Browsing Category
Breaking News
ଦୀର୍ଘ ୨ବର୍ଷ ଅପେକ୍ଷାର ଅନ୍ତ: ଆଜିଠୁ ଆରମ୍ଭ ହେବ ଅମରନାଥ ଯାତ୍ରା, ୮ଲକ୍ଷ ଶ୍ରଦ୍ଧାଳୁ ଯାତ୍ରା ସାମିଲ ହେବାକୁ ଆଶା
ଶ୍ରୀନଗର: ଦୁଇ ବର୍ଷର ଦୀର୍ଘ ଅପେକ୍ଷା ପରେ ଗୁରୁବାର ଅମରନାଥ ଯାତ୍ରା ଆରମ୍ଭ ହେବ । ଯାତ୍ରା ଆରମ୍ଭ ହେବା ପୂର୍ବରୁ ପ୍ରଶାସନ ସବୁ ବ୍ୟବସ୍ଥା ସମ୍ପୂର୍ଣ୍ଣ କରିବା ପାଇଁ କାର୍ଯ୍ୟରେ ନୟୋଜିତ କର୍ମୀଙ୍କୁ ଅତିରିକ୍ତ ସମୟ…
ପତ୍ନୀଙ୍କ ଭରଣପୋଷଣ ସମ୍ପୂର୍ଣ୍ଣ ଦାୟିତ୍ୱ ନୁହେଁ, ପରିସ୍ଥିତିରେ ପରିବର୍ତ୍ତନ ସମ୍ଭବ: ହାଇକୋର୍ଟ
ନୂଆଦିଲ୍ଲୀ: ଅପରାଧ ପ୍ରକ୍ରିୟାର ନିୟମ ଅନୁସାରେ ପତ୍ନୀଙ୍କ ଭରଣପୋଷଣ ସବୁ ସମୟ ପାଇଁ ବ୍ୟାପକ ଦାୟିତ୍ୱ ନୁହେଁ ଏବଂ ପତ୍ନୀ ବା ପତିଙ୍କ ପରିସ୍ଥିତିରେ ପରିବର୍ତ୍ତନ ହେଲେ ଏହାକୁ ବୃଦ୍ଧି କିମ୍ବା ହ୍ରାସ କରାଯାଇ ପାରିବ…
କୋଟିଆ ଚାଲ୍ ନାକାମ ପରେ ବନ୍ଧୁଗାଁ ଉପରେ ଆନ୍ଧ୍ରର ଲୋଲୁ ଦୃଷ୍ଟି, ଲୋକଙ୍କୁ ନିଜ ଆଡକୁ ନେବା ପାଇଁ ବିଭିନ୍ନ ପ୍ରକାରର ପ୍ରଲୋଭନ…
ଲକ୍ଷ୍ମୀପୁର,(ଭାସ୍କର ନ୍ୟୁଜ):କୋରାପୁଟ ଜିଲ୍ଲାର ମାଓ ଅଧ୍ୟୁସିତ ରୁପେ ପରିଚିତ ବନ୍ଧୁଗାଁ ବ୍ଲକର ଦୁର୍ଗମ ଅଞ୍ଚଳରେ ବସବାସ କରୁଥିବା ଲୋକେ ସରକାରଙ୍କ ପ୍ରତ୍ୟେକ ଯୋଜନାରୁ ବଞ୍ଚିତ ଅଛନ୍ତି । ବ୍ଲକରେ ଏମ୍ଜିଏନ୍ଆରଜିଏ…
ରାଶିଫଳ(ଗୁରୁବାର,୩୦ ଜୁନ,୨୦୨୨)
ମେଷ : ଆପଣଙ୍କ ଦିନ ମିଶ୍ର ଫଳଦାୟୀ ରହିବ । ପରିବାରଜନମାନଙ୍କ ସହିତ ବୈଠକର ଆପଣ ମହତ୍ଵପୂର୍ଣ୍ଣ ଚର୍ଚ୍ଚା-ବିଚାରଣା କରିବେ । ଘରର ସାଜ-ସଜ୍ଜାରେ ଆପଣଙ୍କୁ ପରିବର୍ତ୍ତନ କରିବାକୁ ଇଚ୍ଛା ହେବ । ଅଫିସ୍ କିମ୍ବା ବ୍ୟବସାୟ…
ଓଡ଼ିଶାକୁ ଛୁଟିବ ବିଦେଶୀ ପୁଞ୍ଜିର ସୁଅ, ୨୧ ହଜାର କୋଟିର ନିବେଶ ପ୍ରତିଶ୍ରୁତି
ଭୁବନେଶ୍ୱର, (ଭାସ୍କର ନ୍ୟୁଜ୍) : ଗତ ୨୦ ତାରିଖରୁ ବିଦେଶ ଗସ୍ତରେ ଯାଇଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ଦୁବାଇରେ ଆୟୋଜିତ ଓଡ଼ିଶା ଇନ୍ଭେଷ୍ଟର୍ସ ମିଟ୍ରେ ଯୋଗ ଦେଇ ସେଠାକାର ପୁଞ୍ଜିପତିମାନଙ୍କ ସହ…
ଦିନକ ପରେ ବଡ଼ଦାଣ୍ଡକୁ ଆସିବେ ଶ୍ରୀଜିଉ: ଆଜି ୩ ରଥ ନେବେ ଉତ୍ତରମୋଡ଼
