fbpx
Browsing Category

Breaking News

ମକର ସଂକ୍ରାନ୍ତିରେ ସାରା ବିଶ୍ୱ କରିବ ‘ସୂର୍ଯ୍ୟ ନମସ୍କାର’: ଆୟୁଷ ମନ୍ତ୍ରଣାଳୟ

ନୂଆଦିଲ୍ଲୀ : ଯେମିତି ଦିନେ ସାରା ବିଶ୍ୱ ଭାରତ ସହିତ ଏକାସଙ୍ଗେ ଯୋଗ କରିଥିଲା ସେହିଭଳି ଆଗାମୀ ଜାନୁୟାରୀ ୧୪ ତାରିଖରେ ପବିତ୍ର ମକର ସଂକ୍ରାନ୍ତି ଅବସରରେ ସାରା ବିଶ୍ୱ ସୂର୍ଯ୍ୟଙ୍କ ସମ୍ମାନରେ ‘ସୂର୍ଯ୍ୟ ନମସ୍କାର’…

(VIDEO) ପାଞ୍ଚଟି ରାଜ୍ୟରେ ହେବ ବିଧାନସଭା ନିର୍ବାଚନ, ଓଡ଼ିଶାରେ କ’ଣ ହେବ: ରାଜ୍ୟ ନିର୍ବାଚନ କମିଶନ ଡକାଇଲେ ସର୍ବଦଳୀୟ ବୈଠକ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦେଶର ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହେବା ପରେ ଏବେ ସମସ୍ତଙ୍କର ନଜର ଓଡ଼ିଶା ଉପରେ । ରାଜ୍ୟରେ ପଞ୍ଚାୟତ ନିର୍ବାଚନ ଘୁଞ୍ଚିବ ନା କୋଭିଡ୍ କଟକଣା ମଧ୍ୟରେ ହେବ…

ଭାକସିନ୍ ସାର୍ଟିଫିକେଟରୁ ହଟିବ ପିଏମ୍ ମୋଦୀଙ୍କ ଫଟୋ, ସ୍ୱାସ୍ଥ୍ୟ ମନ୍ତ୍ରାଳୟ ନେଲେ ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ: ଟିକାକରଣ ସାର୍ଟିିଫିକେଟ୍ ରୁ ହଟିବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଫଟୋ । ଯେଉଁ ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ୨୦୨୨ ହେବାକୁ ଯାଉଛି ସେଠାରେ ଜାରି କରାଯାଉଥିବା ଟିକାକରଣ ସାର୍ଟିିଫିକେଟ୍ ରେ…

ବୁଧବାର ଠାରୁ ନିଟ୍‌-ପିଜି କାଉନ୍‌ସେଲିଂ, ୱେବ୍‌ସାଇଟ୍‌ରେ ପଞ୍ଜିକରଣ କରାଇ ପାରିବେ ପ୍ରାର୍ଥୀ

ନୂଆଦିଲ୍ଲୀ: ଦୀର୍ଘଦିନର ପ୍ରତୀକ୍ଷାର ଅନ୍ତଘଟି। ନିଟ୍- ପଚି କାଉନସେଲିଂ ପାଇଁ ତାରିଖ ଘୋଷଣା ହୋଇଛି। ଆସନ୍ତା ୧୨ ତାରିଖ ଅର୍ଥାତ  ବୁଧବାର ଠାରୁ ନିଟ୍‌-ପିଜି କାଉନସେଲିଂ ଆରମ୍ଭ ହେବ । ଏ ସମ୍ପର୍କରେ କେନ୍ଦ୍ର…

କଦଳୀ ଗଛ କଟାକୁ ନେଇ ୨ ପରିବାରର ମଧ୍ୟରେ ରକ୍ତାକ୍ତ ସଂଘର୍ଷ: ୫ ଗୁରୁତର, ୧୧ ଆହତ

ବାଲିପାଟଣା, (ଭାସ୍କର ନ୍ୟୁଜ୍‌): ବାଲିପାଟଣା ଥାନା ଅନ୍ତର୍ଗତ ଆଇତଳଙ୍ଗ ଗ୍ରାମରେ ଏକ ପୋଖରୀ ସୀମାରେ କଦଳୀ ଗଛ କଟାକୁ ନେଇ ବିବାଦରୁ ଗଣ୍ଡଗୋଳ ପରେ ରକ୍ତାକ୍ତ ସଂଘର୍ଷ ହୋଇ ୨ ପରିବାରର ୧୧ ଆହତ ହୋଇ ବାଲିପାଟଣା ଗୋଷ୍ଠି…

