Browsing Category
Breaking News
୧ ଜାନୁଆରୀ ୨୦୨୫ ରୁ ଲାଗୁ ହେବ ଅନେକ ବଡ ପରିବର୍ତ୍ତନ, ଜାଣନ୍ତୁ ଆପଣଙ୍କ ଜୀବନରେ କ’ଣ ପଡ଼ିବ ପ୍ରଭାବ
ନୂଆଦିଲ୍ଲୀ: ୨୦୨୪ ବର୍ଷ ଶେଷ ହେବାକୁ ଯାଉଛି ଏବଂ ୨୦୨୫ କୁ ସ୍ୱାଗତ କରିବାକୁ ପ୍ରସ୍ତୁତି ଜୋରସୋରରେ ଚାଲିଛି । ନୂଆ ବର୍ଷ ସହିତ ଦେଶରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିୟମରେ ପରିବର୍ତ୍ତନ ହେବାକୁ ଯାଉଛି ।
ଏହି…
କିଏ ସେହି ଭାରତୀୟ ନର୍ସ, ଯାହାଙ୍କୁ ୟେମେନରେ ମିଳିଲା ମୃତ୍ୟୁଦଣ୍ଡ: ଜାଣନ୍ତୁ ଭାରତର ଷ୍ଟାଣ୍ଡ
ନୂଆଦିଲ୍ଲୀ: ଭାରତ ଆଜି ଘୋଷଣା କରିଛି ଯେ, କେରଳର ନର୍ସ ନିମିଶା ପ୍ରିୟାଙ୍କୁ ସମସ୍ତ ସମ୍ଭାବ୍ୟ ସହାୟତା ପ୍ରଦାନ କରାଯିବ , ଯାହାଙ୍କୁ ମୃତ୍ୟୁଦଣ୍ଡ ମିଳିଛି । ୟେମେନରେ ଜଣେ ନାଗରିକଙ୍କ ହତ୍ୟା ମାମଲାରେ କେରଳର ନର୍ସ…
IPSଙ୍କୁ ନୂଆ ବର୍ଷ ଭେଟି ଦେଲେ ରାଜ୍ୟ ସରକାର, ୮ ଅଫିସରଙ୍କୁ ପଦୋନ୍ନତି
ଭୁବନେଶ୍ବର: ନୂଆବର୍ଷ ପୂର୍ବରୁ ଆଇପିଏସ ଅଧିକାରୀଙ୍କୁ ଖୁସି କରାଇଲେ ରାଜ୍ୟ ସରକାର । ୮ ଆଇପିଏସ ଅଫିସରଙ୍କୁ ପଦୋନ୍ନତି ଦେଇଛନ୍ତି ରାଜ୍ୟ ସରକାର । ଯତିନ୍ଦ୍ର କୋୟଲ, ପ୍ରତୀକ ମହାନ୍ତିଙ୍କୁ ADG ପାହ୍ୟାକୁ ପଦୋନ୍ନତି…
ନାଲି ପାଣି ସହ ଚାଖଣା ରେଡ୍ଡି କରିଥିଲେ, ଆପଣଙ୍କ ପାଇଁ ଏ ଖବର
ଭୁବନେଶ୍ୱର- ଆଜି ଜିରୋ ନାଇଟ ସେଲିବ୍ରେସନ ପାଇଁ କମିଶନରେଟ ପୋଲିସ ସଜାଗ । ରାଜଧାନୀକୁ ଜଗିବେ ୩୭ ପ୍ଲାଟୁନ ପୋଲିସ । ରାସ୍ତା ଉପରେ ପୋଲିସର କଡା ନଜର । ଏହି ସମୟରେ ମଦ୍ୟପାନ କରି ଗାଡି ଚଳାଇଲେ ହେବ କଡା…
୧୮୧ ବାବୁଙ୍କ ପାଇଁ ୨୦୨୪ ହୋଇଛି କାଳ, ଜାଲରେ ଛନ୍ଦି ହେବା ସହ ହରାଇଛନ୍ତି ଗଳାବାଟ ରୋଜଗାର
ଭୁବନେଶ୍ୱର- ବର୍ଷ ୨୦୨୪ର ଆଜି ଶେଷ ଦିନ । ଆଜି ରାଜ୍ୟ ଦୁର୍ନୀତି ନିବାରଣ ସଂସ୍ଥା ଜାରି କରିଛି ୨୦୨୪ର ଉପଲବ୍ଧୀ । ଏହି ବର୍ଷରେ ୧୮୧ ଦୁର୍ନୀତିଖୋର ବାବୁଙ୍କୁ କାବୁ କରିଛି ବିଭାଗ । ସେମାନଙ୍କ ସମ୍ପତ୍ତି ଜବତ ସହ…
