Browsing Category

Breaking News

ଭାରତରେ ପାଦ ଥାପିଲା ମଙ୍କିପକ୍ସ: ବିଦେଶରୁ କେରଳ ଫେରିଥିଲେ ପ୍ରଥମ ସଂକ୍ରମିତ ରୋଗୀ

ନୂଆଦିଲ୍ଲୀ: ସାରା ବିଶ୍ୱରେ ଭୟାନକ ପରିସ୍ଥିତି ସୃଷ୍ଟି କରିଥିବା ମଙ୍କିପକ୍ସ ଏବେ ଭାରତରେ ପାଦ ଥାପିଛି । ଦେଶରେ ଚିହ୍ନଟ ହୋଇଛି ଭାଇରସର ପ୍ରଥମ ସଂକ୍ରମଣ । ବିଦେଶରୁ କେରଳ ଫେରିଥିବା ଜଣେ ବ୍ୟକ୍ତିଙ୍କ ନିକଟରେ…

ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିବ JMM

ନୂଆଦିଲ୍ଲୀ: ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ତଥା ଆସାମର ପୂର୍ବତନ ରାଜ୍ୟପାଳ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିବ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମଏମ) । ଦ୍ରୌପଦୀ ମୁର୍ମୁ ଝାଡ଼ଖଣ୍ଡର ପୂର୍ବତନ ରାଜ୍ୟପାଳ ଭାବରେ…

ଅସଂସଦୀୟ ଶବ୍ଦ ହଟାଯିବା ପ୍ରସଙ୍ଗ, ବିବୃତ୍ତି ରଖିଲେ ବାଚସ୍ପତି ଓମ୍ ବିରଲା

ନୂଆଦିଲ୍ଲୀ: ଅସଂସଦୀୟ ଶବ୍ଦକୁ ନେଇ ବିରୋଧୀଙ୍କ ହଙ୍ଗାମା ପରେ ଲାକସଭା ବାଚସ୍ପତି ଓମ୍ ବିରଲା ସଫେଇ ଦେଇଛନ୍ତି । ସେ କହିଛନ୍ତି ଯେ କୌଣସି ଶବ୍ଦ ଉପରେ ବ୍ୟାନ ଲଗାଯାଇନାହିଁ ଏବଂ ଏହି ପ୍ରସଙ୍ଗରେ ବିରୋଧୀଙ୍କୁ ମଧ୍ୟ…

କଲେଜରେ ଦିଆଯିବ କରୋନା ଟିକା: ସୂଚନା ଦେଲେ ମୁଖ୍ୟ ସଚିବ

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସରକାର ନେଇଛନ୍ତି ଏକ ବଡ ନିଷ୍ପତ୍ତି । କରୋନା ବିପକ୍ଷରେ ଟିକାକରଣକୁ ଆହୁରି ଶକ୍ତିଶାଳୀ ଏବଂ ଜୋରଦାର କରିବା ପାଇଁ ପଦକ୍ଷେପ ନିଆଯାଇଛି । ଏଣିକି ମେଡିକାଲ…

୨୦୪୭ ସୁଦ୍ଧା ଭାରତ ହେବ ଇସଲାମିକ୍ ରାଷ୍ଟ୍ର! ବିରାଟ ଷଡ଼ଯନ୍ତ୍ରର ପର୍ଦ୍ଦାଫାସ୍ କଲା ପୋଲିସ୍

ପାଟନା: ବିହାର ପୋଲିସ ପାଟନା ଜିଲ୍ଲାରୁ ଦୁଇ ଆତଙ୍କବାଦୀଙ୍କୁ ଗିରଫ କରିଛି । ଉଭୟ ଆତଙ୍କବାଦୀ ଦେଶ ବିରୋଧୀ ଗତିବିଧିରେ ସାମିଲ ଥିଲେ ଏବଂ ଏକ ସମୁଦାୟ ବିଶେଷ ଲୋକଙ୍କୁ ଆତଙ୍କୀ ପ୍ରଶିକ୍ଷଣ ଦେଉଥିଲେ । ସେମାନଙ୍କ ପାଖରୁ…

ଡରାଇଲାଣି ମଙ୍କିପକ୍ସ ଭାଇରସ: ଦେଶବାସୀଙ୍କ ପାଇଁ ସତର୍କତା ଜାରି କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: କରୋନା ମହାମାରୀର ଭୟଙ୍କର ପରିସ୍ଥିତି ମଧ୍ୟରେ ଏବେ ଚିନ୍ତା ବଢାଉଛି ମଙ୍କିପକ୍ସର ବର୍ଦ୍ଧିତ ସଂକ୍ରମଣ ହାର । ଏଥିପାଇଁ କେନ୍ଦ୍ର ସରକାର ମଧ୍ୟ ବ୍ୟସ୍ତ ବିବ୍ରତ ହୋଇ ପଡିଛନ୍ତି । ତେଣୁ ଏହାକୁ ନେଇ ସମସ୍ତ…

ଅବୈଧ କାର୍ଯ୍ୟ ପାଇଁ ଗିରଫ ହେଲେ NSE ର ପୂର୍ବ CEO ଚିତ୍ରା ରାମାକୃଷ୍ଣା

ନୂଆଦିଲ୍ଲୀ: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଗୁରୁବାର ନାସନାଲ ଷ୍ଟକ୍ ଏକ୍ସଚେଞ୍ଜର ପୂର୍ବତନ ସିଇଓ ଚିତ୍ରା ରାମାକୃଷ୍ଣାଙ୍କୁ ଗିରଫ କରିଛି । କୋର୍ଟ ଇଡିକୁ ଚାରିଦିନର ରିମାଣ୍ଡ ପାଇଁ ମଧ୍ୟ ଅନୁମତି ଦେଇଛି । ଏହା…

(Video) ଦୁନିଆକୁ ଦେଲେ ଶାଶ୍ୱତ ପ୍ରେମର ବାର୍ତ୍ତା, ପ୍ରେମ ଉଦ୍ଦେଶ୍ୟରେ ୬୦ ବର୍ଷ ପରେ ପୁଣି ଥରେ କଲେ ବିବାହ

କୁହାଯାଏ ପ୍ରେମ ଚିରନ୍ତନ, ପ୍ରେମ ଶାଶ୍ୱତ । ପ୍ରେମ ମାନେନି କୌଣସି ପ୍ରତିବନ୍ଧକ, ପ୍ରେମ ମାନେନି ବୟସ । ଏହିଭଳି ପ୍ରକୃତ ପ୍ରେମର ଉଦାହରଣ ଦେଖିବାକୁ ମିଳିଛି । ଯେଉଁଠାରେ ବିବାହର ୬୦ ବର୍ଷ ପରେ ପ୍ରେମ ପାଇଁ ପୁଣି…

ସ୍ନିଗ୍ଧାରାଣୀଙ୍କ କାର ଦୁର୍ଘଟଣା ମାମଲା: ବିନା DLରେ ଚଳାଉଥିଲେ ଗାଡି

ବଲାଙ୍ଗୀର: ସୋନପୁର କାର ଦୁର୍ଘଟଣା ମାମଲାରେ ନୂଆ ତଥ୍ୟ ପାଇଛି ପୋଲିସ । ଘଟଣାସ୍ଥଳରୁ ଫେରାର ଥିବା ମହିଳା ଇନ୍ସପେକ୍ଟର ବିନା ଲାଇସେନ୍ସ ଗାଡି ଚଳାଉଥିବା ଜାଣିବାକୁ ମିଳିଛି । ତେବେ ଆଇନର ଜଣେ ରକ୍ଷକ ହୋଇ ସୁଦ୍ଧା ସେ…

ଘର କରିବାକୁ ସୁବର୍ଣ୍ଣ ସୁଯୋଗ: କ୍ୱିଣ୍ଟାଲ ପିଛା ୨୦୦୦ ଟଙ୍କା ଶସ୍ତା ହେଲା ଲୁହା ରଡ, ଇଟା-ସିମେଣ୍ଟ ମଧ୍ୟ ଖସିଲା ଦାମ୍

ନୂଆଦିଲ୍ଲୀ: ମେ ମାସ ଶେଷ ଆଡକୁ ସାରା ଦେଶରେ ପୁଣି ଥରେ ଲୁହା ରଡ ଦାମ୍ ବଢ଼ିବାରେ ଲାଗିଥିଲା । ଜୁନର ପ୍ରଥମ ସପ୍ତାହରୁ ଲଗାତାର ଭାବେ ଏହାର ରେଟ୍ ବଢ଼ିବାରେ ଲାଗିଛି । ଏହି କାରଣରୁ ଗତ ଦେଢ଼ ମାସ ଭିତରେ ଦେଶର ବିଭିନ୍ନ…