Browsing Category
Breaking News
ନୀରଜ ଚୋପ୍ରାଙ୍କୁ ଏଏଫ୍ଆଇ ପକ୍ଷରୁ ସ୍ୱତନ୍ତ୍ର ସମ୍ମାନ: ଏଣିକି ପ୍ରତିବର୍ଷ ଅଗଷ୍ଟ ୭ରେ ପାଳିତ ହେବ ଜାଭେଲିନ୍ ଦିବସ
ନୂଆଦିଲ୍ଳୀ: ଚଳିତ ବର୍ଷ ଟୋକିଓ ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଜିଣି ଭାରତକୁ ଗୌରାବନ୍ୱିତ କରିଥିବା ଜାଭେଲିନ ଥ୍ରୋର ନୀରଜ ଚୋପ୍ରାଙ୍କ ସମ୍ମାନାର୍ଥେ ପ୍ରତିବର୍ଷ ଅଗଷ୍ଟ ୭ ତାରିଖ ଦିନ ଦେଶରେ ଜାଭେଲିନ ପ୍ରତିଯୋଗିତା…
ସ୍କୁଲ ଖୋଲିବା ମାତ୍ରେ ମାଡିଗଲା କରୋନା, ୨ ଟି ସ୍କୁଲରୁ ୨୦ ଜଣ ଛାତ୍ରଛାତ୍ରୀ ପଜିଟିଭ୍
ଲୁଧିଆନା: କରୋନା ସଂକ୍ରମଣ ହ୍ରାସ ପାଇଥିଲେ ବି ବିପଦ ସମ୍ପୂର୍ଣ୍ଣ ଭାବେ ଟଳିନି । ଏହାରି ମଧ୍ୟରେ ପଞ୍ଜାବରେ ସ୍କୁଲ ଖୋଲିବା ମାତ୍ରେ ମାଡିଯାଇଛି କରୋନା । ଲୁଧିଆନାର ୨ଟି ସରକାରୀ ସ୍କୁଲରେ ପ୍ରାୟତଃ ୨୦ ଛାତ୍ରଛାତ୍ରୀ…
୨୩ରୁ ଆରମ୍ଭ ହେବ ଏକକ ପିଜି ଏଣ୍ଟ୍ରାନ୍ସ, ସେପ୍ଟେମ୍ବର ୩ ପର୍ଯ୍ୟନ୍ତ ଚାଳିବ
ଭୁବନେଶ୍ୱର(ଭାସ୍କର ନ୍ୟୁଜ୍): ଆସନ୍ତା ୨୩ ତାରିଖରୁ ଆରମ୍ଭ ହେବ ଏକକ ପିଜି ପ୍ରବେଶିକା ପରୀକ୍ଷା । ପରୀକ୍ଷା ନେଇ ମଙ୍ଗଳବାର ଦିନ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ବିଜ୍ଞପ୍ତି ଅନୁଯାୟୀ ଏକକ…
୩ ଦିନ ପର୍ଯ୍ୟନ୍ତ କାଳବୈଶାଖୀ ବର୍ଷା ସମ୍ଭାବନା, ୧୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
ଭୁବନେଶ୍ୱର (ଭାସ୍କର ନ୍ୟୁଜ୍): ଆସନ୍ତା ୩ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବିଜୁଳି ଘଡଘଡି ସହିତ ବର୍ଷା ସମ୍ଭାବନା ରହିଛି । ଭୁବନେଶ୍ୱର ଆଞ୍ଚଳିକ ପାଣିାଗ କେନ୍ଦ୍ରର ସୂଚନା ଅନୁଯାୟୀ ଆସନ୍ତା ୨୪ ଘଣ୍ଟା…
ଭାରତରେ ବ୍ୟାନ୍ ହୋଇଥିବା ଏହି ଆପ୍ ଦୁନିଆରେ ହୋଇଛି ସର୍ବାଧିକ ଥର ଡାଉନଲୋଡ୍, ଜାଣନ୍ତୁ ଟପ୍ ୫ ଲିଷ୍ଟରେ ରହିଛି କେଉଁ କେଉଁ ଆପ୍
ନୂଆଦିଲ୍ଲୀ: ୨୦୨୦ରେ ସର୍ବାଧିକ ଥର ଡାଉନଲୋଡ୍ କରାଯାଇଥିବା ଆପ୍ ହୋଇଥିଲା ଟିକଟକ୍ । ଏଥିସହ ଫେସବୁକ୍ ଭଳି ଆପ୍ କୁ ବି ପଛରେ ଛାଡ଼ିଦେଇଥିଲା ଟିକଟକ୍ । ବିଜନେସ୍ ଜର୍ନାଲ୍ ନିକ୍କେଇ ଏସିଆର ଏକ ରିପୋର୍ଟ ମୁତାବକ, ୨୦୧୮ରୁ…
୧୯୮୯ ମସିହାରୁ ଏଯାବତ୍ ଜମ୍ମୁରେ ୫ ହଜାର ୮୦୦ରୁ ଅଧିକ ସୁରକ୍ଷାକର୍ମୀ ହୋଇଛନ୍ତି ସହିଦ୍
ନୂଆଦିଲ୍ଲୀ: ଜାମ୍ମୁ କାଶ୍ମୀରକୁ ନେଇ ଭାରତ ଏବଂ ପାକିସ୍ତାନ ମଧ୍ୟରେ ବିବାଦ ଆଜି ଯାଏଁ ତାଜା ରହିଛି । ଏଥିଯୋଗୁଁ ହେଉଥିବା ବିବାଦ କାରଣରୁ ସୀମାରେ ଅନେକ ଯବାନଙ୍କ ପ୍ରାଣ ଯାଇଛି । ଆଉ ଏହି ବିବାଦ କାରଣରୁ ହିଁ ଅନେକ…
ଜଙ୍କ୍ ଫୁଡ୍ ଖାଇବା ଅଭ୍ୟାସ ଯାଉନି କି? ତେବେ ଆପଣାନ୍ତୁ ଏହି ଟିପ୍ସ
ଓଡ଼ିଶା ଭାସ୍କର ବ୍ୟୁରୋ: ଆମେ ସମସ୍ତେ ଭଲ ଭାବେ ଜାଣିଛୁ ଯେ, ଜଙ୍କ୍ ଫୁଡ୍ ଆମ ସ୍ୱାସ୍ଥ୍ୟ ପାଇଁ କେତେ ହାନିକାରକ । ଏହା ଜାଣିବା ସତ୍ତେ୍ୱ ଜଙ୍କ୍ ଫୁଡ୍ ବା ଫାଷ୍ଟ୍ ଫୁଡ୍ ଖାଇବା ଅଭ୍ୟାସ ସହଜରେ କେହି ବି ଛାଡ଼ି ପାରନ୍ତି…
କ୍ଷୀର ନା ଅମୃତ ! ଲିଟରକୁ ୧୦ ହଜାର ଟଙ୍କାରେ ବିକ୍ରି ହେଉଛି, ଏମିତି ରହିଛି କାରଣ
ନୂଆଦିଲ୍ଲୀ: ଗଧ କ୍ଷୀର ଲିଟର୍ ପିଛା ୧୦ ହଜାର ଟଙ୍କା । ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥାଇପାରେ । କିନ୍ତୁ ତଥ୍ୟଟି ଏକଦମ୍ ସତ୍ୟ । କିଛି ଦିନ ହେବ ମହାରାଷ୍ଟ୍ରର ଉତ୍ସାନାବାଦ୍ ଜିଲ୍ଲାରେ ଗଧ କ୍ଷୀର ଚର୍ଚ୍ଚାର ବିଷୟ…
ଅଗଷ୍ଟ ୫ରେ ଡ୍ୟୁଟିକୁ ଫେରିଲେ ଯବାନ, ୭ରେ ହୋଇଗଲେ ସହିଦ୍; ସସମ୍ମାନ ଦିଆଗଲା ଶ୍ରଦ୍ଧାଞ୍ଜଳି
ହରିୟାଣା: ଅଗଷ୍ଟ ୫ ତାରିଖରେ ଡ୍ୟୁଟିକୁ ଫେରିଥିଲେ ଯବାନ । ହେଲେ ୭ ତାରିଖରେ ଯୁଦ୍ଧ ସମୟରେ ସହିଦ୍ ହୋଇଗଲେ । ହରିୟାଣାର ହିସାର ଗାଁରେ ରହୁଥିବା ୨୪ ବର୍ଷିୟ ଯବାନ ସୁରେନ୍ଦ୍ର କାଲୀରାମନା ଜମ୍ମୁ-କାଶ୍ମୀରର ଉରୀ…