Browsing Category
Breaking News
ଆଜି ମାଲକାନଗିରିରେ ସ୍ମାର୍ଟ ହେଲଥ୍ କାର୍ଡ ବଣ୍ଟନର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର (ଭାସ୍କର ନ୍ୟୁଜ୍): ଆଜି ଠାରୁ ଆରମ୍ଭ ହେବାକୁ ଯାଉଛି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ କାର୍ଡ ବଣ୍ଟନ । ମାଲକାନଗିରି ଜିଲ୍ଲାରୁ ଏହି ବିଏସକେୱାଇ ସ୍ମାର୍ଟ କାର୍ଡ ବଣ୍ଟନ କରିବେ ମୁଖ୍ୟମନ୍ତ୍ରୀ…
ଆଜିଠୁ ଯୁକ୍ତ ୩ ନାମଲେଖା ପାଇଁ ଆବେଦନ, ସେପ୍ଟେମ୍ବର ୪ ତାରିଖ ଯାଏଁ ଚାଲିବ
ଭୁବନେଶ୍ୱର (ଭାସ୍କର ନ୍ୟୁଜ୍): ଆଜି ଠାରୁ ଯୁକ୍ତ ୩ ନାମଲେଖା ପାଇଁ ଆବେଦନ ଆରମ୍ଭ ହେବ । ସକାଳ ୧୧ଟାରୁ ସେପ୍ଟେମ୍ବର ୪ ତାରିଖ ରାତି ୧୧ଟା ୪୫ ମିନିଟ୍ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ ଅନଲାଇନ୍ ଆବେଦନ କରିାରିବେ ।…
ଓମଫେଡ୍ ହେଲା ଅତ୍ୟାବଶ୍ୟକ ସେବା ଆଇନ ପରିସରଭୁକ୍ତ
ଭୁବନେଶ୍ୱର: ଓମଫେଡ୍ ହେଲା ଅତ୍ୟାବଶ୍ୟକ ସେବା ଆଇନ ପରିସରଭୁକ୍ତ । ଏବେ କୌଣସି ଓମଫେଡ୍ କର୍ମଚାରୀ କରିପାରିବେନି ଆନ୍ଦୋଳନ । ଓମଫେଡ୍ ର ଚୁକ୍ତିଭିତ୍ତିକ କର୍ମଚାରୀ ମଧ୍ୟ କରିପାରିବେନି ଆନ୍ଦୋଳନ । ଦୁଗ୍ଧ ସଂଗ୍ରହଠାରୁ…
ଆତଙ୍କବାଦ ସହ ସାଲିସ୍ ଉଚିତ ନୁହେଁ- କେନ୍ଦ୍ରମନ୍ତ୍ରୀ ଜୟଶଙ୍କର
ନୂଆଦିଲ୍ଲୀ: ଆତଙ୍କବାଦକୁ ନେଇ ଜାତିସଂଘ ସୁରକ୍ଷା ପରିଷଦର ବୈଠକ । ‘ଆତଙ୍କବାଦ କାରଣରୁ ବିଶ୍ୱ ଶାନ୍ତି ଓ ସୁରକ୍ଷା ବିପଦର ସମ୍ମୁଖୀନ’ ଶୀର୍ଷକ ଉପରେ ବୈଠକରେ ଆଲୋଚନା । ବୈଠକରେ ଭାରତର ବୈଦେଶିକ ମନ୍ତ୍ରୀ ଏସ୍.…
ଗୁଜରାଟ ଜାମନଗରରେ ୪.୩ ତୀବ୍ରତାର ଭୂମିକମ୍ପ ଅନୁଭୂତ
ଗାନ୍ଧୀନଗର: ଗୁଜରାଟ ଜାମନଗରରେ ଗୁରୁବାର ସନ୍ଧ୍ୟାରେ ୪.୩ ତୀବ୍ରତାର ଭୂମିକମ୍ପ ଅନୁଭୂତ । ଭୂମିକମ୍ପ ଫଳରେ ଲୋକମାନେ ଭୟରେ ଘର ବାହାରକୁ ଚାଲିଆସିଥିଲେ । ଏପର୍ଯ୍ୟନ୍ତ କୌଣସି କ୍ଷୟକ୍ଷତିର ସୂଚନା ମିଳିନାହିଁ ।
