CHARIDHAM
Browsing Category

Breaking News

(Video) ଉଦଘାଟନ ବେଳେ ଭୁଶୁଡ଼ିଲା ଝୁଲା ବ୍ରିଜ୍: ପତ୍ନୀଙ୍କ ସହ ନାଳରେ ପଡ଼ିଲେ ମେୟର ସାହେବ୍

ଭ୍ରଷ୍ଟାଚାର ଅନେକ ମାମଲା ଦେଖିବାକୁ ମିଳୁଛି, ଯାହାର ଶିକାର କେବଳ ସାଧାରଣ ଜନତା ହେଉଛନ୍ତି । ସରକାରୀ ବିଭାଗ ଦ୍ୱାରା ସଡ଼କ ନିର୍ମାଣ ହେଉ ବା ବ୍ରିଜ ନିର୍ମାଣରେ ଦୁର୍ନୀତି ହେଉଛି । ଭାରତରେ ଏହା ଅତି ସାଧାରଣ କଥା ।…

୩ ଦିନ ବନ୍ଦ ରହିବ ବ୍ୟାଙ୍କ, ଜାଣନ୍ତୁ କେବେଠୁ ଓ ଏହାର କାରଣ କଣ?

ନୁଆଦିଲ୍ଲୀ(ଓଡ଼ିଶା ଭାସ୍କର): ଜୁନ୍ ମାସର ବିଭିନ୍ନ ବ୍ୟାଙ୍କ୍ ସଂଗଠନର ଧର୍ମଘଟ କାରଣରୁ ପ୍ରାୟ ତିନି ଦିନ ବ୍ୟାଙ୍କ୍ ବନ୍ଦ ରହିପାରେ। ମାସର ଶେଷ ସପ୍ତାହରେ ପବ୍ଲିକ୍ ସେକ୍ଟର ବ୍ୟାଙ୍କ୍ କର୍ମଚାରୀମାନେ ଧର୍ମଘଟ କରିବେ…

ପୁଣି ଡରାଉଛି କରୋନା: କଟକର ଏକ ଘରୋଇ ହଷ୍ଟେଲରୁ ୧୩ ଛାତ୍ର ପଜିଟିଭ୍

କଟକ(ଓଡ଼ିଶା ଭାସ୍କର): କରୋନା ସଂକ୍ରମଣ ହାର କମିଥିଲେ ଏହା ସମ୍ପୂର୍ଣ୍ଣ ଭାବେ ଦୂରେଇ ଯାଇନି । ଦେଶରେ କରୋନା ସଂକ୍ରମଣ ପୁଣି ବଢ଼ିବାରେ ଲାଗିଛି । ଏହାରି ମଧ୍ୟରେ କଟକର ଏକ ଘରୋଇ ଶିକ୍ଷାନୁଷ୍ଠାନରୁ ୧୩ ଜଣ କରୋନା…

ଦେଶରେ କରୋନା ମାମଲାର ଭୟାନକ ବୃଦ୍ଧି; ଆଜି ୭ ହଜାରରୁ ଅଧିକ ନୂତନ ମାମଲା, ୩୨ ହଜାର ଅତିକ୍ରମ କଲା ସକ୍ରିୟ ମାମଲା

କଟକ(ଓଡ଼ିଶା ଭାସ୍କର): ଦେଶରେ କରୋନା ସଂକ୍ରମଣ ପୁଣି ତିବ୍ରଗତିରେ ବଢିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ୭ ହଜାର ୨୪୦ ନୂଆ କରୋନା ମାମଲା ସାମ୍ନାକୁ ଆସିଛି । ଏପର୍ଯ୍ୟନ୍ତ କରୋନାରେ ଭାରତରେ ୫,୨୪,୭୨୩ ମୃତ୍ୟୁ…

(Video) ପୁଅର ଶବ ଦେବାପାଇଁ ମେଡିକାଲ ମାଗୁଛି ୫୦ ହଜାର ଲାଞ୍ଚ: ଭିକ ମାଗି ଟଙ୍କା ସଂଗ୍ରହ କରୁଛନ୍ତି ମା-ବାପା

ସମସ୍ତୀପୁର: ଅନେକ ଥର କିଛି କଥା ଆମକୁ ବିଚଳିତ କରିଥାଏ, ଯାହାକି ମାନବିକତାକୁ ଲଜ୍ଜିତ କରିଥାଏ । ଏପରି ଦୃଶ୍ୟ ଓ କାହାଣୀକୁ ଦେଖିବା ପରେ ମାନବିକତା ଉପରୁ ଭରସା ଉଠିଯାଇଛି । ନିକଟରେ ସୋସିଆଲ ମିଡିଆରେ ଏକ ଭିଡିଓ…

ଗୋଟିଏ ଦିନରେ ଫାଶୀ ଖୁଣ୍ଟରେ ଝୁଲିଲେ ୧୨ କଏଦୀ, ଜାଣନ୍ତୁ ମାମଲା

ତେହେରାନ୍: ଇରାନରେ ଗୋଟିଏ ଦିନରେ ୧୨ଜଣ କଏଦୀଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇ ଦିଆଯାଇଛି । ଫାଶୀ ପାଇଥିବା ୧୨ କଏଦୀଙ୍କ ମଧ୍ୟରୁ ୧୧ଜଣ ପୁରୁଷ ଓ ଜଣେ ମହିଳା ସାମିଲ ଥିବା ଜଣାଯାଇଛି । ଏମାନେ ସମସ୍ତେ ବେଲୁଚିସ୍ତାନର…

ଅଧିକ ସମୟ TV ଦେଖୁଛନ୍ତି କି? ବ୍ଲଡ୍ କ୍ଲଟ୍ ହେବାର ରହିଛି ସମ୍ଭାବନା

ଅଧିକାଂଶ ଲୋକଙ୍କୁ ଟିଭି ଦେଖିବା ପସନ୍ଦ । କିନ୍ତୁ ଅଧିକ ସମୟ TV ଦେଖିଲେ ରକ୍ତ ଜମାଟ ବାନ୍ଧିଥାଏ ବୋଲି ଏକ ଗବେଷଣାରୁ ଜଣାପଡ଼ିଛି । ପୂର୍ବରୁ ଏକ ଗବେଷଣାରୁ ଜାଣିବାକୁ ମିଳିଥିଲା ଯେ ଅଧିକ ସମୟ ଟିଭି ଦେଖିବା ଦ୍ୱାରା…

ଆଜି ବି ଜଳିବ ଓଡ଼ିଶା: ଗ୍ରୀଷ୍ମପ୍ରବାହକୁ ନେଇ ୮ ଜିଲ୍ଲାକୁ ୟେଲୋୱାର୍ଣ୍ଣିଂ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଅସହ୍ୟ ତାତିରେ ଜଳୁଛି ଓଡ଼ିଶା । ଖରା ସାଙ୍ଗକୁ ଗୁଳୁଗୁଳି ଲୋକଙ୍କୁ ଅସ୍ତବ୍ୟସ୍ତ କରିସାରିଲାଣି । ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ଆଜି ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।…

ଜୁନ୍ ୧୮ରେ ମହାଲକ୍ଷ୍ମୀ ଯୋଗ: ଚମକିବ ଏହି ୩ଟି ରାଶିର ଭାଗ୍ୟ, ପ୍ରବଳ ଧନଲାଭର ସମ୍ଭାବନା

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଯେତେବେଳେ କୌଣସି ଗ୍ରହ ରାଶି ପରିବର୍ତ୍ତନ କରନ୍ତି କିମ୍ବା ଅନ୍ୟ ଗ୍ରହ ସହ ମିଶିଥାନ୍ତି, ସେତେବେଳେ ଏହାର ସିଧା ପ୍ରଭାବ ମଣିଷ ଜୀବନ ଉପରେ ପଡ଼ିଥାଏ । ଆଗକୁ ଶୁକ୍ର ଦେବ ନିଜ ରାଶି ବୃଷରେ…

ପ୍ରତିଦିନ ସକାଳେ ଖାଆନ୍ତୁ ଗଜା ବୁଟ, ମିଳିବ ଅଦ୍ଭୁତ ଫାଇଦା

ଚଣାରେ ଅନେକ ପୋଷାକ ତତ୍ତ୍ଵ ଭରି ରହିଛି । ଏଥିରେ କ୍ୟାଲୋରୀ,ଫାଇବର, ଓ ପ୍ରୋଟିନ ଭରପୁର ରହିଛି । ଏହା ବ୍ୟତୀତ ଆଇରନ , କପର , ଫୋଲେଟ୍ ଓ ମାଙ୍ଗାନିଜ ମଧ୍ୟ ରହିଛି । ତେବେ ଚାଲନ୍ତୁ ଜାଣିବା ଗଜା ବୁଟ ଖାଇବା ଦ୍ୱାରା…