Browsing Category
Breaking News
ରାଜ୍ୟରେ ପୁଣି ଫେରିଲା ଶୀତ: ଆଜି ୬ ଜିଲ୍ଲାରେ ଘନ କୁହୁଡ଼ି ସମ୍ଭାବନା, ୟେଲୋ ଆଲର୍ଟ ଜାରି
ଭୁବନେଶ୍ୱର, (ଭାସ୍କର ନ୍ୟୁଜ): ସାରା ରାଜ୍ୟରେ ପୁଣି ଫେରିଛି ଶୀତ । ଆଗାମୀ ୪ ଦିନ ଯାଏ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିବା ସହ ଦିନେ ଦୁଇଦିନ ମଧ୍ୟରେ ରାତିର ତାପମାତ୍ରା ୩ରୁ ୪ ଡିଗ୍ରୀ ହ୍ରାସ ପାଇବାର ସମ୍ଭାବନା…
ବିଶିଷ୍ଟ ହିନ୍ଦୁସ୍ଥାନୀ ଶାସ୍ତ୍ରୀୟ ସଙ୍ଗୀତଜ୍ଞ ଗୁରୁ ପଣ୍ଡିତ ଦାମୋଦର ହୋତାଙ୍କ ପରଲୋକ
ଓଡ଼ିଶାର ପ୍ରସିଦ୍ଧ ହିନ୍ଦୁସ୍ଥାନୀ ଶାସ୍ତ୍ରୀୟ ସଙ୍ଗୀତଜ୍ଞ, ସଂଗୀତ ପ୍ରବୀଣ ତଥା ଉଡ୍ର ପଦ୍ଧତ୍ତୀୟ ସଂଗୀତର ଗବେଷକ ଓ ପ୍ରଚାରକ ବର୍ଷିୟାନ ଗୁରୁ ପଣ୍ଡିତ ଦାମୋଦର ହୋତାଙ୍କ ପରଲୋକ ଘଟିଛି । ଶନିବାରରାତି ପ୍ରାୟ ୧୨ଟା ୧୫…
TATAର ଏହି ସବୁ କାର୍ ଉପରେ ମିଳୁଛି ୬୦ ହଜାର ପର୍ଯ୍ୟନ୍ତ ଛାଡ଼, ଜାଣନ୍ତୁ କ’ଣ ରହିଛି ଅଫର୍
ଭୁବନେଶ୍ୱର: କାର୍ କିଣିଲା ବେଳେ ସମସ୍ତେ ନିଜ କାରରେ କିଛି ପରିବର୍ତ୍ତନ କରିବାକୁ ପସନ୍ଦ କରିଥାନ୍ତି । ଏହାର ଲୁକ୍ ତଥା ଇଣ୍ଟିରିୟରରେ ପରିବର୍ତ୍ତନ କରିବାକୁ ଚାହିଥାନ୍ତି ଯେମିତିକି କେହି କେହି ଗ୍ରାଫିକ୍ସ ଲଗାଇବାକୁ…
ସ୍ପୁଟନିକ୍ ଲାଇଟ ଟିକାକୁ DCGIର ଅନୁମତି: ସିଙ୍ଗିଲ ଡୋଜରେ ହେବ କରୋନା ସଫା!
ନୂଆଦିଲ୍ଲୀ: ଭାରତରେ ସିଙ୍ଗିଲ ଡୋଜ୍ ସ୍ପୁଟନିକ ଲାଇଟ୍ କୋଭିଡ ଟିକାକୁ ଅନୁମତି । ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ଦେଲା ଡିସିଜିଆଇ । ଏନେଇ ଟ୍ୱିଟ୍ କରି ସୂଚନା ଦେଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ…
ଯୁବତୀଙ୍କ ଆକାଉଣ୍ଟରରୁ ୧୨ ଲକ୍ଷ ଲୁଟ ମାମଲା: ମୁଖ୍ୟ ଅଭିଯୁକ୍ତ ସମେତ ୫ ଗିରଫ
ବାଲେଶ୍ୱର: ଯୁବତୀଙ୍କ ଆକାଉଣ୍ଟରୁ ୧୨.୪୫ ଲକ୍ଷ ସାଇବର ଠକେଇ ଘଟଣା । ମୁଖ୍ୟ ଅଭିଯୁକ୍ତ ସମେତ ୫ ଜଣଙ୍କୁ ଗିରଫ କଲା ବାଲେଶ୍ୱର ସାଇବର ପୋଲିସ । ମୁଖ୍ୟ ଅଭିଯୁକ୍ତ ସୁନ୍ଦରଗଡ଼ର, ଅନ୍ୟ ୪ ଜଣ ପଶ୍ଚିମବଙ୍ଗର ସୂଚନା ।…
ପଞ୍ଚଭୂତରେ ବିଲୀନ ହେଲେ ସ୍ୱର ସାମ୍ରାଜ୍ଞୀ ଲତା ମଙ୍ଗେସକର
ମୁମ୍ବାଇ: ଆଉ ଶୁଣିବାକୁ ମିଳିବନି କୋକିଳ କଣ୍ଠିଙ୍କ ସୁମଧୁର କଣ୍ଠ ସ୍ୱର । ପଞ୍ଚଭୂତରେ ଲୀନ ହେଲା ସ୍ୱର ସାମ୍ରାଜ୍ଞୀ ଲତା ମଙ୍ଗେସକରଙ୍କ ମରଶୀରର । ମୁମ୍ବାଇ ଶିବାଜୀ ପାର୍କରେ ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ…
ଶିବାଜୀ ପାର୍କରେ ଲତାଙ୍କ ପାର୍ଥିବ ଶରୀର: ଅନ୍ତିମ ଦର୍ଶନ ପାଇଁ ପହଞ୍ଚିଲେ ପ୍ରଧାନମନ୍ତ୍ରୀ
ମୁମ୍ବାଇ: ଅନ୍ତିମ ଯାତ୍ରାରେ ସ୍ୱର ସାମ୍ରାଜ୍ଞୀ ଲତା ମଙ୍ଗେସକର । ମୁମ୍ବାଇ ସ୍ଥିତ ବାସଭବନରୁ ବିରାଟ ଶୋଭାଯାତ୍ରରେ ବାହାରି ଶିବାଜୀ ପାର୍କରେ ପହଞ୍ଚିଛି ଲତାଙ୍କ ପାର୍ଥିବ ଶରୀର । ସେଠାରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ…
ଚରଣଜିତ୍ ସିଂହ ଚନ୍ନି ହିଁ ହେବେ ପଞ୍ଜାବ କଂଗ୍ରେସର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ: ରାହୁଲ ଗାନ୍ଧୀ କଲେ ଘୋଷଣା
ପଞ୍ଜାବ ବିଧାନସଭା ନିର୍ବାଚନରେ କଂଗ୍ରେସର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ପାଇଁ ଲାଗି ରହିଥିବା ଚର୍ଚ୍ଚାରେ ପଡ଼ିଲା ପୂର୍ଣ୍ଣଚ୍ଛେଦ । ପଞ୍ଜାବର ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନୀ ହିଁ ଆଗାମୀ ପଞ୍ଜାବ ବିଧାନସଭା ନିର୍ବାଚନ…
କାରରେ ଲାଗିଲା ନିଆଁ, ହୁତହୁତ ହୋଇ ଜଳିଲା ରାସ୍ତା ମଝିରେ
ଭୁବନେଶ୍ୱର: ରାସ୍ତା ମଝିରେ ହୁତହୁତ ହୋଇ ଜଳିଗଲା କାର୍ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଭୁବନେଶ୍ୱର ଖଣ୍ଡଗିରି ଓଭର ବ୍ରିଜ୍ ନିକଟରେ । ଘଟଣା ସମୟରେ ଗାଡ଼ିରେ ଉପସ୍ଥିତ ଥିବା ଯାତ୍ରୀମାନେ ସୁରକ୍ଷିତ ଥିବା ଜଣାପଡ଼ିଛି…
ଶିବାଜୀ ପାର୍କ ଅଭିମୁଖେ ପାର୍ଥିବ ଶରୀର: ଶେଷକୃତ୍ୟରେ ସାମିଲ ହେବେ ପ୍ରଧାନମନ୍ତ୍ରୀ
ମୁମ୍ବାଇ: ଅନ୍ତିମ ଯାତ୍ରାରେ ସ୍ୱର ସାମ୍ରାଜ୍ଞୀ ଲତା ମଙ୍ଗେସକର । ମୁମ୍ବାଇ ସ୍ଥିତ ବାସଭବନରୁ ବିରାଟ ଶୋଭାଯାତ୍ରରେ ପ୍ରଭୁକୁଞ୍ଜରରୁ ଶିବାଜୀ ପାର୍କ ଅଭିମୁଖେ ବାହାରିଲା ପାର୍ଥିବ ଶରୀର । ସେଠାରେ ରାଷ୍ଟ୍ରୀୟ…