Browsing Category
Breaking News
ଭାଇ ଅନିଲ ଅମ୍ବାନୀଙ୍କ ଦେବାଳିଆ କମ୍ପାନୀକୁ କିଣିବେ ମୁକେଶ ଅମ୍ବାନୀ, ମିଳିଲା ଅନୁମତି
ମୁମ୍ବାଇ: ଜାତୀୟ କମ୍ପାନୀ ଲ ଟ୍ରିବୁନାଲ(ଏନସିଏଲଟି) ରିଲାଏନ୍ସ ଇନ୍ଫ୍ରାଟେଲ୍(ଆରଆଇଟିଏଲ)କୁ ଅଧିଗ୍ରହଣ କରିବାକୁ ରିଲାଏନ୍ସ ଜିୟୋକୁ ଅନୁମତି ଦେଇଛନ୍ତି। ଏନସିଏଲଟି ଜିୟୋକୁ ଆରକଁମ୍ ଟାୱାର୍ ଏବଂ ଫାଇବାର ସମ୍ପତିକୁ…
ବାହାଘର ଅଛି, କିନ୍ତୁ ପାଖରେ ଟଙ୍କା ନାହିଁ କି ? ଏପରି ହିସାବରେ କରନ୍ତୁ ଯୋଗାଡ଼
ବିବାହ ଋତୁ ଆରମ୍ଭ ହୋଇଥିବା ବେଳେ ଆଗାମୀ ଦିନରେ ଦେଶରେ ଲକ୍ଷ ଲକ୍ଷ ବାହାଘର ହେବାକୁ ଯାଉଛି । ଭାରତରେ ବାହାଘରକୁ ଏକ ବଡ଼ ପରମ୍ପରା ଭାବେ ଦେଖାଯାଏ ଓ ଯୁବକ-ଯୁବତୀଙ୍କ ବାହାଘର ଖୁବ୍ ଧୁମଧାମରେ କରାଯାଏ । ବାହାଘରରେ…
ଫିଫା ବିଶ୍ୱକପ୍: ଆମକୁ ବିୟର ଦରକାର, ଷ୍ଟାଡିୟମରେ ବସିଥିବା ଦର୍ଶକ ଦାବିରେ ଗୁଞ୍ଜି ଉଠିଲା ବିଶ୍ୱକପ୍
ନୂଆଦିଲ୍ଲୀ: ଆଗାମୀ କିଛି ଦିନ ଫୁଟବଲ ପ୍ରେମୀଙ୍କ ପାଇଁ ଜବରଦସ୍ତ ହେବାକୁ ଯାଉଛି କାରଣ ଖେଳର ସବୁଠାରୁ ବଡ ଟୁର୍ନାମେଣ୍ଟ କୁହାଯାଉଥିବା ଫୁଟବଲ ବିଶ୍ୱକପ କତାରରେ ଆରମ୍ଭ ହୋଇଛି। ଏହି ବିଶ୍ୱକପ୍ର ମ୍ୟାଚ୍ ଏବଂ…
ପେଟ୍ରୋଲ-ଡିଜେଲର ମୂଲ୍ୟ ବୃଦ୍ଧିକୁ ନେଇ ଅର୍ଥମନ୍ତ୍ରୀଙ୍କ ବଡ଼ ଘୋଷଣା: ଯାହାକୁ ଶୁଣି ଖୁସିରେ ନାଚି ଉଠିବେ ଆପଣ
ନୂଆଦିଲ୍ଲୀ: ପେଟ୍ରୋଲ-ଡିଜେଲର ବଢ଼ୁଥିବା ଦାମକୁ ନେଇ ଚିନ୍ତାରେ ଥିବା ଲୋକମାନଙ୍କ ପାଇଁ ଆସିଛି ଏକ ବଡ଼ ଖୁସିଖବର । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପେଟ୍ରୋଲ-ଡିଜେଲର ବଢ଼ୁଥିବା ଦାମକୁ ନେଇ ବଡ଼ ଘୋଷଣା କରିଛନ୍ତି,…
ବ୍ରହ୍ମପୁର ରାଗିଂ ମାମଲା: ୯ ଛାତ୍ରଙ୍କୁ ନିଲମ୍ବିତ କଲେ କର୍ତ୍ତୁପକ୍ଷ
ବ୍ରହ୍ମପୁର: ବ୍ରହ୍ମପୁର ଖଲ୍ଲିକୋଟ ଜୁନିୟର କଲେଜରେ ଛାତ୍ରୀଙ୍କୁ ରାଗିଂ ଘଟଣା ନିଆଯାଇଛି ବଡ଼ ପଦକ୍ଷେପ । ଏହି ମାମଲାରେ ୯ ଜଣ ଛାତ୍ରଙ୍କୁ କଲେଜରୁ ନିଲମ୍ବିତ କରିଛନ୍ତି କର୍ତ୍ତୃପକ୍ଷ । ତଦନ୍ତ ରିପୋର୍ଟ ଆସିବା…
Video: ପ୍ରଥମ ଶ୍ରେଣୀ କ୍ରିକେଟରେ ସର୍ବାଧିକ ରନ୍ ସ୍କୋର କଲେ ଏହି ଭାରତୀୟ ବ୍ୟାଟ୍ସମ୍ୟାନ, ପଡିଆରେ ହେଲା ଛକ୍କା ଓ ଚୌକାର ବର୍ଷା
ନୂଆଦିଲ୍ଲୀ: ତାମିଲନାଡୁର ତାରକା ବ୍ୟାଟ୍ସମ୍ୟାନ୍ ଏନ ଜଗଦୀସନ ବିଜୟ ହଜାର ଟ୍ରଫିରେ ୨୭୭ ରନର ଧମାକାଦାର ପାଳି ଖେଳି ନିଜ ନାଁରେ ବଡ଼ ରେକର୍ଡ କରିଛନ୍ତି । ଜଗଦୀସନ ଏହି ପାଳିରେ ୧୪୧ ବଲ୍ର ସାମ୍ନା କରି ୨୫ ଚୌକା ଏବଂ…
ରାଉରକେଲା SAIL ରେ ଚାକିରି କରିବାକୁ ଚାହୁଁଛନ୍ତି କି ? ୩୦ ନଭେମ୍ବର ଭିତରେ କରନ୍ତୁ ଆବେଦନ
ରାଉରକେଲା SAIL ରେ ଚାକିରି କରିବାକୁ ଚାହୁଁଥିଲେ ଆସିଛି ଖୁସି ଖବର । ଆଇଟିଆଇ ପାସ୍ କରିଥିବା ଓଡିଶା ଯୁବପିଢିମାନେ ଏଥିରେ ଲାଭବାନ ହେବେ । ସେଲ୍ ରାଉରକେଲା ଷ୍ଟିଲ ପ୍ଲାଣ୍ଟରେ ଖାଲିପଡିଛି ଅପାରଣ୍ଟିସ ପଦବୀ।…
ଇଣ୍ଡୋନେସିଆରେ ଭୂକମ୍ପ ଝଟକା: ୪୪ ମୃତ, ୩୦୦ରୁ ଅଧିକ ଗୁରୁତର
ନୂଆଦିଲ୍ଲୀ: ଇଣ୍ଡୋନେସିଆରେ ସୋମବାର ଅର୍ଥାତ ଆଜି ଏକ ବଡ଼ ଧରଣର ଭୂକମ୍ପ ହୋଇଥିବା ସୂଚନା ମିଳିଛି । ଇଣ୍ଡୋନେସିଆରେ ହୋଇଥିବା ଏହି ଭୂକମ୍ପରେ ଅଧିକ ଧନ ଜୀବନ ନଷ୍ଟ ହୋଇଥିବା ଖବର ସାମ୍ନାକୁ ଆସିଛି । ମିଳିଥିବା ସୂଚନା…
Share Market Live: ୫୦୦ ପଏଣ୍ଟରୁ ଖସିଲା ସେନସେକ୍ସ, ନିଫ୍ଟି ୧୮,୨୦୦ ତଳେ
ନୂଆଦିଲ୍ଲୀ: ସପ୍ତାହର ପ୍ରଥମ ଦିନ ହ୍ରାସ ସହିତ ଖୋଲିଛି ସେୟାର ମାର୍କେଟ । ସେନସେକ୍ସ ୨୦୭ ପଏଣ୍ଟ ହ୍ରାସ ପାଇ ୬୧୪୫୬, ନିଫ୍ଟି ୬୧ ପଏଣ୍ଟ ହ୍ରାସ ପାଇ ୧୮୨୪୬, ବ୍ୟାଙ୍କ ନିଫ୍ଟି ୧୫୦ କୁ ହ୍ରାସ ପାଇ ୪୨୨୮୬ ସ୍ତରରେ…
ଭୁଶୁଡିଲା ନିର୍ମାଣାଧୀନ ସେତୁ; ୩ ଶ୍ରମିକ ଗୁରୁତର
ଆନନ୍ଦପୁର: ଆନନ୍ଦପୁର ବେଲବାହାଳି କୁଶେଇ ନଦୀରେ ଏକ ନିର୍ମାଣାଧୀନ ପୋଲ ଭୁଶୁଡି ପଡିଛି । ଫଳରେ ୩ ଜଣ ଶ୍ରମିକ ଗୁରୁତର ଆହତ ହୋଇଥିବା ଜଣାପଡିଛି । ତେବେ ଆହତମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏହି…