Browsing Category
Breaking News
ଇନଫୋସିସ୍ ବହିଷ୍କାର କରିଲା ୬୦୦ ଫ୍ରେଶର,ଏସଏସମେଣ୍ଟ ଟେଷ୍ଟରେ ପରୀକ୍ଷାର୍ଥୀ ହେଲେ ବିଫଳ
ନୂଆଦିଲ୍ଲୀ: ଭାରତର ଅଗ୍ରଣୀ ଆଇଟି କମ୍ପାନୀ ଇନଫୋସିସ୍ ୬୦୦ ଫ୍ରେଶର୍ଙ୍କୁ ବରଖାସ୍ତ କରିଛି।ସୂଚନାମୁତାବକ ଯେଉଁମାନେ ଆଭ୍ୟନ୍ତରୀଣ ଫ୍ରେସର ମୂଲ୍ୟାଙ୍କନ ପରୀକ୍ଷାରେ ବିଫଳ ହୋଇଥିଲେ ସେମାନଙ୍କୁ ବାହାର କରିଦିଆ ଯାଇଛି ।…
ସାପକୁ ଦେଉଥିଲେ ଚୁମ୍ବନ, ମୁହଁରେ ପୁରାଉଥିଲେ ଆଙ୍ଗୁଠି, ଶେଷରେ ଏପରି ଚାଲିଗଲା ଜୀବନ
ଉତ୍ତରପ୍ରଦେଶ: ସାଧାରଣତଃ ଲୋକେ ସାପ ଦେଖିବା ମାତ୍ରେ ଡ଼ରି ଭୟଭୀତ ହୋଇଯାଆନ୍ତି କିନ୍ତୁ ଏପରି ଲୋକେ ଅଛନ୍ତି ଯେଉଁମାନେ ସାପ ସହ ଖେଳନ୍ତି, ସେମାନଙ୍କୁ ଆଦୌଂ ଡର ଲାଗିନଥାଏ । ପୂର୍ବ କାଳରେ ସାପୁଆମନେ ସାପଙ୍କୁ ପେଡ଼ିରେ…
ଚୋର ନେଇଗଲା କୋହଲିଙ୍କ ନୂଆ ଫୋନ୍: ୟୁଜର୍ସ ଲେଖିଲେ- ‘ଫୋନ୍ ମୋ ପାଖରେ ଅଛି, କିନ୍ତୁ ଏବେ ଦେବିନି…’
ନୂଆଦିଲ୍ଲୀ: ଆସନ୍ତା ୯ ତାରିଖଠାରୁ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ୪ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ୍ ଆରମ୍ଭ ହେବାକୁ ଯାଉଛି । ତେବେ ଏହା ପୂର୍ବରୁ ଟିମ୍ ଇଣ୍ଡିଆର ଷ୍ଟାର ବ୍ୟାଟ୍ସମ୍ୟାନ କିଙ୍ଗ କୋହଲିଙ୍କୁ ନେଇ ଆସିଛି ଏକ…
ବିବାହ ମଣ୍ଡପରୁ ସିଧା ପରୀକ୍ଷା ହଲ୍
ନୂଆଦିଲ୍ଲୀ : ବିବାହ ପରେ କନ୍ୟାକୁ ନେଇ ସିଧା ଘରକୁ ଯାଏ ବର । କିନ୍ତୁ ଧର୍ମନଗରୀ ହରିଦ୍ୱାରରେ କିଛି ଅଲଗା ପ୍ରକାର ଦୃଶ୍ୟ ଦେଖିବାକୁ ମିଳିଛି । ବିବାହ ସରିଲା, ହେଲେ ଘରକୁ ଯିବା ପରିବର୍ତ୍ତେ ବର ପରୀକ୍ଷା ହଲରେ…
ଦେଶର ପ୍ରଥମ ରିଙ୍ଗ ମେଟ୍ରୋ ଲାଇନ୍ ; ୭୧.୧୫ କିମି ସିଙ୍ଗଲ କରିଡର , ୮ଟି ନୂଆ ଷ୍ଟେସନ
ନୂଆଦିଲ୍ଲୀ : ଦେଶର ପ୍ରଥମ ରିଙ୍ଗ ମେଟ୍ରୋ ଲାଇନ୍ ୨୦୨୪ରେ ଆରମ୍ଭ ହେବ । ଏହା ପ୍ରଥମ ରିଙ୍ଗ ମେଟ୍ରୋ ହେବା ସଙ୍ଗେସଙ୍ଗେ ଦେଶର ସବୁଠୁ ଅଧିକ ଲମ୍ବା ବିଶିଷ୍ଟ ସିଙ୍ଗଲ କରିଡର ମଧ୍ୟ ହେବ । ଏହା ଦ୍ୱାରା ଯାତ୍ରୀମାନେ…
ତୁର୍କୀରେ ବାରମ୍ବାର ଭୂକମ୍ପ ହେଉଛି କାହିଁକି? ବର୍ଷା, ବାତ୍ୟା ଭଳି ଭୂକମ୍ପକୁ ନେଇ ଭବିଷ୍ୟବାଣୀ କାହିଁକି ହେଉନି?
