fbpx
Browsing Category

Breaking News

ବଦଳିଲା ବଡ଼ଦିନ, ନୂଆବର୍ଷ କଟକଣା: ଜାଣନ୍ତୁ କ’ଣ ହେଲା ସଂଶୋଧନ

ଭୁବନେଶ୍ୱର: ବଡ଼ଦିନ, ନୂଆବର୍ଷ ପାଳନ ନେଇ କଟକଣା ଅବଧିରେ ସଂଶୋଧନ କରାଯାଇଛି । କଟକଣା ଅବଧି ସଂଶୋଧନ ନେଇ ଏସଆରସି କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି । ପୂର୍ବରୁ ଡିସେମ୍ବର ୨୫ରୁ ଜାନୁଆରୀ ୨ ଯାଏଁ ପୂର୍ବ କଟକଣା…

ଦୁଇ ସିଂହୀଙ୍କୁ ପଛାଡ଼ିଲା ଷଣ୍ଢ, ଗାଁରେ ପଶି କରୁଥିଲେ ଆକ୍ରମଣ: ଦେଖନ୍ତୁ ଭାଇରାଲ ଭିଡିଓ…

ମଣିଷ ସଭ୍ୟତା ବୃଦ୍ଧି ପାଇବା ଯୋଗୁଁ ପଶୁମାନେ ଏବେ ମାନବବସତି ମୁହାଁ ହେଉଛନ୍ତି । ପ୍ରତିବର୍ଷ ଏହା ବୃଦ୍ଧି ପାଇବାରେ ଲାଗିଛି । ଅନେକ ସମୟରେ ଜଙ୍ଗଲୀ ପଶୁମାନେ ଜନବସତି ଅଞ୍ଚଳକୁ ପ୍ରବେଶ କରିବା ସହ ଆତଙ୍କ ଖେଳାଉଥିବାର…

୧୩ଟି ପ୍ରସ୍ତାବରେ ବାଜିଲା କ୍ୟାବିନେଟ୍ ମୋହର, ରେଗୁଲାର ହେବେ ଶିକ୍ଷା ସହାୟକ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ଶେଷ ହୋଇଛି । ଏଥିରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି ।…

ପ୍ରକାଶ ପାଇଲା ଜିଲ୍ଲା ପରିଷଦର ଅଧ୍ୟକ୍ଷ ସଂରକ୍ଷଣ ବିଜ୍ଞପ୍ତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ ସଂରକ୍ଷଣ ନେଇ ପୁଣି ବିଜ୍ଞପ୍ତି ପ୍ରକାଶ ପାଇଛି । ଚିଠା ବିଜ୍ଞପ୍ତି ପ୍ରକାଶ କରିଛନ୍ତି ସରକାର । ପଞ୍ଚାୟତିରାଜ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।…

ଓମିକ୍ରନ୍: ଦେଶରେ ଆକ୍ରାନ୍ତ ସଂଖ୍ୟା ଟପିଲା ୩୫୮, ସୁସ୍ଥ ହୋଇଛନ୍ତି ୧୧୭

ଦେଶରେ ଓମିକ୍ରନ ପଜିଟିଭ ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ିବାରେ ଲାଗିଛି   । ସୂଚନା ଅନୁସାରେ ଏପର୍ଯ୍ୟନ୍ତ ସାରା ଭାରତରେ ୧୭ଟି ରାଜ୍ୟରେ ଓମିକ୍ରନ ଚିହ୍ନଟ ହୋଇସାରିଛି  । କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କ କହିବା…

ଚିତ୍ତରଞ୍ଜନଙ୍କ ମୃତ୍ୟୁ ମାମଲାରେ କେଉଁ ୨ ଜଣଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ? ଜାଣନ୍ତୁ ରହସ୍ୟ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ତଥା ବ୍ରହ୍ମଗିରିର ପୂର୍ବତନ ବିଧାୟକ ସଞ୍ଜୟ ଦାସବର୍ମାଙ୍କ ବ୍ୟକ୍ତିଗତ ସହାୟକ (ପିଏ) ଚିତ୍ତରଞ୍ଜନ ପଲେଇଙ୍କ ମୃତ୍ୟୁ ଘଟଣାରେ ଆସିଛି ଗୁରୁତ୍ୱପୂର୍ଣ୍ଣ…

