
Browsing Category
Breaking News
ପରିଶ୍ରମ ବଳରେ ସୁବକିଛି ସମ୍ଭବ: ଅଟୋ ଚାଳକରୁ ମେୟର ହେଲେ ତାମିଲନାଡୁର ଏହି ବ୍ୟକ୍ତି (See Video)
କୁହାଯାଏ ଭାଗ୍ୟରେ ଯାହା ଥିବା ତାହାହିଁ ହେବ । ତାହାକୁ କହେି ଅଟକାଇପାରିବେନି । ଏଭଳି କିଛି ଘଟିଛି ଜଣେ ଅଟୋ ଚାଳକଙ୍କ ସହ । ଯିଏକି ଜଣେ ଅଟୋଚାଳକରୁ ପାଲଟିଯାଇଛନ୍ତି ମେୟର । ଯାହାକୁ ନେଇ ଏବେ ସବୁଆଡ଼େ ଚର୍ଚ୍ଚା ।…
ଅଧିକ ଘାତକ ବୋଲର କିଏ ? ଅଶ୍ଵିନ ନା ହରଭଜନ, ଜବାବ ଦେଲେ ପୂର୍ବତନ ଖେଳାଳି
ନୂଆଦିଲ୍ଲୀ: ନିକଟରେ ସଂପନ୍ନ ଶ୍ରୀଲଙ୍କା ବିପକ୍ଷ ଟେଷ୍ଟରେ ଭାରତୀୟ ଦଳର ତାରକା ଅଫ ସ୍ପିନର ରବି ଚନ୍ଦ୍ରନ ଅଶ୍ଵିନ ନିଜ ନାମରେ ବଡ ରେକର୍ଡ କରିଛନ୍ତି। ଓ୍ଵିକେଟ୍ ନେବା ମାମଲାରେ ସେ ଭାରତର ମହାନ ଅଲରାଉଣ୍ଡର କପିଲ୍…
ଯବାନଙ୍କ ପ୍ରେମ ନିବେଦନ: ଯୁଦ୍ଧ କ୍ଷେତ୍ରରେ ପ୍ରେମିକାଙ୍କୁ ଏମିତି କଲେ ପ୍ରପୋଜ (See Video)
ୟୁକ୍ରେନ ଉପରେ ଋଷିଆର ଆକ୍ରମଣ ବଢ଼ିବାରେ ଲାଗିଛି । ୟୁକ୍ରେନର କିଭ ଖାରକିଭ ଭଳି ସହରକୁ ଧ୍ୱଂସ କରିବାରେ ଲାଗିଛି ଋଷ । ଯୁଦ୍ଧ ଭୟରେ ଅନେକ ନାଗରିକ ଦେଶ ଛାଡ଼ି ପଡ଼ୋଶୀ ଦେଶରେ ଶରଣ ନେଉଛନ୍ତି । ୧୩ ଦିନରେ ପହଞ୍ଚିଛି…
ନିର୍ବାଚନ କମିଶନଙ୍କ ଅଧିକାରୀ କରୁଛନ୍ତି ଇଭିଏମ ଟାମ୍ପରିଂ: ଭୋଟ ଗଣତି ପୂର୍ବରୁ ଅଭିଯୋଗ ଆଣିଲେ ଅଖିଳେଶ
ଲକ୍ଷ୍ନୌ: ଉତ୍ତର ପ୍ରଦେଶରେ ସରିଛି ସାଧାରଣ ନିର୍ବାଚନ ପାଇଁ ମତଦାନ । ଏବେ ୧୦ ତାରିଖରେ ଆସିବାକୁ ଥିବା ଫଳାଫଳକୁ ନେଇ ଅପେକ୍ଷା କରି ରହିଛନ୍ତି ସମସ୍ତେ । ନିର୍ବାଚନକୁ ନେଇ କରାଯାଇଥିବା ଏଗ୍ଜିଟ୍ ପୋଲ୍ ରେ ଉତ୍ତର…
କାନ୍ଦି କାନ୍ଦି ୟୁକ୍ରେନ ଛାଡ଼ିଲେ ନାବାଳକ: ସୀମାରୁ ଆସିଲା ହୃଦୟ ବିଦାରକ ଚିତ୍ର (See Video)
ଜାରି ରହିଛି ଋଷ-ୟୁକ୍ରେନ ଯୁଦ୍ଧ ବିଭୀଷିକା । ୟୁକ୍ରେନ ଉପରେ ଲଗାତାର ଆକ୍ରମଣ କରିଚାଲିଛି ଋଷ । ୧୩ ଦିନରେ ପହଞ୍ଚିଛି ଯୁଦ୍ଧ । ଯୁଦ୍ଧରେ ଅନେକ ୟୁକ୍ରେନ ସୈନିକଙ୍କ ସହ ସାଧାରଣ ଲୋକଙ୍କର ମୃତ୍ୟୁ ହେଲାଣି । ଅନେକ…
ଦେଶରେ ୨୭ରୁ ଆରମ୍ଭ ହେବ ଅନ୍ତର୍ଜାତୀୟ ବିମାନ ସେବା
ନୂଆଦିଲ୍ଲୀ: ଦେଶରେ ଆସନ୍ତା ୨୭ ତାରିଖରୁ ଅନ୍ତର୍ଜାତୀୟ ପାସେଞ୍ଜର ବିମାନ ସେବା ଆରମ୍ଭ ହେବାକୁ ଯାଉଛି । କୋଭିଡ ପାଇଁ ବନ୍ଦ ଥିବା ସିଡ୍ୟୁଲ ପାସେଞ୍ଜର ବିମାନ ସେବା ଚାଲୁ ହେବ । ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଗାଇଡଲାଇନ୍…
ପୌର ନିର୍ବାଚନରେ ଭୋଟ କିଣାବିକା ନେଇ ଅଭିଯୋଗ ଆଣିଲେ ସାଂସଦ; ମନ୍ତ୍ରୀ କହିଲେ ‘ଏଭଳି ଅଭିଯୋଗ ନକରି ନିଜ ଦଳର ଉନ୍ନତି ପାଇଁ କରନ୍ତୁ ଉଦ୍ୟମ’
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ବହୁଛି ପୌର ନିର୍ବାଚନ ହାୱା । ତିନି ପ୍ରମୁଖ ମହାନଗର ନିଗମ ଏବଂ ଏନଏସି ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ପୁଣି ବଢ଼ିଛି ନିର୍ବାଚନୀ ଉଷ୍ମତା । ସୋମବାର ପୌର…
ଓଡ଼ିଶା ଷ୍ଟିଭେଡର୍ସ ଲିମିଟେଡ ଦ୍ୱାରା ୫୧ତମ ଜାତୀୟ ସୁରକ୍ଷା ସପ୍ତାହ ଅବଜରଭେସନ ଆରମ୍ଭ
କଟକ: ଶ୍ରମିକମାନଙ୍କ ମଧ୍ୟରେ ସୁରକ୍ଷା ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଓଡ଼ିଶା ଷ୍ଟିଭେଡର୍ସ୍ ଲିମିଟେଡ୍ ଜଗତସିଂହପୁର ଜିଲ୍ଲା ଅନ୍ତର୍ଗତ ପାରାଦୀପ ବନ୍ଦରର ବଡ଼ପଡ଼ିଆସ୍ଥିତ କାର୍ଯ୍ୟାଳୟ ପରିସରରେ ୫୧ତମ ଜାତୀୟ…
ବାହାଘରରେ ବିଳମ୍ବ ହେଉଛି କି? ଜାଣନ୍ତୁ କାରଣ ଓ ଏହାର ଉପଚାର
ପୁଅ, ଝିଅଙ୍କ ବାହାଘରରେ କିଛି ନା କିଛି ବିଘ୍ନ ଆସିଥାଏ । ଏହି କାରଣ ଯୋଗୁଁ ବାହାଘର ବିଳମ୍ବରେ ହୋଇଥାଏ । ବାସ୍ତୁ ଦୋଷ ଯୋଗୁ ମଧ୍ୟ ବିବାହରେ ବିଳମ୍ବ ହୋଇଥାଏ । ତେବେ ଆସନ୍ତୁ ଜାଣିବା ଏହାର କିଛି ଉପକାର...…
ବନ୍ଧାହେଲେ କଳାହାଣ୍ଡିର କୋଟିପତି କଲେଜ ଅଧ୍ୟକ୍ଷ, ବାହାରିଥିଲା ପୁଳା ପୁଳା…
କଳାହାଣ୍ଡି(ଓଡ଼ିଶା ଭାସ୍କର): କଳାହାଣ୍ଡି ବିଶ୍ୱନାଥପୁର ହୀରାନୀଳା କଲେଜର ଅଧ୍ୟକ୍ଷ ଗିରଫ । ହୀରାନୀଳା କଲେଜ ଅଧ୍ୟକ୍ଷ ରମେଶ ସରାହୁ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ…