Browsing Category

Breaking News

ପୂର୍ବତନ ମହିଳା କ୍ରିକେଟ୍ ତାରକା କେଏସ୍ ଶ୍ରାବନ୍ତୀ ନାଇଡୁଙ୍କ ମା’ଙ୍କ ଚିକିତ୍ସା ପାଇଁ ଆର୍ଥିକ ସହାୟତାର ହାତ ବଢ଼ାଇଲେ ବିରାଟ

ନୂଆଦିଲ୍ଲୀ : ଦେଶରେ କୋଭିଡ୍ ମହାମାରୀର ଦ୍ୱିତୀୟ ଲହର ଜାରି ରହିଛି । ଏଥିରେ ନେତା ମନ୍ତ୍ରୀ ଠାରୁ ଆରମ୍ଭ କରି ଫିଲ୍ମ କଳାକାର ଏବଂ ଖେଳ ସହ ଜଡିତ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ସଂକ୍ରମିତ ହେଉଥିବା ଦେଖିବାକୁ ମିଳିଛି ।…

ଆରପାରିରେ ସ୍ୱର୍ଗତ ରଘୁନାଥ ମହାପାତ୍ରଙ୍କ ବଡ଼ପୁଅ ଯଶୋବନ୍ତ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସ୍ୱନାମଧନ୍ୟ ଶିଳ୍ପୀ ସ୍ୱର୍ଗତ ରଘୁନାଥ ମହାପାତ୍ରଙ୍କ ପରିବାର ଉଜୁଡ଼ି ଯାଉଛି । କରୋନା ମହାମାରୀ ଗୋଟିଏ ପରେ ଗୋଟିଏ ପ୍ରାଣ ନେଇଗଲାଣି । ୧୨ ଦିନ ମଧ୍ୟରେ ଗୋଟିଏ ପରିବାରର ୩ ଜଣ ପୁରୁଷଙ୍କ…

କୋଭିଡ୍ ରୋଗୀଙ୍କ ପାଇଁ ୫୦୦ ଅକ୍ସିଜେନ୍ କନସେନଟ୍ରେଟର୍ ର ସୁବିଧା କଲେ ସଲମାନ

ନୂଆଦିଲ୍ଲୀ : ଭାରତ ବର୍ତ୍ତମାନ କୋଭିଡ୍ ମହାମାରୀ ସଙ୍କଟ ଦେଇ ଗତି କରୁଛି । କୋଭିଡର ଦ୍ୱିତୀୟ ଲହର ସାଂଘାତିକ ରୂପ ନେଉଥିବା ବେଳେ ବିଭିନ୍ନ ହସ୍ପିଟାଲରେ ଅକ୍ସିଜେନ୍ ଏବଂ ବେଡ୍ ର ଅଭାବ ଦେଖା ଦେଇଛି । ଯେଉଁଥିପାଇଁ…

ଦିଅରର ବାହାଘରରେ ଭାଉଜର ଆତ୍ମହତ୍ୟା

ଭଞ୍ଜନଗର(ଓଡ଼ିଶା ଭାସ୍କର): ଶାଶୂଘର ଲୋକଙ୍କ ନିର୍ଯାତନା ସହିନପାରି ବିବାହିତାଙ୍କ ଆତ୍ମହତ୍ୟା । ଗଞ୍ଜାମ ଜିଲ୍ଲା ଭଞ୍ଜନଗର ନିକଟ ତାରାସିଂ ଥାନା ଅନ୍ତର୍ଗତ ଢେପସାହି ଗାଁରେ ଘଟିଛି ଏଭଳି ଅଘଟଣା । ମୃତ ମହିଳା ଜଣକ ସେହି…

୫୪ ଜିଲ୍ଲାପାଳଙ୍କ ସହ କୋଭିଡ୍ ମୁକାବିଲା ନେଇ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ଦେଶରେ କରୋନା ମହାମାରୀ ସଂକ୍ରମଣ ବଢ଼ୁଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ୧୦ଟି ରାଜ୍ୟର ୫୪ ଜିଲ୍ଲାପାଳଙ୍କ କୋଭିଡ୍ ମୁକାବିଲା ସମ୍ପର୍କରେ ବୈଠକ କରିବେ । ଏହି ବୈଠକରେ କୋଭିଡ୍ ମୁକାବିଲା…

