Browsing Category
Breaking News
ଶସ୍ତା ହେବ ବିମାନ ଯାତ୍ରା! ଆରମ୍ଭ ହେବାକୁ ଯାଉଛି ୨୬ ଟି ନୂତନ ବିମାନ, ଜାଣନ୍ତୁ ରୁଟ୍ ଲିଷ୍ଟ ଓ ଭଡ଼ା
ନୂଆଦିଲ୍ଲୀ: ଦେଶରେ ଘରୋଇ ବିମାନରେ ଯାତ୍ରା କରୁଥିବା ଯାତ୍ରୀମାନଙ୍କୁ ଏବେ ଅଧିକ ବିକଳ୍ପ ମିଳିବାକୁ ଯାଉଛି । ଦେଶର ବିଭିନ୍ନ ସ୍ଥାନକୁ ଯିବା ପାଇଁ ସେମାନଙ୍କ ପାଇଁ ବିମାନ ସୁବିଧା ଉପଲବ୍ଧ ହେବାକୁ ଯାଉଛି । ଘରୋଇ…
ରାଜ୍ୟରେ ପୁଣି ୧୧୨୨ ପଜିଟିଭ୍ ଚିହ୍ନଟ: ଖୋର୍ଦ୍ଧାରୁ ସର୍ବାଧିକ ୩୦୭ ଆକ୍ରାନ୍ତ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ପୁଣିଥରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି । ଆଜି ପୁଣି ଦୈନିକ ସଂକ୍ରମଣ ହଜାରେ ଟପିଛି । ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୧୧୨୨ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ…
ଆଜି ଭାରତୀୟ ଆଥଲେଟ୍ଙ୍କ ସହିତ କଥା ହେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି , ବର୍ମିଂହାମ୍ ରାଜ୍ୟଗୋଷ୍ଠୀ କ୍ରୀଡା ପାଇଁ ଖେଳାଳିଙ୍କ ଉତ୍ସାହ…
ନୂଆଦିଲ୍ଲୀ: ଚଳିତ ଜୁଲାଇ ୨୮ ତାରିଖରୁ ଇଂଲଣ୍ଡର ବର୍ମିଂହାମରେ ଅନୁଷ୍ଠିତ ହେବାକୁ ଥିବା ରାଜ୍ୟଗୋଷ୍ଠୀ କ୍ରୀଡାରେ ଅଂଶ ଗ୍ରହଣ କରିବା ପାଇଁ ଥିବା ଭାରତୀୟ ଆଥଲେଟଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭର୍ଚୁଆଲ…
ଶ୍ରାବଣ ମାସରେ ଆଜି ହେଉଛି କାଳାଷ୍ଟମୀ ବ୍ରତ: ଜାଣନ୍ତୁ ଶୁଭ ମୁହୂର୍ତ୍ତ, ମହତ୍ତ୍ୱ ଓ ପୂଜା ବିଧି
ନୂଆଦିଲ୍ଲୀ: ହିନ୍ଦୁ ଧର୍ମରେ ପ୍ରତି ମାସରେ କୃଷ୍ଣପକ୍ଷର ଅଷ୍ଟମୀ ତିଥିରେ ମାସିକ କାଳାଷ୍ଟମୀ ବ୍ରତ ରଖାଯାଏ । ଏହି ବ୍ରତ ଭଗବାନ ଭୈରବନାଥଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ ବୋଲି ବିବେଚନା କରାଯାଏ । ଏହି ଦିନ…
ପ୍ରକାଶ ପାଇଲା ଗୃହ ବିଭାଗର ଶ୍ୱେତପତ୍ର: ୨୦୨୧ର ଅପରାଧ ସ୍ଥିତି ନେଇ ରହିଛି ଏପରି ତଥ୍ୟ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗୃହବିଭାଗର ଶ୍ୱେତପତ୍ର ଆଜି ପ୍ରକାଶ ପାଇଛି । ୨୦୨୧ର ଅପରାଧ ସ୍ଥିତି ନେଇ ଶ୍ୱେତପତ୍ର ଜାରି ରହିଛି । ୨୦୨୧ରେ ୧ ଲକ୍ଷ ୫୫ ହଜାର ୫୨୦ଟି ଅପରାଧ ଘଟିଛି । ତା’ମଧ୍ୟରୁ ୧ ହଜାର ୩୯୪ଟି…
ରାଜ୍ୟଗୋଷ୍ଠୀ କ୍ରୀଡ଼ା: ୧.୨ ମିଲିୟନ ଟିକେଟ୍ ବିକ୍ରି, ଭାରତ-ପାକିସ୍ତାନ ମ୍ୟାଚ୍ ଟିକେଟ୍ ବୋହି ନେଲେ କ୍ରିକେଟ ପ୍ରେମୀ
ନୂଆଦିଲ୍ଲୀ: ଚଳିତ ଜୁଲାଇ ମାସ ୨୮ ତାରିଖରୁ ଇଂଲଣ୍ଡର ବର୍ମିଂହାମରେ ଅନୁଷ୍ଠିତ ହେବାକୁ ଥିବା ରାଜ୍ୟାଗାଷ୍ଠୀ କ୍ରୀଡାରେ ପ୍ରଥମ ଥର ପାଇଁ ମହିଳା କ୍ରିକେଟ ପ୍ରତିଯୋଗିତା ସାମିଲ ହୋଇଛି । ୧୯୯୮ କୁଆଲାଲମ୍ପୁର ରାଜ୍ୟ…
ଭୁବନେଶ୍ୱରରେ ପହଞ୍ଚିଲା ଡା.ଅଜୟ ପରିଡ଼ାଙ୍କ ମରଶରୀର
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଉ ନାହାନ୍ତି ଆଇଏଲଏସ ନିର୍ଦ୍ଦେଶକ ଡାକ୍ତର ଅଜୟ ପରିଡ଼ା । ଗତକାଲି ଗୌହାଟୀରେ ତାଙ୍କର ଦେହାନ୍ତ ହୋଇଥିବା ନେଇ ଆଇଏଲଏସ ପକ୍ଷରୁ ସୂଚନା ଦିଆଯାଇଥିଲା । ଏହାରି ମଧ୍ୟରେ ଆଜି ଭୁବନେଶ୍ୱରରେ…
ଆଗକୁ ପୁଣି ବଢ଼ିବ ବର୍ଷା, ୨୧ରୁ ପ୍ରବଳ ଛେଚିବ
ଭୁବନେଶ୍ୱର (ଭାସ୍କର ନ୍ୟୁଜ୍): ରାଜ୍ୟରେ କିଛି ଦିନ ହେବ ଲଗାଣ ବର୍ଷା ଜାରି ରହିଥିବା ବେଳେ ମଙ୍ଗଳବାର ବି ବର୍ଷା ପରିମାଣ କମିଛି। କିଛି ଜିଲ୍ଲାରେ ସାମାନ୍ୟ ବର୍ଷା ହୋଇଥିଲା। ତେବେ ଆଜି ବି ସେହିଭଳି ପାଗ ଜାରି…
କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ଘୋଷଣା: ୧୪ ସାମଗ୍ରୀ ଉପରେ ଲାଗିବନି GST
ନୂଆଦିଲ୍ଲୀ: ପୁଣି ମହଙ୍ଗା ମାଡ଼ରେ ଘାଣ୍ଟି ହେବେ ସାଧାରଣ ଜନତା । ପୂର୍ବରୁ ତୈଳ ଦର ଓ ରନ୍ଧନ ଗ୍ୟାସ୍ ଦର ବୃଦ୍ଧିରେ ଛଟପଟ ହେଉଥିବା ଦେଶବାସୀଙ୍କୁ ଏବେ ଡାଲି ଭାତ ଉପରେ ମଧ୍ୟ ଟିକସ ଗଣିବାକୁ ପଡ଼ିବ । ଚଳିତ ମାସ ୧୮…
ନୂଆ ସବ୍-ଭାରିଆଣ୍ଟ ବଢାଉଛି ସଂକ୍ରମଣ: ହଟସ୍ପଟ୍ ପାଲଟିଛି ଖୋର୍ଦ୍ଧା
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ଉପରତଳ ହେବାରେ ଲାଗିଥିବା ବେଳେ ପ୍ରତିଦିନ ଶତାଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ତେବେ ଖୋର୍ଦ୍ଧା ଜିଲ୍ଲା କରୋନାର ହଟସ୍ପଟ୍ ପାଲଟିଥିବାବେଳେ ଏହାକୁ ରେଡଜୋନ୍…