ନୂଆଦିଲ୍ଲୀ: ସାରା ବିଶ୍ୱବାସୀଙ୍କ ନଜର ଏବେ ତୁର୍କୀ ଉପରେ ରହିଛି । ବର୍ତ୍ତମାନ ସୁଦ୍ଧା ତୁର୍କୀ-ସିରିଆରେ ୪୩୦୦ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିବା ସହ ୫୬୦୦ରୁ ଅଧିକ କୋଠା ଭାଙ୍ଗି ମାଟିରେ ମିଶିଯାଇଛି । ଭୂକମ୍ପର…
ଆରମ୍ଭ ହେଲା Valentine’s Day, ସରକାର ଦେଶରେ ବାଣ୍ଟିବେ ମାଗଣା କଣ୍ଡୋମ
ନୂଆଦିଲ୍ଲୀ: ସମଗ୍ର ବିଶ୍ୱରେ ସରକାର ନିରାପଦ ଯୌନ ସମ୍ପର୍କ ନେଇ ପଦକ୍ଷେପ ନେଉଛନ୍ତି। ଏଥି ସହିତ, ଭାଲେଣ୍ଟାଇନ୍ସ ଡେ ପୂର୍ବରୁ ଥାଇଲ୍ୟାଣ୍ଡ ସରକାର ନିଜ ଦେଶର ଲୋକଙ୍କୁ ୯୫ ମିଲିୟନ ମାଗଣା କଣ୍ଡୋମ ବଣ୍ଟନ କରିବାକୁ…
ତୁର୍କୀରେ ୪ର୍ଥ ଭୁମିକମ୍ପ, ୪୩୦୦ ରୁ ଅଧିକ ମୃତ୍ୟୁ
ନୂଆଦିଲ୍ଲୀ: ଗତକାଲି ତୁର୍କୀରେ ୩ଥର ଭୁକମ୍ପ ହୋଇଥିବା ବେଳେ ଆଜି ଅନ୍ୟଏକ ବାର ସେଠାରେ ଭୂକମ୍ପ ଅନୁଭୁତ ହୋଇଛି । ଗତ ୪୮ ଘଣ୍ଟା ଭିତରେ ଏହା ହେଉଛି ୪ର୍ଥ ଭୂକମ୍ପ । ଏହି ୪ର୍ଥ ଭୂକମ୍ପ ରିଏକ୍ଟର ସ୍କେଲରେ ୫.୬ ତୀବ୍ରତା…
ପୋଲିସ ଷ୍ଟେସନକୁ ଆସୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ଅଭିଯୁକ୍ତ ପରି ବ୍ୟବହାର କରିବା ଅନୁଚିତ: ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ
ନୂଆଦିଲ୍ଲୀ: ଅନେକ ସମୟରେ ଦେଶରେ ଘଟୁଥିବା ବିଭିନ୍ନ ମାମଲାକୁ ନେଇ ଦେଶର ସର୍ବୋଚ୍ଚ କୋର୍ଟ ନିଜର ମନ୍ତବ୍ୟ ପ୍ରଦାନ କରିଥାନ୍ତି । ତେବେ ହେଟ୍ ସ୍ପିଚକୁ ନେଇ ନିକଟରେ ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ…
୩୧ ମାର୍ଚ୍ଚ ପୂର୍ବରୁ ଏହି ଗାଡ଼ି ଚାଲିବନି ରାସ୍ତାରେ, ସୂଚନା ଦେଲେ ବାଣିଜ୍ୟ ଓ ପରିବହନ ବିଭାଗର ମୁଖ୍ୟ ସଚିବ
ଭୁବନେଶ୍ୱର: ବିଭିନ୍ନ ସରକାରୀ ବିଭାଗ, ରାଜ୍ୟ ପବ୍ଲିକ ସେକ୍କର ଅଣ୍ଡର ଟେକିଙ୍ଗ, ସଂଗଠନ, ସ୍ୱଂୟଶାସିତ ପରିଷଦ ଏବଂ ୟୁଏଲବି ଇତ୍ୟାଦି ଅଧିନରେ ଥିବା ସମସ୍ତ ଯାନ ଗୁଡ଼ିକ ପାଇଁ ଏକ ବଡ଼ ଖବର ସାମ୍ନାକୁ ଆସିଛି । ଯେଉଁ ଗାଡ଼ି…