Browsing Category

Breaking News

(Video) ଶବସତ୍କାର କରିବାକୁ ଗଭୀର ନାଳ ପାର୍ କଲେ ପରିବାର ଲୋକେ…

ଧର୍ମଗଡ଼/ଗୋଲାମୁଣ୍ଡା, (ଭାସ୍କର ନ୍ୟୁଜ୍): ତୁହାକୁ ତୁହା ବର୍ଷାରେ ଫୁଲି ଉଠିଛି ଗାଁ ପାଖ ନାଳ । ଏକୂଳ ସେକୂଳ ପାଣି । କେମିତି ଶବ ପାର ହେବ? ସେ ଚିନ୍ତାରେ ପରିଜନ । ଯେମିତି ହେଲେ ବି ନେବାକୁ ହେବ । ଶ୍ମଶାନ ଯିବାକୁ…

ଫୋନ୍ ନମ୍ବର ବା IP Address ଦ୍ୱାରା ଆପଣ ଲୋକେସନ କେମିତି ଜାଣିବେ, ପୋଲିସ କିପରି ଟ୍ରାକିଂ କରେ, ଜାଣନ୍ତୁ ଏହାର ସିକ୍ରେଟ୍ ତରିକା

ନୂଆଦିଲ୍ଲୀ: ଯେ କୌଣସି ଲୋକେସନକୁ କିପରି ଟ୍ରାକ କରାଯାଏ, ତାହା ଆପଣମାନେ ଜାଣନ୍ତି କି? ଜଣଙ୍କ ବିଷୟରେ କିଛି ତଥ୍ୟ ନଥିଲେ ବି ଆପଣ ତାଙ୍କର ଲୋକେସନ ବିଷୟରେ ଜାଣିପାରିବେ । ଏହି ତରିକାକୁ ଆପଣାଇ ପୋଲିସ ଲୋକେସନ ଟ୍ରାକ…

ରାଜ୍ୟ କ୍ୟାବିନେଟ ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି, ୧୭ଟି ପ୍ରସ୍ତାବକୁ ମିଳିଲା ମଞ୍ଜୁରି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଶେଷ ହୋଇଛି ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ସନ୍ଧ୍ୟା ୫ଟା ୪୫ରେ ବସିଥିଲା ଏହି କ୍ୟାବିନେଟ୍ ବୈଠକ। ମିଳିଥିବା ସୂଚନା…

ଘରଭଡ଼ା କିମ୍ବା ଲିଜ୍ ଦେଲେ ଲାଗିବ ୧୮% ଜିଏସ୍‌ଟି, ସ୍ପଷ୍ଟିକରଣ ଦେଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ଘରଭଡ଼ା ଉପରେ ୧୮% ଜିଏସ୍‌ଟି ଲାଗିବା ଖବରକୁ ଖଣ୍ଡନ କରିଛନ୍ତି କେନ୍ଦ୍ର ସରକାର। ବିଭ୍ରାନ୍ତିକର ହେଡଲାଇନ ରଖି ଏହି ଏଜେଣ୍ଡାକୁ ଆଗକୁ ବଢାଇବାକୁ ଉଦ୍ୟମ କରାଯାଉଥିବା କହି କେନ୍ଦ୍ର ସରକାରଙ୍କ ସୂଚନା…

୧୯୪୭ରେ ଚାଉଳ, ଚିନି, ଆଳୁ, ଦୁଧ, ପେଟ୍ରୋଲ, ସୁନାର ଦାମ୍ କେତେ ଥିଲା, ଏବେ ୨୦୨୨ରେ କେତେ ଅଛି: ଦେଖନ୍ତୁ ସମ୍ପୂର୍ଣ୍ଣ ରିସର୍ଚ୍ଚ ରିପୋର୍ଟ

ନୂଆଦିଲ୍ଲୀ: ଦେଶ ସ୍ୱାଧୀନତା ପାଇବାକୁ ଏହା ମଧ୍ୟରେ ୭୫ ବର୍ଷ ପୂରିବାକୁ ବସିଛି । ଏହି ଅବସରରେ ସାରା ଦେଶ ‘ଆଜାଦୀ କା ଅମୃତ ମହୋତ୍ସବ’ ପାଳନ କରିବା ପାଇଁ ହର ଘର ତ୍ରିରଙ୍ଗା ଅଭିଯାନ ଚାଲିଛି । ଏହି ଅଭିଯାନ ମାଧ୍ୟମରେ…

(Video) କିଙ୍ଗ୍ କୋବ୍ରାକୁ କିସ୍ କରିବାକୁ ମହିଳା କଲେ ଏମିତି… ଦେଖନ୍ତୁ ଭିଡିଓ…

ଆମେ ସୋସିଆଲ ମିଡିଆରେ ସାପ ସହ ଜଡ଼ିତ ଅନେକ ଭିଡିଓ ଦେଖିବାକୁ ମିଳିଥାଏ । ଏମିତିରେ ତ’ ଲୋକେ ଛୋଟ ବଡ଼ ସବୁ ସାପକୁ ଡରନ୍ତି । ପ୍ରାୟ ସବୁ ପ୍ରଜାତି ଭୟଙ୍କର ହୋଇଥାନ୍ତି, କିନ୍ତୁ କିଛି ଏଭଳି ପ୍ରଜାତି ଅଛନ୍ତି ଯେଉଁମାନେ…

ସନ୍ଦେହ ଆଧାରରେ ଅଭିଯୁକ୍ତଙ୍କୁ ଦୋଷୀ କୁହାଯାଇପାରିବ ନାହିଁ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଏକ ହତ୍ୟା ମାମଲାରେ ଜଣେ ବ୍ୟକ୍ତିଙ୍କୁ ଦୋଷମୁକ୍ତ କରିବା ସହ ସୁପ୍ରିମକୋର୍ଟ ଗୁରୁବାର କହିଛନ୍ତି ଯେ କୌଣସି ଅଭିଯୁକ୍ତଙ୍କୁ କେବଳ ସନ୍ଦେହ ଆଧାରରେ ଦୋଷୀ କୁହାଯାଇପାରିବ ନାହିଁ, ସନ୍ଦେହ ଯେତେ ଦୃଢ଼…

(Video) ବସ୍ ଓଲଟି ୧ ମୃତ ୨୫ ଆହତ: ଭୁବନେଶ୍ୱରରୁ ଯାଉଥିଲା ଅସ୍ତରଙ୍ଗ

ପିପିଲି ଟୋଲଗେଟ୍ ନିକଟରେ ଓଲଟିଲା ଯାତ୍ରୀବାହୀ ବସ୍ । ବସ୍ ଓଲଟି ପଡ଼ିବାରୁ ଜଣେ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବାବେଳେ ୨୦ ରୁ ଅଧିକ ଆହତ ହୋଇଛନ୍ତି । ସୂଚନା ଅନୂଯାୟୀ, ଘରୋଇ ବସ ସାରଳା ଭୁବେନଶ୍ୱରରୁ ଅସ୍ତରଙ୍ଗ…

ନୂଆ ନୂଆ ବାହା ହେଲେ ମିଳିବ କଣ୍ଡୋମ୍ ପିଲସ୍, ଆଇନା, ଟିକିଲି, ପାନିଆ ଗିଫ୍ଟ: ନବଦମ୍ପତିଙ୍କ ପାଇଁ ରାଜ୍ୟ ସରକାରଙ୍କ ନୂଆ ଯୋଜନା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସର୍ବଦା ରାଜ୍ୟବାସୀଙ୍କ ହିତ ସାଧନ ପାଇଁ ଅନେକ ନୂଆ ନୂଆ ଯୋଜନା ପ୍ରଣୟନ କରିଥାନ୍ତି । ତେବେ ଏହି କ୍ରମରେ ଯୋଡ଼ି ହେବାକୁ ଯାଉଛି ଆଉ ଏକ ନୂଆ ଯୋଜନା…

ଦିଲ୍ଲୀ ପୋଲିସକୁ ମିଳିଲା ବଡ ସଫଳତା: ଜବତ ହେଲା ୨୦୦୦ ଅଫୁଟା ଗୁଳି

ନୂଆଦିଲ୍ଲୀ: ଭାରତର ରାଜଧାନୀ ଦିଲ୍ଲୀରେ ଅଗଷ୍ଟ ୧୫ ପୂବର୍ବରୁ ପୋଲିସକୁ ମିଳିଛି ବଡ ସଫଳତା । ୨୦୦୦ ଅଫୁଟା ଗୁଳି ସହିତ ୬ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ଦିଲ୍ଲୀ ପୋଲିସ। ସୂଚନା ଅନୁଯାୟୀ ଦିଲ୍ଲୀର ଇଷ୍ଟ ଡିଷ୍ଟ୍ରକ୍…