Browsing Category

Breaking News

ଗୁରୁଦ୍ୱାରରେ ଗୁଳିକାଣ୍ଡ ; ନିଶାଶକ୍ତ ମହିଳାଙ୍କ ଉପରକୁ ୫ ରାଉଣ୍ଡ ଗୁଳିମାଡ, ମହିଳା ମୃତ ଓ ଗୁରୁଦ୍ୱାର କର୍ମୀ ଆହତ

ନୂଆଦିଲ୍ଲୀ : ସ୍ୱର୍ଣ୍ଣ ମନ୍ଦିରରେ ପୁଣି ଗୁଳି ଫୁଟିଛି । ନିଶାଶକ୍ତ ଅବସ୍ଥାରେ ଜଣେ ମହିଳାଙ୍କ ଉପରକୁ ଗୁଳିମାଡ ହୋଇଛି । ଏଥିରେ ମହିଳା ଜଣଙ୍କ ମୃତ୍ୟୁବରଣ କରିବା ସହ ଗୁରୁଦ୍ୱାର ଜଣେ କର୍ମୀ ଆହତ ହୋଇଛନ୍ତି । ଗତ…

ବିଧାୟିକା ଭାବେ ଶପଥ ନେଲେ ଦୀପାଳି, ପଦ ଓ ଗୋପନୀୟତାର ଶପଥପାଠ କରାଇଲେ ଉପବାଚସ୍ପତି

ଭୁବନେଶ୍ୱର: ଝାରସୁଗୁଡ଼ାର ନବ ନିର୍ବାଚିତ ବିଧାୟିକା ଦୀପାଳି ଦାସ ଆଜି ଶପଥ ନେଲେ । ବିଧାନସଭାରେ ଉପବାଚସ୍ପତି ରଜନୀକାନ୍ତ ସିଂ ଦୀପାଳିଙ୍କୁ ଶପଥପାଠ କରାଇଛନ୍ତି। ସେ ତାଙ୍କ ମାଆ ଏବଂ ଭାଇଙ୍କ ସହ ଆସି ଶପଥ ନେଇଛନ୍ତି…

ଆଜି ସନ୍ଧ୍ୟାରେ ଭୁବନେଶ୍ୱରରୁ ସିଧା ଦୁବାଇ ଉଡିବ ଫ୍ଲାଇଟ୍ ; ଜାଣନ୍ତୁ କେତେ ରହିଛି ଟିକେଟ୍ ଫି

ଭୁବନେଶ୍ୱର : ଆଜି ଠାରୁ ଭୁବନେଶ୍ୱରରୁ ଦୁବାଇ ସିଧାସଳଖ ଉଡିବ ବିମାନ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଆଜି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଶୁଭଉଦଘାଟନ କରିବେ । ଆଜି ପ୍ରଥମ ଦିନରେ…

Gold Plated Ice Cream : ଭାରତର ଏହି ସ୍ଥାନରେ ମିଳୁଛି ସୁନା ଆଇସ୍କ୍ରିମ୍, ଏହାର ଦାମ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ

ନୂଆଦିଲ୍ଲୀ : ବର୍ତ୍ତମାନ ସୁନାର ଦାମ ଆକାଶଛୁଆଁ । ସୁନା ଅଳଙ୍କାର କିଣିବା ଏବଂ ପିନ୍ଧିବାକୁ ସାଧାରଣ ଲୋକେ ଡରୁଛନ୍ତି । ହେଲେ ଦାମ ଯେତେ ବଢିଲେ ବି ଚାହିତ କେବେ କମିନି । ସୁନା ପିନ୍ଧିବା ଛାଡି ସୁନା ଖାଇବା ଲୋକେ…

ୟୁଟ୍ୟୁବ କ୍ରେଜ୍! ଅଧିକ Views ପାଇଁ ନିଜ ବିମାନ କଲେ ଦୁର୍ଘଟଣାଗ୍ରସ୍ତ, ଏବେ ୨୦ ବର୍ଷ ଜେଲ

ନୂଆଦିଲ୍ଲୀ : ସୋସିଆଲ ମିଡିଆରେ ଲାଇକ୍ ଏବଂ ଭ୍ୟୁ ପାଇବା ପାଇଁ ୟୁଟ୍ୟୁବର କ’ଣ ନ କରୁଛନ୍ତି । ସମସ୍ତ ସୀମା ଅତିକ୍ରମ କରିବାକୁ ପଛାଉ ନାହାନ୍ତି । ବେଳେବେଳେ ନିଜ ଜୀବନକୁ ବିପଦରେ ପକାଉଛନ୍ତି ତ ଅନ୍ୟ କେତେବେଳେ…

