Browsing Category

Breaking News

(Video)ହୁତୁ ହୁତୁ ହେଇ ଜଳିଲା ମାର୍କେଟ ବିଲଡିଙ୍ଗ: ୬ ମୃତ, ଅନେକ ଗୁରୁତର; ଦେଖନ୍ତୁ ଭିଡ଼ିଓ

ନୂଆଦିଲ୍ଲୀ: ଗୁରୁବାର ସନ୍ଧ୍ୟାରେ ତେଲେଙ୍ଗାନାର ରାଜଧାନୀ ହାଇଦ୍ରାବାଦର ସିକନ୍ଦରାବାଦ ଅଞ୍ଚଳରେ ବହୁ ମହଲା ବିଶିଷ୍ଟ ବ୍ୟବସାୟିକ କମ୍ପ୍ଲେକ୍ସରେ ଅଗ୍ନିକାଣ୍ଡ ଘଟିଛି। ଏହି ଘଟଣାରେ ଅତି କମରେ ୬ଜଣଙ୍କର ମୃତ୍ୟୁ ହୋଇଛି।…

ଜବରଦସ୍ତ ଅଫର୍ ଆଣିଲା BSNL:   ୪୦୦ ଟଙ୍କାରୁ କମ୍ ମୂଲ୍ୟରେ ବଢିଆ ପ୍ଲାନ୍ 

ଆଜିକାଲି ଇଣ୍ଟରନେଟ୍ ବ୍ୟବହାର ଠାରୁ ଆରମ୍ଭ କରି କଲ୍‌ କରିବା ଓ ଅନ୍ୟାନ୍ୟ ସୁବିଧା ପାଇଁ ଲୋକମାନେ ରିଚାର୍ଜ କରୁଛନ୍ତି । ସମସ୍ତ ଟେଲିକମ୍ କମ୍ପାନୀ ସେମାନଙ୍କ ଗ୍ରାହକଙ୍କୁ ନିଜର ହୋଇ ରଖିବା ପାଇଁ ଓ ଅନ୍ୟ…

ଷ୍ଟାଫ୍ ନର୍ସ ପାଇଁ ବାହାରିଲା ବମ୍ପର ନିଯୁକ୍ତିର ସୁଯୋଗ ; ପୂରଣ ହେବ ୪୭୯୨ ପଦବୀ ଶୀଘ୍ର କରନ୍ତୁ ଆବେଦନ

ନୂଆଦିଲ୍ଲୀ: ମଧ୍ୟପ୍ରଦେଶ ପ୍ରଫେସନାଲ୍ ପରୀକ୍ଷା ବୋର୍ଡ (MPPEB) ଗ୍ରୁପ୍ ୫ ନିଯୁକ୍ତି ଅଧୀନରେ ଷ୍ଟାଫ୍ ନର୍ସଙ୍କ ପାଇଁ ୪୭୦୦ ରୁ ଅଧିକ ପଦବୀରେ ଆବେଦନ ପ୍ରକ୍ରିୟା ଆରମ୍ଭ କରିଛି। ଏଥିପାଇଁ ପ୍ରାର୍ଥୀମାନଙ୍କୁ…

ସେତୁ ନିର୍ମାଣ ନିଗମ ଟେମ୍ପରାରି କର୍ମଚାରୀଙ୍କୁ ଅଧିକାରୀଙ୍କ ଅଣଦେଖା, ତାଲିକାରେ ଚଢ଼ୁ ନାହିଁ କାର୍ଯ୍ୟରତ କର୍ମଚାରୀଙ୍କ ନାମ

ଭୁବନେଶ୍ୱର: ଟେମ୍ପରାରି ଭାବେ ବିଭିନ୍ନ ବିଭାଗରେ ନିଯୁକ୍ତି ପାଇଥିବା କର୍ମଚାରୀ ମାନେ ନିୟମିତ ହେବେ। ରାଜ୍ୟରୁ ଟେମ୍ପରାରି ପ୍ରଥା ଉଚ୍ଛେଦ ହେବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଥିଲେ। ଟେମ୍ପରାରିରେ…

ଟିସିଏସ୍ ସିଇଓ ରାଜେଶ ଗୋପୀନାଥନ୍‌ଙ୍କ ଇସ୍ତଫା, କେ କ୍ରିତ୍ତିବାସନ୍‌ ଇନ୍-ଚାର୍ଜ ସିଇଓ ନିଯୁକ୍ତ

ନୂଆଦିଲ୍ଲୀ: ଟିସିଏସ୍ ସିଇଓ ରାଜେଶ ଗୋପୀନାଥନ ଇସ୍ତଫା ଦେଇଛନ୍ତି। ଗୋପୀନାଥନଙ୍କ ଇସ୍ତଫା ପରେ କମ୍ପାନୀ ତୁରନ୍ତ ପ୍ରଭାବ ସହିତ କ୍ରିତ୍ତିବାସନ୍‌ଙ୍କୁ ସିଇଓ-ଇନ୍-ଚାର୍ଜ ଦାୟିତ୍ୱ ଦିଆଯାଇଛି।ଟାଟା ଗ୍ରୁପ୍‌ର କମ୍ପାନୀ…

