fbpx
Browsing Category

Breaking News

IAS ପ୍ରଦୀପ କୁମାର ଜେନା କରୋନା ପଜିଟିଭ୍‌

ଭୁବନେଶ୍ୱର,୯ ।୫(ଓଡିଶା ଭାସ୍କର): ରାଜ୍ୟରେ କରୋନା ମହାମାରୀ ବଢିଚାଲିଥିବା ବେଳେ ବରିଷ୍ଠ ନେତା ଓ ଅଧିକାରୀମାନେ ଏହାର ଶିକାର ହେଉଛନ୍ତି । ଏହାରି ମଧ୍ୟରେ ବରିଷ୍ଠ ଆଇଏଏସ ଅଧିକାରୀ ପ୍ରଦୀପ କୁମାର ଜେନା କରୋନାର…

ଆଲିଗଡ଼ ମୁସଲିମ୍ ୟୁନିଭରସିଟିରେ କରୋନା କହର: ୪୦ ଟପିଲାଣି ମୃତ୍ୟୁସଂଖ୍ୟା

ଆଲିଗଡ଼, ୯ା୫: ଉତ୍ତରପ୍ରଦେଶର ଆଲିଗଡ଼ ମୁସଲିମ ୟୁନିଭରସିଟି (ଏଏମୟୁ)ରେ କରୋନାର ପ୍ରକୋପ ବଢ଼ିବାରେ ଲାଗିଛି । ଗୋଟିଏ ସପ୍ତାହ ମଧ୍ୟରେ ୧୫ ଜଣ ପ୍ରଫେସର ପ୍ରାଣ ହରାଇଛନ୍ତି । ଏହାଛଡ଼ା ଏଏମୟୁର ଅନ୍ୟ କର୍ମଚାରୀଙ୍କୁ ମିଶାଇ…

ଦେଶରେ ବଢ଼ି ଚାଲିଛି କରୋନା ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟା

ନୂଆଦିଲ୍ଲୀ, ୯ା୫ : ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାରେ ୪୦୯୨ ଜଣଙ୍କ ମୃତ୍ୟୁ ଘଟିଛି । ଏହାଫଳରେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୨ ଲକ୍ଷ ୪୨ ହଜାର ୩୬୨କୁ ବୃଦ୍ଧି…

କୋଭିଡ୍ ନିୟମ ଉଲ୍ଲଂଘନ କରି ଶବ ପୋତିଦେଲେ: ଚାଲିଗଲା ୨୧ ଜଣଙ୍କ ଜୀବନ

ନୂଆଦିଲ୍ଲୀ, ୯ା୫: ଭାରତରେ କରୋନା ସଂକ୍ରମଣ ଶୀର୍ଷସ୍ତରରେ ରହିଛି । ରାଜସ୍ଥାନରେ ମଧ୍ୟ ମୃତ୍ୟୁସଂଖ୍ୟା ବଢ଼ିବାରେ ଲାଗିଛି । ସିକର ଜିଲ୍ଲା ଅନ୍ତର୍ଗତ ଏକ ଗାଁର ଗ୍ରାମବାସୀ କରୋନା ରୋଗୀଙ୍କୁ ବିନା କୋଭିଡ୍ ପ୍ରୋଟୋକଲରେ…

ଧରାପଡ଼ିଲା ଚୀନର ଷଡ଼ଯନ୍ତ୍ର: ୫ ବର୍ଷ ପୂର୍ବରୁ ହୋଇଥିଲା କରୋନା ଯୋଜନା

ନୂଆଦିଲ୍ଲୀ, ୯ା୫: ସମଗ୍ର ବିଶ୍ୱରେ ଆତଙ୍କ ସୃଷ୍ଟି କରିବା ପାଇଁ ଚୀନ୍ ପାଞ୍ଚ ବର୍ଷ ପୂର୍ବରୁ ବ୍ୟୁହ ରଚନା କରିଥିଲା । ୨୦୧୫ରେ ଚୀନର ସାମରିକ ବିଜ୍ଞାନୀମାନେ ଏକ କୃତିମ ଭୂତାଣୁକୁ ଅସ୍ତ୍ରଭାବେ ବ୍ୟବହାର କରିବାକୁ…

ସ୍କୁଲ ନିକଟରେ ଭୟଙ୍କର ବିସ୍ଫୋରଣ: ୩୦ ଜଣଙ୍କ ମୃତ୍ୟୁ, ୫୦ ଗୁରୁତର

କାବୁଲ, ୯ା୫: ଆଫଗାନିସ୍ତାନରେ ଏକ ଭୟଙ୍କର ବିସ୍ଫୋରଣ ଘଟିଛି । ଏକ ଗାର୍ଲସ୍ ସ୍କୁଲ ନିକଟରେ ଏହି ବିସ୍ଫୋରଣ ଘଟି ୩୦ ଜଣଙ୍କ ମୃତ୍ୟୁ ଘଟିଛି । ୫୦ରୁ ଅଧିକ ଗୁରୁତର ହୋଇ ଚିକିତ୍ସିତ ହେଉଛନ୍ତି । ମୃତକଙ୍କ ମଧ୍ୟରେ…

ବିଶ୍ୱରେ କରୋନା ମୃତ୍ୟୁସଂଖ୍ୟା ୩୨.୯୬ ଲକ୍ଷ ଟପିଲା

ନୂଆଦିଲ୍ଲୀ, ୯। ୫ : ସମଗ୍ର ବିଶ୍ୱରେ କରୋନାର ପ୍ରଭାବ କ୍ରମଶଃ ବଢ଼ିବାରେ ଲାଗିଛି । ବିଶ୍ୱରେ କରୋନା ମୃତ୍ୟୁ ସଂଖ୍ୟା ୩୨ ଲକ୍ଷ ୯୬ ହଜାର ୫୬୯ରେ ପହଞ୍ଚିଛି । ବିଶ୍ୱରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୫ କୋଟି ୮୩ ଲକ୍ଷ ୧୧…

ଓଡିଶାରେ ଆଜି ୧୯ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ଭୁବନେଶ୍ୱର,୯ ।୫(ଓଡିଶା ଭାସ୍କର): ଓଡିଶାରେ କରୋନା ସଂକ୍ରମଣ ସହିତ ମୃତ୍ୟୁ ସଂଖ୍ୟା ବି ବଢିବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ୧୯ ଆକ୍ରାନ୍ତଙ୍କ ଜୀବନ ନେଇଛି କରୋନା ମହାମାରୀ । ଏହି କ୍ରମରେ କରୋନାଜନିତ ମୃତ୍ୟୁ…

ଓଡିଶା ଦୈନିକ ସଂକ୍ରମଣ ୧୦ ହଜାର ପାର୍‌: ଆଜି ୧୦,୬୩୫ ପଜିଟିଭ ଚିହ୍ନଟ, ଜାଣନ୍ତୁ କେଉଁଠୁ କେତେ?

ଭୁବନେଶ୍ୱର,୯ ।୫(ଓଡିଶା ଭାସ୍କର): ରାଜ୍ୟରେ କରୋନା ଗ୍ରାଫ୍ ଉପରମୁହାଁ ହୋଇ ବଢିଚାଲିଛି, ଫଳରେ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଆଜି ବି ୧୦ ହାଜର ଉପରେ ରହିଛି ରାଜ୍ୟର ସଂକ୍ରମଣ ସଂଖ୍ୟା । ଗତ ୨୪ ଘଣ୍ଟା…

୫୦ରୁ ଅଧିକ ମାଓବାଦୀ କରୋନା ପଜିଟିଭ

ଭୁବନେଶ୍ୱର,୮ ।୫(ଓଡିଶା ଭାସ୍କର): ରାଜ୍ୟରେ କରୋନା ମହାମାରୀ ବଢିଚାଲିଥିବା ବେଳେ ୫୦ରୁ ଅଧିକ ମାଓବାଦୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଇନାମୀ ମହିଳା ମାଓବାଦୀ ସୁଜାତା ବି କରୋନା ପଜିଟିଭ ହୋଇଥିବା ଜଣାପଡିଛି ।…