ଜାତୀୟ…
୧୧,୦୦୬ ନର୍ସିଂ ଅଫିସର ପଦବୀ ସୃଷ୍ଟି, ସ୍ୱାସ୍ଥ୍ୟସେବାକୁ ଗୁରୁତ୍ୱ ଦେଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟରେ ସ୍ୱାସ୍ଥ୍ୟସେବାକୁ ଅଧିକ ଦକ୍ଷ ଓ କ୍ରିୟାଶୀଳ କରିବାକୁ ଉଦ୍ୟମ କରାଯାଉଛି । ଏହି ପରିପ୍ରେକ୍ଷୀରେ ୧୧,୦୦୬ଟି ନୂଆ ନର୍ସିଂ…
ପରୀ ମାମଲାର ଚାର୍ଜଫ୍ରେମ୍
ଭୁବନେଶ୍ୱର: ବହୁ ଚର୍ଚ୍ଚିତ ନୟାଗଡ଼ ଶିଶୁକନ୍ୟା ପରୀ ହତ୍ୟା ମାମଲା । ନୟାଗଡ଼ ଚିଲଡ୍ରେନ୍ସ କୋର୍ଟରେ ମାମଲାର ଚାର୍ଜଫ୍ରେମ୍ । ଦଫା ୩୦୨, ୩୭୬ କ ଏବଂ ଖ, ୩୬୩, ୩୬୪, ୨୦୧ ଦଫାରେ ଚାର୍ଜଫ୍ରେମ୍ । ୬ ପକ୍ସୋ ଆକ୍ଟରେ ମଧ୍ୟ…
କୋଟିଆରେ ଆନ୍ଧ୍ରର ପୁଣି ଅନୁପ୍ରବେଶ, ମଉକା ଦେଖି ପଶି ଆସିଲା
ଓଡ଼ିଶା ଭାସ୍କର ବ୍ୟୁରୋ: କୋଟିଆ ଲୋଭ ଛାଡ଼ୁନି ଆନ୍ଧ୍ର । ପୁଣି କରିଛି ଅନୁପ୍ରବେଶ । କୋଟିଆରେ ବିଭିନ୍ନ ପ୍ରକଳ୍ପ ପାଇଁ ଭିତ୍ତି ପ୍ରସ୍ତର ପକାଇଛି ଆନ୍ଧ୍ର । ଓଡ଼ିଶାର ନେତା ଓ ଅଧିକାରୀ ସେଠାରୁ ଫେରି ଆସିବା ପରେ ଆନ୍ଧ୍ର…
ହିନ୍ଦୀରେ ଉତ୍ତର ମିଳିବାରୁ ହାଇକୋର୍ଟରେ ପହଞ୍ଚିଲେ ସାଂସଦ, କେନ୍ଦ୍ରକୁ ଅଦାଲତ କହିଲେ- କେବଳ ଇଂରାଜୀରେ ଉତ୍ତର ଦିଅ
ନୂଆଦିଲ୍ଲୀ: ମଦ୍ରାସ୍ ହାଇକୋର୍ଟର ମଦୁରାଇ ବେଞ୍ଚ ଗୁରୁବାର ଦିନ ସରକାରୀ ଭାଷା ଆଇନ, ୧୯୬୩ କୁ କଡାକଡି ପାଳନ କରିବାକୁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । କୋର୍ଟ କହିଛନ୍ତି ଯେ, ଇଂରାଜୀରେ ଚିଠି ପାଇବା ପରେ…
ମହିଳାଙ୍କୁ ଦଣ୍ଡସ୍ୱରୂପ ହତ୍ୟା ପରେ ଶବକୁ କୁକୁରକୁ ଖୁଆଏ ତାଲିବାନ, ବର୍ବରତାର ଶିକାର ହୋଇଥିବା ମହିଳା କହିଲେ ହୃଦୟଥରା କାହାଣୀ
ନୂଆଦିଲ୍ଲୀ: ଭୟଙ୍କର ତାଲିବାନୀ ସରକାରକୁ ନେଇ ଆଫଗାନିସ୍ତାନ ବାସିନ୍ଦା ଭୟରେ ଥରହର ହୋଇ ବଞ୍ଚୁଛନ୍ତି । ଜୀବନ ବଞ୍ଚାଇବା ପାଇଁ ଦେଶ ଛାଡି ଲୋକମାନେ ଯେଉଁଆଡ଼େ ପାରୁଛନ୍ତି ଚାଲିଯାଉଛନ୍ତି । ତାଲିବାନୀ ମାନେ କେତେ…