Browsing Category

Breaking News

ଆସନ୍ତା ୨୧ ତାରିଖରେ EDରେ ହାଜର ହେବେ ସୋନିଆ

ନୂଆଦିଲ୍ଲୀ: ନ୍ୟାସନାଲ ହେରାଲ୍ଡ ମନି ଲଣ୍ଡରିଂ ମାମଲାରେ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ ଲାଗିଛି ଝଟକା । ଆସନ୍ତା ୨୧ ତାରିଖରେ ସୋନିଆ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ରେ ହାଜର ହେବେ ।…

ବାପାଙ୍କ କର୍ତ୍ତବ୍ୟ ପାଳନ କରୁଛନ୍ତି ଝିଅ, ରାଜା ହୋଇ ପାଳୁଛନ୍ତି ଦେବନୀତି

ଗଞ୍ଜାମ: ସାଂସ୍କୃତିକ ରୀତିନୀତି ଓ ପ୍ରଥା ପରମ୍ପରାରେ ପରିପୂର୍ଣ୍ଣ ଓଡ଼ିଶା ରାଜ୍ୟ । ଏହାର ବିଭିନ୍ନ ଜିଲ୍ଲାରେ ରହିଛି ଭିନ୍ନ ଭିନ୍ନ ପରମ୍ପରା । ସେଥିମଧ୍ୟରୁ ଗଞ୍ଜାମ ଜିଲ୍ଲା ଅନ୍ୟତମ । ଗଞ୍ଜାମ ଜିଲ୍ଲାର ୧୪ଟି ଗଡଜାତ…

ରାଜଧାନୀବାସୀ ଘରେ ଘରେ CCTV ଲଗାନ୍ତୁ, ଆଉ ଖସି ପାରିବେନି ଚୋର: କମିଶନରେଟ୍ ପୋଲିସ ଜାରି କଲା ହେଲପ୍ ଲାଇନ ନମ୍ବର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦିନକୁ ଦିନ ରାଜ୍ୟର ସହରାଞ୍ଚଳରେ ଅପରାଧିକ ମାମଲା ବଢ଼ିବାରେ ଲାଗିଛି । ଚୋରି, ଡକାୟତି, ଲୁଟ, ରାହାଜାନି, ହତ୍ୟା ସତେ ଯେମିତି ରାଜଧାନୀବାସୀଙ୍କୁ ଗ୍ରାସ କରିନେଇଛି । ଯେତେ ପଦକ୍ଷେପ ନେଲେ…

୯୪ ବର୍ଷରେ ଜିତିଲେ ସ୍ୱର୍ଣ୍ଣ ପଦକ, ଭାରତ ହେଲା ଗୌରବାନ୍ୱିତ

ନୂଆଦିଲ୍ଲୀ: ଯୁବପିଢୀମାନେ ଦେଶ ପାଇଁ ଅନେକ ପଦକ ଜିତି ଦେଶକୁ ଗୌରବାନ୍ୱିତ କରୁଛନ୍ତି  । ଏହି କ୍ରମରେ ଏବେ ଭାରତ ପାଇଁ ଆସିଛି ଆଉ ଏକ ଗୌରବର ସମୟ । କାରଣ ଜଣେ ୯୪ ବର୍ଷିୟ ବୃଦ୍ଧା ଭାରତ ପାଇଁ ସ୍ୱର୍ଣ୍ଣ ପଦକ ଜିତି…

ପେନସନ ରାଶିକୁ ନେଇ ନିୟମ ବଦଳାଇଲା EPFO

ନୂଆଦିଲ୍ଲୀ: କର୍ମଚାରୀ ଭିବଷ୍ୟ ନିଧି ସଂଗଠନରୁ ପେନସନ ପାଉଥିବା ଲୋକଙ୍କ ବଡ ଖବର । ଏବେ ଇପିଏଫଓରୁ ମିଳୁଥିବା ପେନସନ ରାଶି ସିଷ୍ଟମରେ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଏହାର ଫାଇଦା ସମସ୍ତ ପେନସନ ଭୋଗୀଙ୍କୁ ମିଳିବ।…

ରାଜଧାନୀରେ ମହଙ୍ଗା ହେଲା ବିଦ୍ୟୁତ୍: ଜାଣନ୍ତୁ ଏହି ମାସରୁ କେତେ ଅଧିକ ଦେବାକୁ ପଡ଼ିବ ବିଲ୍

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀରେ ବିଦ୍ୟୁତ୍ ମହଙ୍ଗା ହୋଇଛି । ବିଲରେ ଜୁନ୍ ଅଧାରୁ ବିଦ୍ୟୁତ୍ ବିଲ୍ ୨ ରୁ ୬ ପ୍ରତିଶତ ବୃଦ୍ଧି ପାଇଛି । ବିଦ୍ୟୁତ୍ ବିତରଣ କମ୍ପାନୀଗୁଡିକ ଗ୍ରାହକଙ୍କ ଉପରେ ଆଦାୟ କରାଯାଉଥିବା…

ଓଲଟିଲା ପୁରୀରୁ ଭୁବନେଶ୍ୱର ଆସୁଥିବା ବସ୍, ୧୦ ଆହତ ଜଣେ ଗୁରୁତର

ପୁରୀ: ପୁରୀରୁ ଆସୁଥିବାବେଳେ ଓଲଟିଲା ବସ୍। ଭାରି ବର୍ଷା କାରଣରୁ ଭାରସ୍ୟମ ହରାଇ ଡିଭାଇଡରରେ ପିଟି ହୋଇ ଘଟିଲା ଦୁର୍ଘଟଣା। ପୁରୀ ସାତସଙ୍ଖ ଠାରେ ଘଟିଛି ଅଘଟଣ। ବସ୍‌ରେ ଥିବା ଯାତ୍ରୀ ମାନଙ୍କ ମଧ୍ୟରୁ ୫ ଯାତ୍ରୀ ଆହାତ…

ପତ୍ନୀ ଓ ପିଲାମାନଙ୍କୁ ବନ୍ଧକ ରଖିଥିବା ଯବାନ ନିଜକୁ ମାରିଲେ ଗୁଳି: କିଛି ଘଣ୍ଟା ଧରି ଖେଳାଇଥିଲେ ଆତଙ୍କ

ଯୋଧପୁର: ରାଜସ୍ଥାନ ଯୋଧପୁରର ଏକ ତାଲିମ ଶିବିରରେ ପତ୍ନୀ ଏବଂ ପିଲାମାନଙ୍କୁ ବନ୍ଧକ ରଖି ଫାୟାରିଂ କରିଥିବା ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସ ଯବାନ ନିଜକୁ ଗୁଳି କରିଛନ୍ତି । ଗତ କିଛି ଘଣ୍ଟା ଧରି ଯବାନ ନିଜ ପତ୍ନୀ…

ଭୁବନେଶ୍ୱର କରୋନାର ସାଙ୍ଘାତିକ ସ୍ଥିତି: କଟକଣା ବଢ଼ାଇଲା BMC, ମାନିବାକୁ ପଡ଼ିବ ଏହି ନିୟମ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତ କିଛି ଦିନ ହେବ ରାଜ୍ୟରେ କରୋନା ସଂକ୍ରମଣ ପୁଣି ବଢ଼ିବାରେ ଲାଗିଛି । ସବୁଠାରୁ ଅଧିକ ସଂକ୍ରମଣ ରାଜଧାନୀ ଭୁବନେଶ୍ୱରରୁ ସାମ୍ନାକୁ ଆସୁଛି । ସଂକ୍ରମଣ ବଢ଼ୁଥିବାରୁ କଟକଣାକୁ କଡ଼ାକଡ଼ି…

ଜେଇଇ(ମେନ୍) ସେସନ-୧ ପରୀକ୍ଷାରେ ଦିବ୍ୟାଂଶୁ ମାଲୁ ଓଡ଼ିଶା ଟପ୍ପର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଯୁଗ୍ମ ପ୍ରବେଶିକା ପରୀକ୍ଷା ଜେଇଇ (ମେନ୍) ସେସନ୍-୧ରେଜଲ୍ଟ ଆଜି ପ୍ରକାଶ ପାଇଛି । ଜୁନ୍ ୨୩ରୁ ୨୯ ପର୍ଯ୍ୟନ୍ତ ହୋଇଥିବା ପରୀକ୍ଷାର ରେଜଲ୍ଟ ଆଜି ପ୍ରକାଶ ପାଇଛି । ଜେଇଇ(ମେନ୍) ସେସନ-୧…