
Browsing Category
Breaking News
ରଥଖଳା ଚଳଚଞ୍ଚଳ: ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ତିନ ରଥ ନିର୍ମାଣ, ପାରାଭାଡ଼ି ନିର୍ମାଣରେ ବ୍ୟସ୍ତ ସେବାୟତ
ପୁରୀ, (ଭାସ୍କର ନ୍ୟୁଜ୍) : ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଘୋଷଯାତ୍ରା ପାଖେଇ ଆସୁଥିବାବେଳେ ଶ୍ରୀନହର ସମ୍ମୁଖସ୍ଥ ରଥଖଳାରେ ୩ ରଥର ନିର୍ମାଣ କାର୍ଯ୍ୟ ଦ୍ରୁତଗତିରେ ଆଗେଇ ଚାଲିଛି । ବଡ଼ ପୋଟଳ ଉଠିବା ପରେ ୩ ରଥରେ କଇଁଚି…
ଜୁଲାଇ ୧ରୁ ପେମେଣ୍ଟ ପାଇଁ ଦେବାକୁ ପଡ଼ିବନି ଡେବିଟ ଓ କ୍ରେଡିଟ କାର୍ଡର ନମ୍ବର: ଜାଣନ୍ତୁ କଣ ରହିଛି ନୂଆ ନିୟମ
ନୂଆଦିଲ୍ଲୀ: ଗ୍ରାହକଙ୍କ ପାଇଁ ଖୁସି ଖବର। ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ) ଡେବିଟ କାର୍ଡ ଓ କ୍ରେଡିଟ କାର୍ଡରେ ଅନଲାଇନ୍ ପେମେଣ୍ଟ ପାଇଁ ନୂଆ ନିୟମ ଆଣିଛି। ଅସନ୍ତା ଜୁଲାଇ ପହିଲାରୁ ଏହି ନୂଆ ନିୟମ ଲାଗୁ କରିବାକୁ…
ମୌସୁମୀର କଚ୍ଛପ ଗତି, ପୂରା ଓଡ଼ିଶା ଛୁଇଁବାକୁ ଆହୁରି ଲାଗିବ ୫ ଦିନ : ଆଜି ୩ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୟେଲୋ ଆର୍ଲଟ ଜାରି
ଭୁବନେଶ୍ୱର, (ଭାସ୍କର ନ୍ୟୁଜ୍) : ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଗତ ୧୬ ତାରିଖରେ ଦକ୍ଷିଣ ଓଡ଼ିଶା ଛୁଇଁବା ପରେ ଏବେ ଦୁର୍ବଳ ହୋଇପଡ଼ିଛି । ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନକେନ୍ଦ୍ର ପକ୍ଷରୁ ସୂଚନା…
ଲଜ୍ଜା: ପଞ୍ଚ ତାରକା ହୋଟେଲର ଷ୍ଟାଫଙ୍କୁ ୧୫ ବର୍ଷ ନାବାଳକର ଦୁଷ୍କର୍ମ
ସୀମା ଟପିଲା ଯୌନ ଲାଳସା । ଜଣେ ୨୪ ବର୍ଷୀୟ ମହିଳାଙ୍କୁ ୧୫ ବର୍ଷୀୟ ନାବାଳକ କଲା ଦୁଷ୍କର୍ମ । ଏଭଳି ଏକ ଲଜ୍ଜାଜନକ ଘଟଣା ଦେଖିବାକୁ ମିଳିଛି ଦେହରାଦୁନରେ ।
ଦେହରାଦୁନର ଏକ ୫ ତାରକା ହୋଟେଲର ଲେଡିଜ୍ ୱାସରୁମରେ ଏକ…
ଅଗ୍ନିବୀର ଶହୀଦ ହେଲେ ମିଳିବ ୧ କୋଟି କ୍ଷତିପୂରଣ, ଜାଣନ୍ତୁ ଅଗ୍ନିପଥ ଯୋଜନାର ସଂପୂର୍ଣ୍ଣ ତଥ୍ୟ
ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ଦ୍ୱାରା ତିନି ସେନାରେ ଭର୍ତ୍ତି ନୂଆ ସ୍କିମ ‘ଅଗ୍ନିପଥ’ ଯୋଜନାକୁ ନେଇ ଦେଶର ବିଭିନ୍ନ ସ୍ଥାନରେ ବିରୋଧ ପ୍ରଦର୍ଶନ ଦେଖିବାକୁ ମିଳିଛି । ଭବିଷ୍ୟତର ସଙ୍କଟକୁ ଦେଖି ଛାତ୍ରମାନେ ଏହି…
ବର୍ଷା ପାଇଁ ବାତିଲ ହେଲା ଭାରତ-ଦକ୍ଷିଣ ଆଫ୍ରିକା ଫାଇନାଲ ମ୍ୟାଚ: ସିରିଜ ଡ୍ର
ବେଙ୍ଗଲୁରୁ: ଦକ୍ଷିଣ ଆଫ୍ରିକା ବିପକ୍ଷ ପଞ୍ଚମ ତଥା ଶେଷ ଟି-୨୦ ମ୍ୟାଚରେ ଖଳନାୟକ ସାଜିଛି ବର୍ଷା । ସିରିଜର ନିର୍ଣ୍ରାୟକ ମ୍ୟାଚରେ ବର୍ଷା ଯୋଗୁଁ ମାତ୍ର ୩.୩ ଓଭର ହିଁ ଖେଳ ହୋଇପାରିଥିଲା । ଏଥିରେ ପ୍ରଥମେ ବ୍ୟାଟିଂ…
ଯନ୍ତ୍ରଣା ଭିତରେ ୩,୧୮୨ ପୁସଅପ୍ସ, ଘଣ୍ଟାକ ଭିତରେ କଲେ ଗିନିଜ୍ ୱାର୍ଲ୍ଡ ରେକର୍ଡ
ନୂଆଦିଲ୍ଲୀ: ବିଶ୍ୱରେ ଅନେକ ଲୋକ ରହିଛନ୍ତି ଯେଉଁମାନେ ବିଶ୍ୱ ରେକର୍ଡ କରିବାକୁ ଇଚ୍ଛା ରଖିଥାନ୍ତି । ଅନେକ ଭିନ୍ନ ଭିନ୍ନ କଳାକୌଶଳରେ ସିଦ୍ଧି ହାସଲ କରି ବିଶ୍ୱ ରେକର୍ଡରେ ନିଜ ନାମ ମଧ୍ୟ ପକ୍କା କରିଥାନ୍ତି । ଏହିପରି…
ବ୍ୟାନ୍ ହେଲା ୩୫ ହ୍ୱାଟ୍ସଆପ୍ ଗ୍ରୁପ୍: ଅଗ୍ନିପଥ ଯୋଜନା ବିଷୟରେ ପ୍ରଚାର କରୁଥିବା ମିଥ୍ୟା ଖବର
ନୂଆଦିଲ୍ଲୀ: ଅଗ୍ନିପଥ ଯୋଜନାକୁ ନେଇ ଦେଶର ଅନେକ ରାଜ୍ୟରେ ଯୁବକମାନେ ବିରୋଧ ପ୍ରଦର୍ଶନ କରୁଛନ୍ତି । ଏହାକୁ ରବିବାର ତିନି ସେନା ମୁଖ୍ୟଙ୍କ ତରଫରୁ ପ୍ରେସମିଟ ଜରିଆରେ ଯୋଜନାକୁ ନେଇ ରହିଥିବା ଦ୍ୱନ୍ଦ୍ୱ ଦୂର କରାଯାଇଛି…
ଶେଷ ହେଲା ପ୍ରଥମ ନାଜାଲ ଭାକ୍ସିନର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ: ଖୁବଶୀଘ୍ର ଲଞ୍ଚ କରିପାରେ ଭାରତ ବାୟୋଟେକ୍
ନୂଆଦିଲ୍ଲୀ: ଗୋଟିଏ ପଟେ ଦେଶରେ ପୁଣି ଥରେ କରୋନା ସଂକ୍ରମଣରେ ବୃଦ୍ଧି ଦେଖାଯାଉଥିବାବେଳେ । ଏହାରି ମଧ୍ୟରେ ଆସିଛି ଏକ ଖୁସି ଖବର । କରୋନା ଭାଇରସ ଲଢ଼େଇରେ ଖୁବଶୀଘ୍ର ମିଳିପାର ଏକ ନୂଆ ହତିଆର । କାରଣ ଭାରତ ବାୟୋଟେକ…
ରାଷ୍ଟ୍ରପତି ନିର୍ବାଚନ: ଶରଦ ପୱାରଙ୍କ ବୈଠକରେ ଯୋଗ ଦେବେନାହିଁ ମମତା
ଆସନ୍ତା ଜୁଲାଇ ୧୮ରେ ରାଷ୍ଟ୍ରପତି ନିର୍ବାଚନ ହେବାକୁ ଥିବାବେଳେ ଏଥିପାଇଁ ରଣନୀତି ପ୍ରସ୍ତୁତ କରିବାରେ ଲାଗିପଡ଼ିଛନ୍ତି ବିରୋଧୀ ଦଳମାନେ । ଏହି ପରିପ୍ରେକ୍ଷୀରେ ଆଗାମୀ ରାଷ୍ଟ୍ରପତି ନିର୍ବାଚନକୁ ନେଇ ଜୁନ୍ ୨୧ ତାରିଖରେ…