fbpx
Browsing Category

Breaking News

“ମୁଁ ଇସ୍କୁଲରେ ପଢ଼ୁଛି…” ଭାଇରାଲ୍ ହେଉଛି ୬ ବର୍ଷର ପିଲା ଜଗଦୀଶଙ୍କ ଭିଡିଓ

ଭୁବନେଶ୍ୱର, ୧୮ା୪ (ଓଡିଶା ଭାସ୍କର) : କିଛି ଦିନ ହେବ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି ହ୍ୟୁମାନ୍ ସାଗର ଏବଂ ତାଙ୍କ ସହ ଗାଉଥିବା ଗୋଟିଏ ୬ ବର୍ଷର ପିଲାର ଭିଡିଓ । ଗୀତଟି ହେଉଛି, "ମୁଁ ଇସ୍କୁଲରେ ପଢ଼ୁଛି...ମୁଁ…

ଏହି ରାଜ୍ୟରେ ପୁଣି ଶସ୍ତା ହେଲା ସୁନା, ଜାଣନ୍ତୁ କେଉଁଠି

ନୂଆଦିଲ୍ଲୀ, ୧୮ା୪: ହରିୟାଣାରେ ଲଗାତର ଦୁଇଦିନ ଧରି ସୁନା ରେଟ୍ ହ୍ରାସ ପାଇଛି । ଆଜି ୨୨ କ୍ୟାରେଟ ସୁନାର ମୂଲ୍ୟ ୧୦ ଗ୍ରାମକୁ ୪୫,୩୮୦ ଟଙ୍କା ରହିଛି । ୧୪ ଏପ୍ରିଲରେ ସୁନାର ମୂଲ୍ୟ ୪୫,୪୨୦ ରହିଥିଲା । ସେହିପରି ଆଜି…

ମୁଖ୍ୟମନ୍ତ୍ରୀ ଡକାଇଲେ ବୈଠକ, ଏହି ଜିଲ୍ଲାଗୁଡିକରେ ଲାଗିପାରେ ଲକଡାଉନ୍‌!

ଜୟପୁର,୧୮ ।୪: ଧିରେ ଧିରେ କରୋନା ସଂକ୍ରମଣ ଓ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି । ରାଜସ୍ଥାନରେ ବଢୁଥିବା ମାମଲାକୁ ନେଇ ଚିନ୍ତାରେ ଅଛନ୍ତି ଅଶୋକ ଗେହଲଟ୍ ସରକାର । ଏନେଇ ଆଜି ମୁଖ୍ୟମନ୍ତ୍ରୀ ଭବନରେ ୧୨.୩୦ରୁ ଚାଲିଛି…

ବାଲ୍ୟ ବିବାହର ପେଣ୍ଠସ୍ଥଳୀ ପାଲଟିଛି ସୁକିନ୍ଦା, ବର୍ଷେ ଭିତରେ ୧୦୧ ବିବାହ

କଳିଙ୍ଗନଗର : ଦଶନ୍ଧି ପରେ ଦଶନ୍ଧି ବିତି ଚାଲିବା ସହ ଲୋକ ମାନେ ଆଧୁନିକ ଯୁଗରେ ଆସି ଉପନୀତ ହେଲେଣି । ହେଲେ ଆଜି ଯାଏ କିଛି ଏମିତି ଅଞ୍ଚଳ ରହିଛି ଯେଉଁଠାରେ ଏପର୍ଯ୍ୟନ୍ତ ଲୋକମାନେ ବାଲ୍ୟ ବିବାହକୁ ବିଶ୍ୱାସ କରୁଛନ୍ତି…

କାଠଯୋଡି କୂଳରେ ନିର୍ମାଣ ହେବ ‘ଲ ପାର୍କ’

କଟକ ୧୮ ।୪ (ଓଡିଶା ଭାସ୍କର) : ନିର୍ମାଣ ହେବ ‘ଲ ପାର୍କ’ । କଟକ କାଠଯୋଡି କୂଳରେ ନିର୍ମିତ ହେବ ‘ଲ ପାର୍କ’ । ୪୦ ରୁ ୫୦ର ଏକର ଜମିରେ ନିର୍ମିତ ହେବାକୁ ଥିବା ଏହି ପାର୍କରେ ଆଇନ୍ ବିଶାରଦ କରିଥିବା ବିଶିଷ୍ଟ…

ଅକ୍ସିଜେନ୍ ଅଭାବରୁ ଚାଲିଗଲା ୧୨ କୋଭିଡ ରୋଗୀଙ୍କ ଜୀବନ, ଜାଣନ୍ତୁ କେଉଁଠି?

ଭୋପାଳ : ଦେଶରେ କରୋନା ମହାମାରୀ ବଢିଚାଲିଥିବା ବେଳେ ମୃତ୍ୟୁ ସଂଖ୍ୟା ବି ବଢିବାରେ ଲାଗିଛି । ଏହାରି ମଧ୍ୟରେ ମଧ୍ୟପ୍ରଦେଶର ଶାହଡୋଲରେ ଉତ୍ତେଜନା ଦେଖିବାକୁ ମିଳିଛି । ଅକ୍ସିଜେନ ଅଭାବରୁ ୧୨ ଜଣ କୋଭିଡ ରୋଗୀଙ୍କର…

ଏଲଆଇସି କର୍ମଚାରୀଙ୍କ ପାଇଁ ଖୁସି ଖବର: ବଢ଼ିବ ଦରମା, ସପ୍ତାହକୁ ମିଳିବ ଏତିକି ଦିନ ଛୁଟି, ପଢ଼ନ୍ତୁ ପୁରା ଖବର

ନୂଆଦିଲ୍ଲୀ, ୧୮ା୪: ଲାଇଫ୍ ଇନ୍ସ୍ୟୁରାନ୍ସ କର୍ପୋରେସନ ଅଫ୍ ଇଣ୍ଡିଆ (ଏଲଆଇସି)ର ସମସ୍ତ କର୍ମଚାରୀଙ୍କ ପାଇଁ ଖୁସି ଖବର । ଏଲଆଇସିର କର୍ମଚାରୀଙ୍କର ୧୬ ପ୍ରତିଶତ ଦରମା ବୃଦ୍ଧି ନେଇ ଆର୍ଥିକ ସେବା ବିଭାଗ ମଞ୍ଜୁରୀ…

ଭେଣ୍ଟିଲେଟର୍ ଓ ଅକ୍ସିଜେନ୍ ଅଭାବରୁ ଆଖି ବୁଜିଲେ ଡାକ୍ତର ଦିଲ୍ଲୀପ ଷଡଙ୍ଗୀ

ବଲାଙ୍ଗୀର, ୧୮ା୪ (ଓଡିଶା ଭାସ୍କର) : ଦୁଇ ଡୋଜ୍ ଟିକା ନେବା ପରେ କରୋନା ସଂକ୍ରମିତ ହୋଇ ଚିକିତ୍ସା ଅଭାବରୁ ଆଖି ବୁଜିଲେ ଡାକ୍ତର ଦିଲ୍ଲୀପ ଷଡଙ୍ଗୀ । ଲୋକଙ୍କୁ ଚିକିତ୍ସା କରି କରି ନିଜେ ଚିକିତ୍ସା ନପାଇ ମୃତ୍ୟୁବରଣ…

ଚାକିରି ଆଶାୟୀଙ୍କ ପାଇଁ ଖୁସି ଖବର: ଖୁବଶୀଘ୍ର ଏହି କମ୍ପାନୀରେ ୧ ଲକ୍ଷ ନିଯୁକ୍ତି ପାଇଁ ବାହାରିବ ବିଜ୍ଞାପନ

ଗୋଟିଏ ପଟେ ଦେଶରେ କରୋନାର ସଂକ୍ରମଣ ବଢ଼ି ଚାଲିଥିବା ବେଳେ ଅନ୍ୟପଟେ ଚାକିରି ମିଳିବା କଷ୍ଟକର ହୋଇପଡ଼ୁଛି । କୋଭିଡରେ ଧନୀ, ଗରିବ, ବଡ଼ ବଡ଼ କମ୍ପାନୀ, ଶିକ୍ଷାନୁଷ୍ଠାନ ସମସ୍ତେ ପ୍ରଭାବିତ ହୋଇଛନ୍ତି । ତେବେ ଆଇଟି…

ଏହି ରାଜ୍ୟର ସମସ୍ତ ସ୍କୁଲ, କଲେଜ ଓ କୋଚିଂ ସେଣ୍ଟର ସମ୍ପୂର୍ଣ୍ଣ ବନ୍ଦ, ଜାଣନ୍ତୁ କେବେ ଖୋଲିବ

ନୂଆଦିଲ୍ଲୀ, ୧୮ା୪: ଦେଶର ବିଭିନ୍ନ ରାଜ୍ୟରେ କରୋନାର ସଂକ୍ରମଣ ଦ୍ରୁତଗତିରେ ବୃଦ୍ଧି ପାଇବାରେ ଲାଗିଛି । ହରିୟାଣାରେ ମଧ୍ୟ କୋଭିଡର ଲହର ଜାରି ରହିଛି । ତେଣୁ ସରକାର ରାଜ୍ୟର ସମସ୍ତ ସ୍କୁଲ, କଲେଜ ଓ କୋଚିଂ…