fbpx
Browsing Category

Breaking News

ହସ୍ପିଟାଲରେ କରୋନା ବିସ୍ଫୋରଣ: ୮୦ ଡାକ୍ତର ପଜିଟିଭ୍, ଜଣେ ମୃତ

ନୂଆଦିଲ୍ଲୀ, ୧୦ା୫: କରୋନାର ବିସ୍ଫୋରଣ ଶେଷରେ ହସ୍ପିଟାଲକୁ ଗ୍ରାସ କରିଛି । ଦିଲ୍ଲୀର ସରୋଜ ହସ୍ପିଟାଲରେ ପ୍ରାୟ ୮୦ ଜଣ ଡାକ୍ତର କରୋନା ପଚିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଜଣେ ଡାକ୍ତର ମୃତ୍ୟୁବରଣ…

ମମତା ବାନାର୍ଜୀଙ୍କ କ୍ୟାବିନେଟର ୪୩ ସଦସ୍ୟଙ୍କ ଶପଥ ଗ୍ରହଣ ଆଜି

କୋଲକାତା, ୧୦ା୫: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ କ୍ୟାବିନେଟର ୪୩ ଜଣ ସଦସ୍ୟ ଆଜି ଶପଥ ଗ୍ରହଣ କରିବେ । ସକାଳ ୧୦ଟା ୪୫ ମିନିଟରେ ସମସ୍ତ ସଦସ୍ୟ ଶପଥ ନେବେ । ଏମାନଙ୍କ ମଧ୍ୟରୁ ୧୭ ଜଣ ବିଗତ ଦୁଇଟି…

ବଢ଼ିଲା ବିପଦ! ବାୟୁ ମାଧ୍ୟମରେ ବ୍ୟାପୁଛି କରୋନା: ୬ ଫୁଟରୁ ଅଧିକ ଦୂରତାରେ ଥିଲେ ବି ହେବେ ଆକ୍ରାନ୍ତ

ନୂଆଦିଲ୍ଲୀ, ୧୦ା୫: କରୋନା ଲଢ଼େଇ ପାଇଁ କେବଳ ସାମାଜିକ ଦୂରତା ବଜାୟ ରଖିବା ଯଥେଷ୍ଟ ନୁହେଁ । ୬ ଫୁଟରୁ ଅଧିକ ଦୂରତାକୁ କରୋନା ଭାଇରସ୍ ସହଜରେ ବ୍ୟାପି ପାରୁଛି । ଆମେରିକାର ରୋଗ ନିୟନ୍ତ୍ରଣ ଓ ପ୍ରତିରୋଧ କେନ୍ଦ୍ର…

ଆଜି ଶପଥ ନେବେ ହିମନ୍ତ ବିଶ୍ୱ ଶର୍ମା

ଦିସପୁର, ୧୦ା୫: ପୂର୍ବରୁ ଲାଗି ରହିଥିବା ସମସ୍ତ କଳ୍ପନାଜଳ୍ପନାର ଅନ୍ତ ଘଟିଛି । ଆସାମର ମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ନେବେ ହିମନ୍ତ ବିଶ୍ୱ ଶର୍ମା । ରାଜ୍ୟପାଳ ଜଗଦୀଶ ମୁଖୀ ୧୧ଟା ୩୦ରେ ହିମନ୍ତଙ୍କୁ ପଦ ଓ…

ବିଶ୍ୱରେ କରୋନା ମୃତ୍ୟୁସଂଖ୍ୟା ୩୩.୦୬ ଲକ୍ଷ ପାର

ନୂଆଦିଲ୍ଲୀ, ୧୦। ୫ : ସମଗ୍ର ବିଶ୍ୱରେ କରୋନାର ପ୍ରଭାବ କ୍ରମଶଃ ବଢ଼ିବାରେ ଲାଗିଛି । ବିଶ୍ୱରେ କରୋନା ମୃତ୍ୟୁ ସଂଖ୍ୟା ୩୨ ଲକ୍ଷ ୬ ହଜାର ୩୧୩ରେ ପହଞ୍ଚିଛି । ବିଶ୍ୱରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୫ କୋଟି ୮୯ ଲକ୍ଷ ୫୬…

ଓଡିଶାରେ କରୋନା ଯୋଗୁ ଆଖି ବୁଜିଲେ ୧୭ ଆକ୍ରାନ୍ତ

ଭୁବନେଶ୍ୱର,୧୦ ।୫(ଓଡିଶା ଭାସ୍କର): ଓଡିଶାରେ କରୋନା ସଂକ୍ରମଣ ସହିତ ମୃତ୍ୟୁ ସଂଖ୍ୟା ବି ବଢିବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ୧୭ ଆକ୍ରାନ୍ତଙ୍କ ଜୀବନ ନେଇଛି କରୋନା ମହାମାରୀ । ଏହି କ୍ରମରେ କରୋନାଜନିତ ମୃତ୍ୟୁ…

ଓଡିଶାରେ ଆଜି ୧୦,୦୩୧ ପଜିଟିଭ ଚିହ୍ନଟ, ଜାଣନ୍ତୁ କେଉଁଠୁ କେତେ?

ଭୁବନେଶ୍ୱର,୧୦ ।୫(ଓଡିଶା ଭାସ୍କର): ରାଜ୍ୟରେ କରୋନା ଗ୍ରାଫ୍ ଉପରମୁହାଁ ହୋଇ ବଢିଚାଲିଛି, ଫଳରେ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଆଜି ବି ୧୦ ହାଜର ଉପରେ ରହିଛି ରାଜ୍ୟର ସଂକ୍ରମଣ ସଂଖ୍ୟା । ଗତ ୨୪ ଘଣ୍ଟା…

ସୁପରଷ୍ଟାର ଅମିତାଭ ବଚ୍ଚନ କୋଭିଡ ସେଣ୍ଟର ପାଇଁ ଦାନ କଲେ ୨କୋଟି ଟଙ୍କା

ନୂଆଦିଲ୍ଲୀ ୦୯ । ୦୫ (ଓଡ଼ିଶା ଭାସ୍କର) : ବଲିଉଡ ସୁପରଷ୍ଟାର ଅମିତାଭ ବଚ୍ଚନ କୋଭିଡ-କେୟାର ସେଣ୍ଟର ପାଇଁ ୨କୋଟି ଟଙ୍କା ଦାନ କରିଛନ୍ତି । ଦିଲ୍ଲୀର ରକବ ଗଞ୍ଜ ଗୁରୁଦ୍ୱାରରେ ସୋମବାର ଦିନ ଖୋଲିବାକୁ ଥିବା କୋଭିଡ-କେୟାର…

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷ ହେବ ସାଂସଦ ରଘୁନାଥ ମହାପାତ୍ରଙ୍କ ଶେଷକୃତ୍ୟ : ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

ଭୁବନେଶ୍ୱର ୦୯ । ୦୫ (ଓଡ଼ିଶା ଭାସ୍କର) : ରାଜ୍ୟସଭା ସାଂସଦ ତଥା ଭାସ୍କର୍ଯ୍ୟ ଶିଳ୍ପୀ ପଦ୍ମଶ୍ରୀ ରଘୁନାଥ ମହାପାତ୍ରଙ୍କ ପାର୍ଥିବ ଶରୀରର ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ କରାଯିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ…

ରାଜ୍ୟରେ ଖସିଲା ପାରଦ, ଜାଣନ୍ତୁ କେଉଁଠି କେତେ ତାପମାତ୍ରା?

ଭୁବନେଶ୍ବର,୯ ।୫(ଓଡିଶା ଭାସ୍କର) : ସାରା ରାଜ୍ୟରେ ତାତିରୁ ମିଳିଲା ସାମାନ୍ୟ ତ୍ରାହି । କେବଳ ବୌଦ୍ଧ ଜିଲ୍ଲାରେ ତାପମାତ୍ରା ରହିଛି ୪୦.୫ ଡିଗ୍ରୀ । ବାକି ସବୁ ଜିଲ୍ଲାରେ ପାରଦ ୪୦ ଡିଗ୍ରୀ ତଳେ ରହିଛି । ସେହିପରି…