Browsing Category

Breaking News

LICର ଏହି ସ୍କିମରେ ଜମା କରନ୍ତୁ କେବଳ ୧୩୦ ଟଙ୍କା, ମିଳିବ ୨୭ ଲକ୍ଷ, ଜାଣନ୍ତୁ କେମିତି

ଝିଅର ଭଲ ଭବିଷ୍ୟତ ପାଇଁ ପିତା ମାତା ଏକ ଭଲ ଇନଭେଷ୍ଟମେଣ୍ଟ ପଲିସି ନେବାକୁ ଚାହିଥାନ୍ତି । ଆଜି ଆମେ ଆପଣଙ୍କୁ ଏଲଆଇସିର ଏକ ଏଭଳି ପଲିସି ବିଷୟରେ କହିବାକୁ ଯାଉଛି ଯାହା ଝିଅର ବିବାହ ପାଇଁ ଉଦ୍ଧିଷ୍ଟ । ଏଲଆଇସି ଏହି…

ମମିତା ପ୍ରସଙ୍ଗ: ଗୃହରେ ମୁଖ୍ୟମନ୍ତ୍ରୀଙ୍କ ବିବୃତି, ଜାଣନ୍ତୁ କ’ଣ କହିଲେ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମମିତା ମେହେର ହତ୍ୟା ମାମଲାରେ ରାଜନୀତି ତୀବ୍ର ହେବାରେ ଲାଗିଥିବା ବେଳେ ଆଜି ଗୃହରେ ବିବୃତି ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହା ଏକ ଅତି ସମ୍ବେଦନଶୀଳ ଘଟଣା ବୋଲି…

ବିମାନକୁ ଧକ୍କା ମାରିବା ପାଇଁ ବାଧ୍ୟ ହେଲେ ଯାତ୍ରୀ, ଦେଖନ୍ତୁ ଭାଇରାଲ ଭିଡିଓ

ନୂଆଦିଲ୍ଲୀ: ଆପଣ ୨ ଚକିଆ ବା ୪ ଚକିଆ ଯାନକୁ ଧକ୍କା ମାରୁଥିବା ଲୋକଙ୍କୁ ତ ଦେଖିଥିବେ, କିନ୍ତୁ ବିମାନକୁ ଧକ୍କା ମାରିଥିବାର କେବେ ଦେଖିଛନ୍ତି କି? ନେପାଳରୁ ଏପରି ଏକ ଭିଡିଓ ସାମ୍ନାକୁ ଆସିଛି, ଯେଉଁଠାରେ ୧୨ରୁ ଅଧିକ…

OPSC: ୩୩୫ ଶିକ୍ଷକ ପଦରେ ନିଯୁକ୍ତି ସୁଯୋଗ, ଶୀଘ୍ର କରିନିଅନ୍ତୁ ଆବେଦନ

ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି) ତରଫରୁ ସ୍କୁଲ ଏବଂ ଗଣଶିକ୍ଷା ବିଭାଗ ଅନ୍ତର୍ଗତ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ବିଭିନ୍ନ ବିଷୟରେ ପିଜିଟି ଶିକ୍ଷକ ପଦରେ ପାଇଁ ବିଜ୍ଞପ୍ତି ଜାରି ହୋଇଛି । ଏହି ପଦବୀ ପାଇଁ…

ନୂଆ ଭାରିଆଣ୍ଟ ଓମିକ୍ରନକୁ ନେଇ ଜାଣନ୍ତୁ ୧୦ଟି ଅପଡେଟ୍

ନୂଆଦିଲ୍ଲୀ: ବର୍ତ୍ତମାନ ସମଗ୍ର ବିଶ୍ୱରେ ଧୀରେଧୀରେ ନିଜର କାୟା ମେଲାଇବାରେ ଲାଗିଛି କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ । ତେଣୁ ଏହାର ଭୟାବହତା ନେଇ ପୂର୍ବରୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ) ପକ୍ଷରୁ ସମସ୍ତ…

‘ଓମିକ୍ରନ୍’ ଭୟ: ଦକ୍ଷିଣ ଆଫ୍ରିକାରୁ ଫେରିଥିବା ୧୦ ବିଦେଶୀ ହେଲେ ଗାୟବ୍, ଫୋନ୍ ବି ରହିଛି ବନ୍ଦ

ନୂଆଦିଲ୍ଲୀ: ବେଙ୍ଗାଲୁରୁକୁ ଦକ୍ଷିଣ ଆଫ୍ରିକାରୁ ଆସିଥିବା ୧୦ ଜଣ ବିଦେଶୀ କେଉଁ ଆଡେ ଗାୟବ୍ ହୋଇଯାଇଛନ୍ତି । ବେଙ୍ଗାଲୁରୁ ମହାନଗରପାଳିକା ଓ ସ୍ୱାସ୍ଥ ଅଧିକାରୀ ମାନେ ଉକ୍ତ ୧୦ ଜଣ ଯାତ୍ରୀଙ୍କ ସହିତ ଯୋଗାଯୋଗ…

ଅଧାରୁ ବନ୍ଦ ହେଲା କୋଣାର୍କ ଉତ୍ସବ, ଜାଣନ୍ତୁ କାହିଁକି?

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କୋଣାର୍କ ଉତ୍ସବ ଓ ଅନ୍ତର୍ଜାତୀୟ ବାଲୁକା କଳା ଉତ୍ସବ ଅଧାରୁ ବନ୍ଦ ହୋଇଛି । ବାତ୍ୟା ଜୱାଦକୁ ଦୃଷ୍ଟିରେ ରଖି ଉଭୟ ଉତ୍ସବକୁ ଆଜିଠାରୁ ବନ୍ଦ କରିଦିଆଯାଇଛି । ଉତ୍ସବ ବନ୍ଦ ରଖିବା ଲାଗି…

ଭିକି କୌଶଲ ଓ କଟ୍ରିନା କୈଫଙ୍କର ଆଜି ହେଉଛି ରେଜିଷ୍ଟର୍ ମ୍ୟାରେଜ୍! ୯ରେ ହେବ ରାଜକୀୟ ବିବାହ

ମୁମ୍ବାଇ: ବଲିଉଡ୍ ର ବାର୍ବିଗର୍ଲ କଟ୍ରିନା କୈଫ୍ ଓ ଭିକି କୌଶଲଙ୍କ ବିବାହ ଖବର ଏବେ ଚର୍ଚ୍ଚାରେ ରହିଛି । ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଖବର ହେଲା ଆଜି କଟ୍ରିନା ଓ ଭିକି ଆଇନ ଅନୁସାରେ ବିବାହ କରୁଛନ୍ତି । ଅର୍ଥାତ୍ ଆଜି…

ଶେଷରେ ପ୍ରେମ ଜିତିଲା, ୧୨ ଦିନର ସଂଘର୍ଷ ପରେ ମିଳିଲା ନ୍ୟାୟ: ଆଜିଠାରୁ ନୂଆ କାହାଣୀ ଲେଖିବେ ସୁମିତ-ତପସ୍ୱିନୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପାଖାପାଖି ଦୁଇ ସପ୍ତାହ ଧରି ନ୍ୟାୟ ପାଇଁ ସଂଘର୍ଷ କରିଆସୁଥିବା ତପସ୍ୱିନୀ ଦାଶଙ୍କୁ ଶେଷରେ ନ୍ୟାୟ ମିଳିଛି । ତାଙ୍କ ସ୍ୱାମୀ ଡାକ୍ତର ସୁମିତ ସାହୁଙ୍କ ସହ ଏକାଠି ରହିବା ପାଇଁ କୋର୍ଟ…

ବାତ୍ୟା ପାଇଁ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ, ରାଜ୍ୟ ସରକାରଙ୍କ ଘୋଷଣା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବାତ୍ୟା ‘ଜୱାଦ’କୁ ଦୃଷ୍ଟିରେ ରଖି ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ ହୋଇଛି । ଆସନ୍ତା ରବିବାର ସାପ୍ତାହିକ ଛୁଟିକୁ ବାତିଲ କରିଛନ୍ତି ରାଜ୍ୟ ସରକାର । ଆସନ୍ତା ରବିବାର କାର୍ଯ୍ୟରେ…