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଭ୍ୟାନକୁ ଧକ୍କା ଦେଲା ଟ୍ରକ, ୬ ମୃତ

ରାୟପୁର: ଛତିଶଗଡର ବାଲୋଡା ବଜାର ଜିଲ୍ଲାରେ ଏକ ସଡ଼କ ଦୁର୍ଘଟଣାରେ ଏକ ପରିବାରର ୬ ଜଣଙ୍କର ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ତିନି ଜଣ ମଧ୍ୟ ଆହତ ହୋଇଛନ୍ତି। ଏହି ଘଟଣା ଜିଲ୍ଲାର ଖରା ପୋଲିସ ଷ୍ଟେସନ ଅଞ୍ଚଳରେ ଘଟିଛି।…

ଖୁବ ଜୋରରେ ଭାଇରାଲ ହେଉଛି ଏସ ଜୟଶଙ୍କରଙ୍କ ଏହି ଫଟୋ, ଭଳିକି ଭଳି ପ୍ରତିକ୍ରିୟା ଦେଉଛନ୍ତି ଟ୍ୱିଟର ୟୁଜର୍ସ

ନୂଆଦିଲ୍ଲୀ: ବୈଦେଶିକ ବ୍ୟାପର ମନ୍ତ୍ରୀ ଏସ. ଜୟଶଙ୍କରଙ୍କ ଫଟୋ ସୋସିଆଲ ମିଡିଆରେ ଖୁବ ଜୋରରେ ଭାଇରାଲ ହେବାରେ ଲାଗିଛି। ସବୁଠାରୁ ଚର୍ଚ୍ଚାର ବିଷୟ ହେଉଛି, ସେ ସ୍ୱିଡେନର ରକ୍ଷା ମନ୍ତ୍ରୀ ପାଲ ଜନସନଙ୍କ ସହ ଏହି ଫଟୋ…

ସକାଳୁ ବଡ ଦୁର୍ଘଟଣା ; ପାହାଡ ତଳକୁ କ୍ୟାଣ୍ଟର ଖସି ପଡିଛି, ବାପା-ମା ଓ ଝିଅ ସହିତ ପାଞ୍ଚ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ : ସକାଳୁ ସକାଳୁ ଏକ ବଡ଼ ଧରଣର ସଡ଼କ ଦୁର୍ଘଟଣାର ଖବର ମିଳିଛି । ପାହାଡ ତଳକୁ ଏକ କ୍ୟାଣ୍ଟର ଖସି ପଡିବା ଯୋଗୁଁ ବାପା-ମା ଓ ଝିଅ ସମେତ ୫ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । କ୍ୟାଣ୍ଟରଟି ୨୫୦ ଫୁଟ୍…

ତାଣ୍ଡବ ରଚିବା ପରେ ଦୁର୍ବଳ ହେଉଛି ବାତ୍ୟା ‘ମୋକା’

ନୂଆଦିଲ୍ଲୀ: ତାଣ୍ଡବ ରଚିବା ପରେ ଦୁର୍ବଳ ହେଉଛି ବାତ୍ୟା ‘ମୋକା’ । ମିଆଁମାର ଓ ବାଂଲାଦେଶ ଉପକୂଳ ଛୁଇଁଲା ପରେ ବ୍ୟାତା ଯୋଗୁଁ ବ୍ୟାପକ କ୍ଷତି ହୋଇଥିବା ଜଣାପଡିଛି । ମିଆଁମାରର ବନ୍ଦର ନଗରୀ ସିଟୁରେ ପ୍ରବଳ ବର୍ଷା…

ବିଷାକ୍ତ ମଦ ପିଇ ୧୦ ମୃତ, ହସ୍ପିଟାଲରେ ଅନେକ ଭର୍ତ୍ତି

ଚେନ୍ନାଇ: ତାମିଲନାଡୁର ଭିଲୁପୁରାମ ଏବଂ ଚେଙ୍ଗଲପାଟ୍ଟୁ ଜିଲ୍ଲାରେ ତିନିଜଣ ମହିଳାଙ୍କ ସମେତ ଦଶ ଜଣଙ୍କର ମୃତ୍ୟୁ ଘଟିଛି। ଅଧିକାରୀମାନେ ରବିବାର ଦିନ କହିଛନ୍ତି ଯେ, ଭିଲୁପୁରାମ ଜିଲ୍ଲାର ମାରାକାନାମ ନିକଟ…