Browsing Category

Breaking News

ୟୁକ୍ରେନକୁ କବଜା କରିବା ପରେ ହଟିବେ ଜେଲେନସ୍କି, ନୂଆ ରାଷ୍ଟ୍ରପତିଙ୍କୁ ନିଯୁକ୍ତି ଦେବେ ପୁଟିନ

ନୂଆଦିଲ୍ଲୀ: ଆଜି ନବମ ଦିନରେ ପହଞ୍ଚିଛି ରୁଷିଆ-ୟୁକ୍ରେନ ଲଢ଼େଇ । ତେବେ ଇତିମଧ୍ୟରେ ଦ୍ୱିତୀୟ ଥର ପାଇଁ ଆରମ୍ଭ ହୋଇଛି ଦୁଇ ଦେଶର ପ୍ରତିନିଧି ମଣ୍ଡଳୀଙ୍କ ମଧ୍ୟରେ ଆଲୋଚନା । ପୂର୍ବରୁ ରୁଷ ରାଷ୍ଟ୍ରପତି ଭ୍ଲାଡିମିର…

ଅଜବ: ହେଲମେଟ୍ ନପିନ୍ଧିବାରୁ ଅଟୋ ରିକ୍ସା ଡ୍ରାଇଭରଙ୍କ କଟିଲା ଚାଲାଣ

ମୁମ୍ବାଇ: ମହାରାଷ୍ଟ୍ରର କଲ୍ୟାଣରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ସୂଚନା ଅନୁସାରେ, ସେଠାକାର ଟ୍ରାଫିକ ପୋଲିସ ଜଣେ ଅଟୋ ଡ୍ରାଇଭରଙ୍କ ଉପରେ ହେଲମେଟ ନପିନ୍ଧିବାରୁ ୫୦୦ ଟଙ୍କାର ଚାଲାଣ କାଟିଛନ୍ତି ।…

ଆଜି ପୁଣି ରାଜ୍ୟରେ ୬ଜଣ କରୋନା ରୋଗୀ ପ୍ରାଣ ହରାଇଲେ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଧୀରେଧୀରେ କରୋନା କମିବାରେ ଲାଗିଛି । ନୂଆ ଭାରିଆଣ୍ଟ ଓମିକ୍ରନ ଚିହ୍ନଟ ହେବା ପରେ ରାଜ୍ୟରେ ସଂକ୍ରମଣ ଉଦ୍ଧ୍ୱର୍ଗାମୀ ହୋଇଥିଲା । ତେବେ ଖୋର୍ଦ୍ଧା ଜିଲ୍ଲାରୁ ଅଧିକାଂଶ କୋଭିଡ୍…

ଛାତ୍ରୀଙ୍କ ସାମ୍ନାରେ ଶିକ୍ଷକ କଲେ ଅଶ୍ଲୀଳ କାମ: ଆଉ ତା’ପରେ …. ଜାଣନ୍ତୁ କ’ଣ ରହିଛି ମାମଲା

ନୂଆଦିଲ୍ଲୀ: ପିତା, ମାତାଙ୍କ ପରେ ଗୁରୁଙ୍କୁ ଦେବତା ଭାବେ ପୂଜା କରାଯାଏ । କିନ୍ତୁ ଆଜି କାଲି ଯୁଗରେ କିଛି ଶିକ୍ଷକଙ୍କ ଅଶ୍ଲୀଳ କାମ ଯୋଗୁଁ ଶିକ୍ଷକଙ୍କ ଉପରୁ ଭରସା ଉଠିବାରେ ଲାଗିଛି । ନିକଟରେ ଦେଓଲୀ ଅଞ୍ଚଳର ଥାୱାଲା…

ଆଜି ରାଜ୍ୟରୁ ଚିହ୍ନଟ ହେଲେ ୧୨୮ କୋଭିଡ୍ ପଜିଟିଭ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଦୈନିକ କୋଭିଡ୍ ସଂକ୍ରମଣ କ୍ରମଶଃ ହ୍ରାସ ପାଇବାରେ ଲାଗିଛି । ତେଣୁ ପରିସ୍ଥିତିକୁ ଦୃଷ୍ଟିରେ ରଖି ସ୍କୁଲ, କଲେଜ ଓ ବିଭିନ୍ନ ଅନୁଷ୍ଠାନକୁ ଖୋଲିବା ନେଇ ସରକାର ଅନୁମତି ଦେଇଛନ୍ତି…

ପୌର ନିର୍ବାଚନରେ BJD, BJP ଓ Congressର ଟିକେଟ ବାଣ୍ଟୁଛନ୍ତି ଏଇ ତିନି ନେତା, ଜାଣନ୍ତୁ କାହା ହାତରେ କେଉଁ ଦଳ ଦାୟିତ୍ୱ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ପୌର ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ମୋଟ ୧୦୬ଟି ଏନଏସି ଓ ମ୍ୟୁନିସିପାଲିଟି ଏବଂ ୩ଟି ମହାନଗର ନିଗମ ପାଇଁ ଅନୁଷ୍ଠିତ ହେବ ନିର୍ବାଚନ ।…

ରୁଷିଆଠାରୁ ଦୂରତା ବଜାୟ ରଖିବା ପାଇଁ ଭାରତକୁ ଆମେରିକାର ପରାମର୍ଶ, ସେପଟେ ଫେରିଲେ ଆଉ ୪୨୦ ଭାରତୀୟ

ନୂଆଦିଲ୍ଲୀ: ରୁଷିଆଠାରୁ ଦୂରତା ବଜାୟ ରଖିବା ପାଇଁ ଭାରତକୁ ପରାମର୍ଶ ଦେଇଛି ଆମେରିକା । ସିନେଟ ସବକମିଟି ବୈଠକରେ ସହକାରୀ ବୈଦେଶିକ ସଚିବ ଦେଇଛନ୍ତି ଏପରି ମତ । ଆକ୍ରମଣଜନିତ ନିନ୍ଦା ପ୍ରସ୍ତାବ ଭୋଟଦାନରୁ ଭାରତ ବିରତ…

ୟୁକ୍ରେନରେ ଭାରତୀୟ ଛାତ୍ରଙ୍କୁ ଗୁଳିମାଡ଼: ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପୁଣି ଜଣେ ଭାରତୀୟ ଛାତ୍ର ୟୁକ୍ରେନରେ ବର୍ବରତାର ଶିକାର ହୋଇଛନ୍ତି । ଜଣେ ଭାରତୀୟ ଛାତ୍ରଙ୍କୁ ୟୁକ୍ରେନରେ ଗୁଳିମାଡ଼ କରାଯାଇଥିବା ଜଣାପଡ଼ିଛି । ତେବେ ଗୁରୁତର ଅବସ୍ଥାରେ ଉକ୍ତ ଛାତ୍ରଙ୍କୁ…

ଦିବ୍ୟାଙ୍ଗଙ୍କୁ ଜାତୀୟ ଛାତ୍ରବୃତ୍ତି ପ୍ରଦାନ କରିବ UGC, ମାର୍ଚ୍ଚ ୩୧ ମଧ୍ୟରେ କରନ୍ତୁ ଆବେଦନ

ନୂଆଦିଲ୍ଲୀ: ୟୁନିଭରସିଟି ଗ୍ରାଣ୍ଟ କମିଶନ (ୟୁଜିସି) ପକ୍ଷରୁ ଦିବ୍ୟାଙ୍ଗଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରାଯାଇଛି । ଛାତ୍ରଛାତ୍ରୀମାନଙ୍କୁ ଜାତୀୟ ଛାତ୍ରବୃତ୍ତି ପାଇଁ ଆବେଦନ କରିବା ପାଇଁ ଭିନ୍ନକ୍ଷମ…

BMC ନିର୍ବାଚନ: ମଧୁସ୍ମିତା ହେବେ କଂଗ୍ରେସର ମେୟର ପ୍ରାର୍ଥୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଭୁବନେଶ୍ୱର ମହାନଗର ନିଗମ (ବିଏମସି)ର ମେୟର ପଦବୀ ପାଇଁ ତିନି ଦଳ ବିଜେଡି, ବିଜେପି ଓ କଂଗ୍ରେସ ମଧ୍ୟରେ ଚଳିତ ଥର କଡ଼ା ଟକ୍କର ହେବ । ତେବେ କେଉଁ ଦଳ କାହାକୁ ପ୍ରାର୍ଥୀ କରିବ ସେନେଇ କଡ଼ା…