
Browsing Category
Breaking News
ଗହମ ଓ ସୋରିଷ ଚାଷକୁ ନେଇ IARI କୃଷି ବୈଜ୍ଞାନିକ ଜାରି କଲେ ନୂଆ ଆଡଭାଇଜରୀ
ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ଦେଶର କିଛି ସ୍ଥାନରେ ଗହମ ଫସଲ ଅମଳ ହେବାକୁ ଯାଉଛି । ଏଭଳି ସ୍ଥିତିରେ ଭାରତୀୟ କୃଷି ଗବେଷଣା ସଂସ୍ଥା (ଆଇଏଆରଆଇ)ର ବୈଜ୍ଞାନିକମାନେ କିଷାନମାନଙ୍କୁ କିଛି ପରାମର୍ଶ ଦେଇଛନ୍ତି ।…
ପୁରୁଷଙ୍କ ଏହି ଅଭ୍ୟାସ କମ୍ କରିପାରେ ସ୍ପର୍ମ କ୍ୱାଲିଟି, ପିତା ହେବାରୁ ହୋଇପାରନ୍ତି ବଞ୍ଚିତ୍
ନୂଆଦିଲ୍ଲୀ: ସ୍ପର୍ମ କ୍ୱାଲିଟି ଖରାପ ହେବାରୁ ପୁରୁଷଙ୍କଠାରେ ଇନଫର୍ଟିଲିଟି ବା ବନ୍ଧ୍ୟାକରଣ ସମସ୍ୟା ବଢ଼ିଯାଏ । ଏହି କାରଣରୁ ପିତା ହେବାରେ ଅନେକ ସମସ୍ୟା ଦେଖାଦେଇଥାଏ । ଅନେକ କାରଣରୁ ସ୍ପର୍ମର କ୍ୱାଲିଟି ଖରାପ…
ଆଜି ରାଜ୍ୟରେ କୋଭିଡରେ ୩ ଜଣଙ୍କ ମୃତ୍ୟୁ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଧୀରେଧୀରେ କରୋନା କମିବାରେ ଲାଗିଛି । ନୂଆ ଭାରିଆଣ୍ଟ ଓମିକ୍ରନ ଚିହ୍ନଟ ହେବା ପରେ ରାଜ୍ୟରେ ସଂକ୍ରମଣ ଉଦ୍ଧ୍ୱର୍ଗାମୀ ହୋଇଥିଲା । ତେବେ ଖୋର୍ଦ୍ଧା ଜିଲ୍ଲାରୁ ଅଧିକାଂଶ କୋଭିଡ୍…
ଘୋଷଣା ହେଲେ ଜିଲ୍ଲା ପରିଷଦ ସଭାପତି, ଜାଣନ୍ତୁ କେଉଁ ଜିଲ୍ଲାରୁ କିଏ ହୋଇଛନ୍ତି ନିର୍ବାଚିତ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜି ୩୦ଟି ଜିଲ୍ଲାର ଜିଲ୍ଲା ପରିଷଦ ଗଠନ ପାଇଁ ନିର୍ବାଚନ ଚାଲିଛି । ୮୫୨ ଜିଲ୍ଲା ପରିଷଦ ଜୋନରୁ ବିଜେଡି କବଜାରେ ରହିଛି ୭୬୬ଟି ଜୋନ୍ । ବିଜେଡି ଦଳ ୩୦ଟି ଜିଲ୍ଳା ପରିଷଦରେ ସଂଖ୍ୟା…
ଭୁବନେଶ୍ୱରରେ ବିମାନର ଜରୁରୀକାଳୀନ ଅବତରଣ, ଯାତ୍ରୀ ମୃତ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜଧାନୀ ଭୁବନେଶ୍ୱରରେ ବିମାନର ଜରୁରୀକାଳୀନ ଅବତରଣ କରାଯାଇଛି । ଜଣେ ଯାତ୍ରୀ ଅସୁସ୍ଥ ପରେ ଜରୁରୀକାଳୀନ ଅବତରଣ କରିଛି ବିମାନ । କ୍ୟାପିଟାଲ୍ ହସ୍ପିଟାଲରେ ଉକ୍ତ ଯାତ୍ରୀଙ୍କୁ ମୃତ୍ୟୁ…
ବିଶ୍ୱ ରେକର୍ଡ କଲେ ରୋନାଲ୍ଡୋ, ଫୁଟବଲ୍ ଇତିହାସରେ ସବୁଠୁ ଅଧିକ ଗୋଲ୍ କଲେ ଏହି ଷ୍ଟାର୍ ଫୁଟବଲର୍
ନୂଆଦିଲ୍ଲୀ: ଇତିହାସ ରଚିଲେ ପର୍ତ୍ତୁଗାଲର ଷ୍ଟାର ଫୁଟବଲର କ୍ରିଷ୍ଟିଆନୋ ରୋନାଲ୍ଡୋ । ପ୍ରଫେସନାଲ ଫୁଟବଲ ଇତିହାସରେ ସବୁଠାରୁ ଅଧିକ ଗୋଲ୍ କରିଥିବା ଫୁଟବଲର ହୋଇଛନ୍ତି ରୋନାଲ୍ଡୋ । ଏହି ରେକର୍ଡ ସହିତ ସେ ଜୋସେଫ…
Congressର ସ୍ଥିତି ଏପରି: ପୂର୍ବରୁ ଲୋକସଭାରେ ବିରୋଧୀ ଦଳର ମାନ୍ୟତା ହରାଇଥିଲା, ଏବେ ରାଜ୍ୟସଭାରେ ସମଦଶା ଭୋଗିବ
ନୂଆଦିଲ୍ଲୀ: ନିକଟରେ ସମାପ୍ତ ହୋଇଥିବା ୫ଟି ରାଜ୍ୟର ନିର୍ବାଚନର ଫଳାଫଳ ଅନେକ କିଛି ସୂଚନା ପ୍ରଦାନ କରୁଛି । ଗୋଟିଏ ପଟେ ବିଜେପି ଜାତୀୟ ସ୍ତରରେ ନିଜର ପ୍ରାଧାନ୍ୟ ବିସ୍ତାର କରି ଚାଲିଥିବା ବେଳେ ଆମ ଆଦମୀ ପାର୍ଟି…
(Video)ଆମେରିକା ଦୂତାବାସ ଉପରେ ୧୨ଟି ମିସାଇଲ୍ ମାଡ଼
ୱାଶିଂଟନ୍: ଇରାକରେ ଆମେରିକା ଦୂତାବାସ ଉପରେ ଆକ୍ରମଣ ହୋଇଛି । ଦୂତାବାସ ଉପରେ ୧୨ଟି ବାଲିଷ୍ଟିକ୍ ମିସାଇଲ୍ ମାଡ଼ କରାଯାଇଥିବା ସୂଚନା ମିଳିଛି । ଇରବିଲ୍ ସ୍ଥିତ ଦୂତାବାସ ଉପରେ ମିସାଇଲ୍ ମାଡ଼ କରାଯାଇଥିବା ସୂଚନା ରହିଛି…
କିଭ୍ କୁ ତିନିପଟରୁ ଘେରିଲାଣି ରୁଷ
ନୂଆଦିଲ୍ଲୀ: ରୁଷିଆ-ୟୁକ୍ରେନ ମଧ୍ୟରେ ଯୁଦ୍ଧକୁ ୧୮ ଦିନ ବିତିଗଲାଣି । କିଭ୍ ଦଖଲ ପାଇଁ ରୁଷିଆ ସେନାର ନିର୍ଣ୍ଣାୟକ ଲଢ଼େଇ । ବର୍ତ୍ତମାନ କିଭ୍ ଆଡକୁ ଦ୍ରୁତ ଗତିରେ ଅଗ୍ରସର ହେଉଛି ରୁଷିଆ । କିଭ୍ ସହରର ଓବ୍ଲାଷ୍ଟ୍ ଉପରେ…
(ଦେଖନ୍ତୁ Video) ଏକାସାଙ୍ଗରେ ୮୧ ଜଣ ଲୋକଙ୍କୁ ଦିଆଗଲା ଫାଶୀ: ଜାଣନ୍ତୁ କ’ଣ ଥିଲା ଅପରାଧ
ଦୁବାଇ: ହତ୍ୟା ଓ ଆତଙ୍କବାଦ ଅପରାଧରେ ଦୋଷୀ ସାବ୍ୟସ୍ତ ହୋଇଥିବା ଲୋକଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଟାନ ଗ୍ରହଣ କରିଛି ସାଉଦି ଆରବ । ଆତଙ୍କୀ ସହ ବିଭିନ୍ନ ଅପରାଧରେ ଦୋଷୀ ସାବ୍ୟସ୍ତ ହୋଇଥିବା ୮୧ ଜଣ ଲୋକଙ୍କୁ ସାମୂହିକ…