Browsing Category
Breaking News
ଆସନ୍ତାକଲି ବନ୍ଦ ପଦ୍ମପୁର: ଉଦେଶ୍ୟ ମୂଳକ ରେଡ୍କୁ ବିରୋଧ କରି ପଦ୍ମପୁର ବଣିକ ସଂଘର ୧୨ ଘଣ୍ଟିଆ ଡାକରା
ପଦ୍ମପୁର: ସକାଳେ ଆଇଟି ରେଡ୍, ସନ୍ଧ୍ୟାରେ ଜିଏସଟି ରେଡ୍। ଏହାକୁ କିଛି ଲୋକେ ରାଜନୈତିକ ଉଦେଶ୍ୟରେ କରାଯାଉଥିବା କହିଥିବା ବେଳେ କିଛି ଲୋକେ ଏହାକୁ ସକାଳ ରେଡ୍ର ରିଭେଞ୍ଜ ସନ୍ଧ୍ୟାରେ ବୋଲି କହୁଛନ୍ତି। ଉପନିର୍ବଚନୀ…
ଧର୍ମର ସ୍ୱାଧୀନତା ଅନ୍ୟମାନଙ୍କର ବିଶ୍ୱାସକୁ ପରିବର୍ତନ କରିବା ପାଇଁ ଅଧିକାର ଦିଏନାହିଁ- କେନ୍ଦ୍ର ସରକାର
ନୂଆଦିଲ୍ଲୀ: ଧର୍ମର ସ୍ୱତନ୍ତ୍ରତା ଅଧିକାରରେ ଅନ୍ୟ ଧର୍ମର ଲୋକଙ୍କ ଧର୍ମ ପରିବର୍ତ୍ତନ କରିବା ମୌଳିକ ଅଧିକାରରେ ସାମିଲ ନାହିଁ। ଦେଶରେ ଅବୈଧ ରୂପେ ହେଉଥିବା ଧର୍ମ ପରିବର୍ତ୍ତନକୁ ରୋକିବା ପାଇଁ ଦାଖଲ ହୋଇଥିବା…
Video: ଶ୍ରଦ୍ଧା ହତ୍ୟାକାଣ୍ଡ ଅଭିଯୁକ୍ତ ଅଫତାବ ଉପରେ ଆକ୍ରମଣ ଉଦ୍ୟମ, ଖଣ୍ଡା ଧରି ଗୋଡ଼ାଇଲେ ଲୋକେ
ନୂଆଦିଲ୍ଲୀ: ଶ୍ରଦ୍ଧା ୱାଲକର ହତ୍ୟାକାଣ୍ଡରେ ଅଭିଯୁକ୍ତ ଅଫତାବ ପୁନାୱାଲାକୁ ନେଇ ଯାଉଥିବା ପୋଲିସ ଭ୍ୟାନ୍ ଉପରେ ହୋଇଛି ଆକ୍ରମଣ । ରୋହିଣୀ ଏଫଏସ୍ଏଏଲ କାର୍ଯ୍ୟାଳୟ ବାହାରେ ଏହି ଘଟଣା ଘଟିଛି । ଘଟଣା ସମୟର ଭିଡିଓ…
ପଦ୍ମପୁର: ୭ଟି ଜାଗାରେ ଜିଏସଟି ଚଢାଉ, ସକାଳେ ଆଇଟି-ସନ୍ଧ୍ୟାରେ ଜିଏସଟି
ପଦ୍ମପୁର: ପଦ୍ମପୁର ଉପନିର୍ବାଚନ ପୂର୍ବରୁ ଚଢାଉ । ସକାଳ ସମୟରେ ଆଇଟି ଏବଂ ସନ୍ଧ୍ୟାରେ ଜିଏସଟି ଚଢାଉ ହୋଇଛି । ସମୁଦାୟ ୭ଟି ଜାଗାରେ ଚଢାଉ ହୋଇଥିବା ଜଣା ପଡ଼ିଛି । ବରଗଡ଼ରେ ୩ଟି, ପଦ୍ମପୁରରେ ୨ଟି ସ୍ଥାନରେ ଚଢାଉ…
ଭାରତ ସମେତ ୭ ଟିମ୍ କଲେ କ୍ୱାଲିଫାଇ, ଦକ୍ଷିଣ ଆଫ୍ରିକା, ୱେଷ୍ଟଇଣ୍ଡିଜ୍ ଏବଂ ଶ୍ରୀଲଙ୍କା ପାଇଁ ବାଜିଲା ସତର୍କ ଘଣ୍ଟି
ନୂଆଦିଲ୍ଲୀ: ଆଗାମୀ ବର୍ଷ ଭାରତରେ ହେବାକୁ ଥିବା ବିଶ୍ୱକପ୍ ପାଇଁ ବିଗୁଲ ବଜାଇଛି ଆସିସି। ସୋମବାର ଆଇସିସି ୨୦୨୩ ବିଶ୍ୱକପ ପାଇଁ କ୍ୱାଲିଫାଇ କରିଥିବା ଦଳର ତାଲିକା ପ୍ରକାଶ କରିଛି। ଆୟୋଜକ ଦେଶ ଭାରତ ସିଧା ସଳଖ ଏହି…
