏନଜି ପରେ କେତେ ମହଙ୍ଗା ହେଲା ପେଟ୍ରୋଲ-ଡିଜେଲ ? ଏଠାରେ ମିଳୁଛି ଶସ୍ତା ତେଲ, ଜାଣନ୍ତୁ ଆଜିର ରେଟ୍

ନୂଆଦିଲ୍ଲୀ: ତୈଳ କମ୍ପାନୀଗୁଡ଼ିକ ଆଜି ଅର୍ଥାତ୍ ୧୬ ମେ’ ପାଇଁ ପେଟ୍ରୋଲ-ଡିଜେଲର ନୂଆ ରେଟ୍ ଜାରି କରିଛନ୍ତି । ଆଜି ମିଶାଇ ଲଗାତାର ୪୦ ଦିନ ହେବ ପେଟ୍ରୋଲ-ଡିଜେଲ ଦର ସ୍ଥିର ରହିଛି । ୨୨ ମାର୍ଚ୍ଚରୁ ୬ ଏପ୍ରିଲ ମଧ୍ୟରେ…

ତାତିରୁ ମିଳିବ ଆଶ୍ୱସ୍ତି : କେରଳରେ ପ୍ରାକ୍‌ ମୌସୁମୀ ବର୍ଷା ଆରମ୍ଭ, ୨ଜିଲ୍ଲାକୁ ରେଡ ଓ ୬ ଜିଲ୍ଳାକୁ ଅରେଞ୍ଜ ଆଲର୍ଟ ଜାରି

ଥିରୁବନନ୍ତପୁରମ୍‌, : ପ୍ରଚଣ୍ଡ ଗ୍ରୀଷ୍ମ, ଟାଣ ଖରା ଓ ଗରମ ଗୁଳୁଗୁଳିରେ ଉତ୍ତର ଭାରତ ଏବେ ସଢ଼ୁଛି । ତେବେ କେରଳରୁ ଏକ ଭଲ ସଙ୍କେତ ଆସୁଥିବା ନେଇ ପାଣିପାଗ ବିଭାଗ ସୂଚନା ଦେଇଛି । କେରଳରେ ପ୍ରାକ୍‌ ମୌସୁମୀ ବର୍ଷା…

ଶ୍ୱଶୁର ଘର ବଦଳରେ ବରଯାତ୍ରୀ ପହଞ୍ଚିଥିଲା ଥାନାରେ, ଏମିତି ଥିଲା କାରଣ

ବରଯାତ୍ରୀ ଧରି ଥାନାରେ ପହଞ୍ଚିଲା ବର । ଭାଇକୁ ଛାଡ଼ିବାକୁ କରିଥିଲେ ଅନୁରୋଧ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଉତ୍ତର ପ୍ରଦେଶ ଅମରୋହାରେ । ଯେଉଁଠାରେ ଜଣେ ବର ନିଜ ବିବାହ ବରଯାତ୍ରୀକୁ ନେଇ ଶ୍ୱଶୁର ଘରକୁ ଯିବା…

ରୁଷ ରାଷ୍ଟ୍ରପତିଙ୍କୁ ବ୍ଲଡ କ୍ୟାନ୍ସର, ଜୀବନ ମରଣ ସହ ସଂଘର୍ଷ କରୁଛନ୍ତି ପୁଟିନ୍‌ !

କିଭ୍‌: ରୁଷ ରାଷ୍ଟ୍ରପତି ଭ୍ଲାଦିମାର ପୁଟିନ୍‌ଙ୍କ ଅବସ୍ଥା ଦିନକୁ ଦିନ ଜଟିଳ ହେବାରେ ଲାଗିଛି । ରକ୍ତ କର୍କଟରେ ପୀଡ଼ିତ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଜୀବନ ମରଣ ସହ ସଂଘର୍ଷ କରୁଛନ୍ତି । ତାଙ୍କ…

ଆଜି ଚନ୍ଦ୍ରଗ୍ରହଣରେ ଦେଖାଯିବ ବ୍ଲଡ୍ ମୁନ୍: ଗର୍ଭବତୀ ରୁହନ୍ତୁ ସାବଧାନ୍, ଯୌନ ସମ୍ପର୍କଠାରୁ …

ନୂଆଦିଲ୍ଲୀ: ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ ୧୬ ମେ’ ୨୦୨୨ ଅର୍ଥାତ୍ ଆଜି ଲାଗିବ । ଚନ୍ଦ୍ରଗ୍ରହଣ ପୂର୍ଣ୍ଣିମା ଦିନ ଲାଗିଥାଏ । ଏହା ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ହେବ, ଯାହାକି ବିଶ୍ୱର ଅନେକ ଦେଶରେ ଦୃଶ୍ୟମାନ ହେବ ।…