Browsing Category

Breaking News

କେନ୍ଦ୍ରୀୟ କର୍ମଚାରୀଙ୍କ ମାସିକ ବେତନ ୮ ହଜାର ବଢ଼ିବ! ବେସିକ ସାଲାରି ୧୮ ହଜାରରୁ ୨୬ ହଜାରକୁ ବୃଦ୍ଧି ପାଇବ

ନୂଆଦିଲ୍ଲୀ: ଖୁବଶୀଘ୍ର କେନ୍ଦ୍ରୀୟ କର୍ମଚାରୀଙ୍କୁ ଏକ ଖୁସି ଖବର ମିଳିପାରେ । ଖୁବଶୀଘ୍ର ଫିଟମେଣ୍ଟ ଫ୍ୟାକ୍ଟରକୁ ବୃଦ୍ଧି ନେଇ ନିଷ୍ପତ୍ତି ହୋଇପାରେ ବୋଲି ଏକ ରିପୋର୍ଟରୁ ଜଣାପଡ଼ିଛି । ଚଳିତ ମାସ ଶେଷ ସୁଦ୍ଧା ସରକାର…

କରୋନା ବିପକ୍ଷରେ ଆଉ ଏକ ଅସ୍ତ୍ର: ନାଜାଲ ଭ୍ୟାକ୍ସିନକୁ DCGIର ମଞ୍ଜୁରୀ!

ନୂଆଦିଲ୍ଲୀ: କରୋନା ମହାମାରୀ ବିପକ୍ଷରେ ଦେଶକୁ ମିଳିଲା ବ୍ରହ୍ମାସ୍ତ୍ର । ଭାରତ ବାୟୋଟେକର ଆଉ ଏକ ଭ୍ୟାକ୍ସିନକୁ ଅନୁମତି ଦେଇଛି ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲ ଅଫ ଇଣ୍ଡିଆ(DCGI) । ଏହି ନିଷ୍ପତ୍ତି ଏବଂ ଏହାର…

ଦିଲ୍ଲୀ ପୋଲିସକୁ ବଡ଼ ସଫଳତା: ୨ ଆଫଗାନିସ୍ତାନ ନାଗରିକଙ୍କ ଠାରୁ କୋଟିଏରୁ ଅଧିକ ଟଙ୍କାର ଧଳା ଜହର ଜବତ

ନୂଆଦିଲ୍ଲୀ: ନିଶା କାରବାର ବିରୋଧରେ ଦିଲ୍ଲୀ ପୋଲିସକୁ ମିଳିଛି ବଡ଼ ସଫଳତା । ଦିଲ୍ଲୀ ପୋଲିସର ସ୍ପେଶାଲ୍ ସେଲ୍ ଦୁଇ ଆଫଗାନିସ୍ତାନ ନାଗରିକଙ୍କ ଠାରୁ ୧୨୦୦ କୋଟିରୁ ଅଧିକ ମୂଲ୍ୟର ଡ୍ରଗ୍ସ ଜବତ କରିଛି। ଆନ୍ତର୍ଜାତୀୟ…

Virginity ଟେଷ୍ଟରେ ଫେଲ୍ ହେଲା କନିଆ: ଲାଗିଗଲା ୧୦ ଲକ୍ଷ ଟଙ୍କାର ଜରିମାନା

ନୂଆଦିଲ୍ଲୀ: ରାଜସ୍ଥାନର ମିୱାଡର ଗ୍ରାମାଞ୍ଚଳରେ ଚାଲୁଥିବା ବାହାଘର ପରେ କୁମାରୀତ୍ୱ ପରୀକ୍ଷା ବା ଭର୍ଜିନିଟୀ ଟେଷ୍ଟର କୁପ୍ରଥା ‘କୁକଡି’ ଏବେ ବି ବିବାହିତ ମହିଳାଙ୍କ ପିଛା ଛାଡ଼ୁନି । ବିୱାଡର ଭିଲୱାଡା ଜିଲ୍ଲାରେ ଜଣେ…

ପର୍ଯ୍ୟଟକଙ୍କ ନିକଟକୁ ଆସିବାକୁ ଦେଲାନାହିଁ ମା’: ଶୁଣ୍ଢରେ ଅଟକାଇଦେଲା ଛଆକୁ…

ମଣିଷ ହେଉ କିମ୍ବା ପଶୁ, ନିଜ ସନ୍ତାନର ସୁରକ୍ଷା ପାଇଁ ସବୁ ମା' ଚିନ୍ତିତ ଥାନ୍ତି । ନିଜ ସନ୍ତାନ ପାଇଁ କିଛି କରିବାକୁ ପ୍ରସ୍ତୁତ ଥାଏ ମା' । ପଶୁମାନେ ମଧ୍ୟ ନିଜ ଛୁଆ ପାଇଁ ବେଶ୍ ଚିନ୍ତିତ ଥାନ୍ତି । ତେବେ…

ନବଜାତକକୁ ବୁଦାକୁ ଫିଙ୍ଗିଦେଲେ ଏକାଦଶ ଶ୍ରେଣୀର ଛାତ୍ରୀ: ବାଥରୁମରେ ଦେଇଥିଲେ ଜନ୍ମ…

ନୂଆଦିଲ୍ଲୀ: ଅବିକଶିତ ନବଜାତକର ଜନ୍ମ ପରେ ବୁଦାକୁ ଫିଙ୍ଗିଦେଲେ ଏକାଦଶ ଶ୍ରେଣୀର ଛାତ୍ରୀ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ତାମିଲନାଡୁରେ । ଜଣେ ଏକାଦଶ ଶ୍ରେଣୀର ଛାତ୍ରୀ ଏକ ଶିଶୁକୁ ଜନ୍ମ ଦେବା ପରେ ତାକୁ ଏକ…

AIIMS ରେ ଚାକିରି ପାଇଁ ସୁବର୍ଣ୍ଣ ସୁଯୋଗ: ବାହାରିଲା ବମ୍ପର ନିଯୁକ୍ତି , ଏପରି କରନ୍ତୁ ଆବେଦନ

ନୂଆଦିଲ୍ଲୀ: ମେଡିକାଲ କ୍ଷେତ୍ରରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସିଖବର । ଅଲ ଇଣ୍ଡିଆ ମେଡିକାଲ ସାଇନ୍ସ, ଋିଷିକେଶ(AIIMS) ରେ ଚାକିରି କରିବାର ଆସିଛି ସୁବର୍ଣ୍ଣ ସୁଯୋଗ। ଋିଷିକେଶ ସ୍ଥିତ ଏମ୍ସରେ କ୍ଲିନିକାଲ…

କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ଘୋଷଣା କଲେ ରୈନା, ଆଇପିଏଲରେ ଆଉ ଦେଖିବାକୁ ମିଳିବ ନାହିଁ

ନୂଆଦିଲ୍ଲୀ: ଭାରତୀୟ ଦଳର ବାମହାତୀ ବ୍ୟାଟସମ୍ୟାନ ସୁରେଶ ରୈନା ମଙ୍ଗଳବାର କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ଘୋଷଣା କରିଛନ୍ତି। ଲିଗ୍ କ୍ରିକେଟ୍ ଖେଳିବା ପାଇଁ ରୈନାଙ୍କୁ କ୍ରିକେଟରୁ ଅବସର ଘୋଷଣା କରିବାକୁ ପଡିଛି।…

ପାକିସ୍ତାନ ବିପକ୍ଷ ମ୍ୟାଚ୍ ହାରିବା ପରେ ରୋହିତଙ୍କ ବଡ଼ ବୟାନ: କହିଲେ-‘ବିଜୟ ପାଇଁ …ଦରକାର’

ଦୁବାଇ: ଏସିଆ କପ୍ କ୍ରିକେଟର ପାକିସ୍ତାନ ବିପକ୍ଷ ମ୍ୟାଚ୍ ହାରିବା ପରେ ଭାରତୀୟ ଦଳ ଅଧିନାୟକ ରୋହିତ ଶର୍ମା କହିଛନ୍ତି ଯେ, ଯେକୌଣସି ଚାପପୂର୍ଣ୍ଣ ମ୍ୟାଚରେ ଜିତିବା ପାଇଁ ଦୃଢ଼ ମାନସିକତା ଆବଶ୍ୟକ ରହିଛି । ରବିବାର…

ଋଷ ବରକୁ ୟୁକ୍ରେନର କନ୍ୟା: ଭାରତରେ କଲେ ବିବାହ, ଯୁଦ୍ଧ ନୁହେଁ ପ୍ରେମର ଦେଲେ ବାର୍ତ୍ତା  

ନୂଆଦିଲ୍ଲୀ: କୁହାଯାଏ ପ୍ରେମ ମାନେନା କୌଣସି ପ୍ରତିବନ୍ଧକ । ପ୍ରେମ ପାଇଁ କେହି କିଛି ବି କରିପାରେ । କେହି କେତେ ଦୂରରେ ଥାଉ ନା' କାହିଁକି । ପ୍ରେମର ଶକ୍ତି ତାକୁ ଟାଣି ଆଣିଥାଏ ତା'ର ସାଥୀ ନିକଟକୁ । କିଛି ଏଭଳି…