fbpx
Browsing Category

Breaking News

ବାରହା ମାଂସ ସହ ବନ୍ଧୁକ ଜବତ, ୪ ଗିରଫ

ନୂଆପଡ଼ା (ଭାସ୍କର ନ୍ୟୁଜ୍‌): ସଦର ରେଞ୍ଜ ଅଧୀନସ୍ଥ ଟାନୱାଟ ଗାଁରେ ବନ ବିଭାଗ ଚଢଉ କରି ୩ କେଜି ସଦ୍ୟ ବାର୍‌ହା ମାଂସ ଜବତ କରିବା ସହ ୪ ଜଣ ଶିକାରୀଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ସୁରେଶ ଚନ୍ଦ୍ର…

ଲକ୍ଷ୍ମୀପୁର ଖେରି ହିଂସା ଘଟଣା: କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ନାମରେ ଲୁକ୍‌ ଆଉଟ୍‌ ନୋଟିସ୍‌

ଲକ୍ଷ୍ନୌ: ଉତ୍ତରପ୍ରଦେଶ ଲକ୍ଷ୍ମୀପୁର ଖେରି ହିଂସା ଘଟଣାରେ କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶିଷ ମିଶ୍ରା ନାମରେ ପୋଲିସ ପକ୍ଷରୁ ଲୁକ୍‌ଆଉଟ୍‌ ନୋଟିସ୍‌ ଜାରି କରାଯାଇଛି । ଆଶିଷଙ୍କୁ ପୋଲିସ ଖୋଜିବା ଆରମ୍ଭ…

ଶିଶୁର ମୃତଦେହକୁ ମୁହିଁରେ ଧରି ହସ୍ପିଟାଲ ସାରା ଘୂରି ବୁଲିଲା କୁକୁର, ମିଳିନି ପରିଚୟ…

ବଲାଙ୍ଗିର (ଭାସ୍କର ନ୍ୟୁଜ୍‌): ବଲାଙ୍ଗିର ସ୍ଥିତ ଭୀମଭୋଇ ମେଡ଼ିକାଲ୍‌ କଲେଜ ହସ୍ପିଟାଲ୍‌ ପରିସରରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି । ଏକ ବୁଲା କୁକୁର କଅଁଳା ଶିଶୁର ମୃତଦେହକୁ ଧରି ହସ୍ପିଟାଲ ପରିସରରେ ଘୂରି…

ମୁଣ୍ଡଳି ବ୍ୟାରେଜ୍‌ରେ ହାତୀ ଫଶିବା ଘଟଣା: ଆସିଲା ଶବ ବ୍ୟବଚ୍ଛେଦ ରିପୋର୍ଟ, ମାନସିକ ଚାପ ଯୋଗୁଁ ମରିଛି ଦନ୍ତା

କଟକ/ଭୁବନେଶ୍ୱର,(ଭାସ୍କର ନ୍ୟୁଜ୍‌): ମହାନଦୀର ମୁଣ୍ଡଳି ବ୍ୟାରେଜ୍‌ରେ ଫଶି ରହି ପରେ ମୃତ୍ୟୁବରଣ କରିଥିବା ଦନ୍ତାହାତୀ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଛି । ମାନସିକ ଚାପ ଯୋଗୁଁ ହାତୀର ମୃତ୍ୟୁ ହୋଇଥିବା ରିପୋର୍ଟରେ…

ଭାରତ ପ୍ରତି ଆଭିମୁଖ୍ୟ ବଦଳାଇଲା ୟୁକେ

ନୂଆଦିଲ୍ଲୀ: ଭାରତର ଯେସାକୁ ତେସା ନୀତି ପରେ ନରମିଲା ୟୁକେ । କୋଭିଶିଲ୍ଡ କିମ୍ବା ବ୍ରିଟେନ ଅନୁମୋଦିତ ଟିକାର ଦୁଇ ଡୋଜ ନେଇଥିବା ବ୍ୟକ୍ତିଙ୍କୁ ବ୍ରିଟେନରେ ପହଞ୍ଚିବା ପରେ ଅକ୍ଟୋବର ୧୧ରୁ କ୍ୟାଣ୍ଟିନରେ ରହିବା ଆବଶ୍ୟକ…

୨ଟି ମାମଲାରେ ଦୋଷମୁକ୍ତ ହେଲେ ସବ୍ୟସାଚୀ

ଭୁବନେଶ୍ୱର: ୨ଟି ମାମଲାରେ ଦୋଷମୁକ୍ତ ହେଲେ ମାଓ ନେତା ସବ୍ୟସାଚୀ ପଣ୍ଡା । ୨୦୧୮ରେ ନୟାଗଡ଼ ଦଶପଲ୍ଲା ଥାନା ପୋଡ଼ି ଏବଂ ଥାନା ଅଧିକାରୀଙ୍କ ବାସଗୃହରେ ନିଆଁ ଲଗାଇବା ମାମଲାର ହେଲେ ଦୋଷମୁକ୍ତ । ଅନ୍ୟତମ ଅଭିଯୁକ୍ତ…

କାର୍ ଧକ୍କାରେ ୨ ପିଲା ଗୁରୁତର

ଭୁବନେଶ୍ୱର: ୪ ପିଲାଙ୍କୁ ଧକ୍କା ଦେଲା କାର୍ । ପିପିଲି ନିକଟସ୍ଥ ଗୁଡ଼ିଆପୋଖରୀ ଠାରେ ଘଟିଛି ଏହି ଦୁର୍ଘଟଣା । ସନ୍ଧ୍ୟାରେ ଟ୍ୟୁସନ ଯାଉଥିବା ସମୟରେ ୪ ପିଲାଙ୍କୁ ଧକ୍କା ଦେଲା କାର ସେମାନଙ୍କ ମଧ୍ୟରୁ ୨ ଜଣ ଗୁରୁତର ।…

ଜେଲ ଯିବେ ଆର୍ଯ୍ୟନ୍

ମୁମ୍ବାଇ: ନିରାଶ ହେଲେ ଆର୍ଯ୍ୟନ, ମିଳିଲାନି ବେଲ୍ । କ୍ରୁଜ୍ ପାର୍ଟିରେ ଡଗ୍ସ କାରବାର ନେଇ ଗିରଫ ହୋଇଥିବା ବଲିଉଡ ଅଭିନେତା ଶାହରୁଖ ଖାନ୍ ଙ୍କ ପୁଅ ଆର୍ଯ୍ୟନ ଖାନ୍ ଙ୍କୁ ୧୪ ଦିନ ପାଇଁ ବିଚାର ବିଭାଗୀୟ ହଜାତକୁ…

ପୁରୀ ବେଳାଭୂମିରେ ଭାସିଗଲେ ୩ ପର୍ଯ୍ୟଟକ, ୨ ଉଦ୍ଧାର

ପୁରୀ: ଭାସିଗଲେ ୩ ପର୍ଯ୍ୟଟକ । ଏଭଳି ଏକ ଅଭାବନୀୟ ଘଟଣା ପୁରୀ ବେଳାଭୂମିରେ ଘଟିଛି । ଭାସିଯାଇଥିବା ୩ ପର୍ଯ୍ୟଟକଙ୍କ ମଧ୍ୟରୁ ୨ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଜଣେ ଏବେବି ନିଖୋଜ ଅଛନ୍ତି । ଉଦ୍ଧାର ହୋଇଥିବା ୨…

ଅଜବ ପରମ୍ପରା, ଯେଉଁଠାରେ ବାହାଘର ପୂର୍ବରୁ ଜନ୍ମ କରିବାକୁ ପଡେ ଛୁଆ

ଆଜିକାଲି ଯୁଗ ଯେତେ ଆଧୁନିକ ହେଲେ ବି ସମାଜରେ ଅନେକ କାମକୁ ପାପ ବୋଲି କୁହାଯାଏ । ଆଜି ବି ଲୋକମାନେ ପ୍ରେମକୁ ବିରୋଧ କରୁଛନ୍ତି । କିନ୍ତୁ ଭାରତର ଏପରି କିଛି ସ୍ଥାନ ଅଛି, ଯେଉଁଠାରେ ଏହା ଖୋଲାଖୋଲି ଭାବେ ଚାଲିଛି ।…