Browsing Category

Breaking News

ପଞ୍ଚମ ପର୍ଯ୍ୟାୟରେ ୭୦%ରୁ ଅଧିକ ମତଦାନ: ନିର୍ବାଚନ କମିଶନ

ଭୁବନେଶ୍ୱର: ରାଜ୍ୟରେ ସରିଛି ପଞ୍ଚମ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ । ଏନେଇ ପ୍ରେସମିଟରେ ସୂଚନା ଦେଇଛନ୍ତି ନିର୍ବାଚନ କମିଶନ ଆଦିତ୍ୟ ପାଢ଼ୀ । ପଞ୍ଚମ ପର୍ଯ୍ୟାୟରେ ୭୦ ପ୍ରତିଶତରୁ ଅଧିକ ମତଦାନ ହୋଇଥିବା ନେଇ ସୂଚନା…

ଋଷ-ୟୁକ୍ରେନ ଯୁଦ୍ଧ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଡାକିଲେ ବୈଠକ

ନୂଆଦିଲ୍ଲୀ: ଋଷିଆ-ୟୁକ୍ରେନ ଯୁଦ୍ଧ ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୈଠକ ଡକାଇଛନ୍ତି । ଏହି ବୈଠକରେ ଯୋଗଦେବେ ବୈଦେଶିକ ମନ୍ତ୍ରୀ ଓ କ୍ୟାବିନେଟ ସଚିବ । ୟୁକ୍ରେନରୁ ଭାରତୀୟଙ୍କୁ ଫେରାଇ ଆଣିବା ଉପରେ…

ଭୟଙ୍କର ହେଉଛି ଯୁଦ୍ଧ ପରିସ୍ଥିତି, ୟୁକ୍ରେନରେ ୪୦ ସୈନ୍ୟ ୧୦ ନାଗରିକଙ୍କ ମୃତ୍ୟୁ; ସେପଟେ ପ୍ରତିକ୍ରିୟା ରଖିଲେ ବ୍ରିଟେନ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଋଷ-ୟୁକ୍ରେନ ମଧ୍ୟରେ ଆରମ୍ଭ ହୋଇଛି ଯୁଦ୍ଧ । ଅନ୍ତର୍ଜାତୀୟ ଣମାଧ୍ୟମର ରିପୋର୍ଟ ଅନୁଯାୟୀ ଋଷ ଆକ୍ରମଣରେ ଏପର୍ଯ୍ୟନ୍ତ ୟୁକ୍ରେନର ୫୦ ଜଣକଙ୍କ ମୃତ୍ୟୁ ହୋଇସାରିଛି । ସେମାନଙ୍କ ମଧ୍ୟରୁ ୪୦ ଜଣ ଯବାନ…

ମହାନଗର ନିର୍ବାଚନ ପାଇଁ ବିଏମସି ପକ୍ଷରୁ ପ୍ରକାଶ ପାଇଲା ଭୋଟର ତାଲିକା: ସବୁ ୱାର୍ଡ ଅଫିସରେ ଉପଲବ୍ଧ ତାଲିକା

ଭୁବନେଶ୍ୱର: ରାଜ୍ୟରେ ଖୁବ୍ ଶୀଘ୍ର ହେବାକୁ ଯାଉଛି ପୌର ନିର୍ବାଚନ । କାଉନସିଲର, କର୍ପୋରେଟର, ପୌରାଧ୍ୟକ୍ଷ, ମେୟର ପଦବୀ ପାଇଁ ନିର୍ବାଚନ ହେବ । ୪୮ ଟି ପୌର ପରିଷଦ, ୫୯ଟି ଏନଏସି ସହ ୩ଟି ମହାନଗରରେ ହେବ ନିର୍ବାଚନ ।…

ବିରିୟାନି ପାଇଁ ଜୀବନ ହାରିଲା ନାବାଳକ ପୁଅ

ବାଲେଶ୍ୱର: ବରିୟାନି ପାଇଁ ଜୀବନ ହାରିଲା ୧୩ ବର୍ଷର ଶିଶୁ । ନୀଳଗିରି ଗୋବିନ୍ଦପୁର ଗାଁରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଘଟଣା । ବାପା ବିରିୟାନି ନ ଆଣିବାରୁ ଜୀବନ ହାରିଲା ପୁଅ । ବଜାରରୁ ବିରିୟାନି ଆଣିବାକୁ…

ଋଷିଆ-ୟୁକ୍ରେନ ଯୁଦ୍ଧ: କ୍ରିପ୍ଟୋ ବଜାରରେ ଅସ୍ଥିରତା , ତଳକୁ ଖସିଲା ବିଟକଏନ

ନୂଆଦିଲ୍ଲୀ: ୟୁକ୍ରେନ ଉପରେ ଋଷର ଆକ୍ରମଣ ଘୋଷଣା ପରେ ଅନ୍ତର୍ଜାତୀୟ ବଜାର ଉପରେ ଏହାର ପ୍ରଭାବ ଦେଖିବାକୁ ମିଳିଛି । ପୂର୍ବରୁ କ୍ରୁଡ ଅଏଲ ଦର ବୃଦ୍ଧି ପାଇଥିବାବେଳେ ଏବେ କ୍ରିପ୍ଟୋକରେନ୍ସୀ ଉପରେ ଏହାର ପ୍ରଭାବ…

ଜିମ୍ ରେ ମହିଳା ଉଠାଇଲେ ୧୮୦ କେଜି ୱେଟ୍, ଅସମ୍ଭାଳ ହୋଇ ଦବିଯିବାରୁ କିଛି ସେକେଣ୍ଡରେ ଚାଲିଗଲା ପ୍ରାଣ; ଭିଡିଓ…

ନୂଆଦିଲ୍ଲୀ: ଏକ ସୁସ୍ଥ ଶରୀର ପାଇଁ କସରତ ନିହାତି ଆବଶ୍ୟକ । ଏପରି ସ୍ଥଳେ ଶରୀରକୁ ଫିଟ୍ ରଖିବା ପାଇଁ ଲୋକାମାନେ ଜିମ୍ ଯାଇଥାନ୍ତି । ହେଲେ ଜିମ୍ ରେ ସାବଧାନତା ଅବଲମ୍ବନ କରିବା ନିହାତି ଜରୁରୀ । ନଚେତ୍ ଜୀବନ ବି ଚାଲି…

ରୁଷ-ୟୁକ୍ରେନ ଯୁଦ୍ଧ: ଭାରତକୁ ସହାୟତା ମାଗିଲା ୟୁକ୍ରେନ

ନୂଆଦିଲ୍ଲୀ: ରୁଷ ସହ ଯୁଦ୍ଧ ମଧ୍ୟରେ ଭାରତର ସହାୟତା ମାଗିଛି ୟୁକ୍ରେନ୍ । ୟୁକ୍ରେନର ରାଷ୍ଟ୍ରଦୂତ ପ୍ରଧାନନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ହସ୍ତକ୍ଷେପ କରିବାକୁ ଅନୁରୋଧ କରିଛନ୍ତି । ନୂଆଦିଲ୍ଲୀ ସ୍ଥିତ ୟୁକ୍ରେନ ଦୂତାବାସ…

ସାଢ଼େ ୧୨ଟା ସୁଦ୍ଧା ୫୫% ମତଦାନ: ଥୁଆମୂଳ ରାମପୁରରେ ବୁଥ୍ ରିଗିଂ!

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପଞ୍ଚମ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ପାଇଁ ମତଦାନ ଶେଷ ହୋଇଛି । ମଧ୍ୟାହ୍ନ ୧୨ଟା ୩୦ ସୁଦ୍ଧା ରାଜ୍ୟରେ ୫୫% ମତଦାନ ହୋଇଛି । ଏନେଇ ରାଜ୍ୟ ନିର୍ବାଚନ କମିଶନ ସଚିବ ରବୀନ୍ଦ୍ର ନାଥ ସାହୁ…

ୟୁକ୍ରେନ-ରୁଷିଆ ଯୁଦ୍ଧ: ଦୁଇଟି ସହର କବଜା କଲା ରୁଷିଆ

ନୂଆଦିଲ୍ଲୀ: ୟୁକ୍ରେନ ସୀମା ଭିତରେ ପଶିଲେ ରୁଷୀୟ ସ୍ଥଳସେନା । ଟ୍ୟାଙ୍କ ଓ ଯୁଦ୍ଧାସ୍ତ୍ର ସହ ପ୍ରବେଶ ନେଇ ୟୁକ୍ରେନ ବର୍ଡର୍ ଗାର୍ଡ ସ୍ୱୀକାର କରିଛନ୍ତି । ସୀମାନ୍ତ ଲୁହାଂସ୍କର ଦୁଇଟି ସହର କବଜାକୁ ନେଇଥିବା ରୁଷିଆ…