CHARIDHAM
Browsing Category

Breaking News

ପୁଣି ଠାବ ହେଲା ନକଲି କାରଖାନା, ରେଡ୍ କରି ଜବତ କଲା କମିଶନରେଟ ପୋଲିସ୍

କଟକ: ଜଗତପୁରରେ ଠାବ ହେଲା ନକଲି ମୃଦୁ ପାନୀୟ ଫ୍ୟାକ୍ଟ୍ରି  । ଶୁକ୍ରବାର ସିଏମସି, ସ୍ୱାସ୍ଥ୍ୟ ବିଭାଗ ଓ ଜଗତପୁର ପୋଲିସର ମିଳିତ ରେଡ୍ ବେଳେ ଠାବ ହୋଇଛି ଏହି ନକଲି ମୃଦୁ ପାନୀୟ କମ୍ପାନୀ । ଏଠାରେ ଅନେକ ନାମୀଦାମୀ…

ଆର୍ଯ୍ୟାନ୍ ଖାନ୍‌ଙ୍କୁ କୃଜ୍ ଡ୍ରଗ୍ସ ମାମଲାରେ ମିଳିଲା କ୍ଲିନ୍ ଚିଟ୍‌, ପଢନ୍ତୁ ପୂରା ଖବର

ନୁଆଦିଲ୍ଲୀ: ମୁମ୍ବାଇର ଚର୍ଚ୍ଚିତ କୃଜ୍ ଡ୍ରଗ୍ସ ମାମଲାରେ ବଲିଉଡ୍ କିଙ୍ଗ ଶାହାରୁଖ ଖାନ୍‌ଙ୍କ ପୁଅ ଆର୍ଯ୍ୟନ୍ ଖାନ୍‌ଙ୍କ ପାଇଁ ବଡ଼ ଆସ୍ୱସ୍ତିକର ଖବର। ଏନଡିପିଏସ କୋର୍ଟରେ ଶୁକ୍ରବାର ନାର୍କୋଟିକ୍ସ କଣ୍ଟ୍ରୋଲ…

ଜଗଦଗୁରୁ ଶଙ୍କାରଚାର୍ଯ୍ୟଙ୍କୁ ଭେଟିଲେ ବରିଷ୍ଠ ବିଜେପି ନେତା ସୁବ୍ରମଣ୍ୟନ୍ ସ୍ୱାମୀ 

ପୁରୀ: ଜଗଦଗୁରୁ ଶଙ୍କାରଚାର୍ଯ୍ୟଙ୍କୁ ଭେଟିଲେ ବିଜେପିର ବରିଷ୍ଠ ନେତା ସୁବ୍ରମଣ୍ୟନ୍ ସ୍ୱାମୀ । ଶୁକ୍ରବାର ପୁରୀ ଗୋବର୍ଦ୍ଧନ ପୀଠରେ ପହଞ୍ଚି ଜଗଦଗୁରୁ ଶଙ୍କରାଚାର୍ଯ୍ୟଙ୍କୁ ସାକ୍ଷାତ କରି ଆଲେଚନା କରିଛନ୍ତି…

ଚଢ଼ାଉ ବେଳେ ପ୍ରଶାସନ ସହ ମୁହାଁମୁହିଁ ହେଲେ ଗ୍ରାମବାସୀ, ଭାଙ୍ଗିଲେ ତହସିଲ ଗାଡ଼ି

ରାଜସ୍ୱ ବିଭାଗ କର୍ମଚାରୀଙ୍କୁ ଗ୍ରାମବାସୀଙ୍କ ଆକ୍ରମଣ । ଅଭିଯୋଗ ପରେ ଗିରଫ ହେଲେ ସ୍ଥାନୀୟ ସରପଞ୍ଚ । ଏଭଳି ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜଲେଶ୍ୱର ତହସିଲ ଅନ୍ତର୍ଗତ ବାଲିଆପାଳ ଗାଁରେ । ମନେରେଗା କାର୍ଯ୍ୟ…

ପୁଣି ବଢିଲା ଫାରୁକ୍ ଅବଦୁଲ୍ଲାଙ୍କ ଆଡ଼ୁଆ, ଇଡି ନିକଟରେ ହାଜର ହେବାକୁ ନୋଟିସ

ନୂଆଦିଲ୍ଲୀ: ଜାମ୍ମୁ କାଶ୍ମୀର ପୁର୍ବତ୍ତନ ମୁଖ୍ୟମନ୍ତ୍ରୀ ଫାରୁଖ ଅବଦୁଲ୍ଲାଙ୍କୁ ନୋଟିସ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)। ତାଙ୍କ ବିରୋଧରେ କଥିତ ମନି ଲଣ୍ଡରିଂ ମାମଲାରେ ପଚରାଉଚାର କରିବା ପାଇଁ ତାଙ୍କୁ…

