Browsing Category

Breaking News

ଇଞ୍ଜିନିୟରଙ୍କୁ ଅପହରଣ କଲେ ମାଓବାଦୀ

ବିଜାପୁରରେ ଇଞ୍ଜିନିୟରଙ୍କୁ ଅପହରଣ କଲେ ମାଓବାଦୀ । ଇନ୍ଦ୍ରାବତୀ ପୋଲ ନିର୍ମାଣ କାର୍ଯ୍ୟରେ ନିୟୋଜି ଥିଲେ ଇଞ୍ଜିନିୟର । ଘଟଣା ପରେ ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଫାୟାରିଂ ହୋଇଛି । ଗୁପ୍ତା କନଷ୍ଟ୍ରକ୍ସନର…

ହୋଇଛି କି କରୋନା ଭାଇରସର ଅନ୍ତ? ଜାଣନ୍ତୁ କ’ଣ କହିଲେ ‘ହୁ’ ବୈଜ୍ଞାନିକ ସୌମ୍ୟା ସ୍ୱାମୀନାଥନ

ନୂଆଦିଲ୍ଲୀ: କରୋନା ସଂକ୍ରମଣରେ ହ୍ରାସ ପରିଲକ୍ଷିତ ହୋଇଛି । କିନ୍ତୁ ଏହାରି ମଧ୍ୟରେ ଚର୍ଚ୍ଚା ହେଉଛି ଯେ ମହାମାରୀ ଏବେ ଶେଷ ହୋଇଛି । ତେବେ ଏହାକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମୁଖ୍ୟ ସୌମ୍ୟା ସ୍ୱାମୀନାଥନ ଚେତାବନୀ…

ବିଧାୟିକା ପ୍ରମିଳା ମଲ୍ଲିକଙ୍କୁ କାରଣ ଦର୍ଶାଅ ନୋଟିସ୍, ଜାଣନ୍ତୁ କାହିଁକି

ଯାଜପୁର(ଓଡ଼ିଶା ଭାସ୍କର): ବିଞ୍ଝାରପୁର ବିଧାୟିକା ପ୍ରମିଳା ମଲ୍ଲିକଙ୍କୁ କାରଣ ଦର୍ଶାଅ ନୋଟିସ ଜାରି ହୋଇଛି । ପ୍ରମିଳା ମଲ୍ଲିକଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି ଯାଜପୁର ଜିଲ୍ଲାପାଳ । ରାଜ୍ୟ ନିର୍ବାଚନ…

ନିର୍ବାଚନରେ ବ୍ୟବହାର ହେବ ଡ୍ରୋନ୍: ଡିଜିପି

ମାଲକାନଗିରି(ଓଡ଼ିଶା ଭାସ୍କର): ଦାୟିତ୍ୱ ଗ୍ରହଣ ପରେ ପ୍ରଥମକରି ମାଲକାନଗିରି ଜିଲ୍ଲା ସ୍ୱାଭିମାନ ଅଞ୍ଚଳ ଗସ୍ତ କରିଛନ୍ତି ପୋଲିସ ଡିଜି ସୁନୀଲ କୁମାର ବଂଶଲ । ଦୀର୍ଘ ବର୍ଷ ପରେ ସ୍ବାଭିମାନ ଅଞ୍ଚଳରେ ନିର୍ବାଚନ ହେବାକୁ…

ଲାଞ୍ଚ ନେବା ବେଳେ ଧରାପଡିଲେ ବିଇଓ

ପାରଳାଖେମୁଣ୍ଡି(ଓଡ଼ିଶା ଭାସ୍କର): ୩୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରାପଡିଛନ୍ତି ବିଇଓ । ଗଜପତି ଜିଲ୍ଲା ନୂଆଗଡ଼ ବ୍ଲକ ଶିକ୍ଷା ଅଧିକାରୀ ବ୍ରଜ କୁମାର ନାୟକଙ୍କୁ ଧରିଛି ଭିଜିଲାନ୍ସ । ଜଣେ ଶିକ୍ଷକଙ୍କ ଏରିଅର ବିଲ୍…

ସୁନ୍ଦରଗଡ଼ ADMଙ୍କ ଘରୁ ବାହାରିଲା ପୁଳା ପୁଳା ଟଙ୍କା, ଦେଖନ୍ତୁ VIDEO

ସୁନ୍ଦରଗଡ଼(ଓଡ଼ିଶା ଭାସ୍କର): ସୁନ୍ଦରଗଡ଼ ଅତିରିକ୍ତ ଜିଲ୍ଲାପାଳ ବିଶ୍ୱଜିତ୍ ମହାପାତ୍ରଙ୍କ ଘରେ ଆଜି ରେଡ୍ ହୋଇଛି । ବର୍ତ୍ତମାନ ସୁଦ୍ଧା ନଗଦ ୩ ଲକ୍ଷ ଟଙ୍କା ଜବତ କରାଯାଇଛି । ଭୁବନେଶ୍ୱର ସ୍ଥିତ ନହରକଣ୍ଟାରେ ୮୯ ଲକ୍ଷର…

ଓଡ଼ିଶାରେ ବିଧାନ ପରିଷଦ ଗଠନ ପ୍ରସଙ୍ଗ: କେନ୍ଦ୍ର ଓ ରାଜ୍ୟର ତଥ୍ୟରେ ରହୁନି ତାଳମେଳ, ବଢ଼ୁଛି ବିବାଦ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ବିଧାନ ପରିଷଦ ଗଠନକୁ ନେଇ ଉପୁଜିଛି ବିବାଦ । କେନ୍ଦ୍ର ଓ ରାଜ୍ୟର ମନ୍ତବ୍ୟରେ କୌଣସି ତାଳମେଳ ରହୁନାହିଁ । ନିକଟରେ ରାଜ୍ୟସଭାରେ ସାଂସଦ ପ୍ରସନ୍ନ ଆଚାର୍ଯ୍ୟ କିଛି ପ୍ରଶ୍ନ…

ରହସ୍ୟ ଘେରରେ OUAT ପ୍ରଫେସରଙ୍କ ମୃତ୍ୟୁ: ସ୍ୱାମୀଙ୍କ ରିଲେସନସିପ୍ ନେଇ ବଢ଼ିଲା ସନ୍ଦେହ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦିନକୁ ଦିନ ରାଜ୍ୟରେ ପ୍ରେମଜନିତ ଅପରାଧିକ ମାମଲା ବଢ଼ିବାରେ ଲାଗିଛି । ପ୍ରାୟ ଦୁଇ ସପ୍ତାହ ଧରି ରାଜଧାନୀର ଯୁବ ବ୍ୟବସାୟୀ ସୌମ୍ୟ ରଞ୍ଜନ ପାଣିଗ୍ରାହୀଙ୍କ ମୃତ୍ୟୁକୁ ନେଇ ଚର୍ଚ୍ଚା ଜାରି…

ପୌର ନିର୍ବାଚନରେ ରହିବ ‘NOTA’ ବ୍ୟବସ୍ଥା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ପୌର ନିର୍ବାଚନ ପାଇଁ ପ୍ରସ୍ତୁତି ଜୋରସୋରରେ ଆରମ୍ଭ ହୋଇଛି । ଏଥର ପୌର ନିର୍ବାଚନରେ ଭୋଟରଙ୍କ ପାଇଁ ରହିବ ‘NOTA’ ବ୍ୟବସ୍ଥା । ପ୍ରଥମଥର ପାଇଁ ପୌର ଭୋଟରେ ଲାଗୁ ହେବାକୁ ଯାଉଛି…

ସାରାଦେଶରେ Airtel ସେବା ଠପ୍, ଚିନ୍ତାରେ ବ୍ରଡବ୍ୟାଣ୍ଡ ଓ ମୋବାଇଲା ଗ୍ରାହକ

ନୂଆଦିଲ୍ଲୀ: ସମଗ୍ର ଦେଶରେ ଏୟାରଟେଲ ଗ୍ରାହକମାନେ ସମସ୍ୟାର ସାମ୍ନା କରୁଛନ୍ତି । ଅର୍ଥାତ୍ ଏୟାରଟେଲ କମ୍ପାନୀର ସେବା ବ୍ୟବହାର କରୁଥିବା ଗ୍ରାହକମାନେ ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଭାରତ ସବୁଠାରୁ ବଡ ଟେଲିକମ୍…