Browsing Category
Breaking News
ସରକାରୀ ସ୍କୁଲର ବିଚିତ୍ର ସ୍ଥିତି: ପିଲାମାନେ ଚାଲି ଚାଲି ପାଣି ବୋହୁଛନ୍ତି, ବିଦ୍ୟାଳୟରେ ୧୦ ବର୍ଷ ହେଲା ଜଳର ବ୍ୟବସ୍ଥା ନାହିଁ
ନୂଆଦିଲ୍ଲୀ: ଶିକ୍ଷାର ବିକାଶ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ନୂଆ ନୂଆ ପଦକ୍ଷେପ ଗ୍ରହଣ କରୁଛନ୍ତି । ସେଥିପାଇଁ ସ୍କୁଲରେ ପାଠ ପଢ଼ୁଥିବା ଛାତ୍ରଛାତ୍ରୀଙ୍କର ସମସ୍ତ ପ୍ରକାରର ସୁବିଧା ସୁଯୋଗ ପାଇଁ କୋଟି କୋଟି…
ବଡ଼ ଦୁଃଖ ଖବର: ରାଜ୍ୟ ବିଧାନସଭାର ପୂର୍ବତନ ବିଧାୟିକାଙ୍କ ପରଲୋକ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟବାସୀଙ୍କ ଏକ ବଡ଼ ଦୁଃଖ ଖବର ଆସିଛି । ରାଜ୍ୟ ବିଧାନସଭାର ଜଣେ ପୂର୍ବତନ ବିଧାୟିକାଙ୍କ ପରଲୋକ ଘଟିଛି । ଆଠଗଡ଼ର ପୂର୍ବତନ ବିଧାୟିକା ରାସମଞ୍ଜରୀ ଦେବୀ ଶେଷ ନିଃଶ୍ୱାସ କରିଛନ୍ତି ।…
Live-In-Relationshipରେ ରହିଲେ ପାର୍ଟନରଙ୍କ ରେଜିଷ୍ଟ୍ରେସନ ବାଧ୍ୟତାମୂଳକ ହେଉ: ସୁପ୍ରିମକୋର୍ଟରେ ଦାଖଲ ହେଲା ଜନହିତ ଯାଚିକା
ନୂଆଦିଲ୍ଲୀ: ଆଜିକାଲିର ଯୁବକ, ଯୁବତୀମାନେ ଲିଭ୍ ଇନ୍ ରିଲେସନସିପରେ ରହିବାକୁ ଏବେ ବେଶି ପସନ୍ଦ କରୁଛନ୍ତି । ମାତ୍ର ଲିଭ୍ ଇନ ପାର୍ଟନରଙ୍କ କ୍ଷେତ୍ରରେ ହତ୍ୟା ଓ ଆତ୍ମହତ୍ୟା ମାମଲା ଘଟୁଥିବା ଅନେକ କ୍ଷେତ୍ରରେ…
(Video) ଝିଅକୁ ୫୦ ହଜାର ଟଙ୍କାରେ ବିକ୍ରି କରୁଥିଲା ସାବତ ବାପା: ରାଜସ୍ଥାନକୁ ଚାଲାଣ ହେଉଥିଲା ନବମ ଶ୍ରେଣୀର ଛାତ୍ରୀ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜିକାଲି ଆଧୁନିକତା ଆଳରେ ସମାଜରୁ ଭଲପାଇବା କ୍ରମେ ଦୂରେଇ ଯାଉଛି । ଏପରିକି ନିଜ ପରିବାରର ଆପଣାର ଲୋକମାନେ ମଧ୍ୟ ଧୋକ୍କା ଦେବାକୁ ପଛାଉ ନାହାନ୍ତି । କେଉଁଠି ବାପା ପୁଅକୁ ହତ୍ୟା କଲାଣି…
ଗିରଫ ହେଲେ ଦିଲ୍ଲୀ ଡେପୁଟି ସିଏମ୍ ମନୀଷ ସିସୋଦିଆ: CBIର ବଡ଼ ଆକ୍ସନ
ନୂଆଦିଲ୍ଲୀ: ମଦ ଘୋଟାଲା ମାମଲାରେ ଗିରଫ ହୋଇଛନ୍ତି ଦିଲ୍ଲୀ ଡେପୁଟି ସିଏମ୍ ମନୀଷ ସିଷୋଦିଆ । ଦୀର୍ଘ ୮ ଘଣ୍ଟାର ଜେରା ପରା ସେଣ୍ଟ୍ରାଲ ବ୍ୟୁରୋ ଅଫ୍ ଇନଭେଷ୍ଟିଗେସନ (ସିବିଆଇ) ପକ୍ଷରୁ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ…
Harvard Study: ଚାକିରି ଜୀବନ ହ୍ରାସ କରୁଛି ଆପଣଙ୍କର Sperm Count, ୪୬ ବର୍ଷ ଧରି ୫୩ଟି ଦେଶରେ ଚାଲିଥିଲା ଗବେଷଣା, ଖୋଲିଗଲା ବଡ଼ ରହସ୍ୟ
ନୂଆଦିଲ୍ଲୀ: ଦିନକୁ ଦିନ ମଣିଷର ଦୈନନ୍ଦିନ ଜୀବନର ଖାଦ୍ୟପେୟ, ଲାଇଫଷ୍ଟାଇଲରେ ପରିବର୍ତ୍ତନ ହେବାରେ ଲାଗିଛି । ଫଳରେ ଏହାର କୁପ୍ରଭାବ ଉଭୟ ପୁରୁଷ ଓ ମହିଳାଙ୍କ ଉପରେ ପଡ଼ୁଛି । ବିଶେଷ କରି ପୁରୁଷଙ୍କର ଶୁକ୍ରାଣୁ ମାତ୍ରା…
ଜାରି ହେଲା ବିଜ୍ଞପ୍ତି: ଓଡ଼ିଶା ସରକାର ଦେବେ ଚାକିରି, ଦଶମ ଓ ଯୁକ୍ତଦୁଇ ପାସ କରିଥିଲେ ବଡ଼ ସୁଯୋଗ
ଚାକିରି ଖୋଜୁଥିବା ଯୁବକ, ଯୁବତୀଙ୍କ ପାଇଁ ଏକ ଖୁସି ଖବର । ଶକ୍ତିରୂପା ଫେଡେରେସନ ବାରଗାଁ ପକ୍ଷରୁ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ପ୍ରାର୍ଥୀଙ୍କୁ ସିଆରପି-ସିଏମ, ମାଷ୍ଟର୍ସ ବୁକ କିପରି ଆଦି ପଦରେ…
ସୁରେଶ ମହାପାତ୍ରଙ୍କୁ ମିଳିଲା ନୂଆ ଦାୟିତ୍ୱ: ଶକ୍ତି ବିଭାଗ ପକ୍ଷରୁ ପ୍ରକାଶ ପାଇଲା ବିଜ୍ଞପ୍ତି
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପ୍ରଦୀପ ଜେନା ହେବେ ରାଜ୍ୟର ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ । ଏନେଇ ଆଜି ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି । ବର୍ତ୍ତମାନ…
ଇଟାଲୀରେ ବଡ ଦୁର୍ଘଟଣା ; ସମୁଦ୍ରରେ ଡଙ୍ଗା ବୁଡି ୩୦ ଜଣଙ୍କ ମୃତ୍ୟୁ, ୪୦ ଜଣ ଜୀବନ୍ତ ଉଦ୍ଧାର
ନୂଆଦିଲ୍ଲୀ : ଇଟାଲୀର ଦକ୍ଷିଣ ଉପକୂଳରେ ଏକ ଡଙ୍ଗା ବୁଡ଼ିଯାଇ ପ୍ରାୟ ୩୦ ଜଣଙ୍କ ମୃତ୍ୟୁ ଘଟିଛି। କୋଷ୍ଟଗାର୍ଡ ଦ୍ୱାରା ପୁନରୁଦ୍ଧାର କାର୍ୟ୍ୟ ଜାରି ରହିଛି। କୁହାଯାଉଛି ଯେ ସମୁଦ୍ର ମଧ୍ୟରେ ଏକ ପଥର ସହିତ ଡଙ୍ଗା…
ମାରାଥନରେ ଦୌଡ଼ିଲେ ୭୧ ବର୍ଷୀୟା ବୃଦ୍ଧା: କଳିଙ୍ଗ ରନର୍ସ ପକ୍ଷରୁ ୫ମ ଜାତୀୟସ୍ତରର ଗଣଦୌଡ଼
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶାରେ ଏକ ସୁସ୍ଥ ସମାଜ ଓ ସମସ୍ତଙ୍କୁ ସ୍ୱାସ୍ଥ୍ୟ ସମ୍ପର୍କରେ ସଚେତନ କରାଇବା ପାଇଁ କଳିଙ୍ଗ ରନର୍ସ ଏକ ମାରାଥନ୍ର ଆୟୋଜନ କରିଛି । ଏହି ସିଟି ମାରାଥନ୍ ଶିଖରଚଣ୍ଡୀଠାରୁ ଆରମ୍ଭ…