Browsing Category

Breaking News

ଅଫଜଲ ଅନସାରୀଙ୍କର ଯାଇପାରେ ଲୋକସଭା ସାଂସଦ ପଦ: ଗ୍ୟାଙ୍ଗଷ୍ଟର ଆକ୍ଟ ମାମଲାରେ ୪ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ

ନୂଆଦିଲ୍ଲୀ: ଗାଜିପୁରର ସାଂସଦ-ବିଧାୟକ କୋର୍ଟ ବିଏସପି ସାଂସଦ ଫଜାଲ ଅନସାରୀଙ୍କୁ ଗ୍ୟାଙ୍ଗଷ୍ଟର ଆକ୍ଟରେ ଦୋଷୀ ସାବ୍ୟସ୍ତ କରିଛନ୍ତି । ଅଫଜଲ ଅନସାରୀଙ୍କୁ କୋର୍ଟ ଦୋଷୀ ସାବ୍ୟସ୍ତ କରିବା ସହ ୪ ବର୍ଷ ଜେଲ୍ ସହ ଲକ୍ଷେ…

ANI ପରେ NDTVର ଟୁଇଟର ଆକାଉଣ୍ଟ ବ୍ଲକ: ଜାଣନ୍ତୁ କ’ଣ କାରଣ

ନୂଆଦିଲ୍ଲୀ: ଏଲନ ମସ୍କ ଟୁଇଟର କିଣିବା ପରେ ଏଥିରେ ଅନେକ ପରିବର୍ତନ ଦେଖିବାକୁ ମିଳୁଛି। କିଛି ଦିନ ତଳେ ଭାରତର ଅନେକ ପ୍ରତିଷ୍ଠିତ ବ୍ୟକ୍ତି ବିଶେଷକଙ୍କର ଟୁଇଟର ଆକାଉଣ୍ଟରୁ ବ୍ଲ୍ୟୁ ଟିକ୍ ଉଭାନ ହୋଇଯାଇଥିଲା,…

୧ ମେ’ରୁ ବଦଳିବାକୁ ଯାଉଛି LPGରୁ ନେଇ GST ପର୍ଯ୍ୟନ୍ତ ୪ଟି ନିୟମ: ଲୋକଙ୍କ ପକେଟ୍ ଉପରେ ପଡ଼ିବ ପ୍ରଭାବ

ନୂଆଦିଲ୍ଲୀ: ମେ’ ମାସରୁ ଜିଏସ୍ଟିରୁ ଏଲପିଜି, ସିଏନଜି ଏବଂ ପିଏନଜି ଭଳି ଜିନିଷରେ ପରିବର୍ତ୍ତନ ହେବାକୁ ଯାଉଛି । ଏହାର ପ୍ରଭାବ ସିଧାସଳଖ ଆପଣଙ୍କ ପକେଟରେ ପଡ଼ିବ ଏବଂ ମାସର ବଜେଟ୍ ବିଗିଡ଼ିପାରେ । ଆଉ କିଛି ଦିନ ପରେ…

ପାକିସ୍ତାନରେ ଝିଅମାନଙ୍କ କବରରରେ ତାଲା ପକାଉଛନ୍ତି ପିତା-ମାତା, ଶବ ସହିତ ହେଉଛି ରେପ୍: ରିପୋର୍ଟ

ଇସଲାମ।।ଦ: ପାକିସ୍ତାନରୁ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି । ସେଠାରେ ଅନେକ ପିତାମାତା ସେମାନଙ୍କର ମୃତ ଝିିଅମାନଙ୍କୁ କବରରେ ତାଲା ପକାଇ ସେମାନଙ୍କୁ ବଳାତ୍କାରରୁ ରକ୍ଷା କରୁଛନ୍ତିି । ଦୈନିକ ଟାଇମ୍ସର…

ନ୍ୟୁଜ ଏଜେନ୍ସି ANIର ଟ୍ୱିଟର ଆକାଉଣ୍ଟ ବ୍ଲକ କଲେ ଏଲୋନ୍ ମସ୍କ, ଜାଣନ୍ତୁ କ’ଣ କାରଣ

ନୂଆଦିଲ୍ଲୀ: ଭାରତର ପ୍ରମୁଖ ନ୍ୟୁଜ୍ ଏଜେନ୍ସୀ ଏଏନ୍‌ଆଇର ଟ୍ୱିଟର ଆକାଉଣ୍ଟକୁ ସସ୍‌ପେଣ୍ଡ କରି ଦେଇଛି । ପୁର୍ବରୁ ବିବିସିର ଟ୍ୱିଟର ଆକାଉଣ୍ଟ ଉପରେ ମଧ୍ୟ ବଡ଼ ଟ୍ୱିଟର କାର୍ଯ୍ୟାନୁଷ୍ଠାନ ନେଇଥିଲା । ସରକାରଙ୍କ କହିବା…

ପାଣିପାଗ- ରାଜ୍ୟରେ ୪ ଦିନ ଜାରି ରହିବ କାଳବୈଶାଖୀ ବର୍ଷା: ୨୪ ଘଣ୍ଟା ପାଇଁ ୯ ଘଣ୍ଟାକୁ ସତର୍କବାଣୀ

ଭୁବନେଶ୍ୱର: ରାଜ୍ୟରେ ଆହୁରି ୪ ଦିନ ପର୍ଯ୍ୟନ୍ତ ଲାଗି ରହିବ କାଳବୈଶାଖୀ ବର୍ଷା । ପ୍ରବଳ ବର୍ଷା ସାଭ୍ଗକୁ ଘଡଘଡି ହେବାର ପୂର୍ବାନୁମାନ ହୋଇଛି । ତେବେ ଆଗାମୀ ୨୪ ଘଣ୍ଟାରେ ରାଜ୍ୟର ମୋଟ ୯ଟି ଜିଲ୍ଲାକୁ ପ୍ରବଳ ବର୍ଷା…

ସେନାରେ ମହିଳା ଦେଖାଇବେ ଶକ୍ତି: ଆର୍ଟିଲାରୀ ରେଜିମେଣ୍ଟରେ ୫ ମହିଳା ଅଧିକାରୀ ସାମିଲ

ନୂଆଦିଲ୍ଲୀ: ଭାରତୀୟ ସେନାରେ ମହିଳାଙ୍କ ପ୍ରଥମ ବ୍ୟାଚ୍‌ରେ ୫ ଜଣଙ୍କୁ ଆର୍ଟିଲାରୀ ରେଜିଜମେଣ୍ଟରେ ସାମିଲ କରାଯାଇଛି । ଚେନ୍ନାଇରେ ଶନିବାର ଅଫିସର୍ସ ଟ୍ରେନିଂ ଏକାଡେମି(ଓଟିଏ)ରେ ଲମ୍ବା ସମୟର ପ୍ରଶିକ୍ଷଣ ପରେ…

ଜାତିସଂଘ ମୁଖ୍ୟାଳୟରେ ଲାଇଭ ଚାଲିବ ‘ମନ କି ବାତ୍‌ @ ୧୦୦’ , ଐତିହାସିକ ମୁହୂର୍ତ୍ତ ପାଇଁ ଶୁଭେଚ୍ଛା ଜଣାଇଲେ ବିଲ ଗେଟ୍ସ

ନୂଆଦିଲ୍ଲୀ : ଦେଶ ନୁହେଁ, ବିଦେଶରେ ମୋଦୀଙ୍କ ରେଡିଓ ଲାଇଭ୍ ଶୁଣାଯିବ । ମିଳିତ ଜାତିସଂଘ ମୁଖ୍ୟାଳୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ ମନ କି ବାତର ୧୦୦ ତମ ଧାରା ପ୍ରସାରିତ ହେବ।…

OUATର ପୂର୍ବତନ କୁଳପତି DP ରାୟଙ୍କ ପରଲୋକ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି)ର ପୂର୍ବତନ କୁଳପତିଙ୍କ ଦେହାନ୍ତ ହୋଇଛି । ପ୍ରଫେସର ଦେବି ପ୍ରସାଦ ରାୟ ଆଜି ରାଜଧାନୀର ଏକ ଘରୋଇ ହସ୍ପିଟାଲରେ ଶେଷ ନିଃଶ୍ୱାସ ତ୍ୟାଗ…

WhatsApp ଆଣୁଛି ଦମଦାର ଫିଚର, ଏବେ ଫୋନ ପରିବର୍ତ୍ତନ କରିଲେ ମଧ୍ୟ ସହଜରେ ଟ୍ରାନ୍ସପର କରିପାରିବେ ଚାଟ; ଆବଶ୍ୟକ ପଡିବ ନାହିଁ ଗୁଗଲ ଡ୍ରାଇଭ

ନୂଆଦିଲ୍ଲୀ: ହ୍ୱାଟ୍ସଆପ ବ୍ୟବହାର କରୁଥିବା ଲୋକମାନେ ଏକ ସାଧାରଣ ସମସ୍ୟା ହେଉଛି ଯେ ଯେତେବେଳେ ସେମାନେ ଫୋନ୍ ପରିବର୍ତ୍ତନ କରନ୍ତି, ନୂତନ ଡିଭାଇସରେ ସେମାନଙ୍କର ପୁରୁଣା ଚାଟ୍ ସଠିକ୍ ଭାବରେ ଆସେ ନାହିଁ । ଅନେକ ଥର…