CHARIDHAM
Browsing Category

Breaking News

୧୦ ଯାଏ ତାତିରୁ ମିଳିବନି ନିସ୍ତାର: ୮,୯ ବେଳକୁ ଭୂବନେଶ୍ୱରରେ ତାପମାତ୍ରା ୪୪-୪୫ ଡିଗ୍ରୀ ଛୁଇଁପାରେ

ଭୁବନେଶ୍ୱର: ରାଜ୍ୟରେ ଜାରି ରହିଛି ଭିଷଣ ତାତି । ଅ୍ଧମ ଏହି ତାତି ଆଗାମୀ ୧୦ ତାରିଖ ପର୍ଯ୍ୟନ୍ତ ଜାରି ରହିବ । ଏହା ପ୍ରଭାବରେ ପୁର୍ବରୁ ପଶ୍ଚିମ ତଥା ଅଭ୍ୟନ୍ତରୀଣ ଓଡ଼ିଶାରେ ଭିଷଣ ଗରମ ଲାଗି ରହିବ । ଆସନ୍ତା ୮,୯,୧୦…

ବାହାନଗା ରେଳ ଦୁର୍ଘଟଣା, ମୃତକଙ୍କ ପରିବାରକୁ ମିଳିବ ୨ ଲକ୍ଷ ଟଙ୍କା: ପ୍ରଧାନମନ୍ତ୍ରୀ

ବାଲେଶ୍ୱର: ବାହାନଗା ରେଳ ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ୨୦୭ରେ ପହଞ୍ଚିଛି । ଏହା ପରେ ବି ଉଦ୍ଧାର କାର୍ଯ୍ୟ ଜାରି ରହିବା ସହ ବୃଦ୍ଧି ପାଉଛି ମୃତକଙ୍କ ସଂଖ୍ୟା । ସେହିପରି ଆହତ ଯାତ୍ରୀଙ୍କ ସଂଖ୍ୟା ମଧ୍ୟ ବଢିଚାଲିଛି ।…

ବାହାନଗାରେ ଘଟିଥିବା ହୃଦୟ ବିଦାରକ ରେଳ ଦୁର୍ଘଟଣା: ଗୋଟିଏ ଦିନ ପାଇଁ ରାଜ୍ୟ ଶୋକ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ବାହାନଗାରେ ଘଟିଥିବା ହୃଦୟ ବିଦାରକ ରେଳ ଦୁର୍ଘଟଣାକୁ ଦୃଷ୍ଟିରେ ରଖି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଗୋଟିଏ ଦିନ ପାଇଁ ରାଜ୍ୟ ଶୋକ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ତେଣୁ 3 ଜୁନ୍ ରେ ରାଜ୍ୟ…

(Video) ବାହାନଗା ଟ୍ରେନ ଟ୍ରାଜେଡି: ଆମ୍ବୁଲାନ୍ସ ପରେ ନିଅଣ୍ଟ ପଡିଲେ ଡାକ୍ତର, ଆହତଙ୍କୁ ମିଳୁନି ରକ୍ତ

ବାହାନଗା: ବାହାନଗା କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣା ସାରା ଦେଶକୁ ସ୍ତବ୍ଧ କରି ଦେଇଛି । ବାଲେଶ୍ୱରରୁ ବିହାର, ହାୱଡାରୁ ତାମିଲନାଡୁ ସବୁଠି ଖାଲି ମୃତ୍ୟୁର ତାଣ୍ଡବ । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ମୃତୁସଂଖ୍ୟା…

କରମଣ୍ଡଳ ଟ୍ରେନ ଦୁର୍ଘଟଣା: ୨୦୦ ଟପିଲା ମୃତ୍ୟୁସଂଖ୍ୟା, ଲାଗୁନି ବ୍ରେକ

ବାଲେଶ୍ୱର: ଭୟଙ୍କର କରମଣ୍ଡଳ ଟ୍ରେନ ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ୨୦୦ ଅତିକ୍ରମ କରିସାରିଛି । ଏହାପରେ ମଧ୍ୟ ମୃତ୍ୟୁସଂଖ୍ୟାରେ ବ୍ରେକ ଲାଗିନାହିଁ । ବର୍ତ୍ତମାନ ସୁଦ୍ଧା ଦୁର୍ଘଟଣାସ୍ଥଳରୁ ମୃତଦେହ ଉଦ୍ଧାର କାର୍ଯ୍ୟ…

