fbpx
Browsing Category

Breaking News

ଆଜି ରାଜ୍ୟରୁ ଚିହ୍ନଟ ହେଲେ ୨୨୧ ପଜିଟିଭ୍, ୨ ଜଣଙ୍କର ମୃତ୍ୟୁ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ଅଧିକାଂଶ ଜିଲ୍ଲା ଏବେ କରୋନା କବଳରୁ ମୁକ୍ତ ହେବାରେ ଲାଗିଛି । ରାଜ୍ୟରେ କିଛିଦିନ ଦୈନିକ ସଂକ୍ରମଣ ୫ ଶହ ତଳେ ରହିବା ପରେ ପୁଣି ଥରେ ୬ ଶହ ପାର କରିଥିଲା । ତେବେ ଖୋର୍ଦ୍ଧା…

ଆଜି ନିର୍ବାଚନ ଘୁଞ୍ଚିବା ନିଷ୍ପତ୍ତି ନେଇପାରନ୍ତି ପ୍ରଧାନମନ୍ତ୍ରୀ, ଅପରାହ୍ଣରେ ବସିବ ମନ୍ତ୍ରୀ ପରିଷଦ ବୈଠକ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କରୋନାର ନୂଆ ଭାରିଆଣ୍ଟ ଓମିକ୍ରନକୁ ନେଇ ବର୍ତ୍ତମାନ ସମଗ୍ର ବିଶ୍ୱରେ ଆଶଙ୍କା ଜାରି ରହିଛି । ଏନେଇ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମନ୍ତ୍ରୀ ପରିଷଦ ବୈଠକ ଡକାଇଛନ୍ତି । ଏହି ବୈଠକ…

(ଭିଡ଼ିଓ) ଓଡ଼ିଶାରେ ବଦଳିପାରେ ସ୍କୁଲ ଖୋଲିବାର ନିଷ୍ପତ୍ତି: ଡିଏମଇଟି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଓମିକ୍ରନର ବଢ଼ୁଥିବା ମାମଲାକୁ ଦୃଷ୍ଟିରେ ରଖି ବଦଳିପାରେ ସ୍କୁଲ ଖୋଲିବା ନିଷ୍ପତ୍ତି । ଏନେଇ ଆଜି ସୂଚନା ଦେଇଛନ୍ତି ଡିଏମଇଟି ରମାରମଣ ମହାନ୍ତି । ସେ କହିଛନ୍ତି ଯେ, ‘ପୂର୍ବ…

ଫିକ୍ସ ଡିପୋଜିଟ୍ ଉପରେ ଅଧିକ ସୁଧ ଚାହୁଁଛନ୍ତି କି? ଜାଣନ୍ତୁ କେଉଁ ବ୍ୟାଙ୍କ ଦେଉଛି ଅଧିକ

ନୂଆଦିଲ୍ଲୀ: ଏବେବି ଲୋକମାନେ ବ୍ୟାଙ୍କଗୁଡ଼ିକରେ ଫିକ୍ସ ଡିପୋଜିଟ୍ କରିବାକୁ ପସନ୍ଦ କରୁଛନ୍ତି । ଏଫଡିରେ ନିବେଶ କରିବା ପାଇଁ ବୟସର କୌଣସି ସୀମା ନାହିଁ । ଆପଣ କୌଣସି ବି ବୟସରେ ଏଫଡି କରିପାରିବେ । କୌଣସି ବି…

‘୧ କୋଟି ଭୋଟ୍ ଦିଅ, ୭୦ ଟଙ୍କାରେ ମଦ ନିଅ’- ଏପରି ପ୍ରତିଶୃତି ଦେଲେ ବିଜେପି ଅଧ୍ୟକ୍ଷ, ଦେଖନ୍ତୁ ଭିଡ଼ିଓ

ବିଜୟୱାଡ଼ା: ଆନ୍ଧ୍ର ପ୍ରଦେଶର ବିଜେପି ଅଧ୍ୟକ୍ଷ ସୋମୁ ଭେରାଜୁ ରାଜ୍ୟର ଲୋକମାନଙ୍କୁ ବିଜେପିକୁ ଭୋଟ୍ ଦେବା ପାଇଁ ନିବେଦନ କରିଛନ୍ତି । ଏହା ସହିତ ସେ ଏପରି ଏକ ପ୍ରତିଶୃତି ଦେଇଛନ୍ତି, ଯାହାକୁ ନେଇ ଚର୍ଚ୍ଚା ଆରମ୍ଭ…

ପୁଣି ବଢ଼ିଲା ଚିନ୍ତା; ରାଜ୍ୟରୁ ଆଉ ଜଣେ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ, ଜାଣନ୍ତୁ ଡିଟେଲ୍ସ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ନିଜର ଆତଙ୍କ ଖେଳାଇବାରେ ଲାଗିଛି । ଏହାରି ମଧ୍ୟରେ ରାଜ୍ୟରେ ଆଉ ଜଣେ ଓମିକ୍ରନ ଆକ୍ରାନ୍ତ ବ୍ୟକ୍ତି ଚିହ୍ନଟ ହୋଇଛନ୍ତି । ନୂଆ ଚିହ୍ନଟ ହୋଇଥିବା ଓମିକ୍ରନ…

ଏଣିକି ବାଲକୋନୀରେ ଲୁଗା ଶୁଖାଇଲେ ଦେବାକୁ ପଡ଼ିବ ଜରିମାନା, ଜାଣନ୍ତୁ କେଉଁଠି ଲାଗୁ ହେଲା ଏହି ନିୟମ

ନୂଆଦିଲ୍ଲୀ: ସାଧାରଣତଃ ବିଶ୍ୱର ବିଭିନ୍ନ ରାଷ୍ଟ୍ରରେ ଭିନ୍ନ ଭିନ୍ନ ନିୟମ ରହିଥାଏ । ଭାରତରେ ଅଧିକାଂଶ ଲୋକ ବାଲକୋନୀ, ଛାତ, କାନ୍ଥ ଆଦିରେ କପଡ଼ା ଶୁଖାଇଥାନ୍ତି । ତେବେ ଯଦି ଆପଣଙ୍କୁ କିଏ କହିବ ବାଲକୋନୀରେ ଲୁଗା…

୧୫ କୋଟି ଲୋକ କରିସାରିଛନ୍ତି e-SHRAM Card: ୪ର୍ଥ ନମ୍ବରରେ ଓଡ଼ିଶା, ଜାଣନ୍ତୁ ଏହାର ଫାଇଦା

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ଦ୍ୱାରା ଜାରି ହୋଇଥିବା ଗୁରୁତ୍ୱପୂର୍ଣ୍ଣ ଯୋଜନାଗୁଡିକ ମଧ୍ୟରେ ଗରିବମାନଙ୍କ ପାଇଁ e-SHRAM Card ଅନ୍ୟତମ । ଅସଂଗଠିତ କ୍ଷେତ୍ରରେ କାମ କରୁଥିବା ଶ୍ରମିକମାନଙ୍କ ଆର୍ଥିକ ସୁରକ୍ଷା…

DSP ପାହ୍ୟାକୁ ପଦୋନ୍ନତି ପାଇଲେ ୫୯ Police Inspector, ଦେଖନ୍ତୁ ଲିଷ୍ଟ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟ ପୋଲିସ ବିଭାଗରେ କାର୍ଯ୍ୟରତ ୫୯ ଜଣ ଇନ୍ସପେକ୍ଟର ଡିଏସପି ପାହ୍ୟାକୁ ପ୍ରମୋସନ ପାଇଛନ୍ତି । ଏହି ତାଲିକାରେ ଅଛନ୍ତି ଜୟନାରାୟଣ ପଟେଲ, ହୃଦାନନ୍ଦ ବେହେରା, ଶ୍ରୀନିବାସ ସାମଲ,…

ଗୋଟିଏ ପଟେ ଓମିକ୍ରନ ବଢ଼ୁଛି, ଅନ୍ୟପଟେ ରାଜ୍ୟରେ ସ୍କୁଲ ଖୋଲୁଛି, ଏହା ସଂକ୍ରମଣ ବଢ଼ାଇବନି ତ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କରୋନାର ନୂଆ ଭାରିଆଣ୍ଟ ଓମିକ୍ରନକୁ ନେଇ ବର୍ତ୍ତମାନ ସମଗ୍ର ବିଶ୍ୱରେ ଚିନ୍ତା ବଢ଼ିଯାଇଛି । ଇତିମଧ୍ୟରେ ଓଡ଼ିଶାରେ ବତ୍ତର୍ମାନ ସୁଦ୍ଧା ୮ ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇସାରିଛନ୍ତି ।…