Browsing Category

Breaking News

ବିଶ୍ବବିଦ୍ୟାଳୟ, କଲେଜକୁ ମିଶାଇ ୧୧ଟି ବର୍ଗରେ ପ୍ରକାଶ ପାଇଲା ଇଣ୍ଡିଆନ ଇନଷ୍ଟିଚ୍ୟୁଟ ରାଙ୍କିଂ-୨୦୨୨

ନୂଆଦିଲ୍ଲୀ: କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଷ୍ଟ୍ରୀୟ ଶିକ୍ଷା ସଂସ୍ଥାନମାନଙ୍କର ର଼୍ୟାଙ୍କିଙ୍ଗ ଫ୍ରମୱାର୍କ କିମ୍ବା NIRF Ranking ଜାରି କରିଛନ୍ତି। ଏଥିରେ ଦେଶର ଅନେକ ବର୍ଗରେ ଶୀର୍ଷ…

ସମ୍ବଲପୁର ବିଶ୍ୱବିଦ୍ୟାଳୟର ପ୍ରଶ୍ନପତ୍ର ଲିକ୍ ପଛରେ କଳାହାଣ୍ଡି ପ୍ରଫେସର: VCଙ୍କ ବଡ଼ ଖୁଲାସା

ସମ୍ବଲପୁର(ଓଡ଼ିଶା ଭାସ୍କର): ସମ୍ବଲପୁର ବିଶ୍ୱବିଦ୍ୟାଳୟର ପ୍ରଶ୍ନପତ୍ର ଲିକ୍ ମାମଲାରେ ହୋଇଛି ବଡ଼ ଖୁଲାସା । ପ୍ରଶ୍ନପତ୍ର ଲିକ୍ ମାମଲାରେ କଳାହାଣ୍ଡିର ଅନୁଦାନପ୍ରାପ୍ତ କଲେଜର ପ୍ରଫେସର ସାମିଲ ଥିବା ସୂଚନା ମିଳିଛି ।…

ଲଲିତ ମୋଦୀ-ସୁସ୍ମିତା ସେନଙ୍କ ପୁରୁଣା ଟ୍ୱିଟ୍ ଭାଇରାଲ: ୯ ବର୍ଷ ତଳୁ ଆରମ୍ଭ ହୋଇଥିଲା କି ପ୍ରେମ?

ନୂଆଦିଲ୍ଲୀ: ଦେଶରେ ନୂଆ ଢ଼ଙ୍ଗରେ କ୍ରିକେଟ ଆଇପିଏଲର ଶୁଭାରମ୍ଭ କରି ସମସ୍ତଙ୍କୁ ଚକିତ କରିଥିବା ଲଲିତ କୁମାର ମୋଦୀ ପୁଣିଥରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି । ୫୬ ବର୍ଷର ଲଲିତ ମୋଦୀ ଗୁରୁବାର ସନ୍ଧ୍ୟାରେ…

‘ବୋଲ୍ ବମ୍ ଯାତ୍ରୀଙ୍କ’ ଉପରେ ଉଗ୍ରବାଦୀଙ୍କ ଆକ୍ରମଣ ଧମକ, ରାଜ୍ୟଗୁଡିକ ପାଇଁ ନିର୍ଦ୍ଦେଶାବଳୀ ଜାରି କଲା ଗୃହ ମନ୍ତ୍ରଣାଳୟ

ନୂଆଦିଲ୍ଲୀ: ଶ୍ରାବଣ ମାସ ଆରମ୍ଭ ହୋଇଯାଇଛି । ଦେଶର ବିଭିନ୍ନ ରାଜ୍ୟରେ କୋଟି କୋଟି ଶ୍ରଦ୍ଧାଳୁ 'ବୋଲ୍ ବମ୍‌' ଯାତ୍ରାରେ ସାମିଲ ହେବେ । ଏହାରି ମଧ୍ୟରେ 'ବୋଲ୍ ବମ୍‌' ଯାତ୍ରୀଙ୍କ ଉପରେ ଉଗ୍ରବାଦୀ କିମ୍ବା…

ସମ୍ବଲପୁର ବିଶ୍ୱବିଦ୍ୟାଳୟର ଶିକ୍ଷା ବ୍ୟବସ୍ଥାରେ ପୁଣି ତ୍ରୁଟି: ଆଜି ବି ପ୍ରଶ୍ନପତ୍ର ଲିକ୍, ଫିଜିକ୍ସ ପରୀକ୍ଷା ବାତିଲ

ସମ୍ବଲପୁର(ଓଡ଼ିଶା ଭାସ୍କର): ସମ୍ବଲପୁର ବିଶ୍ୱବିଦ୍ୟାଳୟର ଶିକ୍ଷା ବ୍ୟବସ୍ଥାରେ ପୁଣି ଥରେ ହୋଇଛି ବିରାଟ ତ୍ରୁଟି । ଗତକାଲି ପରି ଆଜି ବି ପ୍ରଶ୍ନପତ୍ର ଲିକ୍ ହୋଇଥିବା ସୂଚନା ମିଳିଛି । ଆଜି ବିଶ୍ୱବିଦ୍ୟାଳୟରେ ଫିଜିକ୍ସ…

ଶ୍ୱଶୁରର ପ୍ରାଇଭେଟ ପାର୍ଟକୁ ବୋହୂର ଗୋଇଠା: ଉଡ଼ିଗଲା ପ୍ରାଣବାୟୁ, ଦେଖନ୍ତୁ Video

ନୂଆଦିଲ୍ଲୀ: ବୋହୂର ଗୋଇଠାରେ ଚାଲିଗଲା ଶ୍ୱଶୂରର ଜୀବନ । ଏଭଳି ଏକ ଅଭାବନୀୟ ଘଟଣା ରାଜସ୍ଥାନର ବାନ୍ସୱାଡା ଜିଲ୍ଲା କୁଶଳଗଡ଼ ଥାନା ଅର୍ନ୍ତଗତ ନାଥପୁରା ଗାଁରେ ଘଟିଛି । ପାରିବାରିକ ବିବାଦ ଯୋଗୁଁ ବୋହୂ ନିଜ ଶ୍ୱଶୂରଙ୍କ…

ଓଡ଼ିଶାରେ ହଜାରେ ଟପିଲା କରୋନା ସଂକ୍ରମଣ: ଖୋର୍ଦ୍ଧା ଓ କଟକରେ ସାଙ୍ଘାତିକ ସ୍ଥିତି, ଜାଣନ୍ତୁ ଆଜି କେଉଁଠୁ କେତେ ପଜିଟିଭ ଚିହ୍ନଟ?

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ କରୋନା ଭାଇରସ୍ ହୁ ହୁ ହୋଇ ବଢ଼ିବାରେ ଲାଗିଛି । ଆଜି ଦୈନିକ କରୋନା ସଂକ୍ରମଣ ୧୦୦୦ ଶହ ଟପିଛି । ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୧୦୪୩ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।…

ଦେଶର ପ୍ରଥମ ରାଜ୍ୟ ଭାବେ କେରଳ ସରକାରଙ୍କ ପାଖରେ ନିଜସ୍ୱ ଇଣ୍ଟରନେଟ୍

ନୂଆଦିଲ୍ଲୀ: କେରଳ ଦେଶର ଏକମାତ୍ର ରାଜ୍ୟ ଯିଏ ଏବେ ନିଜସ୍ୱ ଇଣ୍ଟରନେଟ ସୁବିଧା ହାସଲ କରିଛି । କେରଳ ଫାଇବର ଅପ୍ଟିକ୍ ନେଟୱାର୍କ ଲିମିଟେଡକୁ ଦୁରସଞ୍ଚାର ବିଭାଗ ନିକଟରୁ ଇଣ୍ଟେରନେଟ୍ ସେବା ପ୍ରଦାନ କରିବାର ଲାଇସେନ୍ସ…

କେରଳରେ ମଙ୍କିପକ୍ସର ଏଣ୍ଟ୍ରି ପରେ ଆଲର୍ଟରେ ସରକାର: ସ୍କ୍ରିନିଂ-ଟେଷ୍ଟିଂ ବଢ଼ାଇବା ପାଇଁ ନିର୍ଦ୍ଦେଶ

ନୂଆଦିଲ୍ଲୀ: କେରଳରେ ମଙ୍କିପକ୍ସର ଏକ ସନ୍ଦିଗ୍ଧ କେସ୍ ମିଳିବା ପରେ କେନ୍ଦ୍ର ସରକାର ସତର୍କ ହୋଇଯାଇଛନ୍ତି । କେନ୍ଦ୍ରଶାସିତ ଅଞ୍ଚଳ ସମେତ ସମସ୍ତ ରାଜ୍ୟକୁ ଚିଠି ଲେଖି ସଜାଗ ରହିବାକୁ କହିଛନ୍ତି କେନ୍ଦ୍ର ସରକାର ।…

ଢେଙ୍କାନାଳ: ପରକୀୟା ପ୍ରୀତି ହେଲା କାଳ, ମୁଣ୍ଡରୁ ଗଣ୍ଡିକୁ ଅଲଗା କରିଦେଲା ସ୍ୱାମୀ

ଢେଙ୍କାନାଳ: ପରକୀୟା ପ୍ରୀତି ସନ୍ଦେହରେ ସ୍ତ୍ରୀର ବିବତ୍ସ ହତ୍ୟା କଲା ସ୍ୱମୀ। କେବଳ ହତ୍ୟା ନୁହେଁ ସ୍ତ୍ରୀର ହତ୍ୟା ପରେ ତାଙ୍କ ମୁଣ୍ଡକୁ ଶରୀରରୁ ଅଲଗା କରି କଟାମୁଣ୍ଡ ଧରି ୧୨ କିମି ଚାଲିଲା । ଏଭଳି ଏକ ଅଭାବନୀୟ…