ଏନକାଉଣ୍ଟରରେ ପୁଣି ଟଳିଲେ ୨ ଆତଙ୍କବାଦୀ: ୧୪ ଦିନରେ ୮ଟି ମୁଣ୍ଡ ଗଡ଼ିଲାଣି

ନୂଆଦିଲ୍ଲୀ: ପୁଣି ମାତିଲେ ଆତଙ୍କବାଦୀ । ଆଜି ଏନକାଉଣ୍ଟରରେ ୨ ଜଣ ଆତଙ୍କବାଦୀ ପ୍ରାଣ ହରାଇଛନ୍ତି । ଦକ୍ଷିଣ କଶ୍ମୀରର କୁଲଗାମ ଜିଲ୍ଲାର ହସନପୋରା ଅଞ୍ଚଳରେ ସୁରକ୍ଷାକର୍ମୀ ଓ ଆତଙ୍କୀଙ୍କ ମଧ୍ୟରେ ଲଢ଼େଇ ହୋଇଥିଲା ।…

ଆଜିଠୁ ମିଳିବ ବୁଷ୍ଟର ଡୋଜ୍: ଆରମ୍ଭ ହୋଇଛି ସ୍ଲଟ୍ ବୁକିଂ

ନୂଆଦିଲ୍ଲୀ: ଆଜିଠାରୁ ଦେଶବ୍ୟାପୀ ଦିଆଯିବ ବୁଷ୍ଟର୍ ଡୋଜ୍ । ସ୍ୱାସ୍ଥ୍ୟକର୍ମୀ, ଆଗଧାଡ଼ିର କରୋନା ଯୋଦ୍ଧାଙ୍କୁ ଦିଆଯିବ ବୁଷ୍ଟର୍ ଡୋଜ୍ । ବରିଷ୍ଠ ନାଗରିକ ଓ ବହୁବିଧ ଆକ୍ରାନ୍ତଙ୍କୁ ବୁଷ୍ଟର୍ ଡୋଜ୍ ଦିଆଯିବ । ତେବେ…

ରାଜଧାନୀର ରାସ୍ତାକଡ଼ରେ ଚାଲିଥିଲା ମଦ ଆସର, ହଠାତ୍ ହେଲା ଚଢାଉ: ଇତିଶ୍‌ ପ୍ରଧାନଙ୍କ ସମେତ ୧୫ ଜଣଙ୍କୁ ଉଠାଇ ନେଲା ପୋଲିସ

ଭୁବନେଶ୍ୱର (ଭାସ୍କର ନ୍ୟୁଜ୍‌): ଏପଟେ କରୋନା ସଂକ୍ରମଣ ସହରୀବାସୀଙ୍କୁ ଭୟଭୀତ କରିଥିବାବେଳେ ସେପଟେ ସହରର ଜନଗହଳିପୂର୍ଣ୍ଣ ସ୍ଥାନରେ ମଦ ଆସର ଜମାଇବା କମିଶନରେଟ୍‌ ପୋଲିସ ପାଇଁ ଚିନ୍ତାର ବିଷୟ ପାଲଟିଛି । ଏହିପରି ଏକ…

ଆପାର୍ଟମେଣ୍ଟରେ ଲାଗିଲା ଭୀଷଣ ନିଆଁ, ୯ ଶିଶୁ ସମେତ ୧୯ ଜଣଙ୍କ ହୋଇଛି ମୃତ୍ୟୁ

ନୂଆଦିଲ୍ଲୀ: ଏକ ଆପାର୍ଟମେଣ୍ଟରେ ଭୀଷଣ ନିଆଁ ଲାଗି ବଡ଼ ଧରଣର ଅଘଟଣ ଘଟିଯାଇଛି । ରିବାର ଦିନ ଏହି ଆପାର୍ଟମେଣ୍ଟରେ ନିଆଁ ଲାଗିବା ଫଲରେ ୧୯ ଜଣଙ୍କର ମୃତ୍ୟୁ ହୋଇଯାଇଥିବା ଖବର ପ୍ରକାଶ ପାଇଛି । ଏହିଭଳି ଏକ ଘଟଣା ଘଟିଛି…

ମନ୍ତ୍ରୀ ରଘୁନନ୍ଦନ ଦାସ କରୋନା ପଜିଟିଭ୍‌, ଟ୍ବିଟ୍ କରି ଦେଲେ ସୂଚନା

ଭୁବନେଶ୍ୱର (ଭାସ୍କର ନ୍ୟୁଜ୍‌): ଜଳ ସମ୍ପଦ, ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ ରବିବାର କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଏନେଇ ମନ୍ତ୍ରୀ ଶ୍ରୀ ଦାସ ନିଜେ ଟୁଇଟ୍‌ କରି ସୂଚନା ଦେଇଛନ୍ତି । ତାଙ୍କ…