ମୁଖ୍ୟମନ୍ତ୍ରୀ ଅଶୋକ ଗହଲୋଟଙ୍କ ପାଇଁ ବଢ଼ିବ ଟେନସନ! ରାଜସ୍ଥାନ କଂଗ୍ରେସରେ ଜାରି ରହିଛି ଅର୍ନ୍ତକନ୍ଦଳ

ରାଜସ୍ଥାନରେ ଆସନ୍ତା ବର୍ଷ ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଜାରି ରହିଛି । ସେପଟେ କିନ୍ତୁ ରାଜ୍ୟର କଂଗ୍ରେସରେ ଅର୍ନ୍ତକନ୍ଦଳ ଥମିବାରେ ନାଁ ନେଉନାହିଁ । ସଚ୍ଚିନ ପାଇଲଟ ଏବଂ ଅଶୋକ ଗେହଲଟଙ୍କ ମଧ୍ୟରେ ଜାରି…

କୂଅରେ ଫସିଲା ଛୁଆ ହାତୀ, ଉଦ୍ଧାର କରିବାକୁ ବନ ବିଭାଗର ଉଦ୍ୟମ

ଭଞ୍ଜନଗର: ପରିତ୍ୟକ୍ତ କୂଅରେ ଫସିଲା ହାତୀ ଛୁଆ । କନ୍ଧମାଳ କରଡ଼ା ବନାଞ୍ଚଳ ବଡ଼ ବାରଦା ରେଞ୍ଜର ପଳାସପଲ୍ଲୀଠାରେ ଏକ ପରିତ୍ୟକ୍ତ କୂଅରେ ଏକ ଛୁଆ ହାତୀ ଖସିପଡ଼ିଛି । ଖବର ପାଇ ବନ ବିଭାଗ କର୍ମଚାରୀ ପହଞ୍ଚି ହାତୀଟିକୁ…

ଭାରତୀୟ ବଜାରରେ ଲଞ୍ଚ ହେଲା Samsung Galaxy M13 ସ୍ମାର୍ଟଫୋନ୍

ନୂଆଦିଲ୍ଲୀ: ସାମସଙ୍ଗ ଏହାର ନୂଆ ସ୍ମାର୍ଟଫୋନ ସାମସଙ୍ଗ ଗାଲାକ୍ସୀ ଏମ ୧୩ କୁ ଭାରତରେ ଲଞ୍ଚ କରିଛି । ଏହି ନୂଆ ଫୋନ୍ ସାମସଙ୍ଗ ଏମ ୧୨ ର ଅପଗ୍ରେଡ ଭର୍ଜନ । ଗାଲାକ୍ସୀ ଏମ ୧୩ ରେ ଅକ୍ଟାକୋର ଏକ୍ସିନୋସ୍ ଚିପସେଟ୍…

ଆସାମରେ ଜାରି ରହିଛି ବନ୍ୟା ସ୍ଥିତି, ଗଲାଣି ୩୦ ଜଣକ ଜୀବନ

ଗୌହାଟୀ: ଗତ କିଛି ଦିନ ଧରି ଆସାମରେ ଭୟଙ୍କର ବନ୍ୟା ପରିସ୍ଥିତି ଲାଗି ରହିଛି । ଲକ୍ଷ ଲକ୍ଷ ଲୋକ ବନ୍ୟାଯୋଗୁଁ ପ୍ରଭାବିତ ହୋଇଛନ୍ତି । ଗୁରୁବାର ଆଉ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି । ସରକାରୀ ଆକଳନ ଅନୂଯାୟୀ ୫.୬୧ ଲକ୍ଷ…

ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରି ଭାଇରାଲ କଲେ ଅନୁଭବ, କୋର୍ଟରେ ପହଞ୍ଚିଲେ ବର୍ଷା

କଟକ: କେନ୍ଦ୍ରାପଡ଼ା ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତିଙ୍କର ସୋସିଆଲ ମିଡିଆ ବିବାଦ ହାଇକୋର୍ଟରେ ପହଞ୍ଚିଛି । ହାଇକୋର୍ଟଙ୍କ ଦ୍ୱାରସ୍ତ ହୋଇଛନ୍ତି ଅଭୁିନେତ୍ରୀ ବର୍ଷା ପ୍ରିୟଦର୍ଶିିନି । ସାମାଜିକ ଗଣମାଧ୍ୟମରେ…