Browsing Category
Breaking News
ପେଗାସସ୍ ମାମଲା: କେନ୍ଦ୍ର ସରକାରଙ୍କୁ ସୁପ୍ରିମକୋର୍ଟର ନୋଟିସ୍, ୧୦ ଦିନ ଭିତରେ ମାଗିଲେ ଜବାବ୍
ନୂଆଦିଲ୍ଲୀ: ପେଗାସସ୍ ଗୁପ୍ତଚର ମାମଲାରେ ଆଜି ସୁପ୍ରିମକୋର୍ଟରେ ଶୁଣାଣି ହୋଇଥିଲା । ନିରପେକ୍ଷ ତଦନ୍ତ ଦାବିରେ ଆବେଦନ କରିଥିବା ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ନୋଟିସ ଜାରି କରି ଏହାର ଜବାବ ମାଗିଛନ୍ତି। ୧୦ ଦିନ…
ଆଫଗାନରେ ଥିବା ଭାରତୀୟଙ୍କୁ ଧରି ଫେରିଲା ବିମାନ, ଲୋକ କହିଲେ-‘ଭାରତ ମାତା କି ଜୟ’
ନୂଆଦିଲ୍ଲୀ: ଆଫଗାନିସ୍ତାନରେ ଭାରତୀୟ ଦୂତାବାସର ସମସ୍ତ କର୍ମଚାରୀଙ୍କୁ ନେଇ କାବୁଲରୁ ଉଡ଼ାଣ ଭରିବା ପରେ ଭାରତୀୟ ବାୟୁସେନାର ସି-୧୭ ମିବା ଗୁଜରାଟର ଜାମନଗରୀରେ ପହଞ୍ଚିଛି । ବିମାନରେ ପ୍ରାୟତଃ ୧୨୦ ଯାତ୍ରୀ ଉପସ୍ଥିତ…
ଗୋଟିଏ କେସ୍ ଚିହ୍ନଟ ହେବାପରେ ପୂରା ଦେଶରେ ଲାଗିଲା ଲକଡାଉନ୍
ନୂଆଦିଲ୍ଲୀ: କରୋନା ମହାମାରୀର କହର ଏ ପର୍ଯ୍ୟନ୍ତ ଥମିନାହିଁ । ଏବେ ସୁଦ୍ଧା ଅନେକ ଦେଶରେ ଏହାକୁ ନେଇ ଲୋକମାନେ ଭୟଭୀତ ଅବସ୍ଥାରେ ରହିଛନ୍ତି । ତେବେ ଇତି ମଧ୍ୟରେ ମାତ୍ର ଗୋଟି, କରୋନା ମାମଲା ଚିହ୍ନଟ ହେବାରୁ ଏହି…
ଆସିଲା ଉଚ୍ଚଶିକ୍ଷା ବିଭାଗର ବିଜ୍ଞପ୍ତି, ୨୦ରୁ +୩ ନାମଲେଖା ଆବେଦନ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): କରୋନା କାଳରେ ଯୁକ୍ତ ୩ ନାମଲେଖା ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି ଉଚ୍ଚଶିକ୍ଷା ବିଭାଗ । ବିଜ୍ଞପ୍ତି ଅନୁସାରେ, +୩ ନାମଲେଖା ପାଇଁ ଅଗଷ୍ଟ ୨୦ରୁ ସେପ୍ଟମ୍ବର ୪ ତାରିଖ ଯାଏଁ ଅନଲାଇନରେ…
ସବରୀମାଳା ମନ୍ଦିରକୁ ବାପାଙ୍କ ସହ ଯାଇପାରିବେ ୧୦ ବର୍ଷରୁ କମ୍ ବୟସର ଝିଅ: କେରଳ ହାଇକୋର୍ଟ
ଥିରୁବନନ୍ତପୁରମ୍: ସବରୀମାଳା ମନ୍ଦିରକୁ ନେଇ କେରଳ ହାଇକୋର୍ଟ ଏକ ବଡ଼ ଘୋଷଣା କରିଛନ୍ତି । ୧୦ ବର୍ଷରୁ କମ୍ ବୟସର ଝିଅ ମାନେ ନିଜ ବାପାଙ୍କ ସହିତ ସବରୀମାଳା ମନ୍ଦିର ଭିତରକୁ ପ୍ରବେଶ କରିବା ପାଇଁ ଅନୁମତି ଦିଆଯାଇଛି ।…