ପୁରୀ(ଓଡ଼ିଶା ଭାସ୍କର): ଆଜି ଆଷାଢ଼ ଶୁକ୍ଲପକ୍ଷ ପ୍ରତିପଦା ତିଥି । ଏହି ଅବସରରେ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ଉଭାଯାତ୍ରା । ରଥରେ ଆଜ୍ଞାମାଳ ବିଜେ ନୀତି ଅନୁଷ୍ଠିତ ହେବ । ୩ ରଥ ନେବେ ଉତ୍ତର ମୋଡ଼ । ୩ ରଥକୁ ରଥଖଳାରୁ…
ଉପକୂଳ ଓଡ଼ିଶା ଅଞ୍ଚଳରେ ଘୂର୍ଣ୍ଣିବଳୟ ସକ୍ରିୟ: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ସମ୍ଭାବନା, ୮ ଜିଲ୍ଲାକୁ ସତର୍କ ସୂଚନା ଜାରି
ଭୁବନେଶ୍ୱର(ଭାସ୍କର ନ୍ୟୁଜ୍): ଉପକୂଳ ଓଡ଼ିଶା ଓ ଏହାର ନିକଟବର୍ତୀ ଅଂଚଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଏହା ସମୁଦ୍ର ପତନ ଠାରୁ ୫.୮ କିଲୋମିଟର ଉଚ୍ଚତାରେ ଦକ୍ଷିଣ ଆଡକୁ ଢଳି ରହିଛି । ଏହାର ପ୍ରଭାବରେ ଆଗାମୀ…
୨୫୦୦ ଯୁବତୀଙ୍କ ସହ ସେକ୍ସ କରିଛନ୍ତି ଜଣେ ପୂର୍ବତନ ଏକନମ୍ବର ଟେନିସ ଖେଳାଳି! ଖେଳାଳିଙ୍କ ଜବାବ ସମସ୍ତଙ୍କୁ ଚମକାଇ ଦେଲା
ନୂଆଦିଲ୍ଲୀ: ଯଦି ଆପଣଙ୍କୁ ପ୍ରଶ୍ନ କରାଯିବ, ଆପଣ କେତେଜଣ ମହିଳାଙ୍କ ସହ ଶାରୀରିକ ସମ୍ପକ ସ୍ଥାପନ କରିଛନ୍ତି ତେବେ ଆପଣ କ’ଣ ଜବାବ ଦେବେ । ବିଶ୍ୱର ଜଣେ ମହାନ ଟେନିସ ଖେଳାଳି ଖେଳାଳିଙ୍କ ଜବାବ କିନ୍ତୁ ସମସ୍ତଙ୍କଠାରୁ…
ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଉଦ୍ଧବ ଠାକରେ
ନୂଆଦିଲ୍ଲୀ: ମହାରାଷ୍ଟ୍ର ରାଜନୀତି ରୋଚକମୋଡ଼ ସ୍ଥିତିରେ ପହଞ୍ଚିଛି । ଆସନ୍ତାକାଲି ଫ୍ଲୋର ଟେଷ୍ଟ ହେବା ନେଇ ସୁପ୍ରିମକୋର୍ଟ ଶୁଣାଣି କରିବା ପରେ ମହାରାଷ୍ଟ୍ର ସରକାରଙ୍କୁ ଲାଗିଥିଲା ଝଟକା । ଫଳରେ ସବୁଆଡ଼ୁ ନିରାଶ ହୋଇ…
ମଣିଷ ନା ମେଶିନ୍! ମାତ୍ର ୧୫ ସେକେଣ୍ଡରେ ୩ଟି ଟିକେଟ୍ କାଟିଲେ ଅବସରପ୍ରାପ୍ତ ରେଲୱେ କର୍ମଚାରୀ, ଦେଖନ୍ତୁ ଭିଡିଓ
ନୂଆଦିଲ୍ଲୀ: ଆପଣ କେବେ ଲୋକାଲ ଟ୍ରେନରେ ଯାତ୍ରା କରିଛନ୍ତି କି? ଟ୍ରେନ ଟିକେଟ କାଟିବା ପାଇଁ ଧାଡ଼ିରେ କେତେ ସମୟ ପାଇଁ ଛିଡ଼ା ହେବାକୁ ପଡ଼େ ଆପଣ ଭଲ ଭାବରେ ଜାଣିଥିବେ । ନିକଟରେ ଜଣେ ଅବସରପ୍ରାପ୍ତ ରେଲୱେ କମର୍ଚାରୀଙ୍କର…