ସାଧାରଣ ଲୋକଙ୍କ ପାଇଁ ଖୁସି ଖବର: ଏତିକି ଟଙ୍କା ଶସ୍ତା ହୋଇଯିବ ଗ୍ୟାସ୍, ସରକାର କରୁଛନ୍ତି ଯୋଜନା
ନୂଆଦିଲ୍ଲୀ: ସାଧାରଣ ଲୋକଙ୍କ ଖୁବଶୀଘ୍ର ମହଙ୍ଗା ଗ୍ୟାସରୁ ଆରାମ ମିଳିପାରେ । ଗ୍ୟାସ ଶାସ୍ତ କରିବାକୁ କେନ୍ଦ୍ର ସରକାର ଏକ ଖାସ୍ ପ୍ଲାନ୍ ପ୍ରସ୍ତୁତ କରୁଛନ୍ତି । ଏଥିରେ ଖାଇବା ରୋଷେଇ ଗ୍ୟାସ ସମେତ ସିଏନଜି ଦାମ୍ ମଧ୍ୟ…
ସମସ୍ୟାରୁ ମୁକ୍ତି ପାଇବାକୁ ଚାହାଁନ୍ତି କି ? ମଙ୍ଗଳବାର ଦିନ ଆପଣାନ୍ତୁ ଏହି ଉପାୟ
ମଙ୍ଗଳବାର ହେଉଛି ବଜରଙ୍ଗବାଲୀ ହନୁମାନଙ୍କ ଦିନ।ଶାସ୍ତ୍ର ଅନୁସାରେ କୌଣସି କାର୍ଯ୍ୟର ଶୁଭାରମ୍ଭ କରିବା ପାଇଁ ଏହି ଦିନ ଅତ୍ୟନ୍ତ ଶୁଭ ହୋଇଥାଏ। ଏହିଦିନ ଭଗବାନ ହନୁମାନଙ୍କୁ ପୂଜା କଲେ ମନୋକାମନା ପୂରଣ ହୋଇଥାଏ। ଯଦି…
Video: ମୁସଲମାନ ଛାତ୍ରଙ୍କୁ ‘ଆତଙ୍କବାଦୀ’ ବୋଲି କହିଲେ ପ୍ରଫେସର, ଦେଖନ୍ତୁ କିପରି ପ୍ରତିକ୍ରିୟା ଦେଲା ଛାତ୍ର
ବେଙ୍ଗାଲୁର: ଶ୍ରେଣୀଗୃହରେ ଜଣେ ମୁସଲିମ୍ ଛାତ୍ରଙ୍କୁ ଆତଙ୍କବାଦୀଙ୍କ ସହିତ ତୁଳନା କରିବା ପ୍ରଫେସରଙ୍କୁ ମହଙ୍ଗା ପଡ଼ିଛି। ଘଟଣା ସମୟର ଭିଡିଓ ଭାଇରାଲ ହେବା ପରେ କଲେଜ କତ୍ତୃପକ୍ଷ ପ୍ରଫେସରଙ୍କୁ ନିଲମ୍ବିତ କରିଛନ୍ତି ।…
ଚୀନରେ ମାଡ଼ିଚାଲିଛି କରୋନାର ନୂଆ ଭାରିଆଣ୍ଟ: ଭାରତ ପାଇଁ ବିପଦ ଘଣ୍ଟି
ନୂଆଦିଲ୍ଲୀ: ଚୀନରେ ଦ୍ରୁତ ଗତିରେ ବଢ଼ୁଥିବା ମାମଲାକୁ ନେଇ ପୁଣିଥରେ ଲୋକଙ୍କ ମନରେ ଚିନ୍ତା ସୃଷ୍ଟି ହୋଇଛି । ଭାରତ ପାଇଁ ଏହା ବିପଦ ଘଣ୍ଟି କି? ଏନେଇ ସମସ୍ତଙ୍କ ମନରେ ପ୍ରଶ୍ନ ଉଠୁଛି । ଏ ସମ୍ପର୍କରେ ତୁରନ୍ତ ସତର୍କତା…
ବିଚାରପତିଙ୍କ ନିଯୁକ୍ତି ପ୍ରସଙ୍ଗ: କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ: ବିଚାରପତି ନିଯୁକ୍ତି ମାମଲା ସମୟ ସମୟରେ ଖବରରେ ରହୁଛି। ଗତ କିଛି ଦିନ ତଳେ ଆଇନ୍ ମନ୍ତ୍ରୀ କିରନ ରିଜିଜୁ କଲେଜିୟମ ବ୍ୟବସ୍ଥା ଉପରେ ଏକ ମନ୍ତବ୍ୟ ଦେଇଥିଲେ। କିରନ ରିଜିଜୁ ଏକ ଟିଭୀ ଚ୍ୟାନେଲ୍ରେ କଲେଜିୟମ…