
Browsing Category
Breaking News
ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମପ୍ରବାହ; ଆସନ୍ତା ୨୪ ଘଣ୍ଟା ମଧ୍ୟରେ ୧୮ଟି ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ହେବା ନେଇ ୟେଲ୍ଲୋ ୱାର୍ଣ୍ଣିଂ ଜାରି
ଭୁବନେଶ୍ୱର: ରାଜ୍ୟରେ ଗ୍ରୀଷ୍ମପ୍ରବାହ ଜାରି ରହିବା ସହ ଅସହ୍ୟ ଗୁଳୁଗୁଳି ଅନୁଭୂତ ହେଉଛି। ବୁଧବାର ଦିନ ୨ ଟା ୩୦ ସୁଦ୍ଧା ସମ୍ବଲପୁର ୪୨.୮ ଡ଼ିଗ୍ରୀ, ଝାରସୁଗୁଡା ୪୨.୪ ଡ଼ିଗ୍ରୀ, ଭୁବନେଶ୍ୱର ୪୧.୨ ଡ଼ିଗ୍ରୀ,…
ସରକାରୀ କର୍ମଚାରୀଙ୍କ ବିରୋଧରେ ଭିଜିଲାନ୍ସ ବା ଅନ୍ୟ ଫୌଜଦାରୀ ମାମଲା ଥିଲେ ହୋଇପାରିବନି ପଦୋନ୍ନତି ବୋଲି ହାଇକୋର୍ଟଙ୍କ ରାୟ
କଟକ: ଜଣେ ସରକାରୀ କର୍ମଚାରୀଙ୍କ ବିରୋଧରେ ଭିଜିଲାନ୍ସ ବା ଅନ୍ୟ ଫୌଜଦାରୀ ମାମଲା ଥିଲେ ତାଙ୍କର ନିୟମିତ ବା ଅସ୍ଥାୟୀ ପଦୋନ୍ନତି ହୋଇପାରିବ ନାହିଁ । ହାଇକୋର୍ଟର ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ…
ଓଡିଶାବାସୀ ପାଇବେ ୯ ଲକ୍ଷ ଆବାସ ଘର: ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ପରେ ନିଷ୍ପତ୍ତି
ଭୁବନେଶ୍ୱର: ଖୁବଶୀଘ୍ର ଗରିବ ଖଟିଖିଆଙ୍କ ମୁଣ୍ଡ ଉପରେ ତିଆରି ହେବ ପକ୍କା ଛାତ । ରାଜ୍ୟରେ ରାଜ୍ୟବାସୀଙ୍କୁ ସେମାନଙ୍କର ୯ ଲକ୍ଷ ଆବାସ ଘର ବଣ୍ଟାଯିବ ବୋଲି ଘୋଷଣା କରାଯାଇଛି । ଓଡିଶାକୁ ଆସିଥିବା ୯ ଲକ୍ଷ ଆବାସ ଘର…
ବଣ୍ଡ ବିକି ଋଣ ଯୋଗାଡ କରୁଛି ଆମେରିକା, ୭୮ ଥର ବଦଳିଲାଣି ଋଣ ନେବାର ସୀମା
ୱାଶିଂଟନ୍:ବିଶ୍ୱର ସବୁଠାରୁ ଶକ୍ତିଶାଳୀ ରାଷ୍ଟ୍ର ୍ରଆମେରିକା । ବାହାରକୁ ଏହା ଶକ୍ତିଶାଳୀ ଦେଖାଯାଉଥିଲେ ମଧ୍ୟ ଏହାର ଭିତରର ସ୍ଥିତି କିଛି ଅଲଗା । ଏବେ ଏହି ରାଷ୍ଟ୍ର ଋଣ ଭାରରେ ବୁଡି ଯିବାକୁ ବସିଲାଣି । କୁହାଯାଉଛି…
ବିଲ୍ କାଉଣ୍ଟରରେ ଦୋକାନୀ ଆପଣଙ୍କୁ ମୋବାଇଲ ନମ୍ବର ପଚାରି ପାରିବେ ନାହିଁ , ନିର୍ଦ୍ଦେଶନାମା ଜାରି କଲେ କେନ୍ଦ୍ର ସରକାର
ନୂଆଦିଲ୍ଲୀ: ଯେତେବେଳେ ଆପଣ ଦୋକାନରେ ସାମଗ୍ରୀ କିଣନ୍ତି, ଦୋକାନୀମାନେ ବିଲ୍ ଦେବା ପୂର୍ବରୁ ନିଶ୍ଚିତ ଭାବରେ ଆପଣଙ୍କର ମୋବାଇଲ୍ ନମ୍ବର ମାଗନ୍ତି । ଆପଣଙ୍କର ମୋବାଇଲ୍ ନମ୍ବର ପଞ୍ଜିକରଣ କରିବା ପରେ ଦୋକାନୀ ଆପଣଙ୍କୁ…
ଓଡ଼ିଶାରେ ଆରମ୍ଭ ହେବ ବାଘ ଓ ହାତୀ ଗଣନା: ଖର୍ଚ୍ଚ ବହନ କରିବେ ରାଜ୍ୟ ସରକାର, କେନ୍ଦ୍ର ଉପରେ ନିର୍ଭର କରାଯିବ ନାହିଁ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ୨୯ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପଞ୍ଚମ ପାଳିର ୪ର୍ଥ ବର୍ଷ ପୂରଣ ହେବ । ଏହା ପୂର୍ବରୁ ବିଭିନ୍ନ ବିଭାଗର ମନ୍ତ୍ରୀଙ୍କୁ ସମୀକ୍ଷା ରିପୋର୍ଟ କାର୍ଡ ମାଗିଥିଲେ…
ପ୍ରତି ପଞ୍ଚାୟତରେ ଚାଲିବ ‘ମୋ ବସ୍’, ସୂଚନା ଦେଲେ ପରିବହନ ସଚିବ
ଭୁବନେଶ୍ୱର: ପ୍ରତି ପଞ୍ଚାୟତରେ ମୋ ବସ୍ ଚାଲିବାର ନିଷ୍ପତ୍ତି ନିଆଯାଇଛି । ଏବେ ବ୍ଲକ ମୁଖ୍ୟାଳୟରୁ ପ୍ରତି ପଞ୍ଚାୟତକୁ ମୋ ବସ୍ ଚାଲିବ । ଏନେଇ ପରିବହନ ସଚିବ ଉଷା ପାଢୀ ସୂଚନା ଦେଇଛନ୍ତି । ଗ୍ରାମାଞ୍ଚଳରେ ଏପରି ବସ୍…
୬୮ ବର୍ଷର ବନ୍ଧୁତାରେ ଫାଟ! FATFର ‘ବ୍ଲାକ ଲିଷ୍ଟ’ରୁ ଆମକୁ ବଞ୍ଚାଅ, ନଚେତ୍ ତେଲ ଓ ପ୍ରତିରକ୍ଷା ଡିଲ୍ ବାତିଲ, ଭାରତକୁ ରୁଷର ଧମକ- ରିପୋର୍ଟ
ନୂଆଦିଲ୍ଲୀ: ଭାରତ-ରୁଷ ମଧ୍ୟରେ ଥିବା ଘନିଷ୍ଠ ବନ୍ଧୁତା ବିଷୟରେ ସାରା ବିଶ୍ୱ ଭଲରେ ଅବଗତ ଅଛି । ଦେଶ ସ୍ୱାଧିନ ହେବା ପରେ ୧୯୫୫ରେ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରୁ ସୋଭିଏତ ସଂଘ ଗସ୍ତରେ ଯିବା ପରେ ଦୁଇ…
ବ୍ରିଟେନରେ ଭାରତୀୟ ମୁସଲିମଙ୍କୁ ବଡ ପଦବୀ: ଗୁଜୁରାଟରେ ଜନ୍ମିତ ୟାକୁବ ପଟେଲ ହେଲେ ପ୍ରେଷ୍ଟନର ନୂଆ ମେୟର
ଲଣ୍ଡନ: ଗୁଜୁରାଟରେ ଜନ୍ମିତ ୟାକୁବ ପଟେଲ ବ୍ରିଟେନର ଲାନକାଶିର ଜିଲ୍ଲାର ପ୍ରେଷ୍ଟନ୍ ସହରର ନୂତନ ମେୟର ଭାବରେ ନିର୍ବାଚିତ ହୋଇଛନ୍ତି। ଯାଦବ ପୂର୍ବରୁ ଜଣେ କାଉନସିଲର ଏବଂ ସ୍ଥାନୀୟ ସମ୍ପ୍ରଦାୟର ଜଣେ ସକ୍ରିୟ ସଦସ୍ୟ…
WHO’ର ଚେତାବନୀ, ବିଶ୍ୱକୁ ଆଗାମୀ ମହାମାରୀ ଲାଗି ପ୍ରସ୍ତୁତ ରହିବାକୁ ପଡିବ
ୱାଶିଂଟନ୍:ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ପ୍ରମୁଖ ଟେଡ୍ରୋସ ଅଦନୋମ୍ ଘେବ୍ରେୟସସ୍ ଏକ ଚେତାବନୀ ଦେଇଛନ୍ତି ଯେ, ବିଶ୍ୱକୁ ଆଗାମୀ ମହାମାରୀ ଲାଗି ସତର୍କ ରହିବାକୁ ପଡିବ ଯାହାକି କୋଭିଡ୍ ୧୯ ମହାମାରୀ ଠାରୁ ଅଧିକ ଘାତକ…