ପ୍ରେମ ବିବାହର ଭୟଙ୍କର ଦଣ୍ଡ! ପ୍ରେମିକାର ପରିବାର ଲୋକେ ଯୁବକଙ୍କୁ ପିଟିବା ପରେ କାଟିଦେଲେ ପ୍ରାଇଭେଟ୍ ପାର୍ଟ

ନୂଆଦିଲ୍ଲୀ: ଦିଲ୍ଲୀର ରାଜୌରୀ ଗାର୍ଡେନ ଅଞ୍ଚଳରୁ ଜଣେ ଯୁବକଙ୍କ ପ୍ରାଇଭେଟ୍ ପାର୍ଟ କାଟିବାର ଏକ ସମ୍ବେଦନଶୀଳ ମାମଲା ସାମ୍ନାକୁ ଆସିଛି । ହତ୍ୟା ଓ ଅପହରଣ ଆଧାରରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ଦିଲ୍ଲୀ…

ରାସ୍ତାରୁ ପାଇଲେ ଏଟିଏମ୍, ଟଙ୍କାବି ଉଠାଇଲେ: ହେଲେ ବାଧା ଦେଲା ବିବେକ, ଫେରାଇଲେ ଟଙ୍କା; ଦେଖନ୍ତୁ ଭିଡିଓ…

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାସ୍ତାରୁ ପାଇଲେ ଏଟିଏମ୍ କାର୍ଡ, ଲୋଭର ବଶବର୍ତ୍ତୀ ହୋଇ ଟଙ୍କା ବି ଉଠେଇଲେ । ହେଲେ ପରେ ବିବେକ ବାଧା ଦେବା ପରେ ଉଠାଇଥିବା ୨୪ ହଜାର ଟଙ୍କା ଓ ଏଟିଏମ୍ କାର୍ଡ ଲକ୍ଷ୍ମୀସାଗର ଥାନାରେ…

(ଭିଡିଓ) ରସିକିଆ ସ୍ୱାମୀକୁ ଉତ୍ତମ ମଧ୍ୟମ: ଦ୍ୱିତୀୟ ସ୍ତ୍ରୀଙ୍କୁ ମାଡ଼ମାରି ଖସିପଳାଉଥିଲେ

ରସିକିଆ ସ୍ୱାମୀକୁ ଉତ୍ତମ ମଧ୍ୟମ ଦେଲେ ଶ୍ୱଶୁର ଘରଲୋକେ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ସୋରୋ ଶରସଙ୍ଖ ଅଞ୍ଚଳରେ । ସୁଚନା ଅନୁସାରେ ଖଇରା ଅଞ୍ଚଳର ଭାଷ୍କର ସାହୁ ନାମକ ଜଣେ ଯୁବକ ପ୍ରଥମ…

ଚିତ୍ତ ପଲେଇଙ୍କ ମୃତ୍ୟୁ ମାମଲାରେ ୨ ଗିରଫ, ସନ୍ଧ୍ୟାରେ ରହସ୍ୟ ଖୋଲିବ କ୍ରାଇମବ୍ରାଞ୍ଚ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ତଥା ବ୍ରହ୍ମଗିରିର ପୂର୍ବତନ ବିଧାୟକ ସଞ୍ଜୟ ଦାସବର୍ମାଙ୍କ ବ୍ୟକ୍ତିଗତ ସହାୟକ (ପିଏ) ଚିତ୍ତରଞ୍ଜନ ପଲେଇଙ୍କ ମୃତ୍ୟୁ ଘଟଣାରେ ଆସିଛି ବଡ଼ ଖବର । ଏହି…