fbpx
Browsing Category

Breaking News

ମମିତା ମାମଲାରେ ଭକ୍ତ ଦାସଙ୍କୁ ଜବାବ ମାଗିଲା ବିଜେଡି , ଜାଣନ୍ତୁ କ’ଣ ପ୍ରମାଣ ଦେଲେ ସସ୍ମିତ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କଳାହାଣ୍ଡି ମହାଲିଙ୍ଗ ସନସାଇନ୍ ପବ୍ଲିକ୍ ସ୍କୁଲ ଶିକ୍ଷୟତ୍ରୀ ମମିତା ମେହେର ହତ୍ୟା ଘଟଣାରେ ରାଜନୀତି ତୀବ୍ର ହେବାରେ ଲାଗିଛି । ଘଟଣାକୁ ନେଇ ବିଜେପି ଓ କଂଗ୍ରେସ ଦଳର କର୍ମୀ ବିଜେଡିକୁ…

ରାଜଧାନୀରେ ଲାଗିପାରେ ୨ ଦିନିଆ ଲକଡାଉନ୍, ସୁପ୍ରିମକୋର୍ଟଙ୍କ ପରାମର୍ଶ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ବଢ଼ୁଥିବା ବାୟୁ ପ୍ରଦୂଷଣ ଯୋଗୁଁ ନିଶ୍ୱାସ ନେବାରେ କଷ୍ଟ ଅନୁଭବ ହେଉଛି । ବିଷାକ୍ତ ବାୟୁକୁ ନେଇ ଭର୍ତ୍ସନା କରିଛନ୍ତି ସୁପ୍ରିମକୋର୍ଟ । ସୁପ୍ରିମକୋର୍ଟ କହିଛନ୍ତି ଯେ,…

ପୋଲିସ ଏନକାଉଣ୍ଟରରେ ୪ ମାଓବାଦୀ ନିପାତ

ନୂଆଦିଲ୍ଲୀ: ପୋଲିସ ଏନକାଉଣ୍ଟରରେ ୪ ମାଓବାଦୀ ନିପାତ । ମହାରାଷ୍ଟ୍ର ଗଡ଼ଚିରୋଲିରେ ପୋଲିସର ଏନକାଉଣ୍ଟର । କଟଗୁଲ-ଗ୍ୟାରପିଟ ଜଙ୍ଗଲରେ ଏନକାଉଣ୍ଟର, ସର୍ଚ୍ଚ ଅପରେସନ ଜାରି । ସୂଚନା ଅନୁଯାୟୀ, ଶନିବାର ମହାରାଷ୍ଟ୍ର…

‘ଓକାକ୍’ ସିଇଓ ସାଇବର ଠକେଇରେ ନାଇଜେରିଆ ଲିଙ୍କ୍, କ୍ରାଇମବ୍ରାଞ୍ଚର ସୂଚନା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ‘ଓକାକ୍’ ସିଇଓ ମନୋଜ ପଟ୍ଟନାୟକ ସାଇବର ଠକେଇର ଶିକାର ମାମଲା ଆସିଛି ନୂଆ ତଥ୍ୟ । ମାମଲାର ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚ ପକ୍ଷରୁ ମିଳିଛି କେତେକ ସୂଚନା । ଠକେଇ ପଛରେ ନାଇଜେରିଆ…

ଖାଲି ପେଟରେ ଏହି ଜିନିଷ କେବେ ବି ସେବନ କରନ୍ତୁ ନାହିଁ

ଖାଲିପେଟରେ କିଛି ବି ଖାଦ୍ୟ ସେବନ କରିବା ଅଧିକାଂଶ ଲୋକଙ୍କ ଅଭ୍ୟାସ ଥାଏ । କିନ୍ତୁ ଆପଣମାନେ କଣ ଜାଣନ୍ତି କି ଖାଲି ପେଟରେ ଏପରି କିଛି ଜିନିଷ ଖାଇବା ତାହା ଆମ ଶରୀର ପାଇଁ କ୍ଷତିକାରକ ହୋଇଥାଏ । ଆସନ୍ତୁ ଜାଣିବା କେଉଁ…

ମଣିପୁରରେ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ; କମାଣ୍ଡିଂ ଅଫିସର, ପତ୍ନୀ ଓ ଛୁଆ ସମେତ ୬ ମୃତ

ନୂଆଦିଲ୍ଲୀ: ମଣିପୁରରେ ଆସାମ ରାଇଫଲର କମାଣ୍ଡି ଅଫିସର ଓ ତାଙ୍କ ପରିବାର ଉପରେ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ ହୋଇଛି । ଏହି ଆକ୍ରମଣରେ କମାଣ୍ଡି ଅଫିସର, ତାଙ୍କ ପତ୍ନୀ ଓ ଛୁଆ ସହିତ ୬ ଜଣ ନିହତ ହୋଇଥିବା ଜଣାପଡିଛି ।…

ସମୁଦ୍ର ଗର୍ଭରୁ ମିଳିଲା ନୂଆ କୋଭିଡ-୧୯ ମେଡିସିନ୍, ମହାମାରୀର ବଂଶ ନିପାତ କରିବା ନେଇ ବୈଜ୍ଞାନିକଙ୍କ ଦୃଢ଼ୋକ୍ତି

ନୂଆଦିଲ୍ଲୀ: କରୋନା ମହାହାରୀ ଦୁଇବର୍ଷ ମଧ୍ୟରେ ସମଗ୍ର ବିଶ୍ୱକୁ ଏକ ପ୍ରକାର ଭୟଭୀତ କରି ରଖିଛି । ଏହାମଧ୍ୟରେ ଏହାର ମୁକାବିଲା ପାଇଁ ବିଭିନ୍ନ ପ୍ରକାର ଔଷଧ ବାହାରିଲାଣି । କୋଭାକ୍ସିନ, କୋଭିସିଲ୍ଡ, ଫାଇଜର,…

ସ୍କୁଲରେ ଯୌନ ଉତ୍ପୀଡ଼ନ କରୁଥିଲା ଶିକ୍ଷକ, ଦ୍ୱାଦଶ ଶ୍ରେଣୀ ଛାତ୍ରୀ ଫାଶୀ ଲଗାଇ କଲେ ଆତ୍ମହତ୍ୟା 

କୋଏମ୍ବଟୁର୍: ତାମିଲନାଡୁର କୋଏମ୍ବଟୁରରେ ଜଣେ ଦ୍ୱାଦଶ ଶ୍ରେଣୀର ଛାତ୍ରୀ ନିଜ ଘରେ ଫାଶୀ ଲଗାଇ ଆତ୍ମହତ୍ୟା କରିଦେଇଛନ୍ତି । ଘରେ ବାପାମାଆ ନଥିବା ବେଳେ ଛାତ୍ରୀ ଜଣକ ଆତ୍ମହତ୍ୟା କରିଛନ୍ତି । ଏହି ଖବର ପୋଲିସ୍ ପାଇବା…

ମମିତାଙ୍କ ବାପା କଲେ ଚାଞ୍ଚଲ୍ୟକର ଖୁଲାସା, ସେକ୍ସ ସ୍କାଣ୍ଡାଲକୁ ନେଇ ଗୋଟିଏ ପରେ ଗୋଟିଏ…

କଳାହାଣ୍ଡି(ଓଡ଼ିଶା ଭାସ୍କର): କଳାହାଣ୍ଡି ମହାଲିଙ୍ଗ ସନସାଇନ୍ ପବ୍ଲିକ୍ ସ୍କୁଲ ଶିକ୍ଷୟତ୍ରୀ ମମିତା ମେହେର ହତ୍ୟା ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁକୁ ଗିରଫ କରିଛି ପୋଲିସ । କିନ୍ତୁ ଏବେ ବି ଘଟଣାରେ ଅନେକ…

ମମିତା ହତ୍ୟାକାଣ୍ଡ ପଛରେ ଲୁଚିଛି ପୋଲିସର ଚକ୍ରାନ୍ତ: ଏତଲାରେ ଏପଟ ସେପଟ କରାଯାଇଥିବା ନେଇ ଉଠିଲା ଅଭିଯୋଗ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କଳାହାଣ୍ଡି ଜିଲ୍ଲା ମହାଲିଙ୍ଗ ସନସାଇନ୍ ପବ୍ଲିକ ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡର ତାତି ଥମିବାର ନାଁ ଧରୁନାହିଁ । ଗୋଟିଏ ପଟେ କଂଗ୍ରେସ, ବିଜେପି ସହ ଅନ୍ୟ ସଂଗଠନମାନେ…