Browsing Category
Breaking News
SBI ଗ୍ରାହକଙ୍କୁ ଝଟକା, ବ୍ୟାଙ୍କ୍ ବଢ଼ାଇଲା ସୁଧ ଦର, ବଢ଼ିବ EMI ବୋଝ
ନୂଆଦିଲ୍ଳୀ: ଦେଶର ସବୁଠୁ ବଡ଼ ସରକାରୀ ବ୍ୟାଙ୍କ୍ ଭାରତୀୟ ଷ୍ଟେଟ ବ୍ୟାଙ୍କ୍ ଗ୍ରାହକଙ୍କୁ ପାଇଁ ଝଟକା ଦେଇଛି । ଏବେ ଏସବବିଆଇ ମଧ୍ୟରେ ଲୋନ ମହଙ୍ଗା ହେବ । ଏବଂ ନୂଆ ପୁରୁଣା ଗ୍ରାହକ୍କୁ ଇଏମ୍ରଶଷଇ ମଧ୍ୟ ବଢ଼ିଯିବ ।…
୨୦୨୨ ର ଚର୍ଚ୍ଚିତ ଫିଲ୍ମ ଏବଂ ୱେବସିରିଜ୍, IMDb ଜାରି କଲା ଲିଷ୍ଟ
ନୂଆଦିଲ୍ଲୀ: କରୋନା ମହାମାରୀ ଯୋଗୁଁ ଦୁଇ ବର୍ଷରୁ ଠପ୍ ପଡ଼ିଥିବା ଫିଲ୍ମ ଇଣ୍ଡଷ୍ଟ୍ରୀ ଚଳିତ ବର୍ଷ ଠାରୁ ପୁଣି କମ୍ ବ୍ୟାକ୍ କରିଛି । ୨୦୨୨ ରେ ସିନେ-ପ୍ରେମୀଙ୍କୁ ଅନେକ ଏଣ୍ଟରଟେନିଂ ଫିଲ୍ମ ଦେଖିବାକୁ ମିଳିଛି । ଏଥିରେ…
ଭାଇରାଲ ହେଉଛି ଋଷି ସୁନକଙ୍କ ୨୦ ବର୍ଷ ପୁରୁଣା ଭିଡିଓ , ପଡ଼ିବ କି’ ଏହାର ପ୍ରଭାବ?
ଭାରତୀୟ ବଂଶୋଦ୍ଭବ ଋଷି ସୁନକ ବର୍ତ୍ତମାନ ବ୍ରିଟିଶ ପ୍ରଧାନମନ୍ତ୍ରୀଙ୍କ ଦୌଡ଼ରେ ସବୁଠୁ ଆଗରେ ଅଛନ୍ତି । ବୁଧବାର ପ୍ରଥମ ରାଉଣ୍ଡ ଭୋଟ୍ରେ ସୁନକ ୮୮ ଭୋଟ ସହ ଶୀର୍ଷରେ ରହିଛନ୍ତି । ବାକି ପ୍ରତିଦ୍ୱନ୍ଦ୍ୱୀମାନେ ସେମାନଙ୍କ…
କମ୍ ଦାମରେ ମିଳିବ ଫୁଲ୍ ଏଣ୍ଟରଟେନମେଣ୍ଟ, ଶସ୍ତା ପ୍ଲାନ ପାଇଁ Netflix ର ପ୍ରସ୍ତୁତି
ନୂଆଦିଲ୍ଲୀ: ନେଟଫ୍ଲିକ୍ସର ମହଙ୍ଗା ସବସ୍କ୍ରିପସନ୍ ହେତୁ ଯଦି ଆପଣ ପ୍ରିମିୟମ୍ ୱାର୍ଲ୍ଡ କ୍ଲାସ୍ ଚଳଚ୍ଚିତ୍ର ଏବଂ ୱେବ୍ ସିରିଜ୍ ଉପଭୋଗ କରିପାରୁନାହାଁନ୍ତି, ତେବେ ଆପଣଙ୍କ ପାଇଁ ଏକ ବଡ଼ ଖବର ଅଛି । ଖୁବ୍ ଶୀଘ୍ର…
ଇସ୍ତଫା ଦେଲେ ଶ୍ରୀଲଙ୍କା ରାଷ୍ଟ୍ରପତି ଗୋଟାବାୟା ରାଜପକସେ
ନୂଆଦିଲ୍ଲୀ: ଶ୍ରୀଲଙ୍କା ଅର୍ଥନୀତିକ ସଙ୍କଟ ମଧ୍ୟରେ ରାଷ୍ଟ୍ରପତି ଗୋଟାବାୟା ରାଜପକସେ ଗୁରୁବାର ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି । ସେ ନିଜ ଇସ୍ତଫା ପତ୍ର ସଂସଦୀୟ ବାଚସ୍ପତିଙ୍କୁ ମେଲ୍ ମାଧ୍ୟମରେ ପଠାଇଛନ୍ତି । ଦେଶରେ…
ଭାରତରେ ପାଦ ଥାପିଲା ମଙ୍କିପକ୍ସ: ବିଦେଶରୁ କେରଳ ଫେରିଥିଲେ ପ୍ରଥମ ସଂକ୍ରମିତ ରୋଗୀ
ନୂଆଦିଲ୍ଲୀ: ସାରା ବିଶ୍ୱରେ ଭୟାନକ ପରିସ୍ଥିତି ସୃଷ୍ଟି କରିଥିବା ମଙ୍କିପକ୍ସ ଏବେ ଭାରତରେ ପାଦ ଥାପିଛି । ଦେଶରେ ଚିହ୍ନଟ ହୋଇଛି ଭାଇରସର ପ୍ରଥମ ସଂକ୍ରମଣ । ବିଦେଶରୁ କେରଳ ଫେରିଥିବା ଜଣେ ବ୍ୟକ୍ତିଙ୍କ ନିକଟରେ…
ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିବ JMM
ନୂଆଦିଲ୍ଲୀ: ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ତଥା ଆସାମର ପୂର୍ବତନ ରାଜ୍ୟପାଳ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିବ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମଏମ) । ଦ୍ରୌପଦୀ ମୁର୍ମୁ ଝାଡ଼ଖଣ୍ଡର ପୂର୍ବତନ ରାଜ୍ୟପାଳ ଭାବରେ…
ଅସଂସଦୀୟ ଶବ୍ଦ ହଟାଯିବା ପ୍ରସଙ୍ଗ, ବିବୃତ୍ତି ରଖିଲେ ବାଚସ୍ପତି ଓମ୍ ବିରଲା
ନୂଆଦିଲ୍ଲୀ: ଅସଂସଦୀୟ ଶବ୍ଦକୁ ନେଇ ବିରୋଧୀଙ୍କ ହଙ୍ଗାମା ପରେ ଲାକସଭା ବାଚସ୍ପତି ଓମ୍ ବିରଲା ସଫେଇ ଦେଇଛନ୍ତି । ସେ କହିଛନ୍ତି ଯେ କୌଣସି ଶବ୍ଦ ଉପରେ ବ୍ୟାନ ଲଗାଯାଇନାହିଁ ଏବଂ ଏହି ପ୍ରସଙ୍ଗରେ ବିରୋଧୀଙ୍କୁ ମଧ୍ୟ…
କଲେଜରେ ଦିଆଯିବ କରୋନା ଟିକା: ସୂଚନା ଦେଲେ ମୁଖ୍ୟ ସଚିବ
ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସରକାର ନେଇଛନ୍ତି ଏକ ବଡ ନିଷ୍ପତ୍ତି । କରୋନା ବିପକ୍ଷରେ ଟିକାକରଣକୁ ଆହୁରି ଶକ୍ତିଶାଳୀ ଏବଂ ଜୋରଦାର କରିବା ପାଇଁ ପଦକ୍ଷେପ ନିଆଯାଇଛି । ଏଣିକି ମେଡିକାଲ…
୨୦୪୭ ସୁଦ୍ଧା ଭାରତ ହେବ ଇସଲାମିକ୍ ରାଷ୍ଟ୍ର! ବିରାଟ ଷଡ଼ଯନ୍ତ୍ରର ପର୍ଦ୍ଦାଫାସ୍ କଲା ପୋଲିସ୍
ପାଟନା: ବିହାର ପୋଲିସ ପାଟନା ଜିଲ୍ଲାରୁ ଦୁଇ ଆତଙ୍କବାଦୀଙ୍କୁ ଗିରଫ କରିଛି । ଉଭୟ ଆତଙ୍କବାଦୀ ଦେଶ ବିରୋଧୀ ଗତିବିଧିରେ ସାମିଲ ଥିଲେ ଏବଂ ଏକ ସମୁଦାୟ ବିଶେଷ ଲୋକଙ୍କୁ ଆତଙ୍କୀ ପ୍ରଶିକ୍ଷଣ ଦେଉଥିଲେ । ସେମାନଙ୍କ ପାଖରୁ…