Browsing Category

Breaking News

କରୋନା ସଂକ୍ରମିତ ଶବଠୁ ଲୁଟ୍‌ : ସୁନାଚେନ ଓ ମୋବାଇଲ ଫୋନ ଜବତ, କୋଭିଡ ହସ୍ପିଟାଲ କର୍ମଚାରୀଙ୍କ ସମେତ ୩ ଗିରଫ

କେନ୍ଦୁଝର (ଓଡ଼ିଶା ଭାସ୍କର): କେନ୍ଦୁଝର କୋଭିଡ ଡାକ୍ତରଖାନାର ଅବ୍ୟବସ୍ଥା ବାବଦରେ ବିଗତ ଦିନରେ ଅନେକ ଥର ଖବର ପ୍ରକାଶ ପାଇଥିଲେ ମଧ୍ୟ ଜିଲ୍ଲାପ୍ରଶାସନ ଏବଂ ସରକାରଙ୍କର କୁମ୍ଭକର୍ଣ୍ଣ ନିଦ୍ରା ଭାଙ୍ଗି ନଥିଲା।…

ଓଡ଼ିଶାରେ କେନ୍ଦ୍ରୀୟ ଟିମ୍‌: ଆଜି ଓ କାଲି ବାତ୍ୟା ପ୍ରଭାବିତ ୪ ଜିଲ୍ଲାରେ କ୍ଷୟକ୍ଷତି ଆକଳନ କରି କେନ୍ଦ୍ରକୁ ଦେବେ ରିପୋର୍ଟ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ନିକଟରେ ସାମୁଦ୍ରିକ ବାତ୍ୟା ୟାଶ୍ ପ୍ରଭାବରେ ରାଜ୍ୟର ଅଧିକାଂଶ ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାର ସମୀକ୍ଷା କରି ୫୦୦କୋଟି ଟଙ୍କା…

ନଭେମ୍ବର-ଡିସେମ୍ବରକୁ ଆସିବ କରୋନାର ଆଉ ଏକ ତରଙ୍ଗ! ଜାଣନ୍ତୁ କଣ କହିଲେ ବିଶେଷଜ୍ଞ…

ବେଙ୍ଗାଲୁରୁ: ମହାମାରୀ କରୋନା ଭାଇରସ୍ ଯୋଗୁଁ ଦେଶ କଲବଲ ହୋଇଗଲାଣି । ଦ୍ୱିତୀୟ ତରଙ୍ଗରେ ଅନେକ ଜୀବନ ନେବା ସହ ଦେଶର ଆର୍ଥିକ ସ୍ଥିତିକୁ ବିଗାଡ଼ି ଦେଲାଣି । ତେବେ ଗତ କିଛିଦିନ ଧରି ଦେଶରେ ନୂଆ ସଂକ୍ରମଣ ସଂଖ୍ୟା…

ରାଜଧାନୀରେ ହ୍ରାସ ପାଇଲା ନୂଆ ସଂକ୍ରମିତଙ୍କ ସଂଖ୍ୟା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗୋଟେ ପଟେ ଜାତୀୟ ରାଜଧାନୀ ଦିଲ୍ଲୀରେ କୋଭିଡ୍ ସଂକ୍ରମଣ କମୁଥିବା ବେଳେ ଅନ୍ୟପଟେ ଓଡିଶାର ରାଜଧାନୀ ଭୁବନେଶ୍ୱରରେ ବି କୋଭିଡ୍ ସଂକ୍ରମଣ ହ୍ରାସ ପାଉଥିବା ଦେଖିବାକୁ ମିଳିଛି ।…

ରାଜ୍ୟରେ ୪୦୦ ତଳକୁ ଆସିଲା ଦୈନିକ ସଂକ୍ରମଣ ସଂଖ୍ୟା, ଆକ୍ଟିଭ୍ କେସ୍ ୫,୮୮୯

ନୂଆଦିଲ୍ଲୀ: କୋଭିଡକୁ ସଂକ୍ରମଣକୁ ଦ୍ରୁତ ଗତିରେ କମାଇବାରେ ସଫଳ ହୋଇଛି ରାଜଧାନୀ ଦିଲ୍ଲୀ । ଦିନ ଥିଲା ଏଠାରେ ଦୈନିକ ସଂକ୍ରମଣ ୧୫ ହଜାର ପାର୍ କରୁଥିବା ବେଳେ ଏବେ ଏହାର ହ୍ରାସ ପାଇ ୪୦୦ ତଳକୁ ଚାଲି ଆସିଛି । ଯାହା…

କୋଭିଡ୍ ବିରୋଧୀ ଔଷଧ ନିକ୍ଲୋସାମାଇଡର ଆରମ୍ଭ ହେଲା କ୍ଲିନିକାଲ୍ ଟ୍ରାଏଲ୍

ନୂଆଦିଲ୍ଲୀ: କରୋନା ଚିକିତ୍ସା ପାଇଁ ସିଏସଆଇଆର ଇଣ୍ଡିଆ ଏବଂ ଲକ୍ସାଇ ଲାଇଫ୍ ସାଇନ୍ସ ପକ୍ଷରୁ ଆରମ୍ଭ ହେଲା ନିକ୍ଲୋସାମାଇଡ୍ (Nicolsamide) ଔଷଧର କ୍ଲିନିକାଲ ଟ୍ରାଏଲ । ଏହି ଔଷଧର ପ୍ରଭାବ, ନିରାପତ୍ତା ଏବଂ…

୯ ପ୍ରତିଶତରେ ପହଞ୍ଚିଛି ରାଜ୍ୟର ସଂକ୍ରମଣ ହାର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ କୋଭିଡ୍ ମହାମାରୀକୁ ନେଇ ମିଳିଛି ଆଶ୍ୱସ୍ତିକର ଖବର । ରାଜ୍ୟରେ ହ୍ରାସ ପାଇବାରେ ଲାଗିଛି କୋଭିଡ୍ ସଂକ୍ରମଣ ହାର । ଏନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ…

ନାସାର ରକେଟ୍ ନିର୍ମାଣର ମୁଳଦୂଆ ତତ୍ତ୍ୱାବଧାନ କରୁଛନ୍ତି ଭାରତ ଇଞ୍ଜିନିୟର୍ ସୁଭାଷିନୀ

ନୂଆଦିଲ୍ଲୀ: ‘ନାସା’ର ଚନ୍ଦ୍ର ଓ ଅନ୍ୟାନ୍ୟ ଅଭିଯାନ ପ୍ରକଳ୍ପ ନିମନ୍ତେ ରକେଟ୍ ନିର୍ମାଣର ମୂଳଦୁଆ ତତ୍ତ୍ବାବଧାନ କରୁଛନ୍ତି ଭାରତ ଇଞ୍ଜିନିୟର୍ ସୁଭାଷିନୀ ଆୟର । କୋଏମ୍ବାଟୁର୍ ଜନ୍ମିତା ସୁଭାଷିନୀ ଆୟର୍ ଆମେରିକାର…

‘ଚାରଚାନ୍ଦ’ ଲଗାଇଛନ୍ତି ବିହାରର ଚାନ୍ଦିପୁର ଗାଁ, ଅଢ଼େଇ ହଜାର ଜନସଂଖ୍ୟା ବିଶିଷ୍ଟ ଏହି ଗାଁକୁ ଛୁଇଁପାରିନି ଘାତକ କରୋନା

ବିହାର : ‘ଦୁଇ ଗଜ ଦୂରତା, ମାସ୍କର ଆବଶ୍ୟକତା । ଏହି ଦୁଇ ଉକ୍ତିର ସଫଳ ରୂପାୟନ କରିଛନ୍ତି ବିହାରର ନରକଟିଆଗଞ୍ଜ ସବ-ଡିଭିଜନର ଚାନ୍ଦପୁର ଗାଁ ଲୋକମାନେ । କୋଭିଡ୍ ସମୟରେ ସାରା ବିଶ୍ୱବାସୀ ହନ୍ତସନ୍ତ ହେଉଥିବା ବେଳେ…

IAS ଅଧିକାରୀ ସ୍ତରରେ ଅଦଳବଦଳ

ରାୟପୁର: ଛତିଶଗଡ଼ ସରକାର ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍) ଅଧିକାରୀଙ୍କ ସ୍ତରରେ ଏକ ବଡ଼ଧରଣର ଅଦଳବଦଳ କରିଛନ୍ତି । ସରକାର ୯ କଲେକ୍ଟରଙ୍କ ସମେତ ୨୯ ଅଧିକାରୀଙ୍କୁ ଅଦଳବଦଳ କରିଥିବା ଜଣାପଡ଼ିଛି । କୃଷି ବିଭାଗ ସଚିବ…