
Browsing Category
Breaking News
ଆଜି ଦେଶର ପ୍ରଥମ ‘ୱାଟର ମେଟ୍ରୋ’ର ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ, ଜାଣନ୍ତୁ ଏଥିରେ ଥିବା ଖାସ ସୁବିଧା
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି କେରଳରେ ଭାରତର ପ୍ରଥମ 'ୱାଟର ମେଟ୍ରୋ ରେଳ ସେବାର ଉଦଘାଟନ କରିବେ। ଯେଉଁଠାରେ ପାରମ୍ପରିକ ମେଟ୍ରୋ ରେଲରେ ଅନେକ ବାଧା ଅଛି, ସେଠାରେ ଏହିପରି ସେବା ସହରଗୁଡିକ ପାଇଁ…
ଟଏଲେଟ୍ ରେ ଛୁଆ ଜନ୍ମ କରି ଝରକା ବାଟେ ବାହାରକୁ ଫିଙ୍ଗଲା ମା’…. ଶିଶୁ ମୃତ, ଥାନାରେ ମାମଲା
ନୂଆଦିଲ୍ଲୀ : କୁହାଯାଏ, ଭଗବାନ ସବୁ ବେଳେ ସବୁ ସ୍ଥାନରେ ରହିପାରନ୍ତି ନାହିଁ ବୋଲି ମା’କୁ ଦେଇଥାନ୍ତି । କିନ୍ତୁ ମା’ ଯଦି ଜମ ସାଜେ ତେବେ କ’ଣ କରାଯାଇପାରିବ । କୋଲକାତାରେ ଏଭଳି ଏକ ଘଟଣା ଘଟିଛି । ଜଣେ ମହିଳା…
କେଉଁ ବୟସ ପରେ ପିତାମାତାଙ୍କୁ ପିଲାଙ୍କ ସହିତ ଶୋଇବା ବନ୍ଦ କରିଦେବା ଆବଶ୍ୟକ,ଜାଣନ୍ତୁ ନଚେତ ପିଲାଙ୍କ ଉପରେ ପଡିପାରେ ଏହାର କୁପ୍ରଭାବ
ନୂଆଦିଲ୍ଲୀ:ଯୌବନାବସ୍ଥା କିମ୍ବା ପ୍ରାକ୍-ଯୁବାବସ୍ଥା ହେଉଛି ଏପରି ଏକ ସମୟ ଯେତେବେଳେ ଆପଣଙ୍କ ଶିଶୁର ଶରୀର ଯୌନ ପରିପକ୍ୱ ହେବାକୁ ଲାଗେ । ଯୌବନାବସ୍ଥା ଆରମ୍ଭ ହେବାର ହାରାହାରି ବୟସ ବାଳିକାମାନଙ୍କରେ ୧୧ ବର୍ଷ ଏବଂ…
ଭୋର୍ ୩ଟା ରେ କମ୍ପନ : ୭.୪ ତୀବ୍ରତାରେ ଭୂକମ୍ପ ଅନୁଭୂତ
ନୂଆଦିଲ୍ଲୀ : ମଙ୍ଗଳବାର ଭୋର ୩ଟାରେ ଭୂକମ୍ପ ଅନୁଭୂତ ହୋଇଛି । ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୭.୪ ଥିଲା । ଏହା ଦ୍ୱାରା ପୃଥିବୀ ପୃଷ୍ଠ ପ୍ରବଳ ଥରିଥିଲା ।
ଇଣ୍ଡୋନେସିଆରେ ପୁଣି ଥରେ ପ୍ରବଳ ଭୂକମ୍ପ ଅନୁଭୂତ…
୪୦୫ କୋଟି ବ୍ୟାଙ୍କ ଠକେଇ ଅଭିଯୋଗ: ଏହି ବ୍ୟବସାୟୀଙ୍କ ଉପରେ ସିବିଆଇ କଲା ମାମଲା ରୁଜୁ
ନୂଆଦିଲ୍ଲୀ: ସେଣ୍ଟ୍ରାଲ ବ୍ୟୁରୋ ଅଫ୍ ଇନଭେଷ୍ଟିଗେସନ୍ (ସିବିଆଇ) ବ୍ୟବସାୟୀ ପ୍ରମୋଦ ଗୋଏଙ୍କାଙ୍କ ବିରୋଧରେ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ) ରୁ ୪୦୫ କୋଟି ଟଙ୍କା ଠକେଇ ମାମଲା ରୁଜୁ କରିଛି। ଡିବି ରିଅଲିଟିର…
ବଡ଼ ଖବର: ପୋଲିସ ଷ୍ଟେସନରେ ଭୟଙ୍କର ବିସ୍ଫୋରଣ, ୧୩ ଜଣଙ୍କର ମୃତ୍ୟୁ ; ୫୦ ଅଧିକ ଆହତ
ପେଶୱାର: ଉତ୍ତର ପଶ୍ଚିମ ପାକିସ୍ଥାନରେ ଆତଙ୍କବାଦ ବିରୋଧୀ ଗୁଳିମାଡ଼ ଦୁଇଟି ବିସ୍ଫୋରଣରେ ସୋମବାର ଅତି କମରେ ୧୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୫୦ ରୁ ଅଧିକ ଲୋକ ଆହତ ହୋଇଛନ୍ତି ବୋଲି ପୋଲିସ ସୂଚନା ଦେଇଛି ।…
E-Shram ପୋର୍ଟାଲରେ ଯୋଡ଼ି ହେଲା ନୂଆ ଫିଚର୍ସ: କେନ୍ଦ୍ର ଶ୍ରମ ମନ୍ତ୍ରୀଙ୍କ ବଡ଼ ପଦକ୍ଷେପ, ଏଣିକି ଶ୍ରମିକଙ୍କ ପିଲାଙ୍କୁ ମିଳିବ ପାଠପଢ଼ା ସୁବିଧା
ନୂଆଦିଲ୍ଲୀ: ଗରିବ ଲୋକଙ୍କ ହିତସାଧନ ପାଇଁ କେନ୍ଦ୍ର ସରକାର ଇ-ଶ୍ରମ ଯୋଜନା ଆରମ୍ଭ କରିଥିଲେ । ଅସଂଗଠିତ କ୍ଷେତ୍ରର ଶ୍ରମିକଙ୍କୁ ଗୋଟିଏ ପ୍ଲାଟଫର୍ମରେ ଯୋଡ଼ିବା ଏହି ଯୋଜନାର ଲକ୍ଷ୍ୟ ରହିଥିଲା । ତେବେ ଗତ ମାର୍ଚ୍ଚ ମାସ…
ରାଜ୍ୟକୁ ପୁଣି ଫେରିଲା ମାସ୍କ: ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି, ସମସ୍ତ ସ୍ୱାସ୍ଥ୍ୟ ଅନୁଷ୍ଠାନକୁ ସ୍ୱାସ୍ଥ୍ୟ ବିଭାଗର ଚିଠି
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦିନକୁ ଦିନ ଦେଶର ବିଭିନ୍ନ ରାଜ୍ୟରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି । ଏପରି ସ୍ଥିତିରେ ଓଡ଼ିଶାରେ ମଧ୍ୟ ସଂକ୍ରମଣ କମିବାର ନାଁ ଧରୁନାହୁଁ । ତେଣୁ ଏନେଇ ରାଜ୍ୟ ସରକାର ନୂଆ ନିଷ୍ପତ୍ତି…
ଓଡ଼ିଶା ପ୍ରଦେଶ କଂଗ୍ରେସର ନୂଆ ଟିମ୍ ଘୋଷଣା: ଉପସଭାପତି, ସାଧାରଣ ସମ୍ପାଦକ, କୋଷାଧ୍ୟକ୍ଷ, ମିଡ଼ିଆ ସଦସ୍ୟଙ୍କୁ ଦାୟିତ୍ୱ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ମାସ ୧୦ ତାରିଖରେ ରାଜ୍ୟର ଝାରସୁଗୁଡ଼ା ବିଧାନସଭା ଆସନ ପାଇଁ ଉପନିର୍ବାଚନ ଅନୁଷ୍ଠିତ ହେବ । ଏହାକୁ ନେଇ ରାଜ୍ୟର ରାଜନୈତିକ ମାହୋଲ ଚଳଚଞ୍ଚଳ ରହିଛି । ତେଣୁ ତିନି ପ୍ରମୁଖ…
ଝାରସୁଗୁଡ଼ା ବିଧାନସଭା ଉପନିର୍ବାଚନ: ପ୍ରକାଶ ପାଇଲା ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା
ଭୁବନେଶ୍ୱର: ଝାରସୁଗୁଡ଼ା ବିଧାନସଭା ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା । ମଇଦାନରେ ରହିଛନ୍ତି ୯ ଜଣପ୍ରାର୍ଥୀ । ୧୦ ଜଣ ନାମାଙ୍କର ଦାଖଲ କରିଥିବାବେଳେ ଭୁବନେଶ୍ବର ଗଡ଼ିଆ ନାମକ ଜଣେ…