fbpx
Browsing Category

Breaking News

ସେକ୍ସ ସହ ଜଡ଼ିତ ଏହି ଭୁଲ କଲେ ଆପଣଙ୍କୁ ବି ହୋଇପାରିବେ Monkeypox : ପୁରୁଷମାନଙ୍କୁ WHOର ଚେତାବନୀ

ନୂଆଦିଲ୍ଲୀ: ଭାରତରେ ମଙ୍କିପକ୍ସ ମାମଲା ଧିରେ ଧିରେ ବଢ଼ିବାରେ ଲାଗିଛି । ଅନେକ ସହରରେ ଏହି ମାମଲା ସାମ୍ନାକୁ ଆସିବା ପରେ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ବି ଆଲର୍ଟ ମୋଡକୁ ଆସିଛନ୍ତି । ସମଗ୍ର ବିଶ୍ୱରେ ଏହାର ବଢ଼ିଥିବା…

ରାଷ୍ଟ୍ରପତି ମୁର୍ମୁଙ୍କ ବିରୋଧରେ କଂଗ୍ରେସ ନେତାଙ୍କ ବୟାନକୁ ନେଇ ସଂସଦରେ ଝଡ

ନୂଆଦିଲ୍ଲୀ: ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ "ରାଷ୍ଟ୍ରପତ୍ନୀ' ମନ୍ତବ୍ୟକୁ ନେଇ ସଂସଦରେ ଝଡ଼। କଂଗ୍ରେସ ନେତା ଅଧିର ରଞ୍ଜନ ଚୋଧୁରୀ ବୁଧବାର ଦିଲ୍ଲୀରେ ପାର୍ଟିର ଏକ ପ୍ରଦର୍ଶନ ସମୟରେ ରାଷ୍ଟ୍ରପତିଙ୍କ ପାଇଁ…

ଅଗଷ୍ଟ ମାସରେ DA ବଢ଼ାଇବା ସହ ୩ଟି ଉପହାର ଦେବେ କେନ୍ଦ୍ର ସରକାର: କର୍ମଚାରୀ ମାଲାମାଲ୍!

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଅଗଷ୍ଟ ମାସରେ ନିଜର ଲକ୍ଷାଧିକ କର୍ମଚାରୀଙ୍କୁ ତିନୋଟି ଉପହାର ଦେଇପାରନ୍ତି । କର୍ମଚାରୀମାନେ ସେମାନଙ୍କର ଦରମା ବୃଦ୍ଧିକୁ ନେଇ କେବେଠାରୁ ଅପେକ୍ଷା କରି ରହିଛନ୍ତି । ଏବେ ଖବର ମିଳୁଛି…

(Video) ସରକାରୀ ସ୍କୁଲରେ ଶିକ୍ଷୟିତ୍ରୀଙ୍କ ଭୟ: ପିଲାଙ୍କୁ ପଢ଼ାଇବା ବଦଳରେ କରାଉଥିଲେ ଏପରି କାମ

ହରଦୋଇ: ଉତ୍ତରପ୍ରଦେଶର ହରଦୋଇରେ ସରକାରୀ ସ୍କୁଲର ଜଣେ ଶିକ୍ଷୟିତ୍ରୀଙ୍କୁ କ୍ଲାସରୁମରେ ପିଲାଙ୍କୁ ହାତ ମୋଡ଼ାଇବା ମହଙ୍ଗା ପଡିଛି । ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଉତ୍ତେଜନା ଆରମ୍ଭ ହୋଇଛି । ଅଧିକାରୀମାନେ…

(Video) ଶେଷରେ ଘରର ବାଲକୋନିକୁ ଆସିଲେ ‘ବାବୁସାନ’: ପ୍ରତିକ୍ରିୟାରେ କହିଲେ ଏପରି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଲିଉଡର ଅଭିନେତା ବାବୁସାନ୍-ତୃପ୍ତି-ପ୍ରକୃତି କଳି ଥମିବାର ନାଁ ନେଉନାହିଁ । ଏହାରି ମଧ୍ୟରେ ଗତକାଲି ସବୁ ପ୍ରତୀକ୍ଷାରେ ଅନ୍ତ ଘଟାଇ ବାବୁ ଚେନ୍ନାଇରୁ ଘରକୁ ଫେରିଛନ୍ତି । ଘରକୁ ଫେରିବା…

ଅର୍ଥମନ୍ତ୍ରୀଙ୍କ ବୟାନ ପରେ କେତେ ଖସିଲା ପେଟ୍ରୋଲ-ଡିଜେଲ ଦର? ଜାଣନ୍ତୁ ଆପଣଙ୍କ ସହରର ରେଟ୍

ନୂଆଦିଲ୍ଲୀ: ଜୁଲାଇ ମଧ୍ୟଭାଗରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି ନେଇ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏକ ବଡ଼ ବୟାନ ଦେଇଛନ୍ତି । ସେ କହିଛନ୍ତି ଯେ, ସରକାର ପ୍ରତି ୧୫ ଦିନରେ ଅଶୋଧିତ ତୈଳ, ଡିଜେଲ-ପେଟ୍ରୋଲ ଏବଂ…

ମଙ୍କିପକ୍ସକୁ ନେଇ ସରକାର ଜାରି କଲେ ଗାଇଡଲାଇନ୍: ୨୧ ଦିନର ଆଇସୋଲେସନ ଜରୁରୀ

ନୂଆଦିଲ୍ଲୀ: କରୋନା ପରେ ଦେଶରେ ମଙ୍କିପକ୍ସ ମାମଲା ବଢ଼ିବାରେ ଲାଗିଛି । ଏହାରି ମଧ୍ୟରେ ମଙ୍କିପକ୍ସ ରୋଗୀ ଓ ସେମାନଙ୍କ ସମ୍ପର୍କରେ ଆସିଥିବା ଲୋକଙ୍କ ପାଇଁ ଗାଇଡଲାଇନ୍ ଜାରି କରିସାରିଛନ୍ତି କେନ୍ଦ୍ର ସରକାର । ଏହି…

ରାଜ୍ୟରେ ୧୦୩୦ କରୋନା ପଜିଟିଭ ଚିହ୍ନଟ: ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ବାହାରିଲେ?

ଭୁବନେଶ୍ୱର: ବର୍ତ୍ତମାନ ରାଜ୍ୟରେ କରୋନା ଧରେ ଧିରେ ତାର କାୟା ବିସ୍ତାର କରୁଛି । ପ୍ରତ୍ୟେକ ଦିନ ହଜାର ହଜାର ଲୋକେ କରୋନାରେ ଆକ୍ରାନ୍ତ ହେଉଛନ୍ତି । ଗତ ଦୁଇଦିନ ହେବ ପିକ୍ରେ ରହିଛି କରୋନା ସଂକ୍ରମଣ । ଟ୍ରେଣ୍ଡ…

କ୍ଲାସରୁମରୁ ନର୍ସିଂ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର: ପାରଳାଖେମୁଣ୍ଡି ପୋଲିସର ଛାନଭିନ୍ ଜାରି

ପାରଳାଖେମୁଣ୍ଡି(ଓଡ଼ିଶା ଭାସ୍କର): କ୍ଲାସରୁମରୁ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ସୂଚନା ଅନୁସାରେ, ପାରଳାଖେମୁଣ୍ଡି ରାଣୀପେଣ୍ଠା ସ୍ଥିିତ ଘରୋଇ ନର୍ସିଂ କଲେଜ ଛାତ୍ରୀଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତକ…

(Video) ଅପରାହ୍ନରେ ଥାନାକୁ ଯିବେ ବାବୁସାନ! ପ୍ରେମ ନୁହେଁ, ଅଭିନେତାଙ୍କୁ ଘାରିଛି ଡ୍ରଗ୍ସ ଲିଙ୍କ୍ ଚିନ୍ତା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଲିଉଡର ଷ୍ଟାର କଳି ମାମଲା ଏବେ ଭିନ୍ନ ମୋଡ଼ରେ ଯିବାକୁ ବସିଛି । ଅଭିନେତା ବାବୁସାନ୍-ତୃପ୍ତି-ପ୍ରକୃତିଙ୍କ ତ୍ରିକୋଣୀୟ ପ୍ରେମ କାହାଣୀ ଏବେ ଡ୍ରଗ୍ସ ଲିଙ୍କ ଆଡ଼କୁ ଗତି କରିବାରେ ଲାଗିଛି ।…