ବାହାନଗା ରେଳ ଦୁର୍ଘଟଣା: ଆହତଙ୍କୁ ସୋର ମେଡିକାଲରେ ପହଞ୍ଚାଇଲେ ବିଧାୟକ ସୂରଜ ସୂର୍ଯ୍ୟବଂଶୀ

ବାଲେଶ୍ୱର: ବାହାନଗା ରେଳ ଦୁର୍ଘଟଣାରେ ଶତାଧିକ ଲୋକେ ମୃତ୍ୟ ବାରଣ କରିଛନ୍ତି। ଟ୍ରେନ ଦୁର୍ଘଟଣା ସଂପର୍କରେ ମୁଖ୍ୟ ସଚିବ ପ୍ରଦୀପ ଜେନାଙ୍କ ସବିଶେଷ ସୂଚନା ଅନୁଯାୟୀ ଏଯାବତ ୮୫୦ ଆହତଙ୍କୁ ଉଦ୍ଧାର କରି ହସ୍ପିଟାଲ…

କରମଣ୍ଡଳ ଟ୍ରେନ ଟ୍ରାଜେଡି: ଉଚ୍ଚସ୍ତରୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଲେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

ବାଲେଶ୍ୱର: ବାହାନଗା ରେଳ ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ୧୨୦ ଟପି ସାରିଲାଣି । ଏହି ସଂଖ୍ୟା ଆହୁରି ବୃଦ୍ଧି ହେବାର ଆଶଙ୍କା ଖୁବ ଅଧିକ ରହିଛି ବୋଲି କହିଛନ୍ତି ଅଗ୍ନିଶମ ଡିଜି ସୁଧାଂଶୁ ଷଡଙ୍ଗୀ । ତେବେ ଏହା ମଧ୍ୟରେ…

Video: ଓଡିଶା ଅଗ୍ନିଶମ ଡିଜି ସୁଧାଂଶୁ ଷଡ଼ଙ୍ଗୀ ଦେଲେ ବଡ଼ ସୂଚନା, ୧୨୦ ରୁ ଅଧିକ ମୃତଦେହ ଉଦ୍ଧାର

ବାଲେଶ୍ୱର: ବାହାନଗା ଷ୍ଟେସନ ନିକଟରେ ଭୟଙ୍କର ଦୁର୍ଘଟଣା ଉଦ୍ଧାରକାର‌୍ୟ୍ୟ ସମ୍ପର୍କରେ ଓଡିଶା ଅଗ୍ନିଶମ ଡିଜି ସୁଧାଂଶୁ ବଡ଼ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ଏପର୍ଯ୍ୟନ୍ତ ଉଦ୍ଧାର ହୋଇଥିବା ମୃତଦେହରୁ ମୃତ୍ୟୁ…

ସେଦିନ ବି ଥିଲା ସେହି ଶୁକ୍ରବାର, ପ୍ରାଣ ହରାଇଥିଲେ ୧୬ ଯାତ୍ରୀ: ଆଜି ବି କାଳ ଶୁକ୍ରବାର…

ବାଲେଶ୍ୱର: ଫେବୃଆରୀ ୧୩, ୨୦୦୯ ଆଜିକୁ ପ୍ରାୟ ୧୫ ବର୍ଷ ତଳେ ଦୁର୍ଘଟରାର ଶିକାର ହୋଇଥିଲା କରମଣ୍ଡଳ ଏକ୍ସପ୍ରେସ । ସେଦିନର ସେହି ଦୁର୍ଘଟଣା ଆଉ ଆଜିର ଦୁର୍ଘଟଣା ଭିତରେ ଗୋଟିଏ ସାମଞ୍ଜସ୍ୟ, ଶୁକ୍ରବାର । ଏହି ଶୁକ୍ରବାର…

Video: ଘଟଣାସ୍ଥଳ ପରିଦର୍ଶନ କରି ବଡ଼ ବୟାନଦେଲେ ମନ୍ତ୍ରୀ ପ୍ରମିଳା ମଲ୍ଲିକ, କହିଲେ- ‘ଶହ ଶହ ଲୋକେ ମରି ପଡ଼ିଛନ୍ତି’

ବାଲେଶ୍ୱର: ବାହାନଗା ଷ୍ଟେସନ ନିକଟରେ ଭୟଙ୍କର ଦୁର୍ଘଟଣା ପରେ ଜୋରଦାର ଚାଲିଛି ଉଦ୍ଧାରକାର୍ଯ୍ୟ । ଉଦ୍ଧାର କାର୍ଯ୍ୟ ତଦାରଖ କରିବାକୁ ଘଟଣାସ୍ତଳକୁ ଯାଇଥିବା ମନ୍ତ୍ରୀ ପ୍ରମିଳା ମଲ୍ଲିକଙ୍କ ବୟାନ ଘଟଣାକୁ ଆହୁରି ଭୟଙ୍କର…