ଝରକାରୁ ଆସୁଥିବା ସୂର୍ଯ୍ୟ କିରଣରେ ବାସ୍ତବରେ ଥାଏ ତ ଭିଟାମିନ୍ D ? ଜାଣନ୍ତୁ ବିଶେଷଜ୍ଞ କଣ କହୁଛନ୍ତି

ନୂଆଦିଲ୍ଲୀ: ପିଲାଟି ବେଳରୁ ଆମେ ଶୁଣିଛୁ ଯେ ଶରୀରକୁ ସୁସ୍ଥ ରଖିବା ପାଇଁ ଭିଟାମିନ୍ ଡି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଆଉ ଆମକୁ ଭିଟାମିନ୍ ଡି ସୂର୍ଯ୍ୟ କିରଣରୁ ମିଳେ । ତେବେ ଭିଟାମିନ ଡି ପାଇଁ ଯାହା କେବଳ ହାଡ,…

ତିନି ମାସରେ ସମାଧାନ ହେବ ଡ୍ରାଇଭର ମହାସଂଘର ଦାବି! ମୁଖ୍ୟ ଶାସନ ସଚିବଙ୍କ ବୈଠକ ପରେ ନିଷ୍ପତି

ଭୁବନେଶ୍ୱର: ବୁଧବାର ଠାରୁ ଆରମ୍ଭ ହୋଇଥିବା ଡ୍ରାଇଭର ମହାସଂଘର ଆନ୍ଦୋଳନ ଦୁଇ ଦିନରେ ପହଞ୍ଚିଛି । ଏହାରି ମଧ୍ୟରେ ଖବର ଆସୁଛି ଯେ ୩ ମାସ ମଧ୍ୟରେ ଡ୍ରାଇଭର ମହାସଂଘର ଦାବି ସମାଧାନ ହେବ । ମୁଖ୍ୟ ଶାସନ ସଚିବଙ୍କ ସହିତ…

ଦେଶରେ ୨୮ ପ୍ରତିଶତ ମୃତ୍ୟୁର କାରଣ ହୃଦ୍‌ରୋଗ! ICMR ରିପୋର୍ଟରେ ହେଲା ଆଶ୍ଚର୍ଯ୍ୟଜନକ ଖୁଲାସା

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ଭାରତରେ ହୃଦ୍ ରୋଗ ଏକ ମହାମାରୀ ରୂପେ ଲୋକଙ୍କୁ ଗ୍ରାସ କରୁଛି। ବର୍ତ୍ତମାନ ଆଇସିଏମଆର ଏକ ରିପୋର୍ଟରେ ଏ ବିଷୟରେ ଏକ ଆଶ୍ଚର୍ଯ୍ୟଜନକ ତଥ୍ୟ ପ୍ରକାଶ କରିଛି। ରିପୋର୍ଟ ଅନୁଯାୟୀ, ଦେଶର…

ଡ୍ରାଇଭର ସଂଘର ଆନ୍ଦୋଳନ ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀଙ୍କ ଟ୍ୱିଟ୍ ପରେ ଟ୍ୱିଟ୍ ବ୍ୟାକ କରିଲେ ସସ୍ମିତ, କହିଲେ ବିଜେଡି କରିଲେ ବିଜେପି ଅନୁସରଣ…

ଭୁବନେଶ୍ୱର: ରାଜ୍ୟରେ ଡ୍ରାଇଭର ମାନଙ୍କ ଆନ୍ଦୋଳନ ତୀବ୍ର ରୂପ ଧାରଣ କରିଛି । ଏହି ଆନ୍ଦୋଳନ ପାଇଁ ସାଧାରଣ ଲୋକମାନେ ହଇରାଣ ହେଉଛନ୍ତି । ଏପରିକି ଡ୍ରାଇଭର ଆଉ ପୋଲିସ କର୍ମୀ ମାନେ ମଧ୍ୟ ମୁହାଁ ମୁହିଁ ହେଇଛନ୍ତି । ଠିକ…

Helicopter Crash:ଚିତା ଦୁର୍ଘଟଣାରେ ଗଲା ଦୁଇ ପାଇଲଟଙ୍କ ଜୀବନ, ମୃତଦେହ ଉଦ୍ଧାର

ନୂଆଦିଲ୍ଲୀ: ଗୁରୁବାର ଦିନ ଅରୁଣାଚଳ ପ୍ରଦେଶର ବୋମଡ଼ିଲ ଠାରେ ଏକ ସେନାର ହେଲିକପ୍ଟର ଚିତା ଦୁର୍ଘଟଣାଗ୍ରସ୍ତ ହୋଇଛି। ପଶ୍ଚିମ କାମେଙ୍ଗ ଜିଲ୍ଲା ଏସପି ବି ଆର ବୋମରେଡି ସୂଚନା ଦେଇ କହିଛନ୍ତି ଯେ ହେଲିକପ୍ଟର…