ଋଷକୁ ପସନ୍ଦ ଆସିଲା ତାଲିବାନ ! କହିଲା- ଘନି ସରକାରଙ୍କ ତୁଳନାରେ ଅଧିକ ସୁରକ୍ଷିତ ରହିଛି କାବୁଲ
କାବୁଲ: ଆଫଗାନିସ୍ତାନ ଉପରେ ତାଲିବାନ ମାନେ ନିଜର ହୁକୁମ୍ ଆରମ୍ଭ କରିସାରିଲେଣି । ରବିବାର ସେମାନେ ରାଜଧାନୀ କାବୁଲ ଉପରେ କବଜା କରିଛନ୍ତି । ଫଳରେ ରାଷ୍ଟ୍ରପତି ଘନି ଇସ୍ତଫା ଦେଇ ରାତାରାତି କାବୁଲ ଛାଡ଼ି ଛନ୍ତି ।…
ତାଲିବାନର ଘୋଷଣା – ‘ସରକାରୀ କର୍ମଚାରୀଙ୍କୁ କ୍ଷମା କରୁଛୁ, ବିନା ଭୟରେ କାମକୁ ଫେରିଯାଅ’
କାବୁଲ: ଆଫଗାନିସ୍ତାନର ରାଜଧାନୀ କାବୁଲରେ ସମସ୍ତ ସରକାରୀ କର୍ମଚାରୀ କାମକୁ ଫେରିଯିବାକୁ ତାଲିବାନ୍ ନିର୍ଦ୍ଦେଶ ଦେଇଛି । ମଙ୍ଗଳବାର ଦିନ ସମସ୍ତ ସରକାରୀ କର୍ମଚାରୀଙ୍କୁ କ୍ଷମା କରାଯାଇଛି ବୋଲି ତାଲିବାନ୍ ଘୋଷଣା…
ଏଣିକି ଆପଣଙ୍କ ବାଇକ୍ ଆଉ ହେବ ନାହିଁ ଚୋରି: ସ୍ମାର୍ଟଫୋନରେ ଆପ୍ ଦ୍ୱାରା କରିପାରିବେ ଲକ୍ ଓ ଅନଲକ୍
ନୂଆଦିଲ୍ଲୀ: ଦିନକୁ ଦିନ ନୂଆ ନୂଆ ଟେକ୍ନୋଲୋଜି ମାର୍କେଟକୁ ଆସୁଛି । ତେବେ ବର୍ତ୍ତମାନ ବାଇକକୁ ନେଇ ଏକ ନୂଆ ଫିଚର ଆସିଛି । ଆପଣ ନିଜର ସ୍ମାର୍ଟଫୋନ୍ ଦ୍ୱାରା ଗାଡ଼ିକୁ ଲକ୍ ଓ ଅନଲକ୍ କରିପାରିବେ । ଆପ୍ ମାଧ୍ୟମରେ ଆପଣ…
ଅକ୍ଟୋବରରେ ଭାରତ-ପାକ୍ ମୁହାଁମୁହିଁ, ଜାଣନ୍ତୁ ପୂରା କାର୍ଯ୍ୟକ୍ରମ
ନୂଆଦିଲ୍ଲୀ: ଆଇସିସି ପ୪ରୁ ଚଳିତ ବର୍ଷ ହେବାକୁ ଟି୨୦ ବିଶ୍ୱ କପ୍ ର ପୂରା କାର୍ଯ୍ୟକ୍ରମ ଘୋଷଣା କରିଛି । କରୋନା ମହାମାରୀ କାରଣରୁ ଭାରତରେ ହେବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟର ଓମାନ୍ ଏବଂ ୟୁଏଇରେ ହେବାକୁ ଯାଉଛି ।…
ଓଡ଼ିଶାରେ ପହଞ୍ଚିବା ପରେ ହକି ଖେଳାଳିଙ୍କୁ ଭବ୍ୟ ସ୍ୱାଗତ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଭୁବନେଶ୍ୱରରେ ପହଞ୍ଚିଛନ୍ତି ଭାରତୀୟ ପୁରୁଷ ଓ ମହିଳା ହକି ଖେଳାଳି । ବିମାନବନ୍ଦରରେ ଉଭୟ ପୁରୁଷ ଓ ମହିଳା ଟିମ୍ ଖେଳାଳିଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା…