CHARIDHAM
Browsing Category

Breaking News

ବଡ଼ ଖବର: ମେଡିକାଲ୍ ଆଡମିଶନ୍ ନେଇ ମୋଦି କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ: ମେଡିକାଲ୍ କଲେଜ୍ ରେ ଆଡମିଶନ୍ ନେଇ ପ୍ରଧନାମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ବଡ଼ ଘୋଷଣା କରିଛନ୍ତି । ଘରୋଇ ମେଡିକାଲ୍ କଲେଜ୍ ରେ ଆଡମିଶନ୍ ପ୍ରସଙ୍ଗରେ ସେ ଏହି ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି । ଏଣିକି…

୧୧ ହଜାର ରୁଷୀୟ ସୈନ୍ୟ ନିପାତ- ୟୁକ୍ରେନ୍

ନୂଆଦିଲ୍ଲୀ: ଯୁଦ୍ଧରେ ରୁଷିଆର ବଡ଼ କ୍ଷତି ଘଟାଇଥିବା ଦାବି କଲା ୟୁକ୍ରେନ । ୧୧ ହଜାର ରୁଷୀୟ ସୈନ୍ୟଭ୍କୁ ମାରିଥିବା ଆଜି ଦାବି କରିଛି ୟୁକ୍ରେନ୍ । ତେବେ ୧୧ ହଜାର ଯବାନଙ୍କ ସହିତ ୨୯୦ ଟ୍ୟାଙ୍କ୍ ମଧ୍ୟ ଉଡାଇଥିବା ଦାବି…

ଜୀବନ ବଞ୍ଚାଇବାକୁ ଅନ୍ତିମ ପ୍ରୟାସ: ୱାର ଜୋନ ଖାରକିଭ ରେଲୱେ ଷ୍ଟେସନରେ ପାଦ ରଖିବାକୁ ଜାଗା ନାହିଁ

ନୂଆଦିଲ୍ଲୀ: ରୁଷିଆ-ୟୁକ୍ରେନ ଯୁଦ୍ଧର ଭୟଙ୍କର ପରିଣତି କେତେ ଯେ ଭୟଙ୍କର ହୋଇଥିବ ତାହା ଆପଣମାନେ ଏହି ଫଟୋଟିରୁ ଜାଣି ପାରୁଥିବେ । ୱାର ଜୋନରେ ପ୍ରାଣ ବିକଳରେ ଦୌଡ଼ୁଛନ୍ତି ଲୋକମାନେ । ୪.୪ କୋଟି ଜନସଂଖ୍ୟା ବିଶିଷ୍ଟ…

୭୫ ବର୍ଷ ବୟସର ନେତାଙ୍କୁ ବିଜେପି ଟିକେଟ ଦେବନି: ତେବେ ୨୦୨୪ରେ ମୋଦୀ ନିର୍ବାଚନ ଲଢ଼ିବେ ନା ନାହିଁ?

ନୂଆଦିଲ୍ଲୀ: ଆସନ୍ତା ୨୦୨୪ ଲୋକସଭା ନିର୍ବାଚନ ନିଶ୍ଚିତ ଭାବେ ଦେଶ ପାଇଁ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବ । କାରଣ ଏହି ବର୍ଷ ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ଭାବେ ହ୍ୟାଟ୍ରିକ୍ ହାସଲ କରିପାରନ୍ତି ବା ଦେଶ ଜଣେ ନୂଆ…

ମନି ଲଣ୍ଡରିଂ ମାମଲା: ୧୪ ଦିନ ନ୍ୟାୟିକ ହେପାଜତରେ ଗଲେ ନୱାବ ମଲିକ

ନୂଆଦିଲ୍ଲୀ: ଦାଉଦ୍ ଇବ୍ରାହିମ୍ ମନ ଲଣ୍ଡ୍ରିଂ ମାମଲାରେ ମହାରାଷ୍ଟ୍ରର ମନ୍ତ୍ରୀ ତଥା ଏନସିପି ନେତା ନୱାବ୍ ମଲିକଙ୍କୁ ମୁମ୍ବାଇର ସ୍ୱତନ୍ତ୍ର ପିଏମଏଲଏ କୋର୍ଟ ୧୪ ଦିନର ନ୍ୟାୟିକ ହେପାଜତକୁ ପଠାଇଛନ୍ତି । ସୂଚନାଯୋଗ୍ୟ…

