Browsing Category

Breaking News

PFRDAର ନୂଆ ସୁବିଧା: ଆସନ୍ତା ମାସରୁ NPS ଆକାଉଣ୍ଟ ଖୋଲିଲେ ମିଳିବ ୧୦ ହଜାର ଟଙ୍କା କମିଶନ!

ନୂଆଦିଲ୍ଲୀ: ନ୍ୟାସନାଲ ପେନସନ ସିଷ୍ଟମ(NPS) ପାଇଁ ଆକାଉଣ୍ଟ ଖୋଲିବା ପାଇଁ ନିୟମରେ ଏକ ବଡ଼ ପରିବର୍ତ୍ତନ କରାଯାଇଛି । ଏବେ NPS ପାଇଁ ଖାତା ଖୋଲିବାର ସୁବିଧା ପ୍ରଦାନ କରୁଥିବା ପିଓପିକୁ ସେପ୍ଟେମ୍ବରରୁ କମିଶନ ମିଳିବ…

କୋରାପୁଟ ରୁ କଟକ: ସ୍ୱାସ୍ଥ୍ୟବସ୍ଥା ବିଗୁଡୁ ଥିବାରୁ ବଡ ମେଡିକାଲକୁ ସ୍ଥାନାନ୍ତର ହେଲେ ପଦ୍ମଶ୍ରୀ…

କଟକ : ବିଗୁଡୁଛି ପଦ୍ମଶ୍ରୀ କମଳା ପୁଜାରୀଙ୍କ ସ୍ୱାସ୍ଥ୍ୟବସ୍ଥା। କମଳା ପୁଜାରୀଙ୍କୁ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର । ଗତ କିଛିଦିନ ପୂର୍ବେ କମଳା ପୂଜାରୀଙ୍କୁ ଜ୍ଵର ଝାଡା ହେବା ସହିତ ଦୁର୍ବଳ ଅନୁଭବ ହେବାରୁ…

୫ କୋଟିର ମାନହାନୀ ମକଦ୍ଦମା କଲେ ପ୍ରକୃତି ମିଶ୍ର, ବାବୁସାନ୍‌ଙ୍କ ସ୍ତ୍ରୀ, ଶ୍ୱଶୂର ଏବଂ ୟୁଟ୍ୟୁବ୍ ବିରୁଦ୍ଧରେ ମାମଲା

ଭୁବନେଶ୍ୱର: ବହୁ ଚର୍ଚ୍ଚିତ ବାବୁସାନ୍‌-ତୃପ୍ତୀ ଏବଂ ପ୍ରକୃତି ମାମଲା ପୁଣି ଥରେ ମୁଣ୍ଡ ଟେକିଛି। କିଛି ଦିନ ଶାନ୍ତ ରହିବା ପରେ ଗତକାଲି ପ୍ରକୃତି ହାଇକୋର୍ଟଙ୍କ ଦ୍ୱାରସ୍ତ ହୋଇଥିବା ବେଳେ ଆଜି ଭୁବନେଶ୍ୱର କୋର୍ଟରେ…

ଆସିଲା ଶବ ବ୍ୟବଚ୍ଛେଦ ରିପୋର୍ଟ: ଜାଣନ୍ତୁ ଶ୍ୱେତାଙ୍କର କିପରି ହୋଇଥିଲା ମୃତ୍ୟୁ?

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସଫ୍ଟୱେୟାର ଇଞ୍ଜିନିୟର ଶ୍ୱେତା ଆତ୍ମହତ୍ୟା ମାମଲା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଏହି ମାମଲାର ମୁଖ୍ୟ ଅଭିଯୁକ୍ତ ତଥା ବୟଫ୍ରେଣ୍ଡ ସୌମ୍ୟଜିତ୍ ଏବେ ପୋଲିସ ହେପାଜତରେ ଥିବାବେଳେ…

ମୁଖ୍ୟମନ୍ତ୍ରୀଙ୍କ ଆଦେଶକ୍ରମେ ବଦଳିଲେ ୧୨ IAS ଅଧିକାରୀ,ଜାଣନ୍ତୁ କାହାକୁ ମିଳିଲା କେଉଁ ବିଭାଗ

ଉତ୍ତରପ୍ରଦେଶ: ଉତ୍ତରପ୍ରଦେଶର ଯୋଗୀ ଆଦିତ୍ୟନାଥ ସରକାର ୧୨ ଜଣ ଆଇଏଏସ୍ ଅଧିକାରୀଙ୍କୁ ସ୍ଥାନାନ୍ତର କରିଛନ୍ତି। ରାଜ୍ୟ ସରକାରଙ୍କ ମୁଖପାତ୍ରଙ୍କ ଅନୁଯାୟୀ ଭିପିନ କୁମାର ଜେନାଙ୍କୁ ସ୍ୱତନ୍ତ୍ର ସଚିବ, ଭୂବିଜ୍ଞାନ ଏବଂ…

(Video) ଏମିତି ସ୍ୱାମୀ କାହାକୁ ନମିଳୁ! ସାମାନ୍ୟ ଯୁକ୍ତି ପାଇଁ ଟ୍ରେନ୍ ଆଗକୁ ସ୍ତ୍ରୀକୁ ଦେଲା ଠେଲି

ମୁମ୍ବାଇ: ସ୍ୱାମୀର ଦୀର୍ଘାୟୁ ପାଇଁ ସ୍ତ୍ରୀଟିଏ କେତେ ଯେ ଓଷା-ଉପାସ କରେ, ତାହା ଗଣିହେବ ନାହିଁ । କିନ୍ତୁ ସେହି ସ୍ୱାମୀ ଯେବେ ତାର ହତ୍ୟାକାରୀ ପାଲଟିଯାଏ, ସେ କାହାକୁ ବା କ’ଣ କହିବ । ସେହିପରି ଏକ ଭିଡିଓ ସୋସିଆଲ…

ରନ୍ଧା ଖାଦ୍ୟ ଖାଇ ଅସୁସ୍ଥ ହେଲେ ୪୦ ଛାତ୍ରୀ: ମେଡିକାଲରେ ଭର୍ତ୍ତି

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ରାଇସୁଆଁ ସରକାରୀ ଉଚ୍ଚ ବିଦ୍ୟାଳୟ ଛାତ୍ରୀ ନିବାସର ୪୦ ଜଣ ଛାତ୍ରୀ ଅସୁସ୍ଥ ହୋଇପଡିଛନ୍ତି । ଫଳରେ ସମସ୍ତ ଅସୁସ୍ଥ ଛାତ୍ରୀଙ୍କୁ ତେଲକୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମିଳିଥିବା…

ପୁଣି ଚର୍ଚ୍ଚାରେ ଶ୍ରୀମନ୍ଦିର ରତ୍ନ ଭଣ୍ଡାର ପ୍ରସଙ୍ଗ,

ପୁରୀ: ଶ୍ରୀ ଜଗନ୍ନାଥ ମନ୍ଦିରର ସୁରକ୍ଷା ଓ ମରାମତି ସଂପର୍କିତ ମାମଲାର ଶୁଣାଣି କରି ହାଇକୋର୍ଟ ସାନି ସ୍ଥିତି ସଂପର୍କରେ ଅବଗତ କରିବାକୁ ଆମିକସକ୍ୟୁରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଆମିକସକ୍ୟୁରୀ ଶ୍ରୀମନ୍ଦିର ଗସ୍ତ…

ଏବେ ବି ଆଇଜି ପାର୍କରେ ବୁଲୁଛନ୍ତି ୧୦୦ ଟଙ୍କିଆ ଦେହଜୀବୀ: ପ୍ରଶାସନ କାହିଁକି ସାଜିଛି ନୀରବ ଦ୍ରଷ୍ଟା ?

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଭୁବନେଶ୍ୱର ସ୍ଥିତ ବହୁ ପ୍ରସିଦ୍ଧ ଇନ୍ଦିରା ଗାନ୍ଧୀ ପାର୍କ ଏବେ ପାଲଟିଛି ଦେହଜୀବୀଙ୍କ ଆଡ୍ଡାସ୍ଥଳୀ । ଅଭିଯୋଗ ପରେ ଏବେ ଆଇଜି ପାର୍କରେ ବୁଳୁଛନ୍ତି ଦେହଜୀବୀ । ଖୁଲମଖୁଲା ସଭିଙ୍କ ଆଖିରେ…

Capital Hospitalରେ ପିଜିଆଇ ନାମଲେଖା ପାଇଁ ମିଳିଲା ଅନୁମତି: ଜାଣନ୍ତୁ କେବେଠୁ ଆରମ୍ଭ ହେବ ପାଠପଢ଼ା ?

ଭୁବନେଶ୍ୱର : ମେଡିକାଲ ଛାତ୍ରଛାତ୍ରୀଙ୍କ ପାଇଁ ଆସିଛି ବଡ଼ ଖୁସିଖବର । Capital Hospitalରେ ପିଜିଆଇ ନାମଲେଖା ପାଇଁ ଦୁଇଟି ବିଭାଗକୁ ଏନଏମସି (ନ୍ୟାସନାଲ ମେଡିକାଲ କମିସନ) ଅନୁମୋଦନ କରିଛି। ଯାହାଦ୍ବାରା ଆସନ୍ତା…