(Breaking) ଜାନୁଆରୀ ୫ରେ ମାଧୋ ସିଂହ ହାତଖର୍ଚ୍ଚ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର- ଜନଜାତି ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର । ନୂଆବର୍ଷରେ ମୁଖ୍ୟମନ୍ତ୍ରୀ ଏହି ଛାତ୍ରଛାତ୍ରୀଙ୍କୁ ଦେବେ ଆର୍ଥିକ ଭେଟି । ସବୁ ଜନଜାତିର ଛାତ୍ରଛାତ୍ରୀଙ୍କୁ ମିଳିବ ୫ ହଜାର ଟଙ୍କା । ଆକାଉଣ୍ଟକୁ ଏହି ଟଙ୍କା…
( Big Breaking) ଧାଡିରେ ହେବ ଜଗା ଦର୍ଶନ, ନୂଆବର୍ଷରୁ ହେବ ନୂଆ ବ୍ୟବସ୍ଥାର ଆରମ୍ଭ
ଭୁବନେଶ୍ୱର- ଶ୍ରୀମନ୍ଦିରରେ ଜାନୁଆରୀରୁ ଆରମ୍ଭ ହେବ ଧାଡି ଦର୍ଶନ । ଭକ୍ତ ଧାଡିରେ ଯାଇ କରିବେ ଦର୍ଶନ । ଏଥିପାଇଁ ବିଶେଷ ବ୍ୟବସ୍ଥା ହେବ । ତେବେ ଆସନ୍ତା ୨୦ ତାରିଖରୁ ଭକ୍ତଙ୍କ ଧାଡି ଦର୍ଶନ ପ୍ରକ୍ରିୟା ଆରମ୍ଭ କରାଯିବ…
(Breaking) ବିଶ୍ୱ ବିଦ୍ୟାଳୟ ହଷ୍ଟେଲରେ ଅଗ୍ନିକାଣ୍ଡ, ଛାତ୍ରୀ ଭୟଭୀତ
ବ୍ରହ୍ମପୁର- ଲେଡିଜ ହଷ୍ଟେଲରେ ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡରେ କେହି ମୃତାହତ ହୋଇନଥିବା ବେଳେ ବହୁ ଆସବାବ ପତ୍ର ପୋଡି ନଷ୍ଟ ହୋଇଛି । ଏହି ଅଗ୍ନିକାଣ୍ଡ ବ୍ରହ୍ମପୁର ବିଶ୍ୱବିଦ୍ୟାଳରର ଲେଡିଜ ହଷ୍ଟେଲରେ ଲାଗିଛି ।…
(Breaking) ହଟିଲା କଟକଣା, ଲୋକସେବା ଭବନ ଭିତରକୁ ମିଳିବ ପ୍ରବେଶ, କରିବେ ରିପୋର୍ଟିଂ
ଭୁବନେଶ୍ୱର- ସାମ୍ବାଦିକଙ୍କ ପାଇଁ ଖୁସି ଖବର । ସାମ୍ବାଦିକଙ୍କ ଉପରେ ଲାଗିଥିବା କଟକଣା ହଟାଇଲେ ସରକାର । ଏଣିକି ଲୋକସେବା ଭାବନରେ ମଧ୍ୟ ରିପୋର୍ଟିଂ କରିବେ ସାମ୍ବାଦିକ । ଏନେଇ ଏକ ବିଧିବଦ୍ଧ ବିଜ୍ଞପ୍ତି ଜାରି ହୋଇଛି…
ଗୋଟିଏ ମାସରେ ତୃତୀୟ ଥର ପାଇଁ IRCTC ସର୍ଭର ଠପ୍ ! ବୁକିଂ ହେଉନି ତତ୍କାଳ ଟିକେଟ୍, ଚିନ୍ତାରେ ଯାତ୍ରୀ
ନୂଆଦିଲ୍ଲୀ: ଭାରତୀୟ ରେଳ କ୍ୟାଟରିଂ ଆଣ୍ଡ ଟୁରିଜିମ୍ କର୍ପୋରେସନ୍ (ଆଇଆରସିଟିସି) ର ଆପ୍ ଏବଂ ୱେବସାଇଟ୍ ମଙ୍ଗଳବାର (ଡିସେମ୍ବର ୩୧) ରେ ପୁଣି ଠପ୍ ହୋଇଛି । ଡିସେମ୍ବରରେ ଏହା ତୃତୀୟ ଥର ପାଇଁ ହେଉଛି, ଯେତେବେଳେ…