Browsing Category

Breaking News

ଶିକ୍ଷକଙ୍କ ଆନ୍ଦୋଳନକୁ ନେଇ ବାଚସ୍ପତିଙ୍କ ରୁଲିଂ, ଜାଣନ୍ତୁ କ’ଣ ଦେଲେ ନିର୍ଦ୍ଦେଶ

ଭୁବନେଶ୍ୱର: ଭୁବନେଶ୍ୱରର ରାଜରାସ୍ତାରେ ଧାରଣାରେ ବସିଛନ୍ତି ଶିକ୍ଷକ । ଦ୍ୱିତୀୟ ଦିନରେ ଜାରି ରହିଛି ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘର ଧାରଣା । ଗତକାଲି ନିଜର ୩ ଦଫା ଦାବି ନେଇ ଶିକ୍ଷକ ସଂଘ ରଣହୁଙ୍କାର ଦେଇଥିଲେ ।…

ଭାରତ, ଋଷ, ଆମେରିକା ସମେତ ୮୪ ଦେଶରୁ ୫୦ କୋଟି ହ୍ୱାଟ୍ସଆପ୍ ୟୁଜର୍ସଙ୍କ ଡାଟା ଲିକ୍: ଅନଲାଇନରେ ବିକ୍ରି ହେଉଛି ବ୍ୟକ୍ତିଗତ ସୂଚନା

ନୂଆଦିଲ୍ଲୀ: ଯଦି ଆପଣ ସୋସିଆଲ୍ ମେସେଜିଂ ଆପ୍ ହ୍ୱାଟ୍ସଆପ୍ ବ୍ୟବହାର କରନ୍ତି, ତେବେ ଏହି ଖବରଟି ଆପଣଙ୍କୁ ବିଚଳିତ କରିପାରେ । ପ୍ରାୟ ୫୦୦ ମିଲିୟନ ହ୍ୱାଟ୍ସଆପ୍ ବ୍ୟବହାରୀଙ୍କ ଫୋନ୍ ନମ୍ବର ଲିକ୍ ହୋଇଛି ଓ ସେଗୁଡ଼ିକୁ…

ବ୍ୟବସାୟୀଙ୍କ ଘରେ କେନ୍ଦ୍ରୀୟ ଟିମର ରେଡ, ୩ଟି ସ୍ଥାନରେ ଚଢାଉ

ପଦ୍ମପୁର: ଦେଶରେ ତଥା ରାଜ୍ୟରେ ଦୁର୍ନୀତିର ଚେର ମାଡିଚାଲିଛି । ବ୍ୟବସାୟୀ ତଥା ଚାକିରୀଆଙ୍କ ପାଖରେ ଜବତ କରାଯାଉଛି ପୁଳାପୁଳା ଟଙ୍କା । ଏମିତି ଘଟଣା ଆଜି ରାଜ୍ୟରେ ଦେଖିବାକୁ ମିଳିଛି । ଗୋଟେ ନୁହେଁ କି ଦୁଇଟି ନୁହେଁ…

ଫିଫା ୱାଲର୍ଡ କପ୍: ବେଲଜିୟମ ହାରିବା ପରେ ବ୍ରସେଲ୍ସରେ ଦଙ୍ଗା, ୧୨ଜଣ ଅଟକ

କାତାରରେ ୧୯ ନଭେମ୍ବରୁ ଫିଫା ୱାଲର୍ଡ କପ ଆରମ୍ଭ ହୋଇଛି । ଫଳରେ ଏହାକୁ ନେଇ ଖେଳ ପ୍ରେମୀଙ୍କ ମନରେ ଉତ୍ସାହ ଭରି ରହିଛି । ନିଜ ମନପସନ୍ଦର ଦଳକୁ ଜିତାଇବା ପାଇଁ ଏବଂ ସେମାନଙ୍କ ମନରେ ଉତ୍ସାହ ଭରିଦେବା ପାଇଁ ଦର୍ଶକମାନେ…

ଜଙ୍ଗଲରେ ଲ୍ୟାଣ୍ଡମାଇନ ବିସ୍ଫୋରଣ: ଅଳ୍ପକେ ବର୍ତ୍ତିଲେ ୫୦ ବନ କର୍ମଚାରୀ

ବୌଦ୍ଧ: ରାଜ୍ୟ ତଥା ଦେଶରେ ନିଶାଦ୍ରବ୍ୟ କାରବାର ଅବ୍ୟହତ ରହିଛି । ଏହାସହ ଗଞ୍ଜେଇ କାରବାର ହେଉଥିବା ବେଳେ ପୁଲିସ ଏହାର ସନ୍ଧାନ ପାଇ ଚୋରା କାରବାର ଉପରେ ରୋକ ଲଗାଇଥାଏ । ଏପରି ଏକ ଘଟଣା ବୌଦ୍ଧ ଜିଲ୍ଲାରେ ଦେଖିବାକୁ…

ଥରୁଛି ଓଡ଼ିଶା, ରାଜ୍ୟରେ ୫ଦିନ ଜାରି ରହିବ ଶୀତ

ଭୁବନେଶ୍ୱର: ବର୍ତ୍ତମାନ ରାଜ୍ୟରେ ଶୀତର ପ୍ରକୋପକୁ ଲୋକେ ଅନୁଭବ କରୁଛନ୍ତି । ଗତକାଲି ରାତିରେ ସର୍ବାଧିକ ଶୀତ ସିମିଳିଗୁଡ଼ା ଏବଂ କୋରାପୁଟରେ ଦେଖିବାକୁ ମିଳିଥିଲା । ଏହାର ସର୍ବନିମ୍ନ ତାପମାତ୍ରା ୭.୬ଡିଗ୍ରି ରହି…

ବଣିଆ ବାଣ ବିସ୍ଫୋରଣ ଆତଙ୍କ: ୨ରେ ପହଁଚିଲା ମୃତ୍ୟୁ ସଂଖ୍ୟା

କଟକ: କେନ୍ଦ୍ରାପଡା ଜିଲ୍ଲା ବାଲିଆ ବଣ ବିସ୍ଫୋରଣ ଘଟଣାରେ ଆହତଙ୍କ ଅବସ୍ଥା ଗୁରୁତର ହେବାକୁ ଲାଗିଛି । କଟକ ବଡ ମେଡିକାଲରେ ଚିକିତ୍ସିତ ହେଉଥିବା ୩୪ଜଣଙ୍କ ମଧ୍ୟରୁ ଆଜି ଜଣକର ମୃତ୍ୟୁ ଘଟିଛି । ତା ମଧ୍ୟରୁ ୨ଜଣଙ୍କ…

Brain Eating Amoeba ପାଇଁ ବଢ଼ୁଛି ଚିନ୍ତା: ନଦୀ, ପୋଖରୀରେ ଗାଧୋଇବା ବେଳେ ନାକବାଟେ ପଶିଯାଉଛି, ବ୍ରେନକୁ ଖାଇ ନଷ୍ଟ କରିଦେଉଛି

ନୂଆଦିଲ୍ଲୀ: ଆଜିର ସମୟରେ ଦିନକୁ ଦିନ ନୂଆ ନୂଆ ରୋଗ ଓ ଏହି ରୋଗ ପଛରେ ରହିଥିବା ଭୟଙ୍କର ଜୀବଜନ୍ତୁ, ଭାଇରସଙ୍କ ତଥ୍ୟ ସାମ୍ନାକୁ ଆସୁଛି । ତେବେ ସେହିଭଳି ଏକ ଭୟଙ୍କର ଜୀବ ହେଉଛି ‘ବ୍ରେନ ଇଟିଂ ଅମିବା’ । ଏହି…

Jhalak Dikhhla Jaa 10: ଗୁଞ୍ଜନ-ତେଜସ ପିନ୍ଧିଲେ ବିଜୟ ମୁକୁଟ, ପୁରସ୍କାର ବାବଦକୁ ମିଳିଲା ଲକ୍ଷ ଲକ୍ଷ

ନୂଆଦିଲ୍ଲୀ: ସମସ୍ତ ପ୍ରତୀକ୍ଷାର ଅନ୍ତ ଘଟିଛି । ‘ଝଲକ ଦିଖଲା ଜା ୧୦’ର ୱିନରଙ୍କ ନାମ ଘୋଷଣା କରାଯାଇଛି । ୮ ବର୍ଷୀୟ ଗୁଞ୍ଜନ ସିହ୍ନା ଓ ୧୨ ବର୍ଷୀୟ ତେଜସ ବର୍ମା ଏହି ରିୟଲିଟି ଶୋ’ର ଟ୍ରଫି ଜିତିଛନ୍ତି । ଏହି ବିଜୟ…

ରାଜ୍ୟରୁ ହଟିବ ୧୫ ବର୍ଷରୁ ଅଧିକ ପୁରୁଣା ଗାଡ଼ି: କେନ୍ଦ୍ର ସରକାର ଜାରି କଲେ ନିର୍ଦ୍ଦେଶନାମା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦେଶର ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀ ସହିତ ଅନ୍ୟ ସହରମାନଙ୍କରେ ବର୍ତ୍ତମାନ ସମୟରେ ପ୍ରଦୂଷଣ ମାତ୍ରା ବଢ଼ିବାରେ ଲାଗିଛି । ତେବେ ରାସ୍ତାରେ ଚାଲୁଥିବା ପୁରୁଣା ଗାଡ଼ି ମଧ୍ୟ ପ୍ରଦୂଷଣ ପାଇଁ…