ବିବାହ ପୂର୍ବରୁ କୀଟନାଶକ ପିଇଦେଲା କନ୍ୟା

ଭଞ୍ଜନଗର (ଓଡିଶା ଭାସ୍କର): ମାଙ୍ଗଳିକ କାର୍ଯ୍ୟକୁ ନେଇ କନ୍ୟାଘର ବନ୍ଧୁ ବାନ୍ଧବଙ୍କ ଉପସ୍ଥିତିରେ ଖୁସିର ବାତାବରଣ ଲାଗି ରହିଥିଲା । ବୁଧବାର ସଂଧ୍ୟାରେ ହୋଇଥାନ୍ତା ବାହାଘର, ସମସ୍ତ ପ୍ରକାରର ପୂର୍ବ ପ୍ରସ୍ତୁତି ମଧ୍ୟ…

ଇଂଲଣ୍ଡରେ ଆଇପିଏଲ୍ ଓ ଭାରତରେ ବିଶ୍ୱକପ ଆୟୋଜନ ପାଇଁ ଯୋଜନା

ନୂଆଦିଲ୍ଲୀ : ଭାରତରେ କରୋନା ସ୍ଥିତି ଦିନକୁ ଦିନ ଗୁରୁତର ହୋଇ ଚାଲିଥିବା ବେଳେ ଆଗାମୀ ସମୟରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) କିପରି ଆଇପିଏଲର ଦ୍ୱିତୀୟ ପର୍ଯ୍ୟାୟ ଓ ଟି-୨୦ କ୍ରିକେଟ ବିଶ୍ୱକପ୍…

ଏସଆରସିଙ୍କ ପକ୍ଷରୁ ଆଜି ସମ୍ଭାବ୍ୟ ବାତ୍ୟା ସମୀକ୍ଷା

ଭୁବନେଶ୍ୱର: ବଙ୍ଗୋପସାଗରରେ ମେ' ୨୬ ତାରିଖ ସୁଦ୍ଧା ଆଉ ଏକ ବାତ୍ୟା ଦାନା ବାନ୍ଧୁଥିବା ନେଇ ଆଇଏମଡି ପକ୍ଷରୁ ସୁଚନା ଦିଆଯିବା ପରେ ଓଡିଶା ସରକାର ତତ୍ପରତା ପ୍ରକାଶ କରିଛନ୍ତି । ତେବେ ଏହି ବାତ୍ୟାର ନାଁ 'ୟଶ୍'…

୩ ମହାରଣାଙ୍କ ସମେତ ୮ ସେବାୟତ କରୋନା ପଜିଟିଭ୍

ପୁରୀ(ଓଡ଼ିଶା ଭାସ୍କର): ମହାମାରୀ କରୋନା କବଳରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସେବକ ଆକ୍ରାନ୍ତ ହୋଇଛନ୍ତି । ମହାପ୍ରଭୁଙ୍କ ପବିତ୍ର ରଥଯାତ୍ରା ପାଇଁ ଶ୍ରୀକ୍ଷେତ୍ରରେ ରଥ ନିର୍ମାଣ କାର୍ଯ୍ୟ ଜାରି ରହିଥିବାବେଳେ ସେଥିରେ…

ବଇରୀ ସାଜିଲେ ଅଧ୍ୟାପକ: ୧୪ ବର୍ଷର ଛାତ୍ରୀଙ୍କୁ ପାଠ ପଢ଼ାଇବା ନାଁରେ ଘରେ ରଖି କରୁଥିଲେ ଦୁଷ୍କର୍ମ!

ଗୌହାଟୀ: ବର୍ତ୍ତମାନ ସମାଜରେ ମହିଳା ମାନେ ବଞ୍ଚିବା କଷ୍ଟକର ହୋଇ ପଡିଲାଣି । ଘରଠାରୁ ଆରମ୍ଭ କରି ସ୍କୁଲ୍ ପର୍ଯ୍ୟନ୍ତ କେଉଁଠି ମଧ୍ୟ ସୁରକ୍ଷିତ ନାହାନ୍ତି ମହିଳା । ଏହା ମଧ୍ୟରେ ଆସାମରୁ ଏକ ଚକିତ କଲା ପରି ଖବର ଆସି…