ନିଶା ମାଫିଆର ୨ କୋଟି ଟଙ୍କା ସମ୍ପତ୍ତି ଜବତ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ନିଶା ମାଫିଆର ୨ କୋଟିର ସମ୍ପତ୍ତି ଜବତ କରିଛି କ୍ରାଇମବ୍ରାଞ୍ଚ୍ ଏସଟିଏଫ୍ । କୁଖ୍ୟାତ ନିଶା ବ୍ୟବସାୟୀ ଅନୀଲ ପାଣ୍ଡିର ସମ୍ପତ୍ତି ଜବତ କରିଛି ଏସଟିଏଫ୍ । ଜବତ ହୋଇଥିବା ସମ୍ପତ୍ତି ମଧ୍ୟରେ…

ୟୁକ୍ରେନକୁ ପରାସ୍ତ କରିବା ପରେ ମଧ୍ୟ ଜିତି ପାରିବନି ରୁଷ୍: ଜାଣନ୍ତୁ କ’ଣ କହୁଛି ଆମେରିକାର Plan-B ଓ ଅନ୍ତର୍ଜାତୀୟ ରିପୋର୍ଟ

ନୂଆଦିଲ୍ଲୀ: ଆଜି ୧୨ ଦିନରେ ପହଞ୍ଚିଛି ୟୁକ୍ରେନ-ରୁଷିଆ ଯୁଦ୍ଧ । ଏହା ମଧ୍ୟରେ ଦୁଇପକ୍ଷର ବହୁ ଧନଜୀବନ ହାନୀ ଘଟିଥିବା ବେଳେ ରୁଷ ଉପରେ ବିଶ୍ୱର ଅନେକ ରାଷ୍ଟ୍ର ବିଭିନ୍ନ ପ୍ରକାର କଟକଣା ଲଗାଇଛନ୍ତି । ତେବେ ଏନେଇ ଏକ…

ଜେଲେନସ୍କିଙ୍କ ସହିତ କଥା ହେଲେ ମୋଦି, ଜାଣନ୍ତୁ କଣ ହୋଇଛି ଆଲୋଚନା

ନୂଆଦିଲ୍ଲୀ: ୟୁକ୍ରେନରେ ଯୁଦ୍ଧକାଳୀନ ପରିସ୍ଥିତି ଲାଗି ରହିଛି । ଅନେକ ସହରରୁ ଧ୍ୱଂସ କରିସାରିଛନ୍ତି ରୁଷ ସେନା । ଏବେ ସୁଦ୍ଧ ଏକାଧିକ ସହରରେ ବୋମାମାଡ଼ କରୁଛି ରୁଷ । ଏତଦ୍ ମଧ୍ୟରେ ୟୁକ୍ରେନ ରାଷ୍ଟ୍ରପତି…

ରୁଷ ଓ ୟୁକ୍ରେନ ଯୁଦ୍ଧ: ଉଭୟ ଦେଶର ରାଷ୍ଟ୍ରପତିଙ୍କ ସହ କଥା ହେବେ ମୋଦୀ

ନୂଆଦିଲ୍ଲୀ: ୟୁକ୍ରେନରେ ଯୁଦ୍ଧକାଳୀନ ପରିସ୍ଥିତି ଲାଗି ରହିଛି । ଅନେକ ସହରରୁ ଧ୍ୱଂସ କରିସାରିଛନ୍ତି ରୁଷ ସେନା । ଏବେ ସୁଦ୍ଧ ଏକାଧିକ ସହରରେ ବୋମାମାଡ଼ କରୁଛି ରୁଷ । ଏଥିରେ ଅନେକ ଯବାନଙ୍କ ସମେତ ସାଧାରଣ ନାଗରିକଙ୍କ…

Sa Re Ga Ma Pa ୱିନର ହେଲେ ନୀଲାଞ୍ଜନା, ଟ୍ରଫି ସହ ମିଳିଲା ଲକ୍ଷ ଲକ୍ଷ ଟଙ୍କା

ନୂଆଦିଲ୍ଲୀ: ଜି ଟିଭିରେ ପ୍ରସାରିତ ଲୋକପ୍ରିୟ ରିୟଲିଟି ଶୋ ସାରେଗାମାପାର ବିଜେତାଙ୍କ ନାମ ଘୋଷଣା କରାଯାଇଛି । ଏଥିରେ ବାଜି ମାରି ନେଇଛନ୍ତି ନୀଲାଞ୍ଜନା ରାୟ । ନୀଲାଞ୍ଜନାଙ୍କୁ ସର୍ବାଧିକ ଭୋଟ ମିଳିଥିବା ବେଳେ ରନର…