Browsing Category

Breaking News

ନିର୍ବାଚନ ତାରିଖ ଘୋଷଣା ହୋଇନି: ଭୋଜିଭାତରେ ଜମୁଛି ଆସର, ଲମ୍ବା ପ୍ରତିଶୃତି ଦେଉଛନ୍ତି ଆଶାୟୀ ପ୍ରାର୍ଥୀ

ନିମାପଡା (ଭାସ୍କର ନ୍ୟୁଜ୍‌): ନିମାପଡା ଅଂଚଳରେ ପଞ୍ଚାୟତ ନିର୍ବାଚନ ତାରିଖ ଘୋଷଣା ହୋଇନଥିବା ବେଳେ ପ୍ରତ୍ୟେକ ପଞ୍ଚାୟତରେ ଏକାଧିକ ପ୍ରାର୍ଥୀ ନିର୍ବାଚନ ମଇଦାନକୁ ଓହ୍ଲାଇବା ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି ।…

ସୋରଡ଼ା ନିକଟରେ ଟ୍ରକ-ବାଇକ ମୁହାଁମୁହିଁ ଧକ୍କା: ବାଇକ୍ ଚାଳକ ମୃତ, ଅନ୍ୟ ଜଣେ ଗୁରୁତର

ସୋରଡା (ଭାସ୍କର ନ୍ୟୁଜ୍‌): ଟ୍ରକ ବାଇକ୍ ମୁହାଁମୁହିଁ ଧକ୍କା । ଜଣକ ମୃତ୍ୟୁ ହୋଇ ଥିବା ବେଳେ ଜଣେ ଗୁରୁତର ଥିବା ସୂଚନା । ମୃତକ ଜଣକ ହେଲେ ମୟାଙ୍ଗୀ ଗ୍ରାମର ଜିଲୁ ସ୍ୱାଇଁ । ଘଟଣା ସ୍ଥଳରେ ସୋରଡା ପୋଲିସ ଓ ଅଗ୍ନିସମ…

ମିଛ ଦୁର୍ଘଟଣାର ନାଟକ କରି ଲୁଟିଲେ ୫୦ହଜାର ଟଙ୍କା ସହ ସ୍କୁଟି, ୩ ଲୁଟେରାଙ୍କୁ ଖୋଜୁଛି ପୋଲିସ

ବାରଙ୍ଗ (ଭାସ୍କର ନ୍ୟୁଜ୍‌): ଝିଙ୍କରଡିହ କୁଆଖାଇ ନଦୀ ବନ୍ଦ ନିକଟରୁ ଦୁବୃର୍ତ୍ତମାନେ ଯୋଜନା ବଦ୍ଧ କରି ୫୦ହଜାର ଟଙ୍କା ଓ ସ୍କୁଟି ଲୁଟି ନେଇଥିବା ନନ୍ଦନକାନନ ଥାନାରେ ଅଭିଯୋଗ ହୋଇଛି । ଲୁଟର ଶିକାର ହେଲେ ନହରକଣ୍ଟା…

ଆଜି ପଞ୍ଚାୟତ ନିର୍ବାଚନ ତାରିଖ ଘୋଷଣା ! ଅନୁସରଣ କରାଯିବ ସିଇସି ଗାଇଡ୍‌ଲାଇନ୍‌

ଭୁବନେଶ୍ୱର, (ଭାସ୍କର ନ୍ୟୁଜ୍‌) : ରାଜ୍ୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ହେବା ଏକପ୍ରକାର ସ୍ଥିର ହୋଇଛି । ଏନେଇ ନିର୍ବାଚନ କମିଶନଙ୍କ ପକ୍ଷରୁ ୧୧ ତାରିଖ ବିଧିବଦ୍ଧ ଘୋଷଣା କରାଯିବା ନେଇ ସୂଚନା ମିଳିଛି ।…

ବଢ଼ିଲା ଦ୍ୱାଦଶ ଫର୍ମ ଫିଲପ୍ ଅବଧି

ଭୁବନେଶ୍ୱର: ଦ୍ୱାଦଶ ଛାତ୍ରଛାତ୍ରୀଙ୍କ ପାଇଁ ଫର୍ମ ଫିଲପ ଅବଧି ବଢ଼ାଇଲେ ସରକାର । ଆସନ୍ତାକାଲି ଶେଷ ଦିନ ଥିଲା ଯାହାକୁ ଏବେ ୧୮ ଯାଏଁ ବଢ଼ାଇଲା ଗଣଶିକ୍ଷା ବିଭାଗ । ୪୫୦ ଟଙ୍କା ଫାଇନ୍ ଦେଇ ଫର୍ମ ଫିଲପ୍ କରିହେବ ବୋଲି…

(Video) ତନ୍ତ୍ର ସାଧନା କରି ପାରିବାରିକ ସମସ୍ୟା ଦୂର କରିବା ବାହାନାରେ ମହିଳାଙ୍କୁ ଦୁଷ୍କର୍ମ

କାଳିସି ସାଧକଙ୍କ କଳାକାରନାମା । ପାରିବାରିକ ସମସ୍ୟାକୁ ତନ୍ତ୍ର ସାଧନାରେ ସମାଧାନ କରିଦେବା ବାହାନାରେ ମହିଳାଙ୍କ ସହ ଦୁଷ୍କର୍ମ କଲେ ଭଣ୍ଡ ବାବା । ଆଉ ଏବେ ଏହି ଭଣ୍ଡ ବାବାଙ୍କ କଳାକାରନାମା ସାମ୍ନାକୁ ଆସିଛି ।…

ପୂର୍ବତନ ମୁଖ୍ୟମନ୍ତ୍ରୀ ଅମରିନ୍ଦରଙ୍କ ପାର୍ଟିକୁ ମିଳିଲା ନିର୍ବାଚନୀ ଚିହ୍ନ

ଚଣ୍ଡିଗଡ : ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂହଙ୍କ ନୂତନ ରାଜନୈତିକ ପାର୍ଟି ପଞ୍ଜାବ ଲୋକ କଂଗ୍ରେସକୁ ସୋମବାର ଅର୍ଥାତ ଜାନୁଆରୀ ୧୦ରେ ନିର୍ବାଚନୀ ଚିହ୍ନ ମିଳିଛି। ନିର୍ବାଚନ ଆୟୋଗଙ୍କ…

ରାଜ୍ୟରେ ବଢ଼ିଲା ସରକାରୀ ଚାକିରି ସୀମା: ପ୍ରସ୍ତାବକୁ ମିଳିଲା କ୍ୟାବିନେଟ ମଞ୍ଜୁରୀ

ଭୁବନେଶ୍ୱର: ସରକାରୀ ଚାକିରି କରିବାକୁ ଚାହୁଥିବା ଆଶାୟୀଙ୍କ ପାଇଁ ଖୁସି ଖବର । କାରଣ ରାଜ୍ୟରେ ସରକାରୀ ଚାକିରି କରିବା ପାଇଁ ବୟସ ସୀମାରେ ବୃଦ୍ଧି କରାଯାଇଛି । ଏଣିକି ୩୮ ବର୍ଷ ପର୍ଯ୍ୟନ୍ତ କରିପାରିବେ ସରକାରୀ…

ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ତ୍ରୁଟି ପ୍ରସଙ୍ଗ: ପଞ୍ଜାବରେ ୧୫ ଆତଙ୍କବାଦୀ ସଂଗଠନ ସହ ଏହି ୨୪ କାରଣ ଥିଲା ବିପଦ!

ସୁପ୍ରିମକୋର୍ଟର ଜଣେ ପୂର୍ବତନ ବିଚାରପତିଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ହୋଇଥିବା ତ୍ରୁଟିର ଯାଞ୍ଚ କରିବେ । ଏହି କମିଟିରେ ଡିଜିପି ଚଣ୍ଡିଗଡ଼, ଏନଆଇଏର ଆଇଜି, ପଞ୍ଜାବ ପୋଲିସର…

କଂଗ୍ରେସରେ ମିଶିଲେ ସୋନୁ ସୁଦଙ୍କ ଭଉଣୀ ମାଲଭିକା, ସିଦ୍ଧୁ କହିଲେ- ‘ଗେମଚେଞ୍ଜର’

ଚଣ୍ଡିଗଡ : ଅଭିନେତା ସୋନୁ ସୁଦଙ୍କ ଭଉଣୀ ମାଲଭିକା ସୁଦ କଂଗ୍ରେସରେ ସାମିଲ୍ ହୋଇଛନ୍ତି। କଂଗ୍ରେସରେ ସାମିଲ୍ ହେବା ପୂର୍ବରୁ ରାଜ୍ୟ କଂଗ୍ରେସ ସଭାପତି ନବଜୋତ ସିଂହ ସିଦ୍ଧୁ ଅଭିନେତା ସୋନୁ ସୁଦ ଏବଂ ତାଙ୍କ…