fbpx
Browsing Category

Breaking News

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୧୯ ଜିଲ୍ଲାରେ ଘଡଘଡି ସହ ବର୍ଷା ସମ୍ଭାବନା, ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର (ଭାସ୍କର ନ୍ୟୁଜ୍‌): ପୂର୍ବ ବିହାର, ପଶ୍ଚିମବଙ୍ଗ ଏବଂ ସିକ୍କିମ୍‌ ଉପରେ ନିମ୍ନ ଚାପ କ୍ଷେତ୍ର ଚିହ୍ନିତ ହୋଇଛି ଏବଂ ଏହା ସମୁଦ୍ର ପତନଠାରୁ ୪.୫ କିଲୋମିଟର ପର୍ଯ୍ୟନ୍ତ ବିସ୍ତାରିତ ହୋଇ ରହିଛି । ଏହାର…

ଆଇପିଏଲ୍‌ ପ୍ଲେ- ଅଫ୍‌ ପର୍ଯ୍ୟାୟର ଅବଶିଷ୍ଟ ଗୋଟିଏ ସ୍ଥାନ: ୪ ଦଳ ମଧ୍ୟରେ ଜୋର୍‌ଦାର୍‌ ଲଢ଼େଇ

ଦୁବାଇ: ଚଳିତ ଆଇପିଏଲର ଲିଗ ପର୍ଯ୍ୟାୟ ମୁକାବିଲା ଶେଷ ହେବା ପାଇଁ ଆଉ ଚାରି ଦିନ ବାକି ରହିଲା । ଆସନ୍ତା ୮ ତାରିଖ ଦିନ ଅନୁଷ୍ଠିତ ହେବ ଶେଷ ଲିଗ ମ୍ୟାଚ । ଉକ୍ତ ଦିନ ଦୁଇ ମ୍ୟାଚ ଅନୁଷ୍ଠିତ ହେବ । ଦିଲ୍ଲୀ…

କ୍ଷମା ମାଗିଲେ ଫେସବୁକ, ହ୍ୱାଟ୍ସଆପ, ଇନଷ୍ଟାଗ୍ରାମ

ଡାଉନ ରହିଛି ଫେସବୁକ, ହ୍ୱାଟ୍ସଆପର ଇନଷ୍ଟାଗ୍ରାମର ସର୍ଭର । ଦୀର୍ଘ ସମୟ ଧରି ଡାଉନ ରହିଛି ସର୍ଭର । ଫଳରେ ଫେସବୁକ, ହ୍ୱାଟ୍ୱସଆପ, ଇନଷ୍ଟାଗ୍ରାମରରେ ହୋଇପାରୁନାହିଁ କୌଣସି ପ୍ରକାର ତଥ୍ୟର ଆଦାନ ପ୍ରଦାନ । ସେପଟେ…

ଡାଉନ ହେଲା Whatsapp, Facebook, Instagram

ନୂଆଦିଲ୍ଲୀ: ଡାଉନ ହେଲା ସୋସିଆଲ ମିଡିଆ । ସୋସିଆଲ ମିଡିଆ ପ୍ଲାଟଫର୍ମ ହ୍ୱାଟ୍ସଆପ, ଫେସବୁକ୍, ଇନଷ୍ଟାଗ୍ରାମର ସର୍ଭର ଡାଉନ ରହିଛି । ସୋମବାର ରାତି ୯ଟା ୧୫ଠାରୁ ଡାଉନ ରହିଛି ସର୍ଭର । ସର୍ଭର ଡାଉନ ଯୋଗୁଁ…

ଥାନାରେ ଥାର୍ଡ ଡିଗ୍ରୀ ଘଟଣା, ଏସଆଇଙ୍କ ବଦଳି

ମାଲକାନଗିରି(ଓଡ଼ିଶା ଭାସ୍କର): ଥାନରେ ଅଭିଯୁକ୍ତଙ୍କୁ ଥାର୍ଡ ଡିଗ୍ରୀ ଦେବା ଏସଆଇଙ୍କୁ ପଡିଲା ମହଙ୍ଗା । ମାଲକାନଗିରି ମୋଟୁ ଥାନାରେ ୨ ଅଭିଯୁକ୍ତଙ୍କୁ ଥାର୍ଡ ଘଟଣାରେ ନିଆଯାଇଛି ବଡ଼ ପଦକ୍ଷେପ । ମୋଟୁ ଥାନା ଏସଆଇ…

ଗ୍ୟାଙ୍ଗଷ୍ଟାର ହାଇଦର ପୁଅକୁ ଆଜୀବନ କାରାଦଣ୍ଡାଦେଶ

କେନ୍ଦ୍ରାପଡ଼ା(ଓଡ଼ିଶା ଭାସ୍କରର): ଗ୍ୟାଙ୍ଗଷ୍ଟାର ହାଇଦରର ପୁଅ ସେକ୍ କାଦିର ଓରଫ ମୁନ୍ନାକୁ ଆଜୀବନ ଜେଲ ଦଣ୍ଡାଦେଶ ହୋଇଛି । ମୁନ୍ନାକୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲା ଜଜ୍ । ଆଳିରେ ଜଣେ…

ଶୀତଦିନ ପାଇଁ ଆସିଲା କରୋନା ଗାଇଡଲାଇନ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ ପାଉଥିଲେ ବି ସଙ୍କଟ ସମ୍ପୂର୍ଣ୍ଣ ଦୂରେଇ ଯାଇନି । ଏଥିପାଇଁ ଟିକାକରଣ ସହିତ କିଛି କଟକଣାକୁ କଡ଼ାକଡ଼ି ପାଳନ କରାଯାଉଛି । ଏହାରି ମଧ୍ୟରେ ଶୀଜଦିନ ପାଇଁ…

ପୋଲିସ ହାତରେ କୁଖ୍ୟାତ ଲୁଟେରା, ୩୫ ବର୍ଷରେ ୫ ଶହ ଚୋରି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କମିଶନରେଟ ପୋଲିସ ହାତରେ ଧରାପଡିଛି ଜଣେ କୁଖ୍ୟାତ ଚୋର । ଆଜି କଟକରେ ଚୋରି ଉଦ୍ୟମ କରୁଥିବା ବେଳେ ଧରାପଡିଛି କୁଖ୍ୟାତ ଚୋର ହେମନ୍ତ ଦାସ । ୧୯୮୬ ମସିହାରୁ ୩୫ ବର୍ଷ ଧରି ହେମନ୍ତ ଚୋରି…

ମେଡିସିନ୍ ପାଇଁ ନୋବେଲ ପୁରସ୍କାର ଘୋଷଣା

ନୂଆଦିଲ୍ଲୀ: ମେଡିସିନ୍ କ୍ଷେତ୍ର ପାଇଁ ଘୋଷଣା ହୋଇଛି ନୋବେଲ ପୁରସ୍କାର । ଡେଭିଡ ଜୁଲିଅସ୍ ଓ ଆଡେମ ପାଟାପୋସିଆନଙ୍କୁ ମିଳିତ ଭାବେ ନୋବେଲ ମିଳିବ ବୋଲି ଘୋଷଣା ହୋଇଛି । ଏହି ୨ ଆମେରିକୀୟ ଭେଷଜ ବିଜ୍ଞାନୀଙ୍